ନିର୍ବାଚନ ପୂର୍ବବର୍ତ୍ତି ଭୋଟର ତାଲିକା ସମ୍ପୂର୍ଣ୍ଣ ସଂଶୋଧିତ ହୋଇ ପ୍ରକାଶନ ହେଉ-ଜିଲ୍ଲାପାଳ

ଭୋଟରତାଲିକା ସଂଶୋଧନ ପ୍ରକ୍ରିୟାର ସୀକ୍ଷା ବୈଠକ ବ୍ରହ୍ମପୁର //ଛତ୍ରପୁର : ସାଧାରଣ ନିର୍ବାଚନ-୨୦୨୪ ପୂର୍ବରୁ ଶେଷଥର ପାଇଁ ଭୋଟର ତାଲିକା ସଂଶୋଧନ କାର୍ଯ୍ୟ ଗଞ୍ଜାମ ଜିଲ୍ଲାରେ ଚାଲିଛି । ରାଜ୍ଯରେ ନିର୍ବାଚନ ଅନୁଷ୍ଠିତ ହେବ । ଏଣୁ ଭୋଟରତାଲିକା ସଂଶୋଧିତ ହୋଇ ଏଥିରେ ଅଧିକ ଭୋଟଦାତା

ଲଗାଣ ବର୍ଷା ଯୋଗୁଁ ଚିନ୍ତାରେ ମତ୍ସ୍ୟଜୀବୀ…

ଛତ୍ରପୁର : ଲଗାଣ ବର୍ଷା ଯୋଗୁଁ ସମୁଦ୍ର ଭିତରକୁ ମାଛ ମାରିବାକୁ ଯିବାକୁ ମତ୍ସ୍ୟଜୀବୀ ମାନଙ୍କୁ ବାରଣ କରାଯାଇଛି । ଏନେଇ ମତ୍ସ୍ୟବିଭାଗ ପକ୍ଷରୁ ବାରମ୍ବାର ସଚେତନତା ମଧ୍ୟ କରାଯାଇଛି । କିନ୍ତୁ, ମାଛ ମାରିବାକୁ ନ ଯାଇ ପାରି ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି ମତ୍ସ୍ୟଜିବୀ ମାନେ । ଏଣୁ

ଲଗାଣ ବର୍ଷାରେ ଭିଜିଲା ହେକ୍ଟର ହେକ୍ଟର ଚାଷ ଜମି, କ୍ଷେତ୍ର ପରିଦର୍ଶନ କଲେ କୃଷି ଅଧିକାରୀ…

ଛତ୍ରପୁର : ବାତ୍ୟା ମିଗଜୋମର ପ୍ରଭାବରେ ଅଦିନିଆବର୍ଷା ଯୋଗୁଁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା । ଏହାଫଳରେ ପାଚିଲା ଧାନ ନଷ୍ଟ ହେବାର ଆଶଙ୍କା ରହିଛି । ଏ ନେଇ ଚାଷୀମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି । ଏହି ପରିପ୍ରେକ୍ଷୀରେ ଛତ୍ରପୁର ବ୍ଲକର ହେକ୍ଟର ହେକ୍ଟର ଧାନ କ୍ଷେତ

ବିଶ୍ୱ ମୃତ୍ତିକା ଦିବସ ପାଳିତ

ଛତ୍ରପୁର : ଗଂଜାମ ଜିଲ୍ଲାର ଆଞ୍ଚଳିକ କୃଷି ତାଲିମ କେନ୍ଦ୍ର (ରଙ୍ଗେଇଲୁଣ୍ଡା) ଠାରେ ବିଶ୍ୱ ମୃତ୍ତିକା ଦିବସ ଜିଲ୍ଲା ମୁଖ୍ୟ କୃଷି ଅଧିକାରି ସୁବ୍ରତ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି । ଏଥିରେ ପ୍ରକଳ୍ପ ନିର୍ଦ୍ଦେଶକ (ଜଳଛାୟା ପ୍ରକଳ୍ପ) ଶୁଭେନ୍ଦୁ କୁମାର ଦାଶ, ଉଦ୍ୟାନ

ରାଜନଗରରେ ଆମ୍ବେଦକରଙ୍କ ୬୭ତମ ତିରୋଧାନ ଦିବସ ପାଳିତ

ରାଜନଗର : କେନ୍ଦ୍ରପଡା ଜିଲ୍ଲା ରାଜନଗର ବ୍ଲକ ସଦର ମହକୁମାର ପଞ୍ଚାୟତ ସମିତି କାର୍ଯ୍ୟାଳୟ ରାଜୀବଗାନ୍ଧୀ ଭବନରେ ରାଜନଗର ବ୍ଲକର ଆମ୍ବେଦକର ଲୋହିଆ ବିଚାରମଞ୍ଚର ସଭାପତି ଶ୍ରୀମତୀ ସୀତା ସେଠୀ ଓ ଜିଲ୍ଲାସମ୍ପାଦିକା ପ୍ରମିଳା ସେଠିଙ୍କ ସଂଯୋଜନାରେ ଡ. ଭିମରାଓ ରାମଜୀ ଆମ୍ଵେଦକରଙ୍କ 67ତମ

ଅଗ୍ନି ବିପନ୍ନଙ୍କୁ ସହ଼ାୟତା ପ୍ରଦାନ…

ରାଜନଗର : କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ବ୍ରାହ୍ମଣସାହି ପଞ୍ଚାୟତ ଗୋବର୍ଦ୍ଧନପୁରୁ ଗ୍ରାମର ଵିକ୍ରମ ଦାସଙ୍କର ଦୁଇ ବଖରା ଘର ଅକସ୍ମାତ ନିଆଁ ଲାଗି ସଂପୂର୍ଣ୍ଣ ପୋଡି ଯାଇ ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି କରିଦେଇଛି। ଫଳରେ ବିପନ୍ନ ପରିବାର ପଡୋଶି ଘରେ ଆଶ୍ରୟ ନେଇଥିବା ଖଵର ପାଇ

ଦାରିଙ୍ଗବାଡ଼ି ସରକାରୀ ଆଇଟିଆଇରେ ସାଂସ୍କୃତିକ ଓ ସମାଵର୍ତ୍ତନ ଉତ୍ସଵ

ଦାରିଙ୍ଗବାଡ଼ି : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ସରକାରୀ ଆଇଟିଆଇରେ ସାଂସ୍କୃତିକ ଓ ସମାଵର୍ତ୍ତନ ଉତ୍ସଵ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଆଇଟିଆଇ ଅଧ୍ୟକ୍ଷ ଇଂ.ପ୍ରଦୀପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଉପ ବାଚସ୍ପତି ଶ୍ରୀ ସାଲୁଗା ପ୍ରଧାନ, ମୁଖ୍ୟ ବକ୍ତା

ସାମୁଦ୍ରିକ ବାତ୍ୟା “ମିଗଜୋମ” ପ୍ରଭାବରେ ହତାଶ ଚାଷୀକୁଳ ଏକର ଏକର ଜମିରେ ମାଡ଼ିଗଲା ବର୍ଷା ଜଳ…

ଚାଷୀ ମୁଣ୍ଡରେ ଚଡକ... ମାଲକାନଗିରି : ସାମୁଦ୍ରିକ ବାତ୍ୟା "ମିଗଜୋମ" ପ୍ରଭାବରେ ମାଲକାନଗିରି ଜିଲ୍ଲାର ଅନେକ ବ୍ଲକ,ପଂଚାୟତର ଚାଷ ଜମିରେ ଧାନଫସଲ ନଷ୍ଟ ହେବା ଖବର ମିଳିଛି । ଗତ ଦୁଇଦିନ ହେବ ସାମୁଦ୍ରିକ ବାତ୍ୟା ମିଗଜୋମ ପ୍ରଭାବ ଯୋଗୁ ପବନ ସହ ବହୁଜାଗାରେ ବର୍ଷା ବିତ୍ପାତ ଜାରି

ବାବାସାହେବ ଆମ୍ବେଦକରଙ୍କ ମହାପରିନିର୍ବାଣ ଦିବସରେ ସ୍ମୃତିସଭା…

ବ୍ରହ୍ମପୁର, ତା.6.12.23ରିଖ ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପୂଜ୍ୟ ପୂଜା ସମିତି ପକ୍ଷରୁ ଆଜି ବିଶ୍ୱ ରତ୍ନ ବାବାସାହେବ ଆମ୍ବେଦକରଙ୍କ 68ତମ ମହାପରିନିର୍ବାଣ ଦିବସକୁ ଯଥା ମର୍ଯ୍ୟାଦାର ସହ ପାଳନ ହୋଇଯାଇଛି l ସମିତିର ସଭାପତି ବଂଶୀଧର ଭୂୟାଁଙ୍କ ଆହ୍ୱାନ କ୍ରମେ ବିକାଶ

ଲଘୁଚାପ ପବନ ବର୍ଷାରେ ଉଡ଼ିଗଲା ଘରର ଆଜବେଷ୍ଟ,ସରକାରୀ ସହାୟତା ଅପେକ୍ଷାରେ ବିଧବା ମହିଳା…

ଉମରକୋଟ (୬/୧୨/୨୦୨୩ ) ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକରେ ଗତ ମଙ୍ଗଳବାର ଦିନ ବିଭିନ୍ନ ସ୍ଥାନରେ ବର୍ଷା ସହ ପ୍ରବଳ ପବନ ହୋଇଥିଲା।ଫଳରେ ଝରିଗାଁ ବ୍ଳକର ଚାଟିଗୁଡା ପଞ୍ଚାୟତ ଅନ୍ତର୍ଗତ ପରିଆ ଗ୍ରାମର ଜଣେ ବିଧବା ମହିଳାଙ୍କ ଘରର ଆଜବେଷ୍ଟର ପବନରେ ଉଡ଼ିଯାଇଥିବା ଜଣାପଡ଼ିଛି।ସୂଚନା ପ୍ରକାରେ