Sign in
Sign in
Recover your password.
A password will be e-mailed to you.
ଭିକ ମଗା ଗ୍ୟାଙ୍ଗର ପର୍ଦ୍ଦାଫାସ, ମାସକୁ ଆୟ କରୁଥିଲେ ୨ ଲକ୍ଷ…
ଶୀର୍ଷକ ପଢ଼ି ଆପଣ ସାମାନ୍ୟ ଆଶ୍ଚର୍ଯ୍ୟ ହେଉଥିବେ। ଭିକ ମାଗି କ’ଣ କେହି ମାସକୁ ୨ ଲକ୍ଷ ଆୟ କରୁଥିବ? ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ହାଇଦ୍ରାବାଦ ପୁଲିସ୍ ଏମିତି ଏକ ଭିକ ମଗା ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି। ଗ୍ୟାଙ୍ଗର କିଙ୍ଗ ପିନ୍ ମାସକୁ ପ୍ରାୟ ୨ ଲକ୍ଷ ଟଙ୍କା…
କେବଳ ସୀତଲଭାଦ ନୁହନ୍ତି, ଦୁଷ୍କର୍ମ ପୀଡ଼ିତାଙ୍କୁ ମଧ୍ୟ ସହଯୋଗ କଲା ସୁପ୍ରିମକୋର୍ଟଙ୍କ ନୂଆ ଏସ୍ଓପି
ନୂଆଦିଲ୍ଲୀ : ଜରୁରୀ ମାମଲାର ଶୁଣାଣି ପାଇଁ ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ ପ୍ରସ୍ତୁତ କରିଥିବା ଗାଇଡ ଲାଇନ ଜଣେ ଦୁଷ୍କର୍ମ ପୀଡ଼ିତାଙ୍କୁ ସହାୟକ ହୋଇଛି। ପୀଡ଼ିତା ଜଣଙ୍କ ଗର୍ଭପାତ କରିବା ପାଇଁ ଅନୁମତି ମାଗିଥିବା ବେଳେ ସୁପ୍ରିମକୋର୍ଟ ଏହାର ଜରୁରୀ ଶୁଣାଣି କରି ଉପଯୁକ୍ତ…
୨/୪ ମାସ ପିଆଜ ନ ଖାଇଲେ କିଛି ବିଗିଡ଼ିଯିବ ନାହିଁ : ମହାରାଷ୍ଟ୍ର ମନ୍ତ୍ରୀ ଦାଦା ଭୁସେ…
ଟମାଟୋ ପରେ ଏବେ ପିଆଜ ପାଳି। ପିଆଜର ବର୍ଦ୍ଧିତ ମୂଲ୍ୟ ରୋଷେଇ ଘରର ବଜେଟ୍ ବିଗାଡ଼ିବା ଆରମ୍ଭ କଲାଣି। ଏହାରି ଭିତରେ ମହାରାଷ୍ଟ୍ର ସରକାରଙ୍କ ମନ୍ତ୍ରୀ ଦାଦା ଭୁସେ କହିଛନ୍ତି, ଯଦି ଲୋକମାନେ ୨/୪ ମାସ ପିଆଜ ନ ଖାଇବେ, ତେବେ କିଛି ବିଗିଡ଼ିଯିବ ନାହିଁ।
କହି…
୧୫ ବର୍ଷୀୟ ପତ୍ନୀ ସହ ଶାରୀରିକ ସମ୍ପର୍କ ରଖିବାକୁ ଦୁଷ୍କର୍ମ କୁହାଯିବ ନାହିଁ: ଦିଲ୍ଲୀ ହାଇକୋର୍ଟ…
ନୂଆଦିଲ୍ଲୀ: ୧୫ ବର୍ଷୀୟ ପତ୍ନୀ ସହ ଶାରୀରିକ ସମ୍ପର୍କ ରଖିବାକୁ ଦୁଷ୍କର୍ମ କୁହାଯିବ ନାହିଁ | କିଛି ଏଭଳି କହି ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ଜଣେ ବ୍ୟକ୍ତିଙ୍କୁ ନିର୍ଦ୍ଦୋଷରେ ଖଲାସ କରିବାକୁ ଦିଲ୍ଲୀ ହାଇକୋର୍ଟ କହିଛନ୍ତି। କୋର୍ଟ କହିଛନ୍ତି ଯେ ୧୫ ବର୍ଷୀୟ ପତ୍ନୀଙ୍କ ସହ ଶାରୀରିକ…
ଦୁର୍ଘଟଣାରେ ପତ୍ନୀ ଏବଂ ପୁଅକୁ ହରାଇଥିଲେ ବ୍ୟକ୍ତି, କଞ୍ଜ୍ୟୁମର କୋର୍ଟଙ୍କ ନିର୍ଦ୍ଦେଶରେ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ…
ଏନଡି ଟିଭି ଆଙ୍କର କନୁପ୍ରିୟା ସୈଗଲ ଏବଂ ତାଙ୍କୁ ପୁଅ ଶ୍ରେୟସଙ୍କ ମୃତ୍ୟୁରେ ୫୦ ଲକ୍ଷ କ୍ଷତିପୂରଣ ଦେଇଛି ଟ୍ରାଭେଲ ଏଜେନ୍ସୀ । ୨୦୧୯ରେ ଶ୍ରୀଲଙ୍କା କଲମ୍ବୋରେ କନୁପ୍ରିୟା ଏବଂ ତାଙ୍କ ସ୍ୱାମୀ ଯୋଗେଶ ସୈଗଲ, ପୁଅ ଝିଅ ସଡ଼କ ଦୁର୍ଘଟଣାର ଶିକାର ହୋଇଥିଲେ । ଏହି…
ଚନ୍ଦ୍ର ଅଭିମୁଖେ ଚନ୍ଦ୍ରଯାନ-୩, ଆସନ୍ତାକାଲି ୫.୩୦ରୁ ଶିକ୍ଷାନୁଷ୍ଠାରେ ଲାଇଭ ଷ୍ଟ୍ରିମିଂ
ଜହ୍ନ ରାଇଜ ଅଭିମୁଖେ ଆଗେଇ ଚାଲିଛି ଇସ୍ରୋର ତୃତୀୟ ମୁନ୍ ମିଶନ୍ ଚନ୍ଦ୍ରଯାନ-୩। ଅବତରଣ ପାଇଁ ଅବଗଣନା ମଧ୍ୟ ଆରମ୍ଭ ହୋଇଯାଇଛି। କେବଳ ଇସ୍ରୋ କି ଭାରତ ନୁହେଁ ଅବତରଣ ଉପରେ ରହିଛି ପୂରା ବିଶ୍ୱର ନଜର। ଏହି ସ୍ମରଣୀୟ ମୁହୂର୍ତ୍ତର ମୁକସାଖୀ ହେବାକୁ ସମସ୍ତ…
ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେବା ପାଇଁ ଦକ୍ଷିଣ ଆଫ୍ରିକା ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି…
ନୂଆଦିଲ୍ଲୀ :ଦକ୍ଷିଣ ଆଫ୍ରିକାର ଜୋହନ୍ସବର୍ଗରେ ଆଜିଠୁ ବ୍ରିକ୍ସ ସମ୍ମିଳନୀ ଆରମ୍ଭ ହେଉଛି । ଏଥିରେ ଯୋଗ ଦେବା ପାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦକ୍ଷିଣ ଆଫ୍ରିକା ଗସ୍ତରେ ଯାଇଛନ୍ତି । ବ୍ରିକ୍ସ ସମ୍ମିଳନୀ ଅବସରରେ କିଛି ନେତାଙ୍କ ସହ ସେ ଦ୍ବିପାକ୍ଷିକ ଆଲୋଚନା କରିବେ । ଚୀନ…
ବିଶ୍ବରେ ନୂଆ ଭାରିଆଣ୍ଟ ଚିହ୍ନଟ ପରେ ଆଲର୍ଟରେ ଭାରତ…
ନୂଆଦିଲ୍ଲୀ : ବିଶ୍ବ ସ୍ତରରେ କରୋନା ଭୁତାଣୁର ନୂଆ ଭାରିଆଣ୍ଟ ଚିହ୍ନଟ ପରେ ଆଲର୍ଟରେ ଭାରତ । କେନ୍ଦ୍ର ସରକାରଙ୍କ ଉଚ୍ଚ ସ୍ତରୀୟ ବୈଠକ । ରାଜ୍ୟଗୁଡ଼ିକୁ ପଜିଟିଭ ନମୁନାର ଜିନୋମ ସିକ୍ବେନ୍ସିଂ ବଢାଇବା ସହ ନୂଆ ଭାରିଆଣ୍ଟ ଉପରେ ନଜର ରଖିବାକୁ ପରାମର୍ଶ ।…
ବାରମ୍ବାର ଲଗାଣ ବର୍ଷା ଯୋଗୁ ବିପଦ ସାଜିଛି ଦାସିଙ୍ଗବାଡ଼ି, ଶ୍ରାନିକେତା ଘାଟି : ଭୂସ୍ଖଳନ ହେବା ଭୟରେ ଲୋକେ…
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳର ଏକାଧିକ ଘାଟି ରାସ୍ତା ଏବେ ବିପଦପୂର୍ଣ୍ଣ ହୋଇଛି। ବାରମ୍ବାର ବର୍ଷା ଯୋଗୁ ଚଳିତବର୍ଷ ଶ୍ରାନିକେତାର ଜାତୀୟ ରାଜପଥ ଘାଟି ରାସ୍ତାରେ ଭୂସ୍ଖଳନ ହେବା ଭୟ ଲୋକଙ୍କୁ ଆତଙ୍କିତ କରୁଛି। ଚଳିତବର୍ଷ ଉକ୍ତ!-->…
ବେଆଇନ ବ୍ୟାନର ପାଇଁ ଉପ ମୁଖ୍ୟମନ୍ତ୍ରୀଙ୍କୁ ୫୦ ହଜାର ଜୋରିମାନା
କର୍ଣ୍ଣାଟକାର ଉପ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ କଂଗ୍ରେସ ସଭାପତି ଡିକେ ଶିବକୁମାରଙ୍କ ଉପରେ ବେଙ୍ଗାଲୁରୁ ପୌରପାଳିକା ୫୦ ହଜାର ଟଙ୍କାର ଜୋରିମାନା ଲଗାଇଛି। କ୍ୟୁଇନ୍ସ ରୋଡ୍ରେ ଥିବା କର୍ଣ୍ଣାଟକା ପ୍ରଦେଶ…