Sign in
Sign in
Recover your password.
A password will be e-mailed to you.
‘ମୋ ବସ୍’ ସେବା ସମ୍ପ୍ରସାରିତ ହେବାକୁ ବିରୋଧ କଲା ଘରୋଇ ବସ ସଂଘ
ଭୁବନେଶ୍ୱର: ରାଜ୍ୟ ସରକାର ‘ମୋ ବସ୍’ ସେବାକୁ ନୂଆ ରୁଟ୍ ଜରିଆରେ ସମ୍ପ୍ରସାରଣ କରିବାକୁ ଯୋଜନା କରୁଛନ୍ତି। ଏବେ ଏହାକୁ ରାଜ୍ୟ ବସ ସଂଘ ତୀବ୍ର ବିରୋଧ କରିଛି। ଏହି ସମ୍ପ୍ରସାରଣ ଫଳରେ ସେମାନଙ୍କ ଜୀବିକା ଓ ବ୍ୟବସାୟର ବଞ୍ଚିବା ଉପରେ ନକାରାତ୍ମକ ପ୍ରଭାବ ପଡ଼ିବ ବୋଲି…
ଫୁଲବାଣୀକୁ ରେଳ କଟିବା ନେଇ ସାଂସଦ ଚୁପ୍ ପ୍ରତିବାଦରେ କନ୍ଧମାଳ ବିକାଶ ପରିଷଦ ପକ୍ଷରୁ ଶାଢି, ଚୁଡି ଟିକିଲି ଉପହାର
ଫୁଲବାଣୀ : ଗୋପାଳପୁର ସମ୍ବଲପୁର ଭାୟା ଫୁଲବାଣୀ ରେଳପଥରୁ ସର୍ଭେ ସଂସ୍ଥା ଓରିଡିଲ୍ ଶେଷ ପର୍ଯ୍ୟାୟ ସର୍ଭେ ସମୟରେ ଫୁଲବାଣୀକୁ ବାଦ୍ ପକାଇଦେବା ପ୍ରତିବାଦରେ ଆଜି ଫୁଲବାଣୀ ଡ଼ାକଘର ଠାରେ କନ୍ଧମାଳ ବିକାଶ ପରିଷଦ ପକ୍ଷରୁ ଆବାହକ ଗୋଲକ ବିହାରୀ କହଁରଙ୍କ ନେତୃତ୍ବରେ ଶତାଧିକ ନେତୃତ୍ବ ସାମିଲ!-->…
ବଲିଉଡ଼ର ଫଲି କଳାକାର ଓଡ଼ିଆ ପୁଅ ବରୁଣ ଓ ଫଲି ସହ କଳାକାର ଶିବଶମ୍ଭୁଙ୍କୁ ସମ୍ବର୍ଦ୍ଧନା
ଦାରିଙ୍ଗବାଡ଼ି , ୮ /୧୨, ବଲିଉଡ଼ର ଫଲି କଳାକାର ଦାରିଙ୍ଗବାଡ଼ି ମାଟିର ଓଡ଼ିଆ ପୁଅ ବରୁଣ ବିଶୋଇ ଏବଂ ସହକଳାକାର ଶିବଶମ୍ଭୁ ଦିଗାଳ ଙ୍କୁ ତାଙ୍କ ସାଙ୍ଗସାଥି ଏବଂ ଦାରିଙ୍ଗବାଡ଼ି ଅଞ୍ଚଳବାସୀଙ୍କ ପକ୍ଷରୁ ଆଜି ସ୍ୱାଗତ ସମ୍ବର୍ଦ୍ଧନା ଜଣା ଯାଇଛି। ଏହି କାର୍ଯ୍ୟକ୍ରମ ହୋଟେଲ ମିଡଟାଉନରେ!-->…
୭୦ ତମ ରାଜ୍ୟସ୍ତରୀୟ ପୁରୁଷ ଭଲିବଲ ଟୁର୍ଣ୍ଣାମେଣ୍ଟ
ଫୁଲବାଣୀ : କନ୍ଧମାଳରେ ଆରମ୍ଭ ହୋଇଛି ୭୦ ତମ ରାଜ୍ୟ ସ୍ତରୀୟ ପୁରୁଷ ଭଲି ବଲ ଟୁର୍ନାମେଣ୍ଟ , କନ୍ଧମାଳ ସାଂସଦ ଡଃ ଅଚ୍ୟୁତ ସାମନ୍ତ ଏହାକୁ ଅନୁଷ୍ଠାନିକ ଭାବେ ପତାକା ଉତୋଳନ କରି ଉଦଘାଟନ କରିଛନ୍ତି, ତାଙ୍କ ସହ କନ୍ଧମାଳ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ,ଫୁଲବାଣୀ ବିଧାୟକ ଅଙ୍ଗଦ କଁହର ,!-->…
ରାଜନଗରରେ ଵ୍ଲକସ୍ତରୀୟ କର୍ମ ନିଯୁକ୍ତି ମେଳାରେ ସର୍ବାଧିକ ଯୁବତୀଙ୍କ ପଞ୍ଜିକରଣ…
ରାଜନଗର : କେନ୍ଦ୍ରାପଡା ଜିଲ୍ଲା ରାଜନଗର ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଆଜି ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ଓ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଜୀଵିକା ମିଶନ ସହଯୋଗରେ "ନିଯୁକ୍ତି ଭିତ୍ତିକ ତାଲିମ କାର୍ଯ୍ୟକ୍ରମ" ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଅଛି।, ଏହି କାର୍ଯ୍ୟକ୍ରମକୁ!-->…
ମୁକ୍ତିକାନ୍ତଙ୍କ ନୂତନ ଭୋଟର ପଞ୍ଜିକରଣ ପାଇଁ ସଚେତନତା କାର୍ଯ୍ୟକ୍ରମ
ଫୁଲବାଣୀ : ଆଜି ଭାରତୀୟ ଜନତା ଯୁବମୋର୍ଚ୍ଚା ଓଡିଶା ପ୍ରଦେଶ ରାଜ୍ୟସଭାପତି ଅଭିଳାଶ ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ କନ୍ଧମାଳ ଜିଲ୍ଲା ଭାରତୀୟ ଜନତା ପାର୍ଟିର ନୂତନ ଜିଲ୍ଲା ସଭାପତି ମୁକ୍ତିକାନ୍ତ ମହାନ୍ତି ବିଭିନ୍ନ ମହାବିଦ୍ୟାଳୟ ଠାରେ ନୂତନ ଭୋଟର ପଞ୍ଜିକରଣ କାର୍ଯ୍ୟକ୍ରମ କରିଥିଲେ l!-->…
କନ୍ଧଗୌଡ ସମାଜ ପକ୍ଷରୁ ବିଜେଡି ଜିଲ୍ଲା ପର୍ଯ୍ୟବେକ୍ଷକଙ୍କୁ ଦାବିପତ୍ର ପ୍ରଦାନ…
ଫୁଲବାଣୀ : ଆଜି ଫୁଲବାଣୀ ସ୍ଥିତ ପ୍ରଦକ୍ଷିଣ ଗୃହ ଠାରେ କନ୍ଧ ଗଉଡ ଜିଲ୍ଳା ସଭାପତି ପ୍ରେମାନନ୍ଦ ମାଝୀଙ୍କ ନେତୃତ୍ଵରେ ବିଜେଡି କନ୍ଧମାଳ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ବିହନ ନିଗମ ଅଧ୍ୟକ୍ଷ ବିଜୟ କୁମାର ନାୟକଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ଯରେ ଏକ ଦାବିପତ୍ର ପ୍ରଦାନ!-->!-->!-->…
ଚୋରା ବାଲି ସମ୍ରାଟ ଗିରଫ ପରେ ଆଉ ଜଣେ କୁବେର ମଦ ବ୍ୟବସୟୀ ପାଖରୁ ପେଟି ପେଟି ଟଙ୍କା ଜବତ : ଅନ୍ୟ ମଦ ବ୍ୟବସୟୀ ଓ ବାଲି…
ଭୁବନେଶ୍ୱର : ୮-୧୨ ଗଞ୍ଜାମ ଜିଲ୍ଲାରେ ଦୀର୍ଘ ଦଶନ୍ଧି ଧରି ଚାଲିଥିଲା ଚୋରା ବାଲି ବ୍ୟବସାୟ। ଏହି ଚୋରା ବାଲିର ସର୍ଦାର ତଥା ସମ୍ରାଟ କୃପାସିନ୍ଧୁ ମୁଦୁଲି କୁ କୋଦଳା ପୋଲିସ ଧରିବା ପରେ ଟିକେ ଟିକେ ଗୁମର ଖୋଲିଲା। କୋଟି କୋଟି ଟଙ୍କାର ମାଲିକ ଥିବା ସମ୍ପର୍କରେ ପର୍ଦ୍ଧାଫାସ ହୋଇଥିଲା।!-->!-->!-->…
ଏକାମ୍ର ପୁସ୍ତକ ମହୋତ୍ସବ ରେ ସମ୍ବର୍ଦ୍ଧିତ ହେଲେ ଡ଼ଃ. ନୃସିଂହାନନ୍ଦ ମହାପାତ୍ର…
ଫୁଲବାଣୀ :କନ୍ଧମାଳର ବିଶିଷ୍ଟ ସାହିତ୍ୟିକ ଡ଼ଃ ନୃସିଂହାନନ୍ଦ ମହାପାତ୍ରଙ୍କୁ ଭୁବନେଶ୍ୱରରେ ଅକ୍ଷର ତରଫରୁ ଆୟୋଜିତ ପଞ୍ଚମ ପୁସ୍ତକ ମେଳା ଅବସରରେ ଏବଂ ଏକାମ୍ର ପୁସ୍ତକ ମହୋତ୍ସବ ମଞ୍ଚରେ ସମର୍ଦ୍ଧିତ କରାଯାଇଛି l ତାଙ୍କ ସହ ବିଜୟଲକ୍ଷ୍ମୀ ମହାନ୍ତି ପଟ୍ଟନାୟକ, ଗୋଲାପ ମଞ୍ଜରୀ କର,!-->!-->!-->…
ସୁନ୍ଦରଗଡ଼ରେ ତିନିଦିନିଆ ଜୋନସ୍ତରୀୟ ‘ସରଗି ଫୁଲ୍’ କାର୍ଯ୍ୟକ୍ରମ ଆରମ୍ଭ…
୧୫ଟି ଜିଲ୍ଲାର ୬୩୮ଜନଜାତି ଛାତ୍ରଛାତ୍ରୀଙ୍କ ପ୍ରତିଭା ପ୍ରଦର୍ଶନ ପାଇଁ ଅପୂର୍ବ ସୁଯୋଗ
ସୁନ୍ଦରଗଡ଼,: ଓଡ଼ିଶାର ଜନଜାତି ବର୍ଗର ସ୍କୁଲ ଛାତ୍ରଛାତ୍ରୀଙ୍କ ଭିତରେ ରହିଥିବା ପ୍ରତିଭାକୁ ଚିହ୍ନଟ ଓ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜନ କରାଯାଉଛି ବାର୍ଷିକ ଶିଶୁ!-->!-->!-->…