ସ୍ୱାଧୀନତା ଦିବସ ପାଳନ ବେଳେ ଚେତା ହରାଇଲେ ମଧ୍ୟପ୍ରଦେଶ ବାଚସ୍ପତି ଓ ସ୍ୱାସ୍ଥ୍ୟମନ୍ତ୍ରୀ…

୭୭ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଭିନ୍ନ ଭିନ୍ନ ସ୍ଥାନରେ ଅତିଥି ଭାବେ ଉପସ୍ଥିତ ରହି ଅଭିବାଦନ ଗ୍ରହଣ କରୁଥିବା ବେଳେ ଚେତାଶୂନ୍ୟ ହେଲେ ମଧ୍ୟପ୍ରଦେଶର ବାଚସ୍ପତି ଗିରିଶ ଗୌତମ ଓ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରଭୁରାମ ଚୌଧୁରୀ। ବାଚସ୍ପତି ଗିରିଶ ଗୌତମ ମଉଗଞ୍ଜରେ ଆୟୋଜିତ…

ଘର ସାମ୍ନାରେ ତ୍ରିରଙ୍ଗା ଉଡ଼ାଇଲେ ଆତଙ୍କବାଦୀଙ୍କ ଭାଇ…

ନୂଆଦିଲ୍ଲୀ:ଆତଙ୍କବାଦୀଙ୍କ ଭାଇ ଉଡାଇଲେ ତ୍ରିରଙ୍ଗା । ନିଜଘର ସାମ୍ନାରେ ଉଡୁଥିଲା ବିଶାଳ ତ୍ରିରଙ୍ଗା ପତାକା ।  ସ୍ୱାଧୀନତା ଦିବସର ଅବ୍ୟବହିତ  ପୂର୍ବରୁ କୁଖ୍ୟାତ ଆତଙ୍କବାଦୀ ଜାଭେଦ ମାଟ୍ଟୋର ଭାଇ ତା’ ନିଜ ଘରେ ବିଶାଳ ତ୍ରିରଙ୍ଗା ଉଡ଼ାଇଛନ୍ତି । ଆତଙ୍କୀ ଜାଭେଦ ମାଟ୍ଟୁ ହିଜବୁଲ…

ଗ୍ୟାସ ଷ୍ଟେସନରେ ଭୟଙ୍କର ବିସ୍ଫୋରଣ: ୩୦ ମୃତ, ୧୦୦ ଆହତ…

ମସ୍କୋ :ରୁଷରେ ଭୟଙ୍କର ବିସ୍ଫୋରଣ  । ଅତିକମରେ ୩୦  ଜଣଙ୍କ ମୃତ୍ୟୁ, ୧୦୦ରୁ ଅଧିକ ଆହତ । ମୃତକଙ୍କ ମଧ୍ୟରେ ଅଛନ୍ତି ୩ ଶିଶୁ । ମଙ୍ଗଳବାର ଏମିତି ସୂଚନା ଦେଇଛନ୍ତି ରୁଷ ଦାଗେସ୍ତାନର  ରାଜ୍ୟପାଳ ସେର୍ଗେଇ ମେଲିକୋଭି । ସୋମବାର ବିଳମ୍ବିତ ରାତିରେ ରୁଷିଆର ଦକ୍ଷିଣ ଡାଗେନସ୍ତାନର ଏକ…

ତ୍ରିରଙ୍ଗା ରଙ୍ଗରେ ଝଲସିଲା ଦୁବାଇର ବୁର୍ଜ ଖଲିଫା

ଦୁବାଇ: ତ୍ରିରଙ୍ଗା ରଙ୍ଗରେ ଝଲସିଲା ଦୁବାଇର ବୁର୍ଜ ଖଲିଫା। ସ୍ୱାଧିନତା ଦିବସ ଅବସରରେ ଦୁନିଆର ସବୁଠାରୁ ଉଚ୍ଚ ଅଟ୍ଟାଳିକା ବୁର୍ଜ ଖଲିଫା ଟାୱାର ତ୍ରିରଙ୍ଗାର ତିନିରଙ୍ଗରେ ଝଲସୁଛି। ଭାରତୀୟ ଗଣତନ୍ତ୍ରର ସମ୍ମାନ…

ଖୁସି ଖବର, ଆଜିଠାରୁ ଟମାଟୋ କେଜି ୫୦..!

ନୂଆଦିଲ୍ଲୀ: ସ୍ୱାଧୀନତା ଦିବସ ଅବସରରେ ଗ୍ରାହକ ମାନଙ୍କ ପାଇଁ ଖୁସି ଖବର । କମ ହେବାକୁ ଯାଉଛି ଟମାଟୋ ଦର । ବିଗତ କିଛି ମାସ ଧରି ଆପଣଙ୍କୁ ହେଉଥିବା ସମସ୍ୟାର ସାମାନ୍ୟ ସମାଧାନର ରାସ୍ତା ଖୋଲିଛି । ବର୍ତ୍ତମାନ ଟମାଟୋ ଦର ୧୫୦ରୁ ୨୦୦ଟଙ୍କାରୁ ସିଧା ୫୦ ଟଙ୍କା ହୋଇଛି । ସରକାରଙ୍କ…

ସ୍କୁଲ ବସ ଓଲଟି ୧୨ ଛାତ୍ରଛାତ୍ରୀ ଆହତ…

ରାୟଗଡ଼ା : ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିଲା ସ୍କୁଲବସ । ନିୟନ୍ତ୍ରଣ ହରାଇ ଓଲଟି ପଡିଲା  ।  ୧୨ ଛାତ୍ରଛାତ୍ରୀ ଆହତ ।  ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଳକ ସଦର ମହକୁମା ଅଞ୍ଚଳରେ ଘଟିଛି ଏମିତି ଅଘଟଣ । ପଦ୍ମପୁର ସ୍ଥିତ ସନସାଇନ ଇଂରାଜୀ ବିଦ୍ୟାଳୟର ସ୍କୁଲ ବସ ନମ୍ବର OD 18 F 9829 ଓଲଟି…

ବିଶ୍ୱଗୁରୁ ହେବାକୁ ହେଲେ କେବଳ ଅଭିଭାଷଣ ଦେଲେ ଚଳିବନି: ଦିଲ୍ଲୀ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସ୍ୱାଧୀନତା ଦିବସ ଅଭିଭାଷଣରେ କହିଛନ୍ତି ଯେ ଭାଷଣ ଦେଇ ନୁହେଁ ବରଂ ଭଲ ଶିକ୍ଷା ଦେଇ, ମୁଦ୍ରାସ୍ଫୀତି ନିୟନ୍ତ୍ରଣ କଲେ ଦେଶ ବିଶ୍ୱରେ ଅଗ୍ରଣୀ ହେବ।…

ନକ୍ସଲଙ୍କ ଗୁଳିରେ ୨ ଯବାନ ସହିଦ…

ରାଉରକେଲା:  ସ୍ୱାଧୀନତା ଦିବସରେ ଲାଲ ଆତଙ୍କ । ସୁନ୍ଦରଗଡ ଜିଲ୍ଲା ସୀମାରେ  ନସ୍କଲ ହିଂସା ।  ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ପଶ୍ଚିମ ସିଂହଭୂମ ଜିଲ୍ଲା ଟନ୍ତୋପାହାଡ଼ରେ ନକ୍ସଲ କରିଛନ୍ତି ସଂଘବଦ୍ଧ ହମଲା ।  ନକ୍ସଲମାନେ ଯବାନଙ୍କ ଉପରକୁ ହଠାତ ଆଖିବୁଜା ଗୁଳିବର୍ଷା କରିଛନ୍ତି। ଘଟଣା ଘଟିଛି…

ମମତା ଦିଲ୍ଲୀ ଯିବେ, ଧାରଣା ଦେଇ ହକ ମାଗିବେ…

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ଦ୍ୱାରା କେନ୍ଦ୍ରୀୟ ଫଣ୍ଡ ରୋକାଯିବା ପ୍ରସଙ୍ଗକୁ ନେଇ ଦିଲ୍ଲୀରେ ଆନ୍ଦୋଳନ କରିବ ତୃଣମୂଳ କଂଗ୍ରେସ। ଟିଏମସି ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜେ ଏହି ଆନ୍ଦୋଳନର ନେତୃତ୍ୱ ନେବେ। ଅକ୍ଟୋବର ଦୁଇ ତାରିଖ ଗାନ୍ଧୀ ଜୟନ୍ତୀରେ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିଭାଷଣ ଦେବା ସମୟରେ ସୁପ୍ରିମକୋର୍ଟଙ୍କୁ ପ୍ରଶଂସା

ନୂଆଦିଲ୍ଲୀ: ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିଭାଷଣ ଦେବା ସମୟରେ  ସୁପ୍ରିମକୋର୍ଟଙ୍କୁ ପ୍ରଶଂସା କରିଛନ୍ତି।   ଆଞ୍ଚଳିକ ଭାଷାରେ କୋର୍ଟଙ୍କ ରାୟ ଉପଲବ୍ଧ କରାଇବା ପାଇଁ  ସୁପ୍ରିମକୋର୍ଟ ନିଷ୍ପତ୍ତି ନେଇଥିବାରୁ ପ୍ରଧାନମନ୍ତ୍ରୀ ଏହାର…