Sign in
Sign in
Recover your password.
A password will be e-mailed to you.
ଦିଲ୍ଲୀ ଏୟାରପୋର୍ଟରେ ମୁହାଁମୁହିଁ ହେବାକୁ ଯାଉଥିଲା ୨ ବିମାନ; ଟଳିଗଲା ବଡ ବିପଦ
ନୂଆଦିଲ୍ଲୀ: ଦିଲ୍ଲୀ ଏୟାରପୋର୍ଟରେ ଏକ ବଡ ଧରଣର ବିମାନ ଦୁର୍ଘଟଣାକୁ ଏଡାଇ ଦିଆଯାଇଛି । ଗୋଟିଏ ସମୟରେ ଦୁଇଟି ଅଲଗା ଅଲଗା ବିମାନକୁ ଲାଣ୍ଡିଂ ଏବଂ ଟେକ ଅଫ ଅନୁମତି ଦିଆ ଯାଇଥିଲା । ତେବେ ଦୁର୍ଘଟଣା ଘଟିବା…
ବିଭିନ୍ନ ସ୍ଥାନରେ ଭୂସ୍ଖଳନ, ୫ ମୃତ ୧୦ ନିଖୋଜ
ହିମାଚଳ ପ୍ରଦେଶ ମଣ୍ଡି ଜିଲ୍ଲାର ସିରାଜରେ ଭୂସ୍ଖଳନ ହୋଇ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ନିଖୋଜ ରହିଛନ୍ତି । ସିମଲାର ବଲଦେୟାରେ ଭୂସ୍ଖଳନ ହେବାକୁ ଯୋଗୁଁ ଦମ୍ପତିଙ୍କ ଜୀବନ ଚାଲିଯାଇଛି । ଏହାଛଡା…
ବିରୋଧୀ ମେଣ୍ଟ ‘ଇଣ୍ଡିଆ’ ବୈଠକରେ ସାମିଲ ହେବେ ୮୦ ନେତା, ୫ ମୁଖ୍ୟମନ୍ତ୍ରୀ
ବିଜେପି ବିରୋଧରେ ଏକାଠି ହୋଇଥିବା ବିରାଧୀ ଦଳଗୁଡ଼ିକର ମେଣ୍ଟ ‘ଇଣ୍ଡିଆ’ର ତୃତୀୟ ବୈଠକ ମୁମ୍ବାଇରେ ଅନୁଷ୍ଠିତ ହେବ। ଅଗଷ୍ଟ ୩୧ ଓ ସେପ୍ଟେମ୍ବର ୧ ଦୁଇ ଦିନ ଧରି ଚାଲିବାକୁ ଥିବା ଏହି ମହାବୈଠକରେ ୨୬ଟି ଦଳର ୮୦ ଜଣ ନେତା ଯୋଗଦେବେ। ଏଥିସହ ୫ ରାଜ୍ୟର…
ବାଇଡେନଙ୍କ ପାଇଁ ଆଇଟିସି ମୋର୍ଯ୍ୟର ୪୦୦ ରୁମ୍ ବୁକ, ତାଜରେ ରହିବେ ଜିନପିଙ୍ଗ
ଜି୨୦ ଶିଖର ସମ୍ମିଳନୀ ପାଇଁ ଭାରତ ଜୋରସୋରରେ ପ୍ରସ୍ତୁତି କରୁଛି । ଆଗାମୀ ସେପ୍ଟେମ୍ବର ୯ ଏବଂ ୧୦ ତାରିଖରେ ଆୟୋଜିତ ହେବାକୁ ଥିବା ଜି୨୦ ଶିଖର ସମ୍ମିଳନୀରେ ଭାରତ ଛଡା ଅନ୍ୟ ଦେଶର ରାଜନୈତିକ, ସାଂସ୍କୃତିକ…
ବାଇଡେନଙ୍କ ଭାରତ ଗସ୍ତ ଉପରେ ନଜର ରଖିବେ ଚୀନ ଓ ରୁଷ…
ନୂଆଦିଲ୍ଲୀ : ଆସନ୍ତା ସେପ୍ଟେମ୍ବର ମାସରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ନିଜର ପ୍ରଥମ ଭାରତ ଗସ୍ତରେ ଆସୁଛନ୍ତି । ସେ ଭାରତର ଅଧ୍ୟକ୍ଷତାରେ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ନୂଆଦିଲ୍ଲୀରେ ଆସିବେ। ସେପ୍ଟେମ୍ବର ୭ରୁ ୧୦ ତାରିଖ ପର୍ଯ୍ୟନ୍ତ ବାଇଡେନଙ୍କ ଭାରତ…
ଏଣିକି ବର୍ଷକୁ ଦୁଇ ଥର ବୋର୍ଡ ପରୀକ୍ଷା, ଏକାଦଶ-ଦ୍ୱାଦଶ ଛାତ୍ରଛାତ୍ରୀ ପଢ଼ିବେ ଦୁଇଟି ଭାଷା
ଫେରିଲା ବର୍ଷକୁ ଦୁଇଟି ବୋର୍ଡ ପରୀକ୍ଷା ନିୟମ। ଏଣିକି ବର୍ଷକୁ ଦୁଇ ଥର ହେବ ବୋର୍ଡ ପରୀକ୍ଷା। ଏନେଇ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଘୋଷଣା କରାଯାଇଛି। ଏପରି ନିୟମ ଆସିବା ଫଳରେ ପିଲାମାନଙ୍କୁ ପର୍ଯ୍ୟାପ୍ତ ସମୟ…
ଆଣ୍ଟିଲିଆ ସମ୍ମୁଖରେ ବୋମା ରଖିବା ଘଟଣା; ଏନକାଉଣ୍ଟର ସ୍ପେଶାଲିଷ୍ଟ ପ୍ରଦୀପ ଶର୍ମାଙ୍କୁ ଜାମିନ
ମୁକେଶ ଅମ୍ବାନୀଙ୍କ ଘର ଆଣ୍ଟିଲିଆ ସମ୍ମୁଖରେ କାର୍ରେ ବୋମା ରଖିଥିବା ଘଟଣାରେ ଗିରଫ ହୋଇ ଜେଲ୍ରେ ଥିବା ପୂର୍ବତନ ମୁମ୍ବାଇ ପୁଲିସ୍ ଅଫିସର ପ୍ରଦୀପ ଶର୍ମାଙ୍କୁ ମିଳିଛି ଆଶ୍ୱସ୍ତି । ଏନକାଉଣ୍ଟର ସ୍ପେଶାଲିଷ୍ଟ ପ୍ରଦୀପ ଶର୍ମା ୨ ବର୍ଷରୁ ଅଧିକ ସମୟ ଜେଲ୍ରେ…
ଜିମ୍ବାୱେର ପୂର୍ବତନ କ୍ରିକେଟର ହିଥ୍ ଷ୍ଟ୍ରିକଙ୍କ ମୃତ୍ୟୁ ଖବର ଗୁଜବ: ହେନେରୀ ଓଲଙ୍ଗା
ମୁମ୍ବାଇ : ଆଜି ଜିମ୍ବାଓ୍ବେର ପୂର୍ବତନ କ୍ରିକେଟର ହିଥ୍ ଷ୍ଟ୍ରିକଙ୍କର ମୃତ୍ୟୁ ଖବର ପ୍ରଚାର ହୋଇଥିଲା । ଯାହାକି ଏବେ ଗୁଜବ ବୋଲି ଜଣାପଡିଛି । ୪୯ବର୍ଷୀୟ ହିଥ୍ କ୍ୟାନସର୍ ରେ ପୀଡ଼ିତ ଅଛନ୍ତି । ହିଥ୍ ଷ୍ଟ୍ରିକଙ୍କ ଜଣେ ସାଥି ଖେଳାଳୀ ହେନେରୀ ଓଲଙ୍ଗା ତାଙ୍କ ଅଫିସିଆଲ ଟ୍ବିଟର…
ନିଜ ଆଡୁ ମାମଲା ରୁଜୁ କଲେ ରାଜ୍ୟ ମହିଳା କମିଶନ
ଭୁବନେଶ୍ବର: ମହିଳା ହୋମଗାର୍ଡ ଆତ୍ମହତ୍ୟା ଉଦ୍ୟମ ପ୍ରସଙ୍ଗରେ ନିଜ ଆଡୁ ମାମଲା ରୁଜୁ କଲେ ରାଜ୍ୟ ମହିଳା କମିଶନ। ୧୫ ଦିନ ଭିତରେ ତଦନ୍ତ କରି ରିପୋର୍ଟ ଦେବାକୁ ପୁଲିସ ଡିଜିଙ୍କୁ ନିର୍ଦେଶ ଦେଇଛନ୍ତି ରାଜ୍ୟ ମହିଳା କମିଶନ ଅଧକ୍ଷା ମିନତି ବେହେରା।
ସୂଚନାଯୋଗ୍ୟ ଯେ ଅନୁଗୁଳ ଜିଲ୍ଲା…
ଓଡ଼ିଶା ଗଣତନ୍ତ୍ରରୁ ରାଜତନ୍ତ୍ରରେ ପରିଣତ ହେବାକୁ ଯାଉଛି- ବିଜୟ ପଟ୍ଟନାୟକ…
ଭୁବନେଶ୍ୱର: ପୁଣି ବିଜେଡି ଓ ବିଜେପି ଉପରେ ବର୍ଷିଲା କଂଗ୍ରେସ । ବିଜେଡିର ଦୀର୍ଘ ୨୩ ବର୍ଷ ଶାସନର ପରିଶେଷରେ ଓଡ଼ିଶା ଗଣତନ୍ତ୍ରରୁ ରାଜତନ୍ତ୍ରରେ ପରିଣତ ହେବାକୁ ଯାଉଛି । ଜଣେ ନିଜକୁ ରାଜା ଭାବୁଛନ୍ତି ଏବଂ ଅନ୍ୟ ଜଣେ ରାଜାଙ୍କ ଉତ୍ତରାଧିକାରୀ ଭାବୁଛନ୍ତି। ବିଜେପି ବି ବିଜେଡି ସହ…