Sign in
Sign in
Recover your password.
A password will be e-mailed to you.
ଜିଲ୍ଲାସ୍ତରୀୟ ମାଲ୍ୟବନ୍ତ ମହୋତ୍ସବରେ ସାମ୍ବାଦିକ ବସିବାଜାଗାକୁ ନେଇ ଅବ୍ୟବସ୍ଥା…
ଉଦ୍ଘାଟନୀ ଉତ୍ସବରେ ଯୋଗ ଦେଲେନି ସାମ୍ବାଦିକ
ମାଲକାନଗିରି, ୧୫।୧୨:ମାଲକାନଗିରି ଜିଲ୍ଲା ରେ ଆଜିଠାରୁ ଜିଲ୍ଲା ସ୍ତରୀୟ ମାଲ୍ୟବନ୍ତ ମହୋତ୍ସବର ଶୁଭାରମ୍ଭ ହୋଇଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ସାମ୍ବାଦିକଙ୍କୁ ଅବହେଳା କରାଯାଇଥିବା ଅଭିଯୋଗ ନେଇ ସାମ୍ବାଦିକ ମାନେ ଏହି ମହୋତ୍ସବରେ!-->!-->!-->…
କୁମ୍ଭାଗୁଡା ସ୍କୁଲରେ ଶିକ୍ଷକ ଅନୁପସ୍ଥିତ ଯୋଗୁ ପାଠପଢ଼ାରେ ଅନିୟମିତତା ଅଭିଯୋଗ…
ମାଲକାନଗିରି : ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ କୁମ୍ଭାଗୁଡା ଗ୍ରାମସ୍ଥିତ ସ୍କୁଲରେ ଶୀକ୍ଷକଙ୍କ ଅନିୟମିତତା ଅଭିଯୋଗ ହୋଇଛି । ଏହି ସ୍କୁଲରେ କାର୍ଯ୍ୟରତ ଦୁଇ ଶିକ୍ଷକଙ୍କ ମଧ୍ୟରେ ଜଣେ ଓଳିଏ ଆସିଲେ ଓଳିଏ ଆସୁନଥିବାରୁ ସ୍କୁଲରେ ପାଠପଢ଼ାରେ ବାଧା ଉପୁଜୁଥିବା ଲୋକେ ଅଭିଯୋଗ କରିଛନ୍ତି ।!-->…
ସାମୁଦ୍ରିକ ଅଭୟାରଣ୍ୟ ଗହୀରମଥାରୁ ଟ୍ରଲର ଜବତ, ୯ମତ୍ସ୍ୟଜୀଵି ଗିରଫ
ରାଜନଗର : କେନ୍ଦ୍ରାପଡା ଜିଲ୍ଲା ରାଜନଗର ବନଖଣ୍ଡ ଅନ୍ତର୍ଗତ ଗହିରମଥା ରେଞ୍ଜର ଗୁରୁଵାର ଦିନ ସାମୁଦ୍ରିକ ଅଭୟାରଣ୍ୟରେ ଵେଆଇନ ଭାବେ ମାଛ ମାରୁଥିବା ଓମ୍ ଵାଵା -7ନାମକ ଟ୍ରଲର ସହ ୯ଜଣ ମତ୍ସ୍ୟଜୀବୀଙ୍କୁ ଗିରଫ କରିଛି ଵନ ଵିଭାଗ। ସୂଚନାଯୋଗ୍ୟ ଗୁରୁଵାର ଦିନ ଗହିରମଥା ସାମୁଦ୍ରିକ!-->…
ଇଡ଼ି-ଆଇଡ଼ି ସ୍କାନରରେ ଗଞ୍ଜାମର ମଦ-ବାଲି-ଜମି ମାଫିଆ….
ଛଦ୍ମବେଶରେ ଗୁପ୍ତ ତଥ୍ୟ ସଂଗ୍ରହ ଚାଲିଛି…!ବ୍ରହ୍ମପୁର : ବଲାଙ୍ଗୀର ରେ ସାହୁ ବ୍ରୋଦେର୍ସ ନିକଟରୁ ପେଟି ପେଟି ଟଙ୍କା ଜବତ ପରେ ସାରା ରାଜ୍ୟରେ କୁବେର ମଦ ମାଫିଆ ଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ଏବେ ଗତ ଏକ ସପ୍ତାହ ହେବ ଛଦ୍ମ ବେଶରେ କିଛି ଇଡ଼ି- ଆଇଡ଼ି ବିଭାଗ ର ଅଧିକାରୀ ଗଞ୍ଜାମ!-->…
ପାଣ୍ଡିଆନଙ୍କ ଗସ୍ତ ସମୟରେ ଶକ୍ତି ପ୍ରଦର୍ଶନ ପାଇଁ ରଣକୌଶଳ…
ଆସିକା ରେ ଏବେ ସବୁ ଟିକେଟ ଲବିରେ !ବ୍ରହ୍ମପୁର: ଆସିକା ରେ ପୃଥକ ପୃଥକ ଭାବେ ପାଣ୍ଡିଆନ ଙ୍କୁ ସମର୍ଦ୍ଧନା ପାଇଁ ରଣ କୌଶଳ ଆରମ୍ଭ ହୋଇଯାଇଛି। ଗୁରୁବାର ଦିନ ବିଧାୟିକା ଗୋଷ୍ଟି ର ବୈଠକ ଆସିକା ଟାଉନହଲ ପରିସରରେ ଅନୁଷ୍ଠିତ ହୋଇଥିଲା। ଏଥିରେ କେବଳ ବିଧାୟିକା ଗୋଷ୍ଟିର କେତେକ ହାତ ଗଣତି!-->…
ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୋଗଶିକ୍ଷା ଅନୁଷ୍ଠିତ…
ଦାରିଙ୍ଗବାଡ଼ି,୧୫/୧୨ : ଦାରିଙ୍ଗବାଡି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁବ ଓଡ଼ିଶା ନବୀନ ଓଡ଼ିଶା ସାମାଜିକ କାର୍ଯ୍ୟକ୍ରମରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟକ୍ଷା ସୋନାଲିତା ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଯୋଗଶିକ୍ଷା ଅନୁଷ୍ଠିତ ହୋଇଯାଇଛି । ଯୋଗ ଶିକ୍ଷକ ଦିନେଶ କୁମାର ସାହୁ ଉଚ୍ଚ!-->…
ବିଜେଡି ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ: ଲଗାତାର ସଫଳତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଶ୍ରେୟ ଦେଲେ ନେତା
ଭୁବନେଶ୍ୱର: ରାଜ୍ୟ ବିଜୁ ଜନତା ଦଳର ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଆଜି ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶଙ୍ଖ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ବିଜୁ ବାବୁଙ୍କର ଫଟୋଚିତ୍ରରେ ପ୍ରଥମେ ଶ୍ରଦ୍ଧା ସୁମନ ଅର୍ପଣ ଓ ବନ୍ଦେ ଉତ୍କଳ…
ଜାନୁଆରୀ ପହିଲାରୁ ଗାଡ଼ିରେ ଲାଗିବ VLTD
ଭୁବନେଶ୍ବର : ୨୦୨୪ ଜାନୁଆରୀ ପହିଲାରୁ ପଞ୍ଜିକୃତ ହେବାକୁ ଥିବା ସମସ୍ତ ନୂଆ ଯାତ୍ରୀବାହୀ ଗାଡ଼ିରେ ଭେହିକିଲ୍ ଲୋକେସନ୍ ଟ୍ରାକିଂ ଡିଭାଇସ୍ (VLTD) ଲାଗିବ। ଏନେଇ ଆଜି ରାଜ୍ୟ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁସାରେ…
ମାଡ୍ରାସ ହାଇକୋର୍ଟ ଆଇପିଏସ୍ ଅଧିକାରୀଙ୍କୁ ୧୫ ଦିନ ଜେଲ୍ ଦଣ୍ଡାଦେଶ ଶୁଣାଇଲେ…
ଚେନ୍ନାଇ: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଦ୍ୱାରା ଆଗତ ଏକ ଅବମାନନା ମାମଲାର ଶୁଣାଣି କରି ମାଡ୍ରାସ ହାଇକୋର୍ଟ ଅବସରପ୍ରାପ୍ତ ଭାରତୀୟ ପୁଲିସ ସେବା (ଆଇପିଏସ୍) ଅଧିକାରୀ ଜି ସମ୍ପତ କୁମାରଙ୍କୁ ୧୫ ଦିନ ଜେଲ୍ ଦଣ୍ଡାଦେଶ…
ଟ୍ଵିନସିଟିରେ ଆରମ୍ଭ ହେଲା ବିକଶିତ ଭାରତ ସଂକଳ୍ପ ଯାତ୍ରା…
ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଆଜି ଠାରୁ ଆରମ୍ଭ ହୋଇଛି ବିକଶିତ ଭାରତ ସଂକଳ୍ପ ଯାତ୍ରା । ପ୍ରଥମ ଦିନରେ ବଡ଼ଗଡ଼ ଠାରେ ସଂକଳ୍ପ ଯାତ୍ରା ସଚେତନତା ବାହନ ପହଞ୍ଚିଥିଲା । ଭୁବନେଶ୍ୱର ମହାନଗର ନିଗମ ଡେପୁଟି ମେୟର ମଞ୍ଜୁଲତା କହଁର ଯାତ୍ରାକୁ ଶୁଭାରମ୍ଭ କରିଥିଲେ।
ବଡ଼ଗଡ଼…