Sign in
Sign in
Recover your password.
A password will be e-mailed to you.
‘ଅଧିକାର ନମିଳିବା ଯାଏ ରାସ୍ତାରୁ ହଟିବୁ ନାହିଁ’-ଶିକ୍ଷକଙ୍କ ଗର୍ଜନରେ କମ୍ପିଲା ଗାନ୍ଧୀମାର୍ଗ…
ଭୁବନେଶ୍ୱର: ଗାନ୍ଧୀମାର୍ଗ ଆଜି ଜନ ସମୁଦ୍ର ପାଲଟି ଯାଇଥିଲା । ଖରା ବର୍ଷାକୁ ଖାତିରି ନକରି ହଜାର ହଜାର ଶିକ୍ଷୟିତ୍ରୀ, ଶିକ୍ଷକ ଓ
ଶିକ୍ଷାକର୍ମଚାରୀ ବିଦ୍ୟାଳୟ ଛାଡ଼ି ସମଗ୍ର ଓଡ଼ିଶାରୁ ଧାଇଁ ଆସିଛନ୍ତି । କାହା ପାଖରେ କ୍ରୋଧ, କାହାର ବୁକୁରେ କୋହ, ଆଉ କାହାର ସରକାରଙ୍କ ପ୍ରତି ଥିବା…
ପିସି କାରବାର ପ୍ରତିବାଦରେ ଶୁକ୍ରବାର ରାଜ୍ୟର ସବୁ ବ୍ଲକ ଘେରାଉ କରିବ କଂଗ୍ରେସ…
ଭୁବନେଶ୍ୱର : ରାଜ୍ୟରେ ବଢ଼ି ଚାଲିଥିବା ପିସି କାରବାରକୁ ତୁରନ୍ତ ବନ୍ଦ କରିବା ସହ ଖାଲି ପଡ଼ିଥିବା ୨.୨୬ଲକ୍ଷ ପଦବୀରେ ରାଜ୍ୟର ବେକାର ଯୁବକଯୁବତୀଙ୍କୁ ନିଯୁକ୍ତି ସମେତ ମୋଟ ୯ଦଫା ଦାବିରେ ପ୍ରଦେଶ କଂଗ୍ରେସ ଆସନ୍ତା ୧୮ତାରିଖ ଶୁକ୍ରବାର ସବୁ ବ୍ଲକ ଘେରାଉ କରିବ । ରାଜ୍ୟ ସରକାରଙ୍କ ଜନମାରଣ…
ବରଗଡ଼ ଜିଲ୍ଲାରେ ହେବ ୩ଟି ନୂଆ ବୃହତ୍ ସେତୁ, ୩୯ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ବରଗଡ଼ ଜିଲ୍ଲାରେ ୩ଟି ବୃହତ ସେତୁର ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩୯ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏହି ୩ଟି ନୂତନ ସେତୁ ଦ୍ବାରା ଜିଲ୍ଲାର ପ୍ରାୟ ୭.୨୫ ଲକ୍ଷ ଲୋକ ଉପକୃତ ହେବେ। ଏହାଦ୍ବାରା ଜିଲ୍ଲାରେ ଗମନାଗମନର ସୁବିଧା ସହିତ…
ନିର୍ଗୁଣ୍ଡି-ବାରଙ୍ଗ ଓ ଖୋର୍ଦ୍ଧା ରୋଡ-ବିଜୟନଗରମ ୩ୟ ରେଳମାର୍ଗ ନିର୍ମାଣକୁ କ୍ୟାବିନେଟ୍ ମଞ୍ଜୁରୀ…
ଖୋର୍ଦ୍ଧା ରୋଡ୍- ବିଜୟନଗରମ୍ ଏବଂ ନିର୍ଗୁଣ୍ଡି-ବାରଙ୍ଗ ମଧ୍ୟରେ ତୃତୀୟ ରେଳ ମାର୍ଗ ନିର୍ମାଣକୁ ଆଜି କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି । ଓଡ଼ିଶାର ଏହି ପ୍ରକଳ୍ପ ସମେତ ମୋଟ ୯ଟି ରାଜ୍ୟର ୩୪ଟି ଜିଲ୍ଲାରେ ୩୨୫୦୦କୋଟି ଟଙ୍କାର ୨୩୩୯କିମିର ଏହି ମଲଟି ଟ୍ରାକିଂ ପ୍ରୋଜେକ୍ଟକୁ…
ଭୁବନେଶ୍ୱର ମାର୍କେଟ ବିଲ୍ଡିଂରେ ଉତ୍ତେଜନା, ଉଠାଦୋକାନୀ ଓ ସ୍ଥାୟୀ ବ୍ୟବସାୟୀ ମୁହାଁମୁହିଁ…
ଭୁବନେଶ୍ୱର: ଭୁବନେଶ୍ୱର ମାର୍କେଟ ବିଲ୍ଡିଂରେ ଉତ୍ତେଜନା । ପୁଣି ଅଶାନ୍ତି ହୋଇଛି ମାର୍କେଟ ବିଲ୍ଡିଂ । ଉଠା ଦୋକାନୀ ଓ ସ୍ଥାୟୀ ଦୋକାନୀ ହେଲେ ମୁହାଁମୁହିଁ । ଜବରଦସ୍ତ ଦୋକାନ ଖୋଲିଥିବାରୁ ଉଠା ଦୋକାନୀଙ୍କୁ ସେଣ୍ଟ୍ରାଲ ମାର୍କେଟ ଆସୋସିଏସନର କଡ଼ା ବିରୋଧ । ଜବରଦସ୍ତ…
ତମାଣ୍ଡୋ ପୋଲିସ ଜାଲରେ ବ୍ରାଉନ ସୁଗାର ରାକେଟ
ଭୁବନେଶ୍ବର : ତମାଣ୍ଡୋ ପୋଲିସ ଜାଲରେ ବ୍ରାଉନ ସୁଗାର ରାକେଟ । ଗତକାଲି ଏକ ବିଶେଷ ସୂତ୍ରରୁ ଖବର ପାଇ କଳିଙ୍ଗ ବିହାର ନିକଟସ୍ଥ ନୀଳକଣଠେଶ୍ଵର ମନ୍ଦିର ନିକଟରୁ ପୋଲିସ ହଠାତ୍ ଅଭିଯୁକ୍ତ କୁ ମାଡ଼ି ବସିଥିଲା । ଅଭିଯୁକ୍ତ ଜଣକ କଟକ ଟାଙ୍ଗୀ ଅଞ୍ଚଳର ଦୀପକ ବେହେରା ବୋଲି!-->…
ପୁଅ ଉପରକୁ ଗରମ ଡାଲି ପିଙ୍ଗିଲା ସାବତ ମା’
କେନ୍ଦୁଝର : ପୁଅ ଉପରକୁ ଗରମ ଡାଲି ପାଣି ପିଙ୍ଗିଲା ସାବତ ମା’ । ସଙ୍କଟାପନ୍ନ ଅବସ୍ଥାରେ ପୁଅକୁ କଟକ ସ୍ଥାନାନ୍ତର । କେନ୍ଦୁଝର ଘଷିପୁରା ଥାନା କଇନିପୁରା ଗାଁରେ ଅଭାବନୀୟ ଘଟଣା ।
ଗାଁର ମାଧ ପାତ୍ରଙ୍କ ପୁଅ ଦିପୁନ କିଛି ଦିନ ହେବ ବାପା ଓ ସାବତ ମାଆ ଜଞ୍ଜାଳିଂକୁ ମାରଧର କରୁଥିଲା!-->!-->!-->…
ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ ଗୋପାଳପୁରରେ ଆନ୍ତର୍ଜାତିକ ଯୁବ ଦିବସ ପାଳିତ
ଗୋପାଳପୁର: ଟାଟା ଷ୍ଟିଲ୍ ଫାଉଣ୍ଡେସନ (ଟିଏସ୍ଏଫ୍) ପକ୍ଷରୁ ଆନ୍ତର୍ଜାତିକ ଯୁବ ଦିବସ ଅବସରରେ ଗଞ୍ଜାମ ଜିଲ୍ଲାର ପୋଡାପଦର ୟୁପି ହାଇସ୍କୁଲରେ ଚଳିତ ବର୍ଷର ବିଷୟବସ୍ତୁକୁ ନେଇ “ଯୁବପିଢ଼ି ପାଇଁ ସବୁଜ ଦକ୍ଷତା: ଏକ ଦୀର୍ଘସ୍ଥାୟୀ ଦୁନିଆ ଆଡକୁ ଅଗ୍ରଗତି’’ ନାମକ କାର୍ଯ୍ୟକ୍ରମ ଆୟୋଜନ!-->…
ଉତ୍କଳ ବିଶ୍ୱବିଦ୍ୟାଳୟରେ ୭୭ତମ ସ୍ୱାଧୀନତା ଦିବସ
ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ୭୭ତମ ସ୍ୱାଧୀନତା ଦିବସ ବାଣୀବିହାର ପରିସରରେ ପାଳିତ ହୋଇଯାଇଛି । କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ମୁଖ୍ୟଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ସ୍ୱାଧୀନତା ଦିବସ ପାଳନ ଅବସରରେ ଉଦବୋଧନ ଦେଇ କୁଳପତି କହିଥିଲେ ଯେ ଏହି ୭୭!-->…
ଘରୋଇ ବସ ମାଲିକ ସଂଘ ପକ୍ଷରୁ ସ୍ଵାଧୀନତା ଦିବସ ପାଳିତ
ମାଲକାନଗିରି (୧୬।୮) : ମାଲକାନଗିରି ଜିଲ୍ଲା ସଦର ମହକୁମାରେ ଥିବା ବସଷ୍ଟାଣ୍ଡ ପରିସରରେ ଘରୋଇ ବସ ମାଲିକ ସଂଘ ପକ୍ଷରୁ ସ୍ଵାଧୀନତା ଦିବସ ପାଳନ କରାଯାଇଛି । ଏହି ଅବସରରେ ସଂଘର ସଭାପତି ରାଜେଶ୍ଵରୀ ପ୍ରଧାନ ଉପସ୍ଥିତ ରହି ପତାକା ଉତ୍ତୋଳନ କରିଥିଲେ । ଏହାସହ ଏହି ଅବସରରେ ଏକ ବୃକ୍ଷ ରୋପଣ!-->…