ଲାଲକିଲ୍ଲାରେ ତ୍ରିରଙ୍ଗା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ଦେଶ ପାଳୁଛି ୭୭ତମ ସ୍ୱାଧୀନତା ଦିବସ । ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରେ ପତାକା ଉତ୍ତୋଳନ କରିବା ସହ ଦେଶବାସୀଙ୍କୁ ସମ୍ବୋଧିତ କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଲଗାତାର ୧୦ମ ଥର ପାଇଁ ଲାଲକିଲାରେ ପତାକା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ, ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର:  ଓଡିଶା ଆଜି ରୂପାନ୍ତର ଯୁଗରେ ପହଞ୍ଚିଛି। ଶିକ୍ଷା, ସ୍ୱାସ୍ଥ୍ୟ, ପର୍ଯ୍ୟଟନ, ଇନଫ୍ରାଷ୍ଟ୍ରକ୍ଚର ଆଦି ବିକାଶର ସବୁ କ୍ଷେତ୍ରରେ 5-T ର ଉପଯୋଗ ନୂଆ ଆଶା ସୃଷ୍ଟି କରିଛି। ରାଜ୍ୟର ସବୁ ଲୋକ ଅର୍ଥାତ ଧନୀ, ଗରିବ, ମଧ୍ୟମ ବର୍ଗ ସମସ୍ତେ ଏ ରୂପାନ୍ତରରେ ସାମିଲ ହୋଇଛନ୍ତି। …

ଆଜାଦି କା ଅମୃତ ମହୋତ୍ସବ ତ୍ରିରଙ୍ଗା ଯାତ୍ରା

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ସ୍ଥାନୀୟ ପ୍ରଦକ୍ଷିଣ ଗୃହ ଠାରୁ ଅଜାଦି କା ଅମୃତ ମହୋତ୍ସବର ତ୍ରିରଙ୍ଗା ଯାତ୍ରା ବାହାରି ମୁଖ୍ୟ ବଜାର ଦେଇ ବିଜୁ କଲ୍ୟାଣ ମଣ୍ଡପ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରା ପ୍ରାୟ ହଜାର ହଜାର ଛାତ୍ର ଛାତ୍ରୀ,ଏନ୍ସିସି କ୍ୟାଡ଼େଟ୍, ଯେ ଆରସି, ସ୍କାଉଟ୍,

ଚିକିଟୀ ଏନଏସିରେ ଆଜାଦ କି ଅମୃତ ମହୋତ୍ସବ

ଚିକିଟୀ : ସ୍ଵାଧୀନତା ର ୭୬ ବର୍ଷ ପୂର୍ତ୍ତି ଅବସରରେ ଚିକିଟୀ ଏନ୍ ଏ ସି ପକ୍ଷରୁ ଆଜାଦ କି ଅମୃତ ମହୋତ୍ସବ ତଥା ହର ଘର ତ୍ରିରଙ୍ଗା କାର୍ଯ୍ଯକ୍ରମ ଆୟୋଜିତ ହୋଇଯାଇଛି। ଏନ୍ ଏ ସି କାର୍ଯ୍ୟ ନିର୍ବାହୀ ଅଧିକାରୀ କୁଲଦୀପ କୁମାର ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅଧ୍ୟକ୍ଷା ଦୀପା କୁମାରୀ

କନ୍ଧମାଳ ଜିଲ୍ଲା ବରିଷ୍ଠ ନାଗରିକ ସଂଘ ପକ୍ଷରୁ ଅନୁରୋଧ ପତ୍ର ପ୍ରଦାନ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ବରିଷ୍ଠ ନାଗରିକ ସଂଘର କର୍ମକର୍ତ୍ତା ମାନେ ଆଜି ସର୍କିଟ ହାଉସ ଠା ରେ କେନ୍ଦ୍ରମନ୍ତ୍ରୀ (ଜଳଶକ୍ତି) ଇ. ବିଶେସ୍ୱର ଟୁଡୁଙ୍କୁ ସାକ୍ଷାତ କରି କନ୍ଧମାଳ ଜିଲ୍ଲା ର ସମସ୍ୟା ସମ୍ବନ୍ଧରେ ଏକ ଦାବିପତ୍ର ଦେଇଥିଲେ l ଗୋପାଳପୁର -ସମ୍ବଳପୁର ରେଳପଥ ଫୁଲବାଣୀ ଦେଇ ଯିବା

ତଣ୍ଡିପୁର ରେ ଚାରା ବଣ୍ଟନ ଓ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ

ପାତ୍ରପୁର : ପାତ୍ରପୁର ବ୍ଲକ ତଣ୍ଡିପୁର ପଞ୍ଚାୟତ କାର୍ଯ୍ୟାଳୟ ଠାରେ ସୋମବାର ଚାରା ବଣ୍ଟନ ସହିତ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି।ପ୍ରଥମେ ସୁରଙ୍ଗୀ ଫରେଷ୍ଟର ସନ୍ଧ୍ୟା ଦଳ ବେହେରା,ଅମରେଶ ଦାସ, ଜାନକୀ ପ୍ରଧାନ, ଅଳକା ରାଣୀ ବେହେରା, ରାଧା ମାଧବ ବିଶୋୟୀ ଆକାଶ

ଭିଜିଲାନ୍ସ ହାତରେ ଧରାପଡ଼ିଲେ ବରିଷ୍ଠ କିରାଣି

ବାଲେଶ୍ୱର : ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ବାଲେଶ୍ୱର ଜିଲ୍ଲା ସିମୁଳିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ବରିଷ୍ଠ କିରାଣି ମନୋଜ କୁମାର ଭଞ୍ଜ। ଜଣେ ଠିକା ନର୍ସିଂ ଅଫିସରଙ୍କଠାରୁ ସେ ୮ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଧରାପଡ଼ିଥିଲେ। ଉକ୍ତ କର୍ମଚାରୀଙ୍କ ଠିକା ଅବଧି ପୂରଣ…

ବିଭୀଷିକା ବିଭାଜନ ସ୍ମୃତି ଦିବସ ଅଵସରରେ ଘୁମୁସର ଜିଲ୍ଲା ବିଜେପି ପକ୍ଷରୁ କେଣ୍ଡଲ ଶୋଭାଯାତ୍ରା

ଆସିକା : ଆସିକା ଭାରତୀୟ ଜନତା ପାର୍ଟି ଘୁମୁସର ଜିଲ୍ଲା ସଂଗଠନ ପକ୍ଷରୁ ଏକ କେଣ୍ଡଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା l ଭାରତ କୁ ଆଜିର ଦିବସ ରେ ବିଭାଜନ କରାଯାଇଥିଲା l ବିଭାଜନ ବିଭୀଷିକା ସ୍ମୃତି ଦିବସ ଉପଲକ୍ଷେ ଏହି ଶୋଭାଯାତ୍ରା କରାଯାଇଥିଲା l ଆଜି ବିଭାଜନ ବିଭୀଷିକା ଦିବସରେ

୨୦ ଦିନର ପୁଅକୁ ମାରିଦେଲା ମା…

କେନ୍ଦୁଝର : ମାଆ ନାଁରେ କଳଙ୍କ! ୪ ବର୍ଷ ତଳେ ନିଜ ଗର୍ଭରୁ ଜନ୍ମ ହୋଇଥିବା ବର୍ଷକର ଝିଅକୁ ପାଣିରେ ବୁଡ଼ାଇ ମାରିଥିଲା। ଆଉ ଆଜି ୨୦ ଦିନର ଶିଶୁ ପୁଅକୁ ଟାଙ୍ଗିଆରେ ହାଣି ମୁଣ୍ଡ ଓ ଗଣ୍ଡି ଅଲଗା କରିଦେଇଛି। କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅଞ୍ଚଳରେ ଏପରି ବୀଭତ୍ସ ଘଟଣା ଘଟିଛି। ତେଲକୋଇ…

ଘରୁ ଲୁଟିନେଲେ ୧୭ ଲକ୍ଷର ଟଙ୍କାସୁନା…

କରଞ୍ଜିଆ : ଘରେ କେହି ନଥିଲେ। ଏହାର ସୁଯୋଗ ନେଇ ଘରେ ପଶି କଳାକନା ବୁଲାଇଦେଲେ ଡକାୟତ। ଟଙ୍କା ଓ ସୁନାକୁ ମିଶାଇ୧୭ ଲକ୍ଷ ଟଙ୍କା ଚୋରି ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ଚଢେଇଭୋଳ ବଜାର ଅଞ୍ଚଳରେ। ଚଢେଇଭୋଳ ବଜାର…