ଛାତ୍ରୀଙ୍କ ଉପରେ ଚଢିଗଲା ଟ୍ରକ୍: ୨ ମୃତ…

ବରଗଡ଼: ବରଗଡ ଜିଲ୍ଲାରେ ମର୍ମନ୍ତୁଦ ଦୁର୍ଘଟଣା । ଟ୍ରକ ଧକ୍କାରେ ଚାଲିଗଲା ଦୁଇ ଛାତ୍ରୀଙ୍କ ଜୀବନ । ଏପରି ଦୁର୍ଘଟଣାକୁ ନେଇ ଗୋଡ଼ଭଗା-ବିନିକା ରାସ୍ତାରେ ଉତ୍ତକ୍ତ ଲୋକେ ରାସ୍ତା ଅବରାେଧ କରିଛନ୍ତି ।ସୋମବାର ମଧ୍ୟାହ୍ନରେ ଘଟିଛି ଏହି ଏହି ଦୁର୍ଘଟଣା ।  ଗୋଡ଼ଭଗା-ବିନିକା ରାସ୍ତାର ପୋଡ଼ବାଡ଼ି…

ସହିଦ ନୀଳାଞ୍ଚଳଙ୍କ ଶେଷକୃତ୍ୟ ସମ୍ପନ୍ନ

ବରଗଡ: ଗାଁ ଦାଣ୍ଡ କୋହକୋହ । ଲୁହଭର୍ତ୍ତି ଆକାଶ ଆଉ କୋହଭର୍ତ୍ତି ପବନ । ଘରଠୁ ମଶାଣି ସବୁଆଡ ଲୋକାରଣ୍ୟ । ହେଲେ କାହା ମୁହଁରେ ଭାଷା ନ ଥିଲା । ଭାରି ହୃଦୟରେ ଏମାଟିର ବୀର ପୁଅକୁ ଶେଷଦର୍ଶନ ଟିକିଏ କରିବା ପାଇଁ ଆଖି ସେମାନଙ୍କର ଘୂରି ବୁଲୁଥିଲା । ଆଜି ଜନ୍ମମାଟିରେ ବୀର ସହିଦଙ୍କ…

ରାଜଧାନୀ ଏକ୍ସପ୍ରେସରେ ତେଜସ୍‌ ରେକ୍ସର ଶୁଭାରମ୍ଭ କଲେ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

ଭୁବନେଶ୍ୱର: ରାଜଧାନୀ ଏକ୍ସପ୍ରେସରେ ତେଜସ୍‌ ରେକ୍ସର ଶୁଭାରମ୍ଭ କରିଛନ୍ତି ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ଅତ୍ୟାଧୁନିକ ତେଜସ୍ ରେକ୍ଲ ଲଗାଯାଇଥିବା ଏହି ଟ୍ରେନ୍ ଘଣ୍ଟା ପ୍ରତି ସର୍ବାଧିକ ୧୬୦ କିଲୋମିଟର ବେଗରେ ଯାତ୍ରା କରିପାରିବ। ଭୁବନେଶ୍ୱର-ନୂଆଦିଲ୍ଲୀ ମଧ୍ୟରେ ଏହାର ଯାତ୍ରା ସମୟରେ…

କର୍ପୋରେଟରଙ୍କୁ ଅଣଦେଖା ,ପତାକା ଉତ୍ତୋଳନ କରିବେ ଓ୍ବାର୍ଡ ଅଫିସର

ଭୁବନେଶ୍ବର: ବିଏମସିରେ ଅଫିସର ରାଜ୍ । ଗୋଟିଏ ପରେ ଗୋଟିଏ ନିର୍ଦ୍ଦେଶନାମାକୁ ନେଇ ବିବାଦ ଭିତରକୁ ଠେଲି ହୋଇଯାଉଛି ବିଏମସି । ଆସନ୍ତା ସ୍ବାଧୀନତା ଦିବସରେ ଓ୍ବାର୍ଡ ଅଫିସରେ କର୍ପୋରେଟରଙ୍କୁ ବାଦ୍ ଦେଇ ଓ୍ବାର୍ଡ ଅଫିସର ପତାକା ଉତ୍ତୋଳନ କରିବେ । ଯାହାକୁ ନେଇ ଏବେ କର୍ପୋରେଟର…

ସମବାୟ ବ୍ୟାଙ୍କରୁ କୋଟି କୋଟି ଟଙ୍କାର ଋଣ ଠକେଇ, ଷଡ଼ଯନ୍ତ୍ର ଭେଦିଲା ଇଓଡବ୍ଲୁ; ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ଏକ ଆର୍ଥିକ ଠକେଇ ମାମଲାର ତଦନ୍ତ ଚଳାଇଥିବା ଭୁବନେଶ୍ୱର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ)କୁ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ମିଳିଛି। ସମବାୟ ବ୍ୟାଙ୍କରୁ କୋଟି କୋଟି ଟଙ୍କାର ଋଣ ଆଣି ଠକେଇ କରିଥିବା ଇଫତଖାର ଆସିଫ୍ ଖାନଙ୍କୁ ଗିରଫ କରି କୋର୍ଟ ଚାଲାଣ…

କଳାହାଣ୍ଡି ବଡଫୁଣ୍ଡା ଗାଁରେ ଇନ୍ଦ୍ରାବତୀ ରାଇଟ୍ ମେନ୍ କେନାଲରେ ୧୦ ଫୁଟର ଘାଇ

କଳାହାଣ୍ଡି: କଳାହାଣ୍ଡି ସଦର ବ୍ଲକ କୁଟୃଖମାର ପଂଚାୟତରେ ଘାଇ । ବଡଫୁଣ୍ଡା ଗାଁରେ ଇନ୍ଦ୍ରାବତୀ ରାଇଟ୍ ମେନ୍ କେନାଲରେ ୧୦ ଫୁଟର ଘାଇ ସୃଷ୍ଟି ହୋଇଛି। ଚାଷଜମିରେ କେନାଲ ପାଣି ପଶି ମାଟି ଓ ବାଲି ପୋତି ହେବା ଆଶଙ୍କା ରହିଛି । ତେଣୁ ବ୍ୟାପକ ଧାନ ଓ କପା ଚାଷ ନଷ୍ଟ…

ମନମୋହନ ସିଂହଙ୍କ ରେକର୍ଡର ସମକକ୍ଷ ହେବେ ମୋଦି…

ନୂଆଦିଲ୍ଲୀ : ଦେଶର ୭୭ତମ ସ୍ୱାଧୀନତା ଦିବସର ଦିନକୁ ପୂର୍ବରୁ ପୂରା ଭାରତ ଉତ୍ସବ ମୁଖର ହୋଇ ଉଠିଛି। ଆସନ୍ତାକାଲି ଲାଲକିଲ୍ଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ପତାକା ଉତ୍ତୋଳନ କରିବା ସହ ଦେଶବାସୀଙ୍କୁ ସମ୍ବୋଧନ କରିବେ। ସେ ପତାକା ଉତ୍ତୋଳନ କରିବା ମାତ୍ରେ ନୂଆ ରେକର୍ଡର…

ଖୁବଶୀଘ୍ର ଓଡ଼ିଶାରୁ ଗଡ଼ିବ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ

ଭୁବନେଶ୍ୱର: ଖୁବଶୀଘ୍ର ଓଡ଼ିଶାରେ ଆଉ ଏକ ବନ୍ଦେ ଭାରତ ଏକ୍ସପ୍ରେସ ଆରମ୍ଭ ହେବାକୁ ଯାଉଛି। ଦ୍ୱିତୀୟ ବନ୍ଦେ ଭାରତ ରାଉରକେଲାରୁ ଭୁବନେଶ୍ୱର ଯାଏଁ ଚାଲିବ ବୋଲି ଭୁବନେଶ୍ୱରରେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଘୋଷଣା କରିଛନ୍ତି। ସୁନ୍ଦରଗଡ଼, ଝାରସୁଗୁଡ଼ା, ଅନୁଗୁଳ ଓ…

ହାତଗୋଡ଼ ବନ୍ଧା ଅବସ୍ଥାରେ ମିଳିଲା ଆଶ୍ରମ ମହନ୍ତଙ୍କ ମୃତଦେହ – I Odisha

ଜୟପୁର : ରାଜସ୍ଥାନର ନାଗୌର ଜିଲ୍ଲାରେ ଏକ ଦୁଃଖଦ ଘଟଣା ଘଟିଛି । ଏକ ଆଶ୍ରମର ମହନ୍ତଙ୍କ ମୃତଦେହ ହାତଗୋଡ଼ ବନ୍ଧା ଅବସ୍ଥାରେ ମିଳିଛି । ତାଙ୍କୁ ଅତ୍ୟନ୍ତ ନିର୍ମମଭାବେ ହତ୍ୟା କରାଯାଇଥିବା କୁହାଯାଉଛି । ମୃତ…

ଓଓ୍ବୈସିଙ୍କ ସରକାରୀ ବାସଭବନ ଉପରକୁ ପଥରମାଡ଼ ! – I Odisha

ନୂଆଦିଲ୍ଲୀ: ଅଲ୍ ଇଣ୍ଡିଆ ମଜଲିସ-ଏ-ଇତେହାଦୁଲ ମୁସଲିମିନ୍ (ଏଆଇଏମ୍ଆଇଏମ୍) ଅଧ୍ୟକ୍ଷ ଅସଦୁଦ୍ଦିନ ଓୱେସୀଙ୍କୁ ଦିଲ୍ଲୀସ୍ଥିତ ତାଙ୍କ ବାସଭବନ ଉପରକୁ ପଥରମାଡ଼ ହୋଇଥିବା ଅଭିଯୋଗ ହୋଇଛି । ରବିବାର ସନ୍ଧ୍ୟାରେ…