Sign in
Sign in
Recover your password.
A password will be e-mailed to you.
ଜିଲ୍ଲା କଂଗ୍ରେସର ସାମ୍ବାଦିକ ସମ୍ମିଳନୀ : ଅଗଷ୍ଟ ୧୮ରେ ହେବ ବ୍ଳକ ଘେରାଉ
ଫୁଲବାଣୀ : କନ୍ଧମାଳ ଜିଲ୍ଲା କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ସ୍ଥାନୀୟ ପ୍ରେସ କ୍ଲବ ଫୁଲବାଣୀ ଠାରେ ଅନାମ ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି l ଏଥି ସହିତ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ଡାକରାରେ ଅଗଷ୍ଟ ୧୮ ତାରିଖ ଦିନ “ବ୍ଲକ ଘେରାଉ” କାର୍ଯ୍ୟକ୍ରମ ଅନୁଷ୍ଠିତ!-->…
ଭଡ଼ା ଟିଆ ଗୁଣ୍ଡା ଙ୍କୁ ରଖି ଫିଟନେସ ତଦାରଖ – ଏମ ଭି ଆଇ ଙ୍କ ବଟି ଆଦାୟ…!
ବ୍ରହ୍ମପୁର: ୧୬-୮ ବ୍ରହ୍ମପୁର ନିକଟସ୍ଥ ହଳଦିଆ ପଦର ନିକଟ ରେ ଥିବା ଇସ୍କନ ମନ୍ଦିର ନିକଟ ରେ ପ୍ରତି ଗୁରୁବାର ଦିନ ବେଆଇନ ଭାବେ ଗାଡି ଗୁଡିକୁ ବେଆଇନ ଭାବେ ଫିଟନେସ ଦିଆଯାଉ ଥିବା ଅଭିଯୋଗ ହେଉଛି । ସ୍ଥାନୀୟ ଏମ. ଭି. ଆଇ ଭଡ଼ାଟିଆ ଗୁଣ୍ଡା ଶ୍ରେଣୀ ର ଦୁଇଜଣ ଯୁବକ ନିୟୋଜିତ କରି ଭଙ୍ଗା!-->…
ବହୁଚର୍ଚ୍ଚିତ କନ୍ଧମାଳ ନନ୍ ଗଣଦୁଷ୍କର୍ମ ମାମଲା, ହେଲାନି ସାକ୍ଷ୍ୟ ଗ୍ରହଣ…
କନ୍ଧମାଳ: ବହୁଚର୍ଚ୍ଚିତ କନ୍ଧମାଳ ନନ୍ ଗଣଦୁଷ୍କର୍ମ ମାମଲାରେ ଆଜି କଟକ ଜିଲ୍ଲା ଦୌରା ଜଜ କୋର୍ଟରେ ହାଜର ହେଲେ ନନ୍। କୋର୍ଟରେ ହେଲାନି ସାକ୍ଷ୍ୟ ଗ୍ରହଣ। ନନ୍ଙ୍କ ପକ୍ଷରୁ ସରକାରଙ୍କ ତରଫରୁ କୌଣସି ଓକିଲ ନିଯୁକ୍ତ ହୋଇନଥିବାରୁ ଏହି ମାମଲାଟି ପରିଚାଳନା ହୋଇପାରିଲା…
ମଦ ମାଫିଆଙ୍କ ରାଜନୀତି ମୋହ : ଯେତେ ବଡ ମଦ ବ୍ୟବସାୟୀ ସେତେ ବଡ ରାଜ ନେତା…!
ବ୍ରହ୍ମପୁର: ୧୬-୮ ଏବେକାର ରାଜନୀତି ରେ ଆଉ ସାଧରଣ ଜନତା, ନିର୍ମଳ ଭାବମୂର୍ତି ଓ ଲୋକ ସମ୍ପର୍କ ଲୋକଙ୍କ ସ୍ଥାନ ନାହିଁ ରୂପିଆ-ମିଡ଼ିଆ-ମାଫିଆ ଯାହା ପାଖରେ ଅଛି ସେହି ବ୍ୟକ୍ତି ମାନଙ୍କ ଆଜି ରାଜନୀତିରେ ଦବ ଦବା ଦେଖିବାକୁ ମିଳୁଛି। ଅଧିକାଂଶ କରି ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳ ର ମଦ!-->…
ଜେଲରୁ ଫେରାର୍ ଥିବା ନାତି ଆଈକୁ କଟୁରିରେ ହାଣି ହତ୍ୟା :୨ମହିଳା ଓ ୧ଶିଶୁ ଆହତ
ଜଗତସିଂହପୁର : ୧୬/୮ : ଆଳିପିଙ୍ଗଳ ଜେଲରୁ ଫେରାର୍ ହୋଇଯାଇଥିବା ଜଣେ ଅଭିଯୁକ୍ତ ଆଜି ନିଜ ଆଈକୁ କଟୁରିରେ ବିଭତ୍ସ ଭାବେ ହାଣି ମୁଣ୍ଡଗଣ୍ଡି ଅଲଗା କରିଦେବା ଭଳି ଘଟଣା ଏବେ ଜଗତସିଂହପୁର ଜିଲ୍ଲାରେ ହଇଚଇ ସୃଷ୍ଟି କରିଛି। ଜେଲରୁ ଫେରାର୍ ଥିବା ଏହି ଅଭିଯୁକ୍ତ ନାତି ନିଜ ଆଈକୁ ଅତି!-->!-->!-->!-->!-->…
ହଜାର କୋଟି କ୍ରିପ୍ଟୋ ସ୍କାମ ଘଟଣା; ଆଉ ଜଣଙ୍କୁ ଗିରଫ କଲା EOW
ଭୁବନେଶ୍ୱର: କ୍ରିପ୍ଟୋ ଇନଭେସ୍ଟମେଣ୍ଟ ନାଁରେ ହଜାର କୋଟି ଟଙ୍କା ଠକେଇ ଘଟଣା। ଆଉ ଜଣେ ଅଭିଯୁକ୍ତକୁ ଗିରଫ କଲା କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (EOW)। ଭୁବନେଶ୍ୱରରୁ ଅଭିଯୁକ୍ତ ରତ୍ନାକର ପଲାଇକୁ ଗିରଫ ହୋଇଥିବା ସୂଚନା ମିଳିଛି।
ସଂସ୍ଥାର ଭାରତ ମୁଖ୍ୟ…
ବାଲିମେଳା ବନାଞ୍ଚଳକୁ ସଫଳତା ୨.୫ଲକ୍ଷ ଟଙ୍କାରୁ ଉର୍ଦ୍ଧ ମୁଲ୍ୟର ୪୫ ଖଣ୍ଡ ଶିଶୁ ,ଟିକ୍ ଏବଂ ବୀଜା କାଠ ଜବତ…
ମାଲକାନଗିରି : ବାଲିମେଳା ଅବୈଧ କାଠ ଗଚ୍ଛିତ ସ୍ଥାନରେ ରେଡ଼, ବିଶେଷ ସୂତ୍ରରୁ ଖବର ପାଇଁ ବାଲିମେଳା ବନାଞ୍ଚଳ ତରଫରୁ ବାଲିମେଳା ସହର ମଧ୍ୟସ୍ଥ ମନ୍ଦିର ତଳ ଲାଇନ (ୱାର୍ଡ ନଂ -୦୯) ଠାରେ ଶ୍ରୀ ମୋହିଦ୍ଦିନ ଶରିଫ୍,ବୟସ -୫୦ ବାସଗୃହରେ ଏକ ରେଡ଼ କରାଯାଇଥିଲା । ବନଖଣ୍ଡ ଅଧିକାରୀ ,!-->!-->!-->…
ବେଆଇନ ଦେଶୀ ମଦ ଚାଲାଣ ବେଳେ କୋମଣ୍ଡ ର ପୂର୍ବତନ ସରପଂଚ ଗିରଫ,ବାଇକ ସହ ୨୫ଲିଟର ମଦ ଜବତ…
ଖଲ୍ଲିକୋଟ : ଖଲ୍ଲିକୋଟ ଥାନ ଅନ୍ତର୍ଗତ କୋମଣ୍ଡ୍ ପଞ୍ଚାୟତ ର ପୂର୍ବତନ ସରପଂଚ ବେଆଇନ ଦେଶୀ ମଦ ଚାଲାଣ ବେଳେ ବ୍ରମ୍ୟମଣ ଅବକାରୀ ଦଳ ଅଚାନକ ନିର୍ମଳଜର ଠାରେ ଚଢ଼ାଉକରି ମଦ ବୋଝେଇ ବାଇକ୍ ସହ ୨୫ଲିଟାର ବେଆଇନ ଦେଶୀ ମହୁଲି ମଦ ଜବତ କରି କମୋଣ୍ଡର ପୂର୍ବତନ ସରପଞ୍ଚ ବଳରାମ ସାହୁ ପିତା ଐବନ!-->…
ବିଜୁ ଯୁବ ଜନତା ଦଳରକର୍ମକର୍ତ୍ତା ବୈଠକ…
ଫୁଲବାଣୀ : କନ୍ଧମାଳ ଜିଲ୍ଲା ବିଜୁ ଯୁବ ଜନତା ଦଳ ଜିଲ୍ଲା ସଭାପତି ଵିଷ୍ଣୁ ଚରଣ ମଲ୍ଲିକଙ୍କ ନେତୃତ୍ୱରେ ବିଜୁ ଯୁବ ଜନତା ଦଳର କର୍ମକର୍ତ୍ତା ଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ଜିଲ୍ଲା ପର୍ଯ୍ୟବେକ୍ଷକ ବିଜୟ ନାୟକ ଓ ସଂମ୍ମାନିତ ଅତିଥି!-->…
ବିଏମସି ର ଆରମ୍ଭ ହେଲା ଡେଙ୍ଗୁ ଡ୍ରାଇଭ୍, ଆଦାୟ ହେବ ଫାଇନ
ଭୁବନେଶ୍ବର: ଡେଙ୍ଗୁ ରୋକିବାକୁ ଆକ୍ସନ ମୋଡରେ ବିଏମସି । ବିଭିନ୍ନ ସ୍ଥାନରେ ଡେଙ୍ଗୁ ଦମନ ପାଇଁ ଅଭିଯାନ ଆରମ୍ଭ ହୋଇଛି । ଆଜିଠାରୁ ରାଜଧାନୀ ଭୁବନେଶ୍ବରରେ ଆରମ୍ଭ ହୋଇଛି ବିଏମସିର ଡେଙ୍ଗୁ ଅଡିଟ୍ ଡ୍ରାଇଭ୍ ।…