Sign in
Sign in
Recover your password.
A password will be e-mailed to you.
ହମାସ ପ୍ରସଙ୍ଗରେ ସଂସଦରେ ପ୍ରଶ୍ନୋତ୍ତର ସ୍ୱାକ୍ଷରକୁ ମନ୍ତ୍ରୀ ଲେଖୀ ଅସ୍ୱୀକାର କଲେ
ନୂଆଦିଲ୍ଲୀ: ଭାରତ ହମାସକୁ ଆତଙ୍କବାଦୀ ସଂଗଠନ ଘୋଷଣା କରିବାକୁ ଯୋଜନା କରୁଛି କି ନାହିଁ ସେ ନେଇ ସଂସଦର ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ରମନ୍ତ୍ରୀ ମୀନାକ୍ଷୀ ଲେଖୀ ସ୍ୱାକ୍ଷର କରିବାକୁ ମନା କରିଦେଇଛନ୍ତି। ଲେଖୀଙ୍କ ନାମ ସମ୍ବଳିତ ଏକ ଦସ୍ତାବିଜରେ ହମାସ ଉପରେ ସଂସଦୀୟ…
ଗାଜା ଅସ୍ତ୍ରବିରତି ସଂକ୍ରାନ୍ତ ଜାତିସଂଘ ପ୍ରସ୍ତାବନା ଉପରେ ‘ଭିଟୋ’ ପ୍ରୟୋଗ କଲା ଆମେରିକା…
ଜାତିସଂଘ: ମାନବିକତା ଦୃଷ୍ଟିରୁ ଗାଜାରେ ତୁରନ୍ତ ଅସ୍ତ୍ରବିରତି ଦାବି କରି ‘ଜାତିସଂଘ ସୁରକ୍ଷା ପରିଷଦ୍’ର ଅଧିକାଂଶ ସଦସ୍ୟ ଓ ଅନ୍ୟ ରାଷ୍ଟ୍ରମାନଙ୍କ ସମର୍ଥନରେ ଜାତିସଂଘ ଆଗତ କରିଥିବା ପ୍ରସ୍ତାବନାକୁ ବାସ୍ତବତାଠାରୁ ଭିନ୍ନ କହି ଶୁକ୍ରବାର ଦିନ ଯୁକ୍ତରାଷ୍ଟ୍ର…
ସ୍କୁଲ ଚାନ୍ଦାରେ ଅନୁଷ୍ଠିତ ବ୍ଲକସ୍ତରୀୟ ବିଜ୍ଞାନ ମେଳା : ଛାତ୍ରଛାତ୍ରୀଙ୍କୁ ବସିବାକୁ ସ୍ଥାନ ନାହିଁ,ଖରାରେ…
ରାଜନଗର : କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ସଦରମହକୁମା ସ୍ଥିତ ଶୈଳେନ୍ଦ୍ରନାରାୟଣ ଉ. ପ୍ରା ଵିଦ୍ୟାଳୟ ପରିସରରେ ଗତକାଲି ବ୍ଲକସ୍ତରୀୟ ଵିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ମେଳାକୁ ବ୍ଲକ ଶିକ୍ଷାଧିକାରୀ ମନୋରଂଜନ ସେଠୀଙ୍କ ଅଧ୍ୟକ୍ଷତା କରିଥିବା ଵେଳେ ମୁଖ୍ୟ ଅତିଥି ବିଡିଓ ଶ୍ରୀ!-->…
ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଦେଖା କରିବାକୁ ସମୟ ମାଗିଲେ ମମତା ବାନାର୍ଜୀ…
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦେଖା କରିବାକୁ ଚାହୁଁଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଏଥିପାଇଁ ସେ ତାଙ୍କ ଠାରୁ ସମୟ ମାଗିଛନ୍ତି। ପଶ୍ଚିମବଙ୍ଗକୁ କେନ୍ଦ୍ର ଦେବାକୁ ଥିବା ବକେୟା ରାଶି ସମ୍ପର୍କରେ ଆଲୋଚନା କରିବା ପାଇଁ…
ସ୍କୁଲ ବନ୍ଦ ଘଟଣା, ସହକାରୀ ଶିକ୍ଷକ ନିଲମ୍ବିତ
ଦାରିଙ୍ଗବାଡ଼ି, ୯/୧୨,କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ଡିଡ୍ରବାଡ଼ି ସ୍କୁଲ ବନ୍ଦ ହେବା ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ରାଇକିଆ ଗୋଷ୍ଟି ଶିକ୍ଷା ଅଧିକାରୀ ହାଡ଼ିବନ୍ଧୁ ବେହେରା ବୁଧବାର ଦିନ ସ୍କୁଲରେ ପହଞ୍ଚି ଘଟଣାର ତଦନ୍ତ କରିଥିବା ବେଳେ ଗୁରୁବାର!-->…
ମୋବାଇଲ ଦୋକାନରୁ ଚୋରି ଅଭିଯୋଗ…
କୁଆଁରମୁଣ୍ଡା : ସୁନ୍ଦରଗଡ଼ ଜିଲ୍ଲାର ରାଏବୋଗା ଥାନା ଅଧୀନରେ ଥିବା ପରତାପୂର ପଞ୍ଚାୟତ ଅନ୍ତର୍ଗତ ଇନ୍ଦରପୁରର ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ସମ୍ମୁଖରେ ଥିବା ଆଦିତି ମୋବାଇଲ ରିପେରିଙ୍ଗ ଇଲେକ୍ଟ୍ରୋନିକ୍ସ ଦୋକାନରୁ କାଲି ରାତିରେ ଚୋରି ହୋଇଥିବା ନେଇ ଆଜି ରାଏବୋଗା ଥାନାରେ ଅଭିଯୋଗ!-->!-->!-->…
ଅଜଣା ଗାଡି ଧକ୍କାରେ ବୃଦ୍ଧ ମୃତ…
ହିଞ୍ଜିଳିକାଟୁ, ୯ା୧୨ : ଶୁକ୍ରବାର ବିଳମ୍ବିତ ରାତିରେ ୩୬ନଂ ରାଜ୍ୟ ରାଜପଥ ହିଞ୍ଜିଳି କାଳୀମନ୍ଦିର ଛକ ନିକଟରେ ଅଜଣା ଗାଡି ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ହେଲେ ହିଞ୍ଜିଳି ଥାନା ବାଦିଆମ୍ବଗାଁର ମହାଦେବ ସାହୁ(୮୨) । ପ୍ରକାଶ ଯେ, ଶୁକ୍ରବାର ରାତିରେ ନାତୁଣୀର!-->…
ସଡକ ସୁରକ୍ଷା ସଚେତନତା କଲେ ଶିକ୍ଷାର୍ଥୀ
ହିଞ୍ଜିଳିକାଟୁ, ୯ା୧୨: ହିଞ୍ଜିଳିକାଟୁ ବ୍ଳକ ପୋଚିଲିମା ଖାମ୍ବେୟାଦୋରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ଶନିବାର ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ପଣ୍ଡାଙ୍କ ସଂଯୋଜନାରେ ଶିକ୍ଷାର୍ଥୀ ମାନେ ବିଦ୍ୟାଳୟ ପରିସରରୁ ଏକ!-->…
ଷ୍ଟ୍ରବେରି ଚାଷ ନେଇ ପ୍ରଶିକ୍ଷଣ ଶିବିର…
ଦାରିଙ୍ଗବାଡି,୯/୧୨:ଜିଲ୍ଲା ପ୍ରଶାସନର ସହାୟତା କ୍ରମେ ଫୁଲବାଣୀ ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକ କାର୍ଯ୍ୟାଳୟ ପକ୍ଷରୁ ଷ୍ଟ୍ରବେରି ଚାଷ ନେଇ ଦାରିଙ୍ଗବାଡି ବ୍ଲକ ସଭାଗୃହ ଠାରେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଛି । ପ୍ରଶିକ୍ଷଣ ଶିବିରରେ ଅବସରପ୍ରାପ୍ତ ଜିଲ୍ଲା ଉଦ୍ୟାନ ଅଧିକାରୀ ମିହିର!-->…
ଛତ୍ରପୁରକୋର୍ଟରେ ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ, ୧୬୩ ଟି ମାମଲାର ବିଚାରଣ ହୋଇ ୪୭ଟି କେସର ଫଇସଲା…
ଛତ୍ରପୁର : ଛତ୍ରପୁର ତାଲୁକ ଆଇନ ସେବା କମିଟି ପକ୍ଷରୁ ସ୍ଥାନୀୟ କୋର୍ଟ ପରିସରରେ ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । କମିଟି ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ଓ ଦୈାରା ଜଜ୍ ମନୋରଂଜନ ଦାଶ, ସିନିୟର ସିଭିଲ ଜଜ୍ ଲିପା ମହାନ୍ତି, ଏସଡିଜେଏମ ପ୍ରିତିଶ କୁମାର ରଥ ଓ!-->…