ଶରଦ ପାୱାର-ଅଜିତ ପାୱାରଙ୍କ ବୈଠକକୁ ନେଇ ଉଦ୍ଧବ ଠାକରେ ଏବଂ କଂଗ୍ରେସ ମଧ୍ୟରେ ମନ୍ତ୍ରଣା…

ମୁମ୍ବାଇ: ଏନସିପି ସଭାପତି ଶରଦ ପାୱାର ଏବଂ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ମଧ୍ୟରେ ଗୁପ୍ତ ବୈଠକ ପରେ ମହାରାଷ୍ଟ୍ର ରାଜନୀତିରେ ତାତି ଦେଖିବାକୁ ମିଳିଛି | କଂଗ୍ରେସ ନେତା ଅଶୋକ ଚୌହାନ କହିଛନ୍ତି ଯେ ଶରଦ ପାୱାର ଏବଂ ଅଜିତ ପାୱାରଙ୍କ ବୈଠକ ହେତୁ ଜନସାଧାରଣଙ୍କ ମଧ୍ୟରେ…

ଅଦାଲତରେ ମହିଳାମାନଙ୍କ ପ୍ରତି ବ୍ୟବହାର ହେଉଥିବା ‘ପ୍ରଷ୍ଟିଚ୍ୟୁଟ୍‌’, ‘ହୁକର’, ‘ମିଷ୍ଟ୍ରେସ୍‌’, ‘ସ୍ଲୁଟ୍‌’ … ପରି…

ନୂଆଦିଲ୍ଲୀ : ଅଦାଲତର ରାୟରେ ମହିଳାମାନଙ୍କ ପ୍ରତି ପ୍ରଚଳିତ ହୋଇଆସିଥିବା କେତେକ ଶବ୍ଦର ବ୍ୟବହାର ଉପରେ ରୋକ୍ ଲାଗିବ। ଅଦାଲତରେ ଅଜାଣତରେ ଲିଙ୍ଗଗତ ଭେଦଭାବକୁ ପ୍ରୋତ୍ସାହିତ ନ କରିବା ପାଇଁ ବିଚାରପତିମାନଙ୍କୁ ସଚେତନ କରିବା ଲାଗି ସୁପ୍ରିମ୍‌କୋର୍ଟ ପକ୍ଷରୁ ପ୍ରକାଶିତ ହୋଇଛି…

ଜନ୍ମ ଦିନରେ ‘ଆଇ ମିସ୍‌ ମନୀଷ’ କହିଲେ କେଜ୍ରିୱାଲ

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କର ଆଜି ହେଉଛି ଜନ୍ମ ଦିନ। ସେ ଏହି ଜନ୍ମ ଦିନରେ ତାଙ୍କର ପୂର୍ବତନ ଡେପୁଟି ମନୀଷ ସିସୋଦିଆଙ୍କୁ ବହୁତ ମିସ୍‌ କରୁଥିବା କହିଛନ୍ତି। ସିସୋଦିଆ ମନି ଲଣ୍ଡରିଂ ଓ ଦୁର୍ନୀତି ମାମଲାରେ ଗିରଫ ହୋଇ ଦୀର୍ଘ ମାସ ହେଲା ଜେଲରେ ବନ୍ଦୀ…

୫% ସୁଧରେ ମିଳିବ ୧ ଲକ୍ଷ ଟଙ୍କା

ନୂଆଦିଲ୍ଲୀ : କୌଳିକ ବୃତ୍ତିଗତ ବ୍ୟବସାୟୀଙ୍କ ଉନ୍ନତି ପାଇଁ ଆସିବାକୁ ଥିବା ‘ବିଶ୍ୱକର୍ମ ଯୋଜନା’କୁ ଆଜି କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛି। ଯୋଜନା ଅଧୀନରେ ବୃତ୍ତିଗତ ବ୍ୟବସାୟୀଙ୍କୁ ସର୍ବାଧିକ ୫% ସୁଧରେ ୧ ଲକ୍ଷ ଟଙ୍କାର ଋଣ ପ୍ରଦାନ କରାଯିବ। ସ୍ୱାଧୀନତା ଦିବସରେ ଦେଶବାସୀଙ୍କୁ…

ବଦଳିଲା ନେହରୁ ମ୍ୟୁଜିୟମର ନାଁ, ବିଜେପି-କଂଗ୍ରେସ ବାକଯୁଦ୍ଧ

ନୂଆଦିଲ୍ଲୀ : ନେହରୁ ମେମୋରିଆଲ୍‌ ମ୍ୟୁଜିୟମ ଓ ଲାଇବ୍ରେରୀ(ଏନଏମଏମଏଲ)ର ନାଁ ବଦଳିଛି। ଏଣିକି କେନ୍ଦ୍ରୀୟ ଦିଲ୍ଲୀର ତିନ ମୁର୍ତ୍ତୀ ମାର୍ଗରେ ଥିବା ଏନଏମଏମଏଲ ପ୍ରଧାନମନ୍ତ୍ରୀଙ୍କ ମ୍ୟୁଜିୟମ ଓ ଲାଇବ୍ରେରୀ ସୋସାଇଟ ଭାବେ ପରିଚୟ ହାସଲ କରିଛି। ଜୁନ ମାସରୁ ନାଁ ବଦଳାଇବା ନିଷ୍ପତ୍ତି…

ସୁନ୍ଦରଗଡ଼ ସଦର ମହକୁମା ଠାରେ ଜିଲ୍ଲା ସ୍ତରୀୟ ସ୍ଵାଧୀନତା ଦିବସ ପାଳିତ

ସୁନ୍ଦରଗଡ଼ : , ୧୬/୦୮: ସ୍ଥାନୀୟ ଶଙ୍କରା ସ୍ଥିତ ରିଜର୍ଭ ପୋଲିସ ପଡ଼ିଆ ଠାରେ ଜିଲ୍ଲା ସ୍ତରୀୟ ସ୍ଵାଧୀନତା ଦିବସ ପାଳିତ ହୋଇଯାଇଛି। ଜିଲ୍ଲା ସ୍ତରୀୟ ଏହି ସ୍ଵାଧୀନତା ଦିବସ ପାଳନ ସମାରୋହରେ ରାଜ୍ୟର ଯୋଜନା ଓ ସଂଯୋଜନ ବିଭାଗ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ

ଫୁଲବାଣୀ ପ୍ରେସକ୍ଲବ ଠାରେ ୭୭ ତମ ସ୍ବାଧୀନତା ଦିବସ ପାଳିତ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ପ୍ରେସ କ୍ଲବ ଠାରେ ୭୭ ତମ ସ୍ବାଧୀନତା ଦିବସ ମହାସମାରୋହ ରେ ପାଳିତ ହୋଇଥିଲା |ଏହି ଅବସରରେ ପ୍ରେସ କ୍ଳବ ସଭାପତି ସୁନୀଲ ପଟନାୟକ ପ୍ରେସ କ୍ଳବ ଠାରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ଦେଶକୁ ସ୍ଵାଧୀନତା ଆଣିବାରେ ଯେଉଁ ମହାପୁରୁଷ ମାନେ ପ୍ରାଣ ବଳି

ନିଖିଳ ଉତ୍କଳ ଖଡୁରା ସମାଜ ଫୁଲବାଣୀ ତରଫରୁ ସ୍ଵେଛାକୃତ ରକ୍ତଦାନ ଶିବିର

ଫୁଲବାଣୀ : ଗତ କିଛି ଦିନ ପୂର୍ବେ କନ୍ଧମାଳ ଜିଲ୍ଲା ସଦରମହକୁମା ଫୁଲବାଣୀ ଠାରେ ନିଖିଳ ଉତ୍କଳ ଖଡୁରା ସମାଜ ପ୍ରତିଷ୍ଠା ହୋଇଥିଲା। ଆଜି ସେହି ନିଖିଳ ଖଡୁରା ସମାଜ ନିଜ ସଂଗଠନର ପ୍ରତିଷ୍ଠା କରିଥିବା ନେଇ ଏକ ଅଭିନବ ପ୍ରୟାସ ରେ ସଂଘର କାର୍ଯ୍ୟାରମ୍ଭ କରିଛନ୍ତି। ଆଜି ସମାଜ ତରଫରୁ

ମୋ ମାଟି ମୋ ଦେଶମାଟିକୁ ପ୍ରଣାମ ବୀର ଯବାନଙ୍କ

ସୁକୁମା : ଆଜି ଶ୍ରୀ ଅରବିନ୍ଦ ରାୟ, ଡେପୁଟି ଇନ୍ସପେକ୍ଟର ଜେନେରାଲ୍ ଙ୍କ ତତ୍ୱାବଧାନରେ ମୋ ମାଟି ମୋ ଦେଶ, ଶ୍ରୀ ରତିକାନ୍ତ ବେହେରା କମାଣ୍ଡାଣ୍ଟ, ୦୨ ବାଟାଲିୟନ ଙ୍କ ନେତୃତ୍ୱରେ, , ସି ଆର ପି ଏଫ,ଥାନା ଅଧିକାରୀ, ଅଧସ୍ତନ ଅଧିକାରୀ ଏବଂ କର୍ପସର ସାହସୀ ଯବାନଙ୍କ ନେତୃତ୍ୱରେ ସ୍ଵାଧୀନତାର

ଅହିଂସା, ବୀରତ୍ବ ଏବଂ ବିବିଧତାରେ ଏକାତ୍ମତାର ବାସ୍ତବ ରୂପାୟନ ଆମ ସ୍ବାଧୀନତା

ବ୍ରହ୍ମପୁର (୧୫/୦୮) : କଳା ଓ କଳାକାର ହିତୈଷୀ ମହାମଞ୍ଚ 'ନିଖିଳ ଓଡିଶା ବରିଷ୍ଠ କଳାକାର ମହାସଂଘ' ଏବଂ 'ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ'ର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ସିଟି ହାଇସ୍କୁଲ ରୋଡ ସ୍ଥିତ ମାନସ ଭବନ ଠାରେ ଦେଶର ୭୭ତମ ସ୍ବାଧୀନତା ଦିବସ ମହାସମାରୋହରେ ପାଳିତ