Sign in
Sign in
Recover your password.
A password will be e-mailed to you.
ଅଭିଯୁକ୍ତ RPF କନଷ୍ଟେବଳ ଚେତନ ସିଂ ଚାକିରିରୁ ବହିଷ୍କୃତ
ଗତ କିଛି ଦିନ ତଳେ ଜୟପୁର-ମୁମ୍ବାଇ ଏକ୍ସପ୍ରେସ୍ ଟ୍ରେନ୍ରେ ହୋଇଥିବା ଗୁଳିକାଣ୍ଡ ଘଟଣା ଲୋକଙ୍କ ମଧ୍ୟରେ ଆତଙ୍କ ଖେଳାଇ ଦେଇଥିଲା। ଏବେ ଏହି ମାମଲାର ଅଭିଯୁକ୍ତ ଆର୍ପିଏଫ୍ କନଷ୍ଟେବଳ ଚେତନ ସିଂଙ୍କ ବିରୋଧରେ ରେଲେଓ୍ଵ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ରେଲେଓ୍ଵ…
ସିବିଆଇ ତଦନ୍ତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ
କଟକ: JEE ପରୀକ୍ଷା ପରିଚାଳନା ବିଭ୍ରାଟ ମାମଲାରେ ମାର୍କସିଟ ଘୋଟାଲାର ତଦନ୍ତ କରିବ ସିବିଆଇ। ସିବିଆଇ ତଦନ୍ତ ଲାଗି ନିର୍ଦ୍ଦେଶ ଦେଲେ ଓଡିଶା ହାଇକୋର୍ଟ। ୪ ମାସ ଭିତରେ ତଦନ୍ତ ସାରି ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଓଡିଆ ଛାତ୍ର ଅଂଶୁମାନ କାନୁନଗୋଙ୍କ…
ସହିଦ ଜୟୀ ରାଜଗୁରୁଙ୍କ ଜନ୍ମସ୍ଥାନରେ ଅର୍ଥମନ୍ତ୍ରୀ, ଅମୃତ କଳା ଯାତ୍ରାର କଲେ ଶୁଭାରମ୍ଭ
ପୁରୀ: ସ୍ୱାଧୀନତା ସଂଗ୍ରାମୀ ଜୟୀ ରାଜଗୁରୁଙ୍କ ଜନ୍ମମାଟି ପୁରୀ ବୀରହରେକୃଷ୍ଣପୁର ଗାଁରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏଠାରେ କେନ୍ଦ୍ର ମନ୍ତ୍ରୀଙ୍କୁ ସଂକୀର୍ତ୍ତନ ମଣ୍ଡଳୀ ଜରିଆରେ କରାଗଲା ସ୍ୱାଗତ। ସୀତାରମଣ ସହିଦ ଜୟୀ ରାଜଗୁରୁଙ୍କ ଜନ୍ମସ୍ଥାନ…
ହିନ୍ଦୁ ଧର୍ମ ପୁରୁଣା, ସବୁ ମୁସଲମାନ ଆରମ୍ଭରୁ ହିନ୍ଦୁ ଥିଲେ-ଗୁଲାମ ନବି ଆଜାଦ
ନୂଆଦିଲ୍ଲୀ: କଂଗ୍ରେସରୁ ଅଲଗା ହୋଇ ଡେମୋକ୍ରାଟିକ ପ୍ରୋଗ୍ରେସିଭ ଆଜାଦ ପାର୍ଟି ଗଢିଥିବା ଜମ୍ମୁକଶ୍ମୀର ପୂର୍ବ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦଙ୍କର ଏକ ଭିଡିଓ ଭାଇରାଲ ହୋଇଛି । ଏହି ଭିଡିଓରେ ଆଜାଦ ଜମ୍ମୁ କଶ୍ମୀର ଲୋକଙ୍କୁ କହୁଛନ୍ତି, ହିନ୍ଦୁ ଧର୍ମ ଇସଲାମ ଧର୍ମଠାରୁ ମଧ୍ୟ…
ପ୍ରେମିକ ସହ ଧରାପଡିଲା ସ୍ତ୍ରୀ, ସ୍ବାମୀଙ୍କ ଏତଲା ପରେ ଲଜରୁ ଉଦ୍ଧାର କଲା ପୋଲିସ
ଭୁବନେଶ୍ବର : ପ୍ରେମିକ ସହ ଧରାପଡିଲା ସ୍ତ୍ରୀ। ଭୁବନେଶ୍ବର ଅଶୋକନଗର ସ୍ଥିତ ଏକ ଲଜରୁ ଉଭୟଙ୍କୁ ଉଦ୍ଧାର କରାଯାଇଛି। ଅସଂଯତ ଅବସ୍ଥାରେ ଲଜରୁ ଉଦ୍ଧାର ହୋଇଛନ୍ତି ମହିଳା । ଗତ ୧୪ ତାରିଖରେ ମହିଳ ଜଣକ ଘରୁ ଲୁଚି ପଳାଇ ଆସିଥିଲେ। ଏହାପରେ ନିଜ ପ୍ରେମିକ ସହ ଲଜରେ ରହୁଥିଲେ।…
ଶ୍ରୀଜିଉଙ୍କ ଦର୍ଶନ ସହ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା ବୁଲି ଦେଖିଲେ କେନ୍ଦ୍ର ଅର୍ଥମନ୍ତ୍ରୀ
ପୁରୀ : ପୁରୀରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। କିଛି ସମୟ ମନ୍ଦିରରେ ରହି ପୂଜାର୍ଚ୍ଚନା କରି ଶ୍ରୀଜିଉଙ୍କ ଦର୍ଶନ କରିଥିଲେ । ନିର୍ମଳା ସୀତାରମଣଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଉପସ୍ଥିତ…
ବଡ଼ବେତରା ଗ୍ରାମପଞ୍ଚାୟତରେ ୭୭ତମ ସ୍ବାଧୀନତା ଦିବସ ପାଳନ ଓ ବୃକ୍ଷରୋପଣ
କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ ଅର୍ନ୍ତଗତ ବଡବେତରା ଗ୍ରାମ ପଞ୍ଚାୟତରେ ୭୭ ତମ ସ୍ବାଧୀନତା ଦିବସ ପାଳନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଏହି ଉପଲକ୍ଷେ ସ୍ବାଧୀନତା ଦିବସ ଦିନ…
ଟାଙ୍ଗିଆ ଚୋଟରେ ବୃଦ୍ଧଙ୍କ ମୃତ୍ୟୁ: ହତ୍ୟାକାରୀ ଥାନାରେ ଅଟକ…
ବାଲିଗୁଡା,: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ନୂଆସାହିର ଆମ୍ବସାହି ଠାରେ ବୁଧବାର ଅପରାହ୍ନ ରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା | ବାଲିଗୁଡ଼ା ନୁଆସାହିର ମାଧବ ବେହେରା ନାମକ ଜଣେ ଯୁବକ ତାଙ୍କ ଘରେ ଆଗରେ ରହୁଥିବା ଦେବରାଜ ବାଗ (୫୫) ନାମକ ଜଣେ ବୃଦ୍ଧଙ୍କୁ ଟାଙ୍ଗିଆରେ ମୁଣ୍ଡ!-->!-->!-->…
ଆସନ୍ତାବର୍ଷ ଫେବ୍ରୁଆରୀ ୧୪ରେ ପ୍ଲସ ଟୁ ପରୀକ୍ଷା, ମାର୍ଚ୍ଚ ୧୩ ଯାଏ ଚାଲିବ…
ଭୁବନେଶ୍ୱର: ଆସନ୍ତାବର୍ଷ ଫେବୃୟାରୀ ୧୪ତାରିଖରୁ ଆରମ୍ଭ ହେବ ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା । ଉଭୟ କଳା,ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ପରୀକ୍ଷା ୨୦୨୪ ଫେବୃଆରୀ ୧ ୪ ତାରିଖରୁ ଆରମ୍ଭ ହେବ । ଏହା ମାର୍ଚ୍ଚ ୧୩ତାରିଖ ପର୍ଯ୍ୟନ୍ତ ଚାଲିବ । ଏନେଇ ଆଜି ଉଚ୍ଚ ମାଧ୍ୟମିକ ଶିକ୍ଷା…
ଭୁବନେଶ୍ୱରରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
ଭୁବନେଶ୍ବର/ପୁରୀ: ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଲେ ଭାରତ ସରକାରଙ୍କ କେନ୍ଦ୍ର ଅର୍ଥ ଓ କର୍ପୋରେଟ ବ୍ୟାପାରମନ୍ତ୍ରୀ ନୀର୍ମଳା ସୀତାରମଣ। ରାଜ୍ୟ ବିଜେପିର ତୁଙ୍ଗ ନେତାମାନେ ନୀର୍ମଳା ସୀତାରମଣଙ୍କୁ ପୁଷ୍ପଗୁଚ୍ଛ ଦେଇ ଭବ୍ୟ ସ୍ଵାଗତ ଜଣାଇଛନ୍ତି। ଦିବଂଗତ ବିଜେପି…