Sign in
Sign in
Recover your password.
A password will be e-mailed to you.
ଜାତୀୟ ମାନବାଧିକାର କମିଶନରେ ଲିଖିତ ଅଭିଯୋଗ କଲେ ମାନବାଧିକାର କର୍ମୀ…
ଭୁବନେଶ୍ୱର/କଟକ: ମହିଳା ହୋମଗାର୍ଡ ଆତ୍ମହତ୍ୟା ଉଦ୍ୟମ ମାମଲାରେ ଜାତୀୟ ମାନବାଧିକାର କମିଶନରେ ଲିଖିତ ଅଭିଯୋଗ କଲେ ମାନବାଧିକାର କର୍ମୀ ଜୟନ୍ତ ଦାସ। ଡିଆଇଜି ଓ ତାଙ୍କ ପତ୍ନୀଙ୍କ ପ୍ରତି ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ନିବେଦନ କରିଛନ୍ତି ସେ। ଏହାଛଡ଼ା ପୀଡ଼ିତା ହୋମଗାର୍ଡଙ୍କୁ…
ବିଲଡିଂ ପ୍ଲାନ ପାସ ନାଁରେ ବଡ଼ ଧରଣର ଠକେଇ, ୩କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଜବତ…
ସମ୍ବଲପୁର : ବିଲଡିଂ ପ୍ଲାନ ପାସ ନାଁରେ ବଡ଼ ଧରଣର ଠକେଇ । ସମ୍ବଲପୁର ଡେଭଲପମେଣ୍ଟ ଅଥରିଟିରେ ଚାଲିଥିଲା ଠକ ସିଣ୍ଡିକେଟ । ମିଛ ଦସ୍ତାବିଜ ତିଆରି କରି ଦେଉଥିଲେ ବିଲ୍ଡିଂ ପ୍ଲାନ ଅନୁମତି l ଏହି ବଡ଼ ଧରଣର ଠକେଇ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଏସଡିଏର ଡିଲିଂ…
ରାଜଧାନୀରେ ହଜାରେ ପାର କଲା ଡେଂଗୁ ଆକ୍ରାନ୍ତଙ୍କ ସଂଖ୍ୟା…
ଭୁବନେଶ୍ୱର : ରାଜଧାନୀରେ ହଜାରେ ପାର କଲା ଡେଂଗୁ ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ସୁଦ୍ଧା ମୋଟ ୧୩ଶହ ୧୪ଜଣ ଡେଂଗୁ ଆକ୍ରାନ୍ତ ହୋଇଛନ୍ତି । ବାହାର ରାଜ୍ୟରୁ ଆସି କ୍ୟାପିଟାଲ ହସ୍ପିଟାଲ ଡେଂଗୁ ୱାର୍ଡରେ ଚିକିତ୍ସିତ ହେଉଛନ୍ତି ରୋଗୀ । ରୋଗୀଙ୍କ ସଂଖ୍ୟା ବଢୁଥିବାରୁ ହସ୍ପିଟାଲରେ ବେଡ୍ ଶେଷ…
ଅକ୍ଟୋବର ସୁଦ୍ଧା ସରିବ ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ପ୍ରକଳ୍ପ କାର୍ଯ୍ୟ…
ପୁରୀ : ଅକ୍ଟୋବର ସୁଦ୍ଧା ସରିବ ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ପ୍ରକଳ୍ପ କାର୍ଯ୍ୟ । ଶ୍ରୀମନ୍ଦିର ଚତୁଃପାର୍ଶରେ ଯାତ୍ରୀ ପରିକ୍ରମା ପ୍ରକଳ୍ପରେ ଭକ୍ତଙ୍କ ପାଇଁ ୯ଟି ପ୍ରବେଶ ପଥ ରହିବ। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ପାର୍ଶରେ ଓ ଏମାର ମଠ ନିକଟରେ ଦୁଇଟି ସ୍ଥାନରେ ୩ ହଜାର…
ମୁଖ୍ୟମନ୍ତ୍ରୀ ଏସ୍ଆର୍ଆଇଏମ୍ ଯୋଜନା ଆରମ୍ଭ
ଭୁବନେଶ୍ୱର: ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍ଏସ୍ଏମ୍ଇ) କ୍ଷେତ୍ରର ଆହୁରି ସମୃଦ୍ଧି ଆଣିବା ଲକ୍ଷ୍ୟରେ ରାଜ୍ୟ ସରକାର ଆରମ୍ଭ କରିଛନ୍ତି, ‘ଚିଫ୍ ମିନିଷ୍ଟର୍ସ ସ୍କିମ୍ ଫର୍ ରିମ୍ବର୍ସମେଣ୍ଟ…
ରାଜ୍ୟ ମୁଖ୍ୟାଳୟକୁ ବଦଳି ହେଲେ ଡିଆଇଜି ବ୍ରିଜେଶ ରାଏ
ଭୁବନେଶ୍ୱର: ମହିଳା ହୋମଗାର୍ଡ ଆତ୍ମହତ୍ୟା ଉଦ୍ୟମ ମାମଲାରେ ଫସିଲେ ଆଇପିଏସ ବ୍ରିଜେଶ ରାଏ । ହୋମଗାର୍ଡଙ୍କ ଅଭିଯୋଗ ପରେ ହେଲା ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜିଙ୍କ ବଦଳି । ଅନୁଗୁଳର ଡିଆଇଜିରୁ ବ୍ରିଜେଶ…
ନିଯୁକ୍ତି ପ୍ରକ୍ରିୟା ଉପରେ ଲାଗିଥିବା ରୋକ ହଟାଇଲେ ହାଇକୋର୍ଟ
କଟକ: ନର୍ସ, ଫାର୍ମାସିଷ୍ଟ , ପାରାମେଡିକାଲ କର୍ମଚାରୀଙ୍କ ନିଯୁକ୍ତି ପ୍ରକ୍ରିୟା ଚୂଡ଼ାନ୍ତ ଉପରେ ପୂର୍ବରୁ ଜାରି କରାଯାଇଥିବା ଅଙ୍କୁଶ ହାଇକୋର୍ଟ ଉଠାଇ ଦେଇଛନ୍ତି। ହାଇକୋର୍ଟ ଗତ ମେ’ ୧ର ଅନ୍ତରୀଣ…
ଘଟଗାଁ ତାରିଣୀଙ୍କୁ ଦର୍ଶନ କରୁଥିବା ବେଳେ ଟଳିପଡିଲେ ବୃଦ୍ଧା…
ଘଟଗାଁ : ତାରିଣୀ ଦର୍ଶନ କରୁଥିବା ବେଳେ ଟଳିପଡିଲେ ବୃଦ୍ଧା। କେନ୍ଦୁଝର ଜିଲ୍ଲା ଘଟଗାଁ ମା ତାରିଣୀ ମନ୍ଦିରକୁ ଆଜି ଭୁବନେଶ୍ୱର ନ୍ୟୁପାର୍କ ଅଞ୍ଚଳର ସରସ୍ୱତୀ ବେହେରା ତାଙ୍କ ପରିବାର ସହ ଦର୍ଶନ ପାଇଁ ଆସିଥିଲେ। ହେଲେ ମନ୍ଦିର ବେଢା ଭିତରେ ମାଙ୍କ ଦର୍ଶନ…
କୌଣସି ପ୍ରକାରର ଭିଡ଼ ହିଂସାରେ ଭାଗ ନେଲେ ଆଇନ ଅନୁଯାୟୀ ମିଳିବ କଠୋର ଦଣ୍ଡ…
ଭୁବନେଶ୍ୱର: ଭିଡ ହିଂସା ଏକ ଅପରାଧ ଏବଂ ସେଥିରେ ଯେଉଁ ବ୍ୟକ୍ତି ଭାଗ ନିଅନ୍ତି ତାହା ମଧ୍ୟ ବଡ଼ ଅପରାଧ। ଜଣେ ବ୍ୟକ୍ତି କୌଣସି ପ୍ରକାରର ଭିଡ ହିଂସାରେ ଭାଗ ନିଏ ତେବେ ତାକୁ ଆଇନ ଅନୁଯାୟୀ ଦଣ୍ଡ ମିଳିବ। ଏନେଇ ଓଡ଼ିଶା ପୋଲିସ ପକ୍ଷରୁ ଏକ ସୂଚନା ଦିଆଯାଇଛି।…