ଓଡ଼ିଶାରୁ ୧୭ ପୋଲିସ ଅଧିକାରୀ ପାଇବେ ପଦକ – I Odisha

ଭୁବନେଶ୍ୱର: ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ଘୋଷିତ ହୋଇଛି ପୋଲିସ ମେଡାଲ। ଏଥର ଓଡ଼ିଶାରୁ ମୋଟ ୧୭ ପୋଲିସ ଅଧିକାରୀ ପଦକ ପାଇବେ। ସାହସିକତା ପାଇଁ ୪ ଜଣ ପୋଲିସ କର୍ମଚାରୀ ପଦକ ପାଇବେ। ବିଶିଷ୍ଟ ସେବା ପାଇଁ ୨ ଓ ଉଲ୍ଲେଖନୀୟ ସେବା ପାଇଁ ୧୧ ଜଣଙ୍କୁ ମିଳିବ ପଦକ।…

ଶରଦ ଓ ଅଜିତଙ୍କ ଭେଟକୁ ନେଇ ରାଜନୈତିକ ଚର୍ଚ୍ଚା ଜୋରଦାର – I Odisha

ବିଜେପି ବିରୋଧରେ ବିରୋଧୀ ଗଠନ କରିଥିବା ଇଣ୍ଡିଆ ମେଣ୍ଟର ପରବର୍ତ୍ତୀ ବୈଠକ ମୁମ୍ବାଇରେ ଅନୁଷ୍ଠିତ ହେବ। ବିରୋଧୀ ଏହି ବୈଠକୁ ସଫଳ କରିବା ପାଇଁ ଯୋଜନା ମଧ୍ୟ କରିଛନ୍ତି। ହେଲେ ଏନସିପି ସୁପ୍ରିମୋ ଶରଦ ପାୱାର…

ହିମାଚଳରେ ବର୍ଷାର ତାଣ୍ଡବ

ସିମଲା : ପାହାଡ଼ି ରାଜ୍ୟ ହିମାଚଳ ପ୍ରଦେଶରେ ବାଦଲ ଫଟା ବର୍ଷା ଓ ଅଚାନକ ବନ୍ୟା ଯୋଗୁ ଭୟଙ୍କର ସ୍ଥିତି ସୃଷ୍ଟି ହୋଇଛି। ଅଚାନକ ବନ୍ୟା ପାଣି ମାଡ଼ି ଯିବାରୁ ଏହାର ସ୍ରୋତରେ ୭ ଜଣ ଲୋକ ଭାସି ଯାଇଛନ୍ତି। ମଣ୍ଡି ଜିଲ୍ଲାର ସମ୍ବଲ ଗାଁରେ ଏପରି ଘଟଣା ଘଟିଥିବା ବେଳେ ନିଜେ ମୁଖ୍ୟମନ୍ତ୍ରୀ…

ମଧ୍ୟାହ୍ନରେ ମିଶନ କାଫେର ଉଦ୍‌ଘାଟନ କଲେ ବିଧାୟିକା, ସନ୍ଧ୍ୟାରେ ତାଲା ପକାଇଦେଲେ ସରପଞ୍ଚ

ଝାରସୁଗୁଡା: ଝାରସୁଗୁଡ଼ା ବିଧାୟିକା ଦୀପାଳି ଦାସଙ୍କ ଦ୍ୱାରା ଉଦଘାଟିତ ଏକ ମିଶନ ଶକ୍ତି କାଫେକୁ ମାତ୍ର କିଛି ଘଣ୍ଟା ପରେ ସ୍ଥାନୀୟ ସରପଞ୍ଚ ତାଲା ପକାଇ ଦେଲେ। ଲଇକେରା ଗ୍ରାମପଞ୍ଚାୟତ ସରପଞ୍ଚ ପ୍ରିୟମ୍ବଦା ବେହେରା କହିଛନ୍ତି ଯେ ଉଦଘାଟନ ଉତ୍ସବରେ ସେ ଦୁର୍ବ୍ୟବହାରର ଶିକାର…

ସହଜ ଓ ସରଳ କରିବାକୁ ଆରଟିଓର ନୂଆ ପ୍ରକ୍ରିୟା, ପେପରଲେସ ପରେ ଫେସଲେସ

ଭୁବନେଶ୍ୱର: ଗାଡି ବିକ୍ରି କରିବା ହେଉ ଅବା ମାଲିକାନା ବଦଳାଇବା ପ୍ରକ୍ରିୟାକୁ ଅନଲାଇନ ଜରିଆରେ ଆହୁରି ସରଳ କରିବାକୁ ରାଜ୍ୟ ପରିବହନ ବିଭାଗ ଉଦ୍ୟମ ଜାରି ରଖିଛି। ଏହି କ୍ରମରେ ଭିଡ ମୁକ୍ତ ଆରଟିଓ ଅଫିସ ସହ ଲୋକଙ୍କ ସମୟ ବଞ୍ଚାଇବା ଏବଂ ଦଲାଲ ମୁକ୍ତ ଦିଗରେ ଆରଟିଓ ଏବେ ପେପରଲେସରୁ…

କୁକୁଡ଼ାଖଣ୍ଡି ତହସିଲଦାର ଙ୍କ ବଦଳି ବାଲି ମାଫିଆଙ୍କ ପାଇଁ ପୁଷ ମାସ…

ବ୍ରହ୍ମପୁର:୧୪-୮ ଲେଡି ସିଂଘମ ତଥା କିକୁଡ଼ାଖଣ୍ଡି ତହସିଲଦର କଲ୍ୟାଣି ସଂଘମିତ୍ରା ଙ୍କ ବଦଳି ଏବେ ବାଲି ମାଫିଆଙ୍କ ପାଇଁ ପୁଷ ମାସ ହେବ। ଯେଉଁ ଦିନ ଠାରୁ କୁକୁଡାଖଣ୍ଡି ତହସିଲଦାର ଭାବେ କଲ୍ୟାଣି ସଂଘମିତ୍ରା ଦାୟିତ୍ୱ ଗ୍ରହଣ କରିଥିଲେ ସେହିଦିନରୁ ବାଲି ମାଫିଆ ମାନଙ୍କ ନିଦ ହଜିଯାଇଥିଲା ।

ଫିରିଙ୍ଗିଆ ଥାନା ପୋଡ଼ି ଘଟଣା, ମୁଖ୍ୟ ଅଭିଯୁକ୍ତ ଗିରଫ – I Odisha

ଫୁଲବାଣୀ: ଫିରିଙ୍ଗିଆ ଥାନା ପୋଡ଼ି ଘଟଣାର ମୁଖ୍ୟ ଅଭିଯୁକ୍ତକୁ ପୁଲିସ ଗିରଫ କରିବାରେ ସଫଳ ହୋଇଛି। ଫିରିଙ୍ଗିଆ ଥାନା ପୋଡ଼ି ଘଟଣାର ମୁଖ୍ୟ ଅଭିଯୁକ୍ତ ପୂର୍ବତନ ସରପଞ୍ଚ ବିଶ୍ବ ରଞ୍ଜନ କହଁରକୁ ଆଜି ଫୁଲବାଣୀ…

ରାଜଧାନୀ ଦିଲ୍ଲୀରେ ସ୍ବାଧୀନତା ଦିବସ ପୂର୍ବରୁ ସୁରକ୍ଷା କଡ଼ାକଡ଼ି

ସ୍ବାଧୀନତା ଦିବସ ପୂର୍ବରୁ ରାଜଧାନୀ ଦିଲ୍ଲୀରେ ସୁରକ୍ଷା କଡ଼ାକଡ଼ି। ପୋଲିସ ପାଟ୍ରୋଲିଂ ସହ ଗାଡ଼ିମୋଟର ଯାଞ୍ଚକୁ ଜୋରଦାର କରାଯାଇଛି। ଟ୍ରାଫିକ ରୁଟ ପରିବର୍ତ୍ତନ କରାଯାଇଛି। ସଂବେଦନଶୀଳ ସ୍ଥାନ ଗୁଡ଼ିରେ ଅଧିକ…