Sign in
Sign in
Recover your password.
A password will be e-mailed to you.
ଡୋପ୍ ଟେଷ୍ଟରେ ବିଫଳ ହୋଇ ୪ ବର୍ଷ ପାଇଁ ବାସନ୍ଦ ହେଲେ ଦୂତି ଚାନ୍ଦ…
ଭୁବନେଶ୍ଵର: ଅଲିମ୍ପିଆନ ଦୂତି ଚାନ୍ଦଙ୍କୁ ଲାଗିଛି ଶକ୍ତ ଧକ୍କା । ଡୋପ ଟେଷ୍ଟ ମାମଲାରେ ବିଫଳ ହୋଇ ଶେଷରେ ସେ ୪ ବର୍ଷ ବାସନ୍ଦ ହୋଇଛନ୍ତି । ଦଣ୍ଡାଦେଶ ଚଳିତ ବର୍ଷ ଜାନୁଆରୀ ୩ତାରିଖରୁ ଲାଗୁ ହୋଇଛି । ତେଣୁ ସେ ୨୦୨୭ ଜାନୁଆରୀ ମାସ ପର୍ଯ୍ୟନ୍ତ କୌଣସି ରାଜ୍ୟ, ଜାତୀୟ କିମ୍ବା…
ରିକ୍ଟର ସ୍କେଲରେ ତୀବ୍ରତା ୬.୩ ରେକର୍ଡ…
ଦିଲ୍ଲୀ: ଶକ୍ତିଶାଳୀ ଭୂକମ୍ପରେ ଥରିଲା କଲମ୍ବିଆ ମାଟି । କଲମ୍ବିଆ ରାଜଧାନୀ ବଗୋଟାରେ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଯାହାର ତୀବ୍ରତା ୬.୩ ରେକର୍ଡ କରାଯାଇଛି । ଗତକାଲି ରାତି ୧୨ ଟା ସମୟରେ ଭୂମିକମ୍ପ ହୋଇଥିଲା । ଫଳରେ ଲୋକେ ଭୟଭୀତ ହୋଇ ଘରୁ ବାହାରକୁ…
ଦୋଷୀଙ୍କୁ କାହିଁକି ଛଡ଼ାଗଲା ? ଗୁଜୁରାଟ ସରକାରଙ୍କୁ ପ୍ରଶ୍ନ କଲେ ସୁପ୍ରିମକୋର୍ଟ…
ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ବିଲକିସ୍ ବାନୋ ଗଣଦୁଷ୍କର୍ମ ମାମଲାର ୧୧ ଦୋଷୀଙ୍କୁ ମିଳିଥିବା ସ୍ୱତନ୍ତ୍ର କ୍ଷମା ଘଟଣାକୁ ନେଇ ଗୁଜୁରାଟ ସରକାରଙ୍କୁ ପ୍ରଶ୍ନ କଲେ ସୁପ୍ରିମକୋର୍ଟ। ୨୦୦୨ ଗୁଜରାଟ ଦଙ୍ଗା ବେଳେ ବିଲକିସ୍ ବାନୋଙ୍କୁ ଦୁଷ୍କର୍ମ କରାଯିବା ସହ ତାଙ୍କ ପରିବାରର…
ସେପ୍ଟେମ୍ବର ୩ରେ ଜେଇ ସିଭିଲ୍ ମେନ୍ ପରୀକ୍ଷା…
ଭୁବନେଶ୍ବର: ସେପ୍ଟେମ୍ବର ୩ ତାରିଖରେ ଜେଇ ସିଭିଲ୍ ମେନ୍ ପରୀକ୍ଷା ଅନୁଷ୍ଠିତ ହେବାକୁ ଯାଉଛି । ଏନେଇ ଓଡିଶା ଷ୍ଟାଫ୍ ସିଲେକ୍ସନ କମିଶନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ମୋଟ୍ ୨୦୦ ମାର୍କର ପରୀକ୍ଷା ହେବାକୁ ଥିବାବେଳେ ଅପରାହ୍ନ ୨ଟାରୁ ୫ଟା ପର୍ଯ୍ୟନ୍ତ ପରୀକ୍ଷା କରାଯିବ । ଗତ…
ରାସ୍ତା ଉପରେ ଖସିପଡି ଜଳିଗଲା ବିମାନ…
ମାଲେସିଆ: ମାଲେସିଆର ସେଣ୍ଟ୍ରାଲ ସେଲାଙ୍ଗୋର ରାଜ୍ୟରେ ଭୟଙ୍କର ବିମାନ ଦୁର୍ଘଟଣା ଘଟିଛି । ଗତକାଲି ଅପରାହ୍ନରେ ଗୋଟିଏ ବିମାନ ଲ୍ୟାଣ୍ଡିଂ କରୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇ ରାସ୍ତା ଉପରେ ଖସିପଡିଛି । ଏଥିରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୬ ଜଣ ବିମାନ ଯାତ୍ରୀଙ୍କ…
ବନ୍ୟା ପ୍ରଭାବିତଙ୍କୁ ଉଦ୍ଧାର କଲେ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍..
ପଞ୍ଜାବ: ଦେଶର ଅନେକାଂଶରେ ଜାରି ଲଗାଣ ବାର୍ଷା । ସେପଟେ ଭୀଷଣ ବନ୍ୟାରେ ପଞ୍ଜାବର ସ୍ଥିତି ବେହାଲ ହୋଇଛି । ଚାରିଆଡେ କେବଳ ପାଣି ହିଁ ପାଣି । ତଳିଆ ଅଞ୍ଚଳ ସହ ସହରର ରାଜପଥରେ ଚାଲିଛି ଆଣ୍ଠୁଏ ଲେଖାଏଁ ପାଣି । ଆଉ ଏପରି ପରିସ୍ଥିତିରେ ମାନବିକତା ଦେଖାଇଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ…
ନନ୍ଦନକାନନରେ ସମ୍ବର ଶାବକ ଜନ୍ମ, ତିନି ଅସୁସ୍ଥ ସିଂହ ଶାବକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା…
ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ୩୯ନମ୍ବର ଖୁଆଡ଼ରେ ରହୁଥିବା ସମ୍ବର ଗୁରୁବାର ଏକ ଶାବକ ଜନ୍ମ ଦେଇଛି। ମାଆ ଓ ଶାବର ଉଭୟ ସୁସ୍ଥ ଥିବା ଜଣାପଡ଼ିଛି। ଅନ୍ୟପଟେ ସିଂହ ସଫାରୀରେ ଅସୁସ୍ଥ ଥିବା ସିଂହୀ ବିଜ୍ଲୀର ତିନୋଟି ଶାବକଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କଲେ ଓୟୁଏଟିର…
ରାଜ୍ୟ ସାମ୍ବାଦିକ ସଙ୍ଘ (ଏସୟୁଜେ) ଓଡ଼ିଶା” ର ଏକ ପ୍ରତିନିଧି ଦଳ ମାନ୍ୟବର ସୂଚନା ଓ ଲୋକସମ୍ପର୍କ ବିଭାଗ…
୧୧ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ...
ମନ୍ତ୍ରୀ ପ୍ରଦୀପ କୁମାର ଅମାତଙ୍କୁ ସର୍କିଟ-ହାଉସରେ ଭେଟିଲେ ଓଡ଼ିଶା ସ୍ୱାସ୍ଥ୍ୟ ଠିକା କର୍ମଚାରୀ !
ଛତ୍ରପୁର : ସ୍ୱାଧୀନତା ଦିବସ ଅବସରରେ ଆମନ୍ତ୍ରିତ ମାନ୍ୟବର ଜଙ୍ଗଲ ଓ ପରିବେଶ,ପଞ୍ଚାୟତରାଜ ଓ ପାନୀୟ ଜଳ ତଥା ସୂଚନା ଓ ଲୋକ ସମ୍ପର୍କ ବିଭାଗୀୟ ମନ୍ତ୍ରୀଙ୍କୁ ଜିଲ୍ଲା ସ୍ୱାସ୍ଥ୍ୟ କର୍ମୀମାନେ ଭେଟି ନିଜର ବିଭିନ୍ନ ଦାବୀ ଜଣାଇଛନ୍ତି ।ପ୍ରକାଶ ଥାଉକି, ସ୍ୱାସ୍ଥ୍ୟ ମିଶନ ପରିଚାଳନା!-->!-->!-->…
ପୂର୍ବ ଶତୃତାକୁ କେନ୍ଦ୍ର କରି ଟାଙ୍ଗିଆରେ ହାଣିଲା ଦୃର୍ବୃତ୍ତ ୨ଆହତ
କାଶିପୁର : ପୂର୍ବ ସତୃତାକୁ କେନ୍ଦ୍ରକରି ୨ଜଣକୁ ହାଣିଲା ଦୃବୁତ ଏମିତି ଏକ ଲୋମହର୍ଷଣକାରୀ ଘୋଟଣା ଦେଖିବାକୁ ମିଳିଛି ରାୟଗଡା ଜିଲା କାଶିପୁର ବ୍ଲକ ଟିକିରି ଥାନା ପିତାଯୋଡି ଗ୍ରାମରେ।ଏହି ଗ୍ରାମର ରଥ ମାଝୀ ଓ ଅଦୁମାଝୀ ମକା ବାଡ ଯୋଗିବାକୁ ନିଜ ଜମିକୁ ଗଲାବେଳେ ପୂର୍ବ ସତ୍ରୁତାକୁ ନେଇ!-->…