ମୋଟର ମରାମତି ଦୋକାନରୁ ଚୋରି, ଥାନାରେ ଅଭିଯୋଗ…

ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁର ଥାନା ଅନ୍ତର୍ଗତ ଚାଇନା ଟାଉନ ଆଜାଦ ବେକ୍ରି ସମ୍ମୁଖ ୧୪୩ ନଂ ଜାତୀୟ ରାଜପଥ କଡରେ ଥିବା ଏକ ମୋଟର ମରାମତି ଦୋକାନରୁ ଚୋରି ହୋଇଥିବା ନେଇ ଆଜି ବୀରମିତ୍ରପୁର ଥାନାରେ ଅଭିଯୋଗ ହୋଇଛି ! ସୂଚନା ଅନୁଯାୟୀ ଦୋକାନୀ ମାଲିକ ଜୟନ୍ତ ନାନୱାର

ଗୃହରକ୍ଷୀ ବାହିନୀର ୬୧ ତମ ପ୍ରତିଷ୍ଠା ଦିବସ ପାଳିତ…

ଛତ୍ରପୁର, : ଗଞ୍ଜାମ ପୁଲିସ ଜିଲ୍ଲା ଛତ୍ରପୁର ପୁଲିସ ପଡିଆ ଠାରେ ଗୃହରକ୍ଷୀ ବାହିନୀର ୬୧ ତମ ପ୍ରତିଷ୍ଠା ଦିବସ ଜିଲ୍ଲା ଗୃହ ବାହିନୀ ସଂସ୍ଥା ପକ୍ଷରୁ ପାଳିତ ହୋଇଯାଇଛି । ଏଥିରେ ଗଂଜାମ ଏସପି ଜଗମୋହନ ମୀନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅନୁଷ୍ଠିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ

ସରକାରୀ ସଂସ୍ଥାରେ ଚୁକ୍ତି ଭିତ୍ତିକ ନିଯୁକ୍ତି ପାଇଁ ଲାଞ୍ଚ ଘଟଣାରେଦୁଇଜଣ ଗିରଫ…

ମାଲକାନଗିରି,: ମାଲକାନଗିରି ସ୍ୱାସ୍ଥ୍ୟ ବିଭାଗରେ ଅର୍ଥ ନେଇ ଚାକିରି ଦେବା ଘଟଣାରେ ଆଜି ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ମାଲକାନଗିରି ପୋଲିସ । ମିଳିଥିବା ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲାରେ ମେଡିକାଲ ରେ ବିଭିନ୍ନ ପଦ ପଦବୀ ନିମନ୍ତେ ଲାଞ୍ଚ ନେଇ ନିଯୁକ୍ତି ଦିଆଯାଇ ଥିବା

ଫାଶୀ ଲଗାଇ ଆତ୍ମହତ୍ୟା କଲେ ଜନୈକ ବ୍ୟକ୍ତି…

କୁଆଁରମୁଣ୍ଡା : ସୁନ୍ଦରଗଡ଼ ଜିଲ୍ଲାର କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ କଚାରୁ ସାଧୁ ବସ୍ତି ଅଞ୍ଚଳର ଜୈନେକ ବ୍ୟକ୍ତି ଫାଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି ! ସୂଚନା ଅନୁଯାୟୀ ସାଧୁ ବସ୍ତିର ସୋମରା ଭୋକ୍ତା (୪୬) ବର୍ଷ ନିଜ ଶୋଇବା ଘରେ ଥିବା କାଠ ସଙ୍ଗାରେ ପଲାଷ୍ଟିକ୍ ରଶି ଦ୍ଵାରା

ଏମ୍ ଏସ ପାୱାର ସିଷ୍ଟମ ଦୋକାନରୁ ଚୋରି !

ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁର ଥାନା ଅନ୍ତର୍ଗତ କୁଆଁରମୁଣ୍ଡା ଫାଣ୍ଡି ଅଧିନରେ ଥିବା ବ୍ଲକ ରୋଡ ସମ୍ମୁଖରୁ ଗୋଟିଏ ଦୋକାନରୁ ଚୋରି ହୋଇଥିବା ନେଇ ଥାନାରେ ଆଜି ଅଭିଯୋଗ ହୋଇଛି ! ସୂଚନା ଅନୁଯାୟୀ ସୋମବାର ବିଳମ୍ବ ରାତିରେ କେହି ଦୁର୍ବୃତ୍ତ ମାନେ କାନ୍ଥକୁ ଭାଙ୍ଗି ଦୋକାନ

ଟାଟା ଷ୍ଟିଲ୍ ଫାଉେଣ୍ଡେସନ (ଟିଏସ୍‌ଏଫ୍‌) ପକ୍ଷରୁ ଆନ୍ତର୍ଜାତିକ ଭିନ୍ନକ୍ଷମ ବ୍ୟକ୍ତି ଦିବସ ପାଳିତ…

ସପ୍ତାହବ୍ୟାପୀ ସମାରୋହରେ ୩୦୦ ଜଣଙ୍କ ଯୋଗଦାନ, ସାଂସ୍କୃତିକ କାର୍ଯ୍ୟକ୍ରମରେ ୨୧୦ ଦିବ୍ୟାଙ୍ଗଙ୍କ ପ୍ରତ୍ୟକ୍ଷ ଅଂଶଗ୍ରହଣ ଗୋପାଳପୁର : ଆନ୍ତର୍ଜାତିକ ଭିନ୍ନକ୍ଷମ ବ୍ୟକ୍ତି ଦିବସ ପାଳନ ଅବସରରେ ଟାଟା ଷ୍ଟିଲ୍ ଫାଉଣ୍ଡେସନ (ଟିଏସ୍‌ଏଫ୍‌) ଗୋପାଳପୁର ପକ୍ଷରୁ ଗଂଜାମ ଜିଲ୍ଲା ଅସ୍ଥିଶଲ୍ୟ

ନୂତନ ପାଣି ଟାଙ୍କିର ନିର୍ମାଣ କାର୍ଯ୍ୟରେ ନିୟୋଜିତ ଶ୍ରମିକ ପଡି ମୃତ୍ୟୁ…

ମାଲକାନଗିରି //ମାଥିଲି , ୫।୧୨ ସହିଦ ଲକ୍ଷ୍ମଣ ନାୟକଙ୍କ ଜନ୍ମ ମାଟିରେ ଓଭର ହେଡ ବିଶୁଦ୍ଧ ପାନୀୟଜଳ ନୂତନ ଟାଙ୍କି ନିର୍ମାଣ କାର୍ଯ୍ୟରେ ନିୟୋଜିତ ଶ୍ରମିକ ଟାଙ୍କି ଉପରୁ ପଡି ମୃତ୍ୟୁବରଣ କରିଥିବା ଜଣା ପଡିଛି । ସୂଚନାରୁ ଜଣାପଡିଛି ଯେ ତେନ୍ତୁଳିଗୁମ୍ମା ପଞ୍ଚାୟତ ସଦର ମହକୁମାରେ ବିଶୁଦ୍ଧ

ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦରେ ଡଷ୍ଟବିନ କିଣାରେ ଦୁର୍ନୀତିର ଗନ୍ଧ… !

ବ୍ରହ୍ମପୁର : ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ ଏବେ ପାଲଟିଛି ଦୁର୍ନୀତି ର ଗନ୍ତାଘର ବୋଲିପ୍ରତି ଆଲୋଚନା ହେଉଛି।ପ୍ରତି ୱାର୍ଡ ରେ ଡଷ୍ଟବିନ ପ୍ରତେକ ଘର କୁ ଦିଆଯିବ ବୋଲି କୁଆଡ଼େ ମିଥ୍ୟା ବିଲ ହେଇଥିବା ନେଇ ଚର୍ଚ୍ଚା ହେଉଛି। ପ୍ରତି ୱାର୍ଡ଼ ରେ ଡ୍ରିଲ ମେସିନ ଦ୍ୱାରା ଖୋଳା ଯାଇ ସେଠାରେ

ଇଟାଭାଟି ମାଫିଆଙ୍କ କବ୍ଜାରେ ପ୍ରଶାସନ, ପାଉଛି ପ୍ରଦୂଷଣ ଵୃଦ୍ଧି

ରାଜନଗର : ରାଜ୍ୟରେ ପୋଡାଇଟା ତିଆରିକୁ ମାନ୍ୟଵର ଅଦାଲତ ବାରଣ କରିଥିବା ଵେଳେ ସ୍ଥାନୀୟ ତହସିଲଦାର ଓ ଆର ଆଇ ଇଟାଭାଟି ମାଫିଆଙ୍କ ସଲାସୁତରାରେ ନିରଵତା ଅବଲମ୍ବନ କରି, ସ୍ଥାନ ପରିବେଶ ପ୍ରଦୂଷଣକୁ ଲକ୍ଷ ନକରି , ବେନିୟମ ଭାବେ କୋଇଲା ପୋଡା ଇଟାଭାଟି ଛତୁଫୁଟିଲା ପରି ଗଢା ଚାଲିଛି। ଏପରିକି

ସ୍କୁଲ ଆସିଲେନି ଶିକ୍ଷକ, ଛାତ୍ରଛାତ୍ରୀ ଫାଟକ ବାହାରେ ବସି ପଢିଲେ ପାଠ

ଦାରିଙ୍ଗବାଡ଼ି,୫/୧୨, କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବଡ଼ାବାଙ୍ଗା ପଞ୍ଚାୟତ ଅଧିନସ୍ତ ଡିଡ୍ରବାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅନୁପସ୍ଥିତି କୁ ନେଇ ଅଭିଭାବକ ଓ ସ୍କୁଲ ଛାତ୍ରଛାତ୍ରୀଙ୍କ ଅଭିଯୋଗ ହୋଇଛି। ଡ଼ିଡ୍ରବାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମ ରୁ