ଆପ୍‌ର ରାଜ୍ୟସଭା ମୁଖ୍ୟ ହେଲେ ରାଘବ ଚଡ୍ଡା

ନୂଆଦିଲ୍ଲୀ : ଆପ୍ ସାଂସଦ ରାଘବ ଚଡ୍ଡାଙ୍କୁ ମିଳିଲା ନୂଆ ଦାୟିତ୍ୱ। ତାଙ୍କୁ ଆମ ଆଦମୀ ପାର୍ଟିର ରାଜ୍ୟସଭା ମୁଖ୍ୟ ଭାବେ ନିଯୁକ୍ତ କରାଯାଇଛି। ସଞ୍ଜୟ ସିଂହଙ୍କ ଅନୁପସ୍ଥିତିରେ ତାଙ୍କୁ ଏହି ଦାୟିତ୍ୱ…

ସଂସଦ ସୁରକ୍ଷାରେ ତ୍ରୁଟି ମାମଲା: ଗିରଫ ହେଲା ଆଉ ଜଣେ

ନୂଆଦିଲ୍ଲୀ : ସଂସଦ ସୁରକ୍ଷାରେ ତ୍ରୁଟି ମାମଲାରେ ଗିରଫ ହେଲା ଆଉ ଜଣେ ଅଭିଯୁକ୍ତ। ଦିଲ୍ଲୀ ସ୍ପେଶାଲ ସେଲ୍‌ ପୁଲିସ ମାଷ୍ଟରମାଇଣ୍ଡ ଲଳିତ ଝା’ର ସମ୍ପର୍କୀୟ ଭାଇ କୁହାଯାଉଥିବା ମହେଶ କୁମାଓ୍ୱତକୁ ଗିରଫ କରିଛି।…

ସାଇରସ୍‌ ମିସ୍ତ୍ରୀ ଭଳି ଦଶା ଭୋଗିବ…ରତନ୍‌ ଟାଟାଙ୍କୁ ହତ୍ୟା ଧମକ

ନୂଆଦିଲ୍ଲୀ : ଟାଟା ଗ୍ରୁପର ପୂର୍ବତନ ଚେୟାରମ୍ୟାନ୍‌ ରତନ୍‌ ଟାଟାଙ୍କୁ ହତ୍ୟା ଧମକ। ସାଇରସ୍‌ ମିସ୍ତ୍ରୀ ଭଳି ଦଶା ଭୋଗିବ ବୋଲି କହି କେହି ଜଣେ ଦୁର୍ବୃତ୍ତ ତାଙ୍କୁ ଧମକ ଦେଇଛି। ମୁମ୍ବାଇ ପୁଲିସକୁ ଏଭଳି…

ସଂସଦରେ ସୁରକ୍ଷା ତ୍ରୁଟି ପାଇଁ ବେକାରୀ ସମସ୍ୟା ଦାୟୀ: ରାହୁଲ ଗାନ୍ଧି

ନୂଆଦିଲ୍ଲୀ : ସଂସଦରେ ସୁରକ୍ଷା ତ୍ରୁଟି, କିଛି ଯୁବକ ଗୃହକୁ ପଶି ହଙ୍ଗାମା କରିବା ଘଟଣାରେ ମୁହଁ ଖୋଲିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି। ବେରୋଜଗାରୀ କାରଣରୁ ଏପରି ଏକ ଘଟଣା ଘଟିଥିବା ଅଭିଯୋଗ କରିଛନ୍ତି…

ମିଳିତ ଖ୍ରୀଷ୍ଟୀୟ ମଞ୍ଚ ପକ୍ଷରୁ ପ୍ରାକ-ଖ୍ରୀଷ୍ଟଜନ୍ମ ମହୋତ୍ସବ ପାଳିତ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ମିଳିତ ଖ୍ରୀଷ୍ଟୀୟ ମଞ୍ଚ ପକ୍ଷରୁ ପ୍ରି-ଖ୍ରୀଷ୍ଟମାସ ମହୋତ୍ସବ ଧୁମଧାମରେ ଖ୍ରୀଷ୍ଟୀୟ ଭାଇ ଭଉଣୀଙ୍କ ଦ୍ଵାରା ଗାନ୍ଧୀ ସ୍ମୃତି ଭବନ ଠାରେ ପାଳିତ ହୋଇ ଯାଇଛି । ସର୍ବ୍ ପ୍ରଥମେ ମାଦିକୁଂଦା ଛକ ଠାରୁ କୋର୍ଟ ଛକ ସ୍ଥିତ ଗାନ୍ଧୀ ସ୍ମୁତି ଭବନ ପର୍ଯ୍ୟନ୍ତ ଶାନ୍ତି

ଫରେଷ୍ଟ ବିଟ୍ ହାଉସରୁ ଚୋରୀ ହୋଇଥିବା ଚଉକାଠ ଜବତ : ୩ ଗିରଫ

ଦେବଗଡ଼,୧୫ା୧୨: ଲଇମୁରା ଫରେଷ୍ଟ ବିଟ୍ ହାଉସରୁ ଚଉକାଠ ଚୋରି ଅଭିଯୋଗରେ ଲଇମୁରା ଥାନା ପୋଲିସ ଶୁକ୍ରବାର ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଗିରଫ ଅଭିଯୁକ୍ତ ମାନେ ଲଇମୁରା ଥାନା ଗଣ୍ଡମ ଗ୍ରାମର ଭାଗିରଥି ସାହୁ, ହରେକୃଷ୍ଣ ପୃଷେଠ ଓ ପ୍ରକାଶ ବାଡା ବୋଲି

‘ବିଜ୍ଞାନ ହିଁ ବିଶ୍ୱ ପ୍ରଗତିର ମୁଖ୍ୟ ଆଧାର’ : ଉତ୍କଳ ବିଶ୍ବବିଦ୍ୟାଳୟରେ ଆରମ୍ଭ ହେଲା ‘ନୂଆ-ଓ’ କାର୍ଯ୍ୟକ୍ରମ

ଭୁବନେଶ୍ବର: ସମ୍ପ୍ରତି ବିଜ୍ଞାନ ଆମ ଦୈନନ୍ଦିନ ଜୀବନ ପ୍ରବାହରେ ଅବିଛିନ୍ନ ଅଙ୍ଗ ହୋଇଛି ଏବଂ ବିଜ୍ଞାନର ବିକାଶ ବିନା ଦେଶର ପ୍ରଗତି ଅସମ୍ଭବ। ରାଷ୍ଟ୍ରୀୟ ପ୍ରଗତି ପାଇଁ ଅନ୍ଧବିଶ୍ୱାସ ଦୂରୀକରଣ ସହିତ ବୈଜ୍ଞାନିକ ଚେତନା ସୃଷ୍ଟି ପାଇଁ ଦେଶବ୍ୟାପୀ ଉଦ୍ୟମ କରିବା ଆବଶ୍ୟକ। ବୈଜ୍ଞାନିକ

ସମନ୍ଵିତ ଯୁବବିକାଶ କାର୍ଯ୍ୟକ୍ରମ ଉଦଯାପିତ

ଦାରିଙ୍ଗବାଡି,୧୫/୧୨: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଡ଼କ୍ଟର ବି.ଆର ଆମ୍ବେଦକର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଯୁବ ଓଡ଼ିଶା ନବୀନ ଓଡ଼ିଶା ପକ୍ଷରୁ ଚାଲିଥିବା ସମନ୍ଵିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧକ୍ଷ ଡ଼ ପ୍ରତାପ ବେହେରାଙ୍କ

ବାଲିଗୁଡା ସହରରେ ପ୍ରବଳ ଥଣ୍ଡା ସହ କୁହୁଡି, ୧୦ଡିଗ୍ରୀ ତଳକୁ ଖସିଲା ପାରଦ…

ବାଲିଗୁଡା : କନ୍ଧମାଳ ଜିଲ୍ଲା ସମେତ ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳରେ ଚଳିତ ବର୍ଷ ଶୀତ ଏକପ୍ରକାର ଲୁଚକାଳି ଖେଳୁଥିବା ବେଳେ ଶୀତ ଋତୁ ଆରମ୍ଭର ଦୀର୍ଘ ଦିନ ବ୍ୟବଧାନ ପରେ ଶୁକ୍ରବାର ପ୍ରବଳ ଥଣ୍ଡା ଅନୁଭୂତ ହେଉଛି l ପାରଦ ୧୦ଡିଗ୍ରୀ ତଳକୁ ଖସି ଆସିଛି। ଶୁକ୍ରବାର ବାଲିଗୁଡା ସହରର

ହିଞ୍ଜିଳିରେ ବିଜେଡିର ପ୍ରଶିକ୍ଷଣ ଶିବିର ଉଦଯାପିତ

ହିଞ୍ଜିଳିକାଟୁ ୧୫/୧୨ : ବିଜୁ ଜନତା ଦଳ ଳ ପକ୍ଷରୁ ତିନି ଦିନ ଧରି ହିଞ୍ଜିଳିକାଟୁ ରୋୟାଲ ପେଲେସ ଠାରେ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଇଥିଲା। ପ୍ରଥମ ଦିନରେ ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ତିନୋଟି ଜୋନ ର ଦୁଇ ହଜାରରୁ ଅଧିକ ଵିଜେଡି କର୍ମୀ ଯୋଗଦେଇଥିଲେ। ଦୂତୀୟ