Sign in
Sign in
Recover your password.
A password will be e-mailed to you.
ଗାଜାରେ ଇସ୍ରାଏଲ୍ ଆକ୍ରମଣ ବନ୍ଦ କରିବାକୁ ‘ସାହସୀ’ପାକିସ୍ତାନର ସାହାଯ୍ୟ ଲୋଡ଼ିଲେ ହମାସ୍ ନେତା…
ଇସ୍ଲାମାବାଦ: ଗାଜାରେ ଇସ୍ରାଏଲ୍ର ଆକ୍ରମଣ ବନ୍ଦ କରାଇବାକୁ ବରିଷ୍ଠ ହମାସ୍ ନେତା ତଥା ଏହି ଆତଙ୍କବାଦୀ ସଙ୍ଗଠନର ରାଜନୈତିକ ମୁଖ୍ୟ ଇସ୍ମାଇଲ୍ ହାନିୟେହ୍ ‘ସାହସୀ’ ପାକିସ୍ତାନର ସହଯୋଗ ଲୋଡୁଥିବା କଥା ବୁଧବାର ଦିନ ପାକିସ୍ତାନର ‘ଜିଓ ନିଉଜ୍’ ରିପୋର୍ଟ…
ଝୁମ୍ପୁଡ଼ିରେ ବସବାସ କରୁଥିବା ନବନିର୍ବାଚିତ ବିଧାୟକ ବଖାଣିଲେ ଦୁଃଖ
ନୂଆଦିଲ୍ଲୀ: ଡିସେମ୍ବର ୩ ତାରିଖରେ ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ଝୁମ୍ପୁଡ଼ିରେ ରହୁଥିବା କମଳେଶ୍ବର ଡୋଡିୟାରଙ୍କ ପରିଚୟ ବଦଳି ଯାଇଛି। ଏବେ ଲୋକେ ତାଙ୍କୁ ମାନନୀୟ ବିଧାୟକ କମଳେଶ୍ବର ଡୋଡିୟାର ବୋଲି ସମ୍ଭୋଧନ କରୁଛନ୍ତି।
ନିର୍ବାଚନ ଫଳାଫଳ…
ମନ୍ଦିର ଯିବା ନେଇ ବିବାଦୀୟ ମନ୍ତବ୍ୟ ଦେଲେ ଆପ୍ ବିଧାୟକ, କହିଲେ ଅପମାନିତ ହେଉଥିବା ସ୍ଥଳକୁ ଯିବା ଉଚିତ…
ଜୟପୁର : ଆମ ଆଦମୀ ପାର୍ଟିର ବିଧାୟକ ରାଜେନ୍ଦ୍ର ପାଲ ଗୌତମ ତାଙ୍କ ବିବାଦୀୟ ବିବୃତ୍ତି ଯୋଗୁଁ ପୁଣି ଥରେ ବିବାଦରେ ଛନ୍ଦି ହୋଇଛନ୍ତି। ଦିଲ୍ଲୀର ସେମାପୁରୀର ବିଧାୟକ ରାଜେନ୍ଦ୍ର ପାଲ ସୋନିପତର ଲାହରଡା ଗ୍ରାମରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଲୋକଙ୍କୁ ସମ୍ବୋଧିତ…
ମାଟି ଅତଡ଼ା ଧସି ରାସ୍ତା ଅବରୋଧ, ଅଟକି ରହିଛି ଯାନବାହନ…
କୋରାପୁଟ : ଲଗାଣ ବର୍ଷା ଯୋଗୁଁ ମାଟି ଅତଡ଼ା ଧସି ରାସ୍ତା ଅବରୋଧ। କୋରାପୁଟ ଜିଲ୍ଲା ନାରାୟଣପାଟଣା ତଳଗୁମାଣ୍ଡି ପଞ୍ଚାୟତ ବରିପୁଟରେ ବର୍ଷା ଯୋଗୁ ପାହାଡ଼ରୁ ମାଟି ଅତଡା ଓ ପଥର ଧସିଛି।
ଗତକାଲି ମଧ୍ୟ ରାତ୍ରୀରୁ ପଥର ଧସିଥିବାରୁ ରାସ୍ତା ଅବରୋଧ ହୋଇଛି। ଫଳରେ ରାସ୍ତା…
ମହୋଦଧି ଦିବସ ଆଜି: ପ୍ଲାଷ୍ଟିକ୍ ବର୍ଜ୍ୟରେ ସମୁଦ୍ର ବିଷାକ୍ତ…
ପୁରୀ: ପ୍ଲାଷ୍ଟିକ୍ ବର୍ଜ୍ୟ ସମୁଦ୍ର ପାଇଁ ଅଭିଶାପ ପାଲଟିଛି। ପ୍ଲାଷ୍ଟିକ୍ର ମାତ୍ରାଧିକ ବ୍ୟବହାର ଯୋଗୁ ଏହା ନଦୀ ମୁହାଣ ଦେଇ ସମୁଦ୍ର ମଧ୍ୟକୁ ଯାଉଛି। ଏହା ଦ୍ବାରା ମାଛ ଓ ସାମୁଦ୍ରିକ ଜୀବମାନେ ପ୍ରଭାବିତ ହେଉଛନ୍ତି। ଏପରିକି କିଛି ମାଛ ପଲିଥିନ ଜେଲି ଭାବି ଗିଳି…
ଅମଳ ହେବାକୁ ଥିବା ଧାନରେ ବର୍ଷାର ପ୍ରଭାବ; ଚିନ୍ତାରେ ଚାଷୀ…
କଲମପୁର: ବର୍ଷା ଅଭାବ, ଜଳସେଚନରେ ଅନିୟମିତତା, ରୋଗ ପୋକର ପ୍ରଭାବ, ସାର ଏବଂ କୀଟନାଶକର ଆକାଶ ଛୁଆଁ ଦରଦାମ ଏବଂ ଶ୍ରମିକ ସମସ୍ୟା ଭଳି ପ୍ରତିକୂଳ ପରିସ୍ଥିତିରେ ଚାଷୀ କରିଥିଲା ଚାଷ। ଏବେ ଚାଷ ଅମଳର ସମୟ। ଚାଷ ଜମିରେ ଧାନ ପାକଳ ଅବସ୍ଥାରେ। ବାସ୍ କିଛି ଦିନ ପରେ…
ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ୭୯୫୬୫ଟି ଆବେଦନ, ଯାଞ୍ଚ ପ୍ରକ୍ରିୟା ଆରମ୍ଭ…
ଭୁବନେଶ୍ବର : ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ଅଧୀନରେ ୧୪ଟି ବିଭାଗରେ ପୁରସ୍କାର ପାଇଁ ସାରା ରାଜ୍ୟରୁ ୭୯ ହଜାର ୫୬୫ ଜଣ ଆବେଦନ କରିଛନ୍ତି। ଆବେଦନ ପ୍ରକ୍ରିୟା ଶେଷ ହେବା ପରେ ଆବେଦନ ପତ୍ରର ଯାଞ୍ଚ ଆରମ୍ଭ ହୋଇଛି। ବିଭିନ୍ନ ସ୍ତରରେ ଯାଞ୍ଚ କରାଯାଇ ୧୪ଟି ବର୍ଗରେ…
ଏସବିଆଇ ମୁଖ୍ୟ ଶାଖାରେ ମଦ ବେପାରୀଙ୍କ ଟଙ୍କା; ଗଣିବାକୁ ଲାଗିବ ୩ରୁ ୪ ଦିନ !
ସମ୍ବଲପୁର: ଆୟକର ଫାଙ୍କିବା ଅଭିଯୋଗରେ ସମ୍ବଲପୁରର ବିଭିନ୍ନ ସ୍ଥାନରେ ବୁଧବାରଠାରୁ ଏକାଧିକ ମଦ ବେପାରୀମାନଙ୍କ ଠିକଣାରେ ଆୟକର ବିଭାଗ ପକ୍ଷରୁ ଚଢ଼ଉ ଅଭିଯାନ ଚାଲିଛି। ଏହି କ୍ରମରେ ଗୁରୁବାର ସମ୍ବଲପୁରର ବଳଦେବ ସାହୁଙ୍କ ଧନୁପାଲିସ୍ଥିତ ମଦଭାଟି ସହିତ ଏହାର…
ରେବନ୍ତ ରେଡ୍ଡୀ ହେବି କି ନାହିଁ ତାହା ଜାଣିନି, ଯେଉଁ ଦାୟିତ୍ୱ ମିଳିଛି ସେ ଦିଗରେ କାମ କରୁଛି : ପିସିସି ସଭାପତି
ଭୁବନେଶ୍ବର: ଓଡ଼ିଶାରେ କଂଗ୍ରେସର ମିସନ ୯୦ ସଫଳ ହେବ। ତେଲେଙ୍ଗାନା ପରି ଓଡ଼ିଶାରେ କଂଗ୍ରେସ ୩ରୁ ୧ ନମ୍ବରକୁ ଆସିବ। ଓଡ଼ିଶାବାସୀଙ୍କ ଆଶୀର୍ବାଦରେ କଂଗ୍ରେସ ଏଥିରେ ସଫଳତା ହାସଲ କରିବ। ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଶତର ପଟ୍ଟନାୟକ ଗୁରୁବାର ଏହି…
ମତ୍ସ୍ୟଜୀବୀଙ୍କ ସଂଖ୍ୟା ରିପୋର୍ଟ ବିଭାଗ ପାଖରେ ନାହିଁ
ପାରାଦୀପ : ରାଜ୍ୟର ପ୍ରମୁଖ ମତ୍ସ୍ୟ ଉତ୍ପାଦନ ସ୍ଥାନ ହେଲା ପାରାଦୀପ ମାଛଧରା ବନ୍ଦର। ଏହି ମାଛଧରା ବନ୍ଦର ଉପରେ ୫୦ ହଜାରରୁ ଅଧିକ ଲୋକ ନିର୍ଭରଶୀଳ ବୋଲି ଅନେକ ସମୟରେ ସରକାରୀ ଭାବେ କୁହାଯାଉଛି। କିନ୍ତୁ କୌତୂହଳ ପ୍ରସଙ୍ଗ ହେଲା ଉକ୍ତ ମାଛଧରା ବନ୍ଦର ମଧ୍ୟରେ…