Sign in
Sign in
Recover your password.
A password will be e-mailed to you.
ରାଷ୍ଟ୍ରୀୟ ରାଜପୁତ କରଣୀ ସେନା ମୁଖ୍ୟଙ୍କ ହତ୍ୟା ଘଟଣାରେ ୨ ଶୁଟରଙ୍କ ସମେତ ୪ ଗିରଫ…
ରାଷ୍ଟ୍ରୀୟ ରାଜପୁତ କରଣୀ ସେନା ମୁଖ୍ୟ ସୁଖଦେବ ସିଂହ ଗୋଗାମେଡିଙ୍କ ହତ୍ୟା ଘଟଣାରେ ଗତକାଲି ବିଳମ୍ବିତ ରାତିରେ ତିନି ଜଣଙ୍କୁ ଗିରଫ କରିଛି ଦିଲ୍ଲୀ କ୍ରାଇମ ବ୍ରାଞ୍ଚ ଓ ରାଜସ୍ଥାନ ପୁଲିସର ମିଳିତ ଟିମ୍। ସେମାନଙ୍କୁ ଚଣ୍ଡିଗଡ଼ରୁ ଗିରଫ କରାଯାଇଛି। ଏହି ଘଟଣାରା ପୂର୍ବରୁ…
ଆଭ୍ୟନ୍ତରୀଣ ଓଡ଼ିଶାରେ କୁହୁଡି ସମ୍ଭାବନା…
ଭୁବନେଶ୍ୱର: ଉପକୂଳ ଓଡ଼ିଶାରେ ଥଣ୍ଡାରୁ ଆଶ୍ୱସ୍ତି ମିଳୁଥିବା ବେଳେ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ଆସନ୍ତା ୪୮ ଘଣ୍ଟା ଯାଏଁ ଘନ କୁହୁଡ଼ିର ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଏହିସବୁ ଅଞ୍ଚଳରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ମଧ୍ୟମ ଧରଣର କୁହୁଡ଼ି…
ମାନବ ଜାତିକୁ ଧ୍ବଂସ କରୁଥିବା ପୁଞ୍ଜିବାଦ ବିରୁଦ୍ଧରେ ଏକ ହେବାକୁ ଏମଏଏସଏମର ଆହ୍ୱାନ
ବ୍ରହ୍ମପୁର : ସ୍ଥାନୀୟ ସଂଗ୍ରାମୀ ଅନୁଷ୍ଠାନ ମାନବ ଅଧିକାର ସୁରକ୍ଷା ମଞ୍ଚ ଆଜି ବିଶ୍ଵ ମାନବ ଅଧିକାର ଦିବସ ପାଳନ ଅବସରରେ ସ୍ଥାନୀୟ ମେଡିକାଲ ଛକଠାରେ ଆୟୋଜିତ ସଚେତନତା ସଭାରେ ଯୁଦ୍ଧ ନୁହଁ ଶାନ୍ତି ଚାହୁଁର ବାର୍ତ୍ତା ପ୍ରଦାନ କରିଛି l ମାନବ ସମାଜର ସୁରକ୍ଷା, ରାଜନୈତିକ ଅଧିକାର,ସମାନତା!-->…
ମିଲେଟ ଖାଦ୍ୟର ବହୁଳ ପ୍ରସାର ପାଇଁ ପଦଯାତ୍ରା…
ଫୁଲବାଣୀ : ଜେଏନଭି ଆଲୁମିନି ଆସୋସିଏସନ ଏବଂ ଓଡ଼ିଶା ମିଲେଟ ମିଶନର ମିଳିତ ଆନୁକୂଲ୍ୟରେ ମିଲେଟ ଖାଦ୍ୟର ବହୁଳ ପ୍ରସାର ପାଈଁ ଏକ ପଦଯାତ୍ରା ଫୁଲବାଣୀ ଠାରେ ଆୟୋଜନକରାଯାଇଥିଲା। ଏହି ପଦଯାତ୍ରା ଗୋପବନ୍ଧୁ ଛକଠାରୁ ଆରମ୍ଭ ହେଇ ମାଦିକୁନ୍ଦା ଠାରେ ଶେଷ ହେଇଥିଲା। ପଦଯାତ୍ରାରେ ପାଖାପାଖି 70!-->…
ମଦ ବ୍ୟବସାୟୀ ସାହୁ ବ୍ରଦର୍ସ ଗୁମର ଖୋଲା ଚାଲିଛି …
ଅନ୍ୟ କୁବେର ମଦ ବ୍ୟବସାୟ ଙ୍କ ଠିକଣା ଉପରେ ଚଢ଼ାଉ କେବେ ?
ଭୁବନେଶ୍ୱର : ସାରା ରାଜ୍ୟରେ ମଦ ବ୍ୟବସାୟୀ ସାହୁ ବ୍ରୋଦର୍ସ ର ପେଟି ପେଟି ଟଙ୍କା ର ଗଣତି କୁ ନେଇ ଚର୍ଚ୍ଚା ଜୋର ଧରିଛି। ଦେଶୀ ବିଦେଶୀ ମଦ ଲାଇସେନ୍ସ ପ୍ରାପ୍ତ ଙ୍କ ହିସାବ ଅଡିଟ କଲେ ବହୁ କୁବେର ଙ୍କ ମୁଖା ଖୋଲିବ ବୋଲି!-->!-->!-->…
ଆଦିବାସୀ ଜମି ଅଣ ଆଦିବାସୀଙ୍କୁ ହସ୍ତାନ୍ତର ଜନିତ କ୍ୟବିନେଟ ନିଷ୍ପତ୍ତି ତୁରନ୍ତ ପ୍ରତ୍ୟାହାର ଓ ରାଜ୍ୟରେ ପେସା ଆଇନ…
ଭୁବନେଶ୍ୱର : ଆଦିବାସୀଙ୍କ ଜମି ଅଣ ଆଦିବାସୀଙ୍କୁ ହସ୍ତାନ୍ତର କୁ ନିଷେଧ କରୁଥିବା ଆଇନ 1956 ର ରେଗୁଲେସନ 2, କୁ ସଂଶୋଧନ ମାଧ୍ୟମରେ, ବଡ ଶିଳ୍ପପତି ଓ ପୁଞ୍ଜିପତିଙ୍କ ସ୍ୱାର୍ଥରେ ବେଆଇନ ଭାବେ ଆଦିବାସୀ ଜମି କୁ ଅଣ ଆଦିବାସୀ ଙ୍କୁ ହସ୍ତାନ୍ତର ପାଈଁ କ୍ୟାବିନେଟ…
ସୁକୁମାରେ ୨୦ ମାଓବାଦୀ ଆତ୍ମସମର୍ପଣ…
ମାଲକାନଗିରି, ୯।୧୨ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡରେ ୨୦ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଛତିଶଗଡର ସୁକୁମା ସ୍ଥିତ ପୁଲିସ ମୁଖ୍ୟାଳୟରେ ୫ ମହିଳାଙ୍କ ସମେତ ମୋଟ ୨୦ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି I ସୁକୁମା ଏସପି କିରଣ ଚୌହ୍ବାନ, ଏଏସପି!-->…
୪ର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ -୨୦୨୩ ଅନୁଷ୍ଠିତ
ଫୁଲବାଣୀ :କନ୍ଧମାଳ ଜିଲ୍ଲା ଆଇନ ସେବା ପ୍ରାଧୀକରଣ ତରଫରୁ ଜିଲ୍ଲା ଏବଂ ଦୌରା ଜଜ୍ ସତ୍ୟପିର ମିଶ୍ରଙ୍କ ଅଦାଲତ ରେ ଆଜି ୪ର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ -୨୦୨୩ ଅନୁଷ୍ଠିତ ହୋଇଯାଇଛି ।ପ୍ରାପ୍ତ ତଥ୍ୟରୁ ଜଣାପଡ଼ିଛି ଯେ,ପ୍ରାକ୍ ମକଦ୍ଦମାମାମଲା ଗୁଡ଼ିକ ମଧ୍ୟରୁ ୧୧୧ଟିଅର୍ଥ ଅସୁଲି ମାମଲାର ବିଚାର!-->…
ଦାରିଙ୍ଗବାଡି ଶୀତ ମହୋତ୍ସବ ପ୍ରସ୍ତୁତି ବୈଠକ
ଦାରିଙ୍ଗବାଡି,୯/୧୨ : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଶୀତ ମହୋତ୍ସବ ପାଇଁ ବ୍ଲକ ସଭାଗୃହ ଠାରେ ଉପବାଚସ୍ପତି ସାଲୁଗା ପ୍ରଧାନଙ୍କ ନେତୃତ୍ୱ କ୍ରମେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଅତିଥି ଭାବେ ବ୍ଲକ ଅଧକ୍ଷ ସୁଶାନ୍ତ କୁମାର ପ୍ରଧାନ, ତହସିଲଦାର ଶରତ ଶବର, ଏସଆଇ!-->…
ଜିଲ୍ଲାର ଲୋକ କଳାକାରଙ୍କୁ ନେଇ ଆୟୋଜିତ ହେଲା ଲୋକ ନୃତ୍ୟ ପ୍ରତିଯୋଗିତା
ମାଲକାନଗିରି : ଆଜି ସ୍ଥାନୀୟ ସଂସ୍କୃତି ଭବନଠାରେ ମାଲ୍ୟବନ୍ତ ମହୋତ୍ସବ ନେଇ ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତି ପରିଷଦ ଅଧ୍ୟକ୍ଷ ବିଶାଲ ସିଂ ଙ୍କ ତତ୍ତ୍ଵାବଧାନରେ ଲୋକ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ, ଆଡମା ରାବା!-->…