ସୀମାନ୍ତରେ ଜଣେ ନାବାଳକଙ୍କ ସହ ୪ଜଣ ମାଓବାଦୀ ଗିରଫ, ବିସ୍ଫୋରକ ସାମଗ୍ରୀ ଜବତ

ଲକାନଗିରି,୧୮।୮ ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡର ଦନ୍ତେୱାଡା ଜିଲା ପୋଲିସ ଜଣେ ନାବାଳକଙ୍କ ସହ ୪ଜଣ ମାଓବାଦୀଙ୍କୁମା ଗିରଫ କରିବା ସହ ବିସ୍ଫୋରକ ସାମଗ୍ରୀ ଜବତ କରିଛି। ଗିରଫ ୪ଜଣ ହେଲେ କୁମାର କଡତି, ମନୋଜ କୁମାର ଓୟାମ, ରମେଶ କୁମାର ଓୟାମ ଓ ଜଣେ ନାବାଳକ । ସୂଚନା ମୁତାବକ ଏକ ବସ

ସୁନ୍ଦରଗଡ଼ ମେଗା ରକ୍ତଦାନ ଶିବିରରେ ୨୧୬ ୟୁନିଟ ରକ୍ତ ସଂଗ୍ରହ

ସୁନ୍ଦରଗଡ଼ (୧୮/୦୮) : ଆଜି ସୁନ୍ଦରଗଡ଼ରେ ଜୟ ଜଗନ୍ନାଥ ଟ୍ରକରସ୍ ଆସୋସିଏସନ୍(ଜେ.ଜେ.ଟି.ଏ) ଆନୁକୁଲ୍ୟରେ ଏବଂ ସମ୍ବାଦ, ଜିଲ୍ଲା କ୍ରୀଡ଼ା ସଂସଦ ଏବଂ ସମର୍ପିତ ସେବା ସଂସ୍ଥାନ ( ଶ୍ମଶାନବନ୍ଧୁ) ଙ୍କ ମିଳିତ ସହଯୋଗରେ ସ୍ଥାନୀୟ ଶଙ୍କର ମରେଜ୍ ହଲ୍ ଠାରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ

ଚାଷ ଜମିରେ ପାୱାର ଟ୍ରେଲର ଗାଡି ତଳେ ଚାପି ହୋଇ ଚାଷୀଙ୍କ ମୃତ୍ୟୁ

କୁକୁଡାଖଣ୍ଡି,୧୮/୮/୨୩: ନିମଖଣ୍ଡି ଥାନା ଅନ୍ତର୍ଗତ ଗୁରୁଣ୍ଠି ପଞ୍ଚାୟତର ପୁରୁଣା ଯୋଗିଆପଲ୍ଲୀ ଗ୍ରାମରେ ପାୱାର ଟ୍ରେଲର ଟ୍ରାକଟର ତଳେ ଚାପି ହୋଇ ଜଣେ ଚାଷୀ ଘଟଣା ସ୍ଥଳରେ ମୁର୍ତ୍ୟୁବରଣ କରିଥିବା ସୂଚନା ମିଳିଛି ।ସୂଚନା ପ୍ରକାରେ ମୃତ ବରଣ କରିଥିବା ଚାଷୀ ଜଣକ ହେଉଛନ୍ତି ଗୁରୁଣ୍ଠି

କୃଷି ବିଜ୍ଞାନ କେନ୍ଦ୍ର ଦ୍ୱାରା କୁକୁଡା ଚିଆଁ ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ

ମାଲକାନଗିରି,୧୮।୮ : ମାଲକାନଗିରି ସଦର ମହକୁମା କୃଷି ବିଜ୍ଞାନ କେନ୍ଦ୍ର ଆନୁକୁଲ୍ୟରେ ଆଦିବାସୀ ଉପଯୋଜନା ଅନ୍ତର୍ଗତ ଜୀବିକା ନିର୍ଧାରଣ ପାଇଁ କୁକୁଡା ଚିଆଁ ବଂଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛିା ଏହି କାର୍ଯ୍ୟକ୍ରମକୁ କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଓ ମୁଖ୍ୟ ଡାକ୍ତର

ଲାଲୁଙ୍କ ଜାମିନ ରଦ୍ଦ କରିବାକୁ ସିବିଆଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ

ପାଟନା: ବଢିଲା ଲାଲୁ ଯାଦବଙ୍କ ସମସମ୍ୟା। ଗୋଖାଦ୍ୟ ଦୁର୍ନୀତି ମାମଲାରେ ଲାଲୁ ପ୍ରସାଦ ଯାଦବଙ୍କ ଜାମିନ ରଦ୍ଦ କରିବାକୁ ଶୁକ୍ରବାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି ସିବିଆଇ। ଲାଲୁଙ୍କ ଜାମିନକୁ ରଦ୍ଦ କରିବା ପାଇଁ ସିବିଆଇ ସୁପ୍ରିମକୋର୍ଟରେ ଏକ ପିଟିଶନ ଦାଖଲ…

ଫିରିଙ୍ଗିଆ ଥାନା ଅଧିକାରୀଙ୍କ ଦ୍ଵାରା ଶାନ୍ତିକମିଟି ବୈଠକ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ପୋଡି ଘଟଣା ପରେ ଅଞ୍ଚଳରେ ଗିରଫ ଭୟରେ ଲୋକେ ଘରେ ରହୁ ନଥ‌ିବାବେଳେ ଅଧିକାଂଶଲୋକଙ୍କୁ ବିନା କାରଣରେ ସମ୍ପୃକ୍ତ ନଥାଇ ପୋଲିସ ଗିରଫ କରୁଥିବା ନେଇଁ ଅଞ୍ଚଳରେ ଉତେଜନା ଦେଖା ଦେଇଥିଲା। ଲୋକେ ବଜାରକୁ କିମ୍ବା କୌଣସି କାର୍ଯ୍ୟରେ ଭୟରେ ଆସୁ

ନକଲି ଆରଟିଆଇ କର୍ମୀଙ୍କୁ ବାନ୍ଧିଲା କ୍ରାଇମବ୍ରାଞ୍ଚ ଏସଟିଏଫ୍…

ଭୁବନେଶ୍ୱର: ସୂଚନା ଅଧିକାର କର୍ମୀ ଭାବେ ନିଜକୁ ପରିଚୟ ଦେଇ ଲୋକଙ୍କୁ ଠକୁଥିବା ଠକକୁ ଧରିଲା କ୍ରାଇମବ୍ରାଞ୍ଚ ଏସଟିଏଫ୍  । ଠକ କିଶୋର ମିଶ୍ରଙ୍କୁ କୋରାପୁଟରୁ ଗିରଫ କରାଯାଇଛି  । ସେ  ନିଜକୁ ଜଣେ ସୂଚନା ଅଧିକାର କର୍ମୀ ବୋଲି କହିବା ସହ ସୂଚନା ଓ ଲୋକସମ୍ପର୍କ ବିଭାଗର ନକଲି…

ରାହୁଲ ଗାନ୍ଧି ଆମେଠିରୁ ଲଢ଼ିବେ ଲୋକସଭା ନିର୍ବାଚନ, ୟୁପି କଂଗ୍ରେସ ଅଧ୍ୟକ୍ଷଙ୍କ ବଡ଼ ଘୋଷଣା

ଲୋକସଭା ନିର୍ବାଚନ ୨୦୨୪କୁ ନେଇ ସମସ୍ତ ଦଳ ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି। ଏହାରି ଭିତରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ୟୁପି କଂଗ୍ରେସର ନୂତନ ଅଧ୍ୟକ୍ଷ ଅଜୟ ରାୟ କହିଛନ୍ତି ଯେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଆମେଠିରୁ ନିର୍ବାଚନ ଲଢ଼ିବେ। ଉତ୍ତର ପ୍ରଦେଶ କଂଗ୍ରେସ…

ଗଂଜାମ ଜିଲ୍ଲାରେ କାର୍ଯ୍ୟରତ ଓଡିଶା କୃଷି ସେବା ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ

ଛତ୍ରପୁର : ବିଭିନ୍ନ ଦାବି ନେଇ ଗଂଜାମ ଜିଲ୍ଲାରେ କାର୍ଯ୍ୟରତ ଓଡିଶା କୃଷି ସେବା ସଂଘ ପକ୍ଷରୁ ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କୁ ପ୍ରଦାନ କରାଯାଇଛି । ରାଜ୍ୟ ସରକାରଙ୍କ ବୃତ୍ତିଗତ ଶିକ୍ଷାପ୍ରାପ୍ତ କ୍ୟାଡର

ମାଲକାନଗିରିରେ ଆୟୋଜିତ ହେଲା ୨ୟ ଜିଲ୍ଲାସ୍ତରୀୟ ବ୍ୟାଡମିଣ୍ଟନ ଚମ୍ପିୟାନଶିପ

ମାଲକାନଗିରି : ଆଜି ମାଲକାନଗିରିରେ ଆୟୋଜିତ ହୋଇଯାଇଛି ୨ୟ ଜିଲ୍ଲା ସ୍ତରୀୟ ବ୍ୟାଡମିଣ୍ଟନ ଚମ୍ପିୟାନଶିପ । ମାଲକାନଗିରି ସଦର ନିକଟ ଇଣ୍ଡୋର ବ୍ୟାଡମିଣ୍ଟନ ଷ୍ଟାଡିୟମ ଠାରେ ଆଜି ମାଲକାନଗିରି ଜିଲ୍ଲାପାଳ ଶ୍ରୀ ଵିଶାଲ ସିଂ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖେଳର ଶୁଭାରମ୍ଭ କରିଥିଲେ। ଅତିଥି ଭାବେ