Sign in
Sign in
Recover your password.
A password will be e-mailed to you.
ଆଜି ମୁଖ୍ୟମନ୍ତ୍ରୀ ଉଦଘାଟନ କରିବେ ନୂତନ ବସଷ୍ଟାଣ୍ଡ : ଅର୍ଦ୍ଧ ନିର୍ମିତ ବସଷ୍ଟାଣ୍ଡ ଏବେ ଭୂତ କୋଠି …
ସାରକର କା ମାଲ ଦାରିଆ ମେ ଡାଲ ନିତୀ ରେ ଚାଲିଛି ବିଭିନ୍ନ ଉର୍ଣ୍ଣୟନ କାର୍ଯ୍ୟ...ବ୍ରହ୍ମପୁର :୨୩-୮ ଆଜି ମୁଖ୍ୟମନ୍ତ୍ରୀ ଭରଚୁଲ ମାଧ୍ୟମ ରେ ନୂତନ ବସ ଷ୍ଟାଣ୍ଡ ର ଭିତ୍ତିପ୍ରସ୍ଥ ସ୍ଥାପନ କରିବେ ଏହା ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ଜିଲ୍ଲା ପାଇଁ । ଆଗକୁ ନିର୍ବାଚନ କୁ ଆଖି ଆଗରେ ରଖି ୫ଟି!-->…
ଖଣି ଉତ୍ତୋଳନ ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜନ ଶୁଣାଣି ଗଣମାଧ୍ୟମ କୁ ଅଣଦେଖା…
ଟେଣ୍ଡର ଘୋଟଲା କୁ ନେଇ ବାରିହେଉଛି ଦୁର୍ନୀତିର ଗନ୍ଧ...!
ମାଲକାନଗିରି:(୨୨/୦୮) ସବୁଜ ବନାନୀ ଓ ପାହାଡ଼ ପର୍ବତ ଘେରା ପ୍ରକୃତିର ଅନ୍ୟତମ ବରଦାନ ଭାବେ ଦୀର୍ଘ ଦଶନ୍ଧି ଧରି ସାରା ରାଜ୍ୟରେ ପ୍ରଦୂଷଣ ମୁକ୍ତ ରହି ଆସିଥିଲା ମାଲକାନଗିରି ଜିଲ୍ଲା । କିନ୍ତୁ ନିକଟ ଅତୀତରେ ମାଟାପକା ଅଞ୍ଚଳରେ!-->!-->!-->…
ଶିଶୁ ବିଦ୍ୟାମନ୍ଦିରରେ ମାତୃ ମମ୍ମିଳନୀ…
ଚିକିଟୀ : ସ୍ଥାନୀୟ ସରସ୍ବତୀ ଶିଶୁବିଦ୍ୟାମନ୍ଦିରରେ ଉପସଭାପତି ଶ୍ରୀ ସନ୍ତୋଷ କୁମାର ସାହୁଙ୍କ ପୌରହିତରେ ଶିଶୁବାଟିକାର ମାତୃସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଦକ୍ଷିଣପୂର୍ବ ସମ୍ଭାଗର ଶିଶୁ ବାଟିକା ବିଭାଗର ଶୈକ୍ଷିକ ସଂଯୋଜକ ଶ୍ରୀଯୁକ୍ତ ଅରୁଣ କୁମାର ବାଗ୍ ମୁଖ୍ୟ ଅତିଥି ଭାବେ!-->…
ଚିକିଟୀ ଅଞ୍ଚଳକୁ ମରୁଡି ଘୋଷଣା ଦାବି
ଚିକିଟୀ : ଚିକିଟୀ ଅଞ୍ଚଳରେ ଚଳିତ ବର୍ଷ କମ ବୃଷ୍ଟିପାତ ଯୋଗୁଁ ପ୍ରାୟ ଅଧିକାଂଶ ଅଞ୍ଚଳରେ ଚାଷ କାମରେ ବାଧା ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି।ଶ୍ରାବଣ ମାସ ଶେଷ ହେବାକୁ ଯାଉ ଥିବା ବେଳେ ଦାଉ ସାଧିଚି ଦଇବ। ଆଜି ପର୍ଯ୍ୟନ୍ତ ଅଧିକାଂଶ ଅଞ୍ଚଳରେ ବିଲ ଶୁଖିଲା ପଡି ରହିଥିବା ସହ ତଳି ପୋଡ଼ି!-->…
ସରକାରୀ ଶିଳ୍ପ ତାଲିମ୍ ଅନୁଷ୍ଠାନରେ ଆପ୍ରେଣ୍ଟିସିପ୍ ମେଳା ଅନୁଷ୍ଠିତ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀ ସ୍ଥିତ ସରକାରୀ ଶିଳ୍ପ ତାଲିମ୍ ଅନୁଷ୍ଠାନରେ ଏକ ଆପ୍ରେଣ୍ଟିସିପ୍ ମେଳା ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ମୁଖ୍ୟ ଅତିଥି ଭାବେ ସାଲୁଙ୍କି ପାଇପ୍ସ୍ ଏଣ୍ଡ୍ ଟ୍ୟୁବସର ପରିଚାଳନା ନିର୍ଦ୍ଦେଶକ ନୀଳମାଧବ ମିଶ୍ର, ସମ୍ମାନିତ ଅତିଥି ଭାବେ କସମ୍ ର!-->…
ଫୁଲବାଣୀ କମଳା ପ୍ରକାଶନୀ ପକ୍ଷରୁ ସ୍ବେଚ୍ଛାକୃତ ରକ୍ତଦାନ ଶିବିର:୬୨ ୟୁନିଟ୍ ରକ୍ତ ସଂଗୃହୀତ
ଫୁଲବାଣୀ ୨୨।୮: ଫୁଲବାଣୀ ର ପ୍ରତିଷ୍ଠିତ ଅନୁଷ୍ଠାନ କମଳା ପ୍ରକାଶନୀର ଆୟୋଜନ ରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଫୁଲବାଣୀ ରକ୍ତଭଣ୍ଡାର ଠାରେ ଅନୁଷ୍ଠିତ ଏହି ଶିବିରରେ କନ୍ଧମାଳ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଯୋଗ ଦେଇ ରକ୍ତଦାତା ମାନଙ୍କୁ ପ୍ରୋତ୍ସାହିତ!-->…
କାହାକୁ ନେଇ ସମୀକ୍ଷା କରିବେ 5T ସଚିବ – ବରିଷ୍ଠ କଂଗ୍ରେସ ନେତା ପୀତବାସ ପଣ୍ଡା
ବ୍ରହ୍ମପୁର: ଆସନ୍ତା ୨୫ ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କର ବ୍ୟକ୍ତିଗତ ସଚିବ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମୀକ୍ଷା କରିବା ପାଇଁ ଆସୁଥିବା ଜଣାଯାଇଛି । ଦୀର୍ଘ ୨୩ ବର୍ଷ ହେଲା ନବୀନ ପଟ୍ଟନାୟକଙ୍କୁ ଗଞ୍ଜାମବାସୀ ଭୋଟ୍ ଦେଇଆସୁଛନ୍ତି ଓ!-->…
ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କାର୍ତ୍ତିକେୟ ପାଣ୍ଡିଆନଙ୍କ ଆସନ୍ତା ଗଞ୍ଜାମ ଜିଲ୍ଲା ଗସ୍ତକୁ ବିରୋଧ
ବ୍ରହ୍ମପୁର, ୨୨/୮ : ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କାର୍ତ୍ତିକେୟ ପାଣ୍ଡିଆନ ଙ୍କ ଆସନ୍ତା ଗଞ୍ଜାମ ଜିଲ୍ଲା ଗସ୍ତକୁ ବିରୋଧ କରି ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକଙ୍କ ଠାରେ ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା ପକ୍ଷରୁ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନାଙ୍କ ନେତୃତ୍ବରେ ଏକ!-->…
“ମାଲକାନଗିରି ସଦର ମହକୁମାର ଜୀବନରେଖା” ବାଲିସାଗର ବନ୍ଧର ଉନ୍ନୟନ ମୂଳକ କାର୍ଯ୍ୟ ଓ ପୁନଃ ଉଦ୍ଧାର…
ମାଲକାନଗିରି,୨୨।୮ : ମାଲକାନଗିରି ଜିଲ୍ଲା ସଦରରେ ଥିବା ବହୁ ପୁରାତନ ଓ ପୌରଣିକ ବାଲିସାଗର ବନ୍ଧକୁ ଗସ୍ତ କରି ଏହାର ଉନ୍ନତିକରଣ ନେଇ ସମୀକ୍ଷା କରିଛନ୍ତି ନବରଙ୍ଗପୁର ସାଂସଦ ସାଂସଦ ରମେଶ ଚନ୍ଦ୍ର ମାଝି । ଦୀର୍ଘ ଦିନରୁ ସଦର ମହକୁମାବାସୀଙ୍କୁ ପାନୀୟ ଜଳ,ନିତ୍ୟ ବ୍ୟବହାର ରେ ଜୀବନ ରେଖା!-->…
ଗିରଫ ହେଲେ ନିଲମ୍ବିତ ବିଜେଡି ନେତା ଶରତ ନାୟକ ଓ ଖେଳ ଶିକ୍ଷକ ଅନୁପମ ରାୟ…
କଟକ: ମାହାଙ୍ଗା ଦଶମ ଶ୍ରେଣୀ ନାବାଳିକା ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ଆଜି ୨ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ। ଅଡିଓ ଓ ଚିଠି ଭାଇରାଲ୍ ହେବାର ସପ୍ତାହେ ପରେ ନିଲମ୍ବିତ ବିଜେଡି ନେତା ଶରତ ନାୟକ ଓ ଖେଳ ଶିକ୍ଷକ ଅନୁପମ ରାୟକୁ ପୁଲିସ ଗିରଫ…