ରାଜ୍ୟ ଯୁବମୋର୍ଚ୍ଚା ସଭାପତିଙ୍କୁ ସାକ୍ଷାତ କଲେ ଗଞ୍ଜାମ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ପ୍ରତିନିଧି ଦଳ

ବ୍ରହ୍ମପୁର,୧୩/୮ : ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଶିବ ଶଙ୍କର ନାୟକଙ୍କ ନେତୃତ୍ବରେ ଏକ ଯୁବ ପ୍ରତିନିଧି ଦଳ ଓଡ଼ିଶା ପ୍ରଦେଶର ନୂତନ ଭାବେ ଦାୟିତ୍ଵ ନେଇଥିବା ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା ଏବଂ ରାଜ୍ୟ ଯୁବ ମୋର୍ଚ୍ଚା ପ୍ରଭାରୀ ଶଶାଙ୍କ

କନ୍ଧମାଳ ଜିଲ୍ଲା ବରିଷ୍ଠ ନାଗରିକ ସଂଘ,ପକ୍ଷରୁ ଅନୁରୋଧ ପତ୍ର ପ୍ରଦାନ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ବରିଷ୍ଠ ନାଗରିକ ସଂଘର କର୍ମକର୍ତ୍ତା ମାନେ ଆଜି ସର୍କିଟ ହାଉସ ଠା ରେ କେନ୍ଦ୍ରମନ୍ତ୍ରୀ (ଜଳଶକ୍ତି) ଇ. ବିଶେସ୍ୱର ଟୁଡୁଙ୍କୁ ସାକ୍ଷାତ କରି କନ୍ଧମାଳ ଜିଲ୍ଲା ର ସମସ୍ୟା ସମ୍ବନ୍ଧରେ ଏକ ଦାବିପତ୍ର ଦେଇଥିଲେ l ଗୋପାଳପୁର -ସମ୍ବଳପୁର ରେଳପଥ ଫୁଲବାଣୀ ଦେଇ

ବ୍ରାହ୍ମଣୀଗାଁ ଥାନାର ଶୃଙ୍ଖଳିତ ପଞ୍ଜୀକୃତ ହୋମଗାର୍ଡ ସଂଘ ଏବଂ ମାନବାଧିକାର ମିସନର ମିଳିତ ବୈଠକ ଅନୁଷ୍ଠିତ

ଦାରିଙ୍ଗବାଡ଼ି, ୧୩/୮ : କନ୍ଧମାଳ ଜିଲ୍ଲା ଶୃଙ୍ଖଳିତ ପଞ୍ଜୀକୃତ ହୋମଗାର୍ଡ ସଂଘ କାର୍ଯ୍ୟକାରୀ ସଭାପତି ଅଖୟ କୁମାର ରାୟ ଏବଂ କନ୍ଧମାଳ ଜିଲ୍ଲା ମାନବାଧିକାର ମିସନ କନ୍ଧମାଳ ଜିଲ୍ଲା ସଭାପତି ବିରାଜ କୁମାର ପ୍ରଧାନଙ୍କ ତତ୍ବାବଧାନରେ ବ୍ରାହ୍ମଣୀ ଗାଁ ଥାନାର ସମସ୍ତ ଶୃଙ୍ଖଳିତ ହୋମଗାର୍ଡ ଭାଇ

ଆଗୁଆ ନିର୍ବାଚନ ର ସୂଚନା : ଥାନା ଅଧିକାରୀ ମାନଙ୍କ ବଦଳି ଭାରି ପଡିବ ନାହିଁତ..?

ବ୍ରହ୍ମପୁର: ୧୪-୮ ରାଜ୍ୟରେ ଆଗୁଆ ନିର୍ବାଚନ ପାଇଁ ଆଭାସ ମିଳିବା ପୂର୍ବରୁ ଓଡିଶା ସମେତ ଗଞ୍ଜାମ ଜିଲ୍ଲା ରେ ଥିବା ଦୁଇଟି ପୋଲିସ ଜିଲାର ଥାନା ଅଧିକାରୀ ମାନଙ୍କ ବଦଳି ହୋଇଛି। ଯାହାକି ସରକାରଙ୍କ ନିୟମ ଅନୁସାରେ ଗୋଟିଏ ଜିଲ୍ଲାରେ ତିନି ବର୍ଷ ହୋଇଥିଲେ ଥାନା ଅଧିକାରୀ ମାନଙ୍କୁ

ଆଜାଦି କା ଅମୃତ ମହୋତ୍ସବ ତ୍ରିରଙ୍ଗା ଯାତ୍ରା

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ସ୍ଥାନୀୟ ପ୍ରଦକ୍ଷିଣ ଗୃହ ଠାରୁ ଅଜାଦି କା ଅମୃତ ମହୋତ୍ସବର ତ୍ରିରଙ୍ଗା ଯାତ୍ରା ବାହାରି ମୁଖ୍ୟ ବଜାର ଦେଇ ବିଜୁ କଲ୍ୟାଣ ମଣ୍ଡପ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରା ପ୍ରାୟ ହଜାର ହଜାର ଛାତ୍ର ଛାତ୍ରୀ,ଏନ୍ସିସି କ୍ୟାଡ଼େଟ୍, ଯେ ଆରସି, ସ୍କାଉଟ୍,

ତୁମୁଡିବନ୍ଧ ଶିଶୁ ମନ୍ଦିରର ସଫଳତା

ଫୁଲବାଣୀ :ବାଲିଗୁଡା ଠାରେ ଆୟୋଜିତ ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳାରେ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀ ମାନେ ସଫଳତା ଲାଭ କରିଛନ୍ତି l ଶିଶୁ ବର୍ଗର ସମସ୍ତ ଏଗାର ଜଣ ଶିଶୁ ବିଭିନ୍ନ ବିଭାଗରେ କୃତିତ୍ୱ ଅର୍ଜନ କରିଛନ୍ତି l ବିଜ୍ଞାନ ପ୍ରଶ୍ନ ମଞ୍ଚ ରେ ସାଇସ୍ମୃତି

କନ୍ଧମାଳ ଜିଲ୍ଲା ଡିଜିଟାଲ ମିଡ଼ିଆ ଏସୋସିଏସନ ନୂତନ କର୍ମକର୍ତ୍ତା : ଖିତିଶ ସଭାପତି ଓ ସୁଧୀର ସଂପାଦକ

ଫୁଲବାଣୀ : ରବିବାର ସ୍ଥାନୀୟ ବନାନୀ କଳା ସଙ୍ଗମ ଠାରେ କଂଧମାଳ ଜିଲା ଡିଜିଟାଲ ମିଡିଆ ଏସୋ ସିଏସନ ର ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଥିଲା l ଏହି ଅବସର ରେ ବରିଷ୍ଠ ସାମ୍ବାଦିକ ତଥା ପ୍ରେସ କ୍ଳବ୍ ସଭାପତି ସୁନୀଲ ପଟନାୟକ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ବରିଷ୍ଠ

ଜନ ଆନ୍ଦୋଳନର କର୍ମକର୍ତ୍ତା ଓ ସମର୍ଥକଙ୍କ ବିରୁଦ୍ଧରେ ଲାଗିଥିବା ୟୁ.ଏ.ପି.ଏ. ପ୍ରତ୍ୟାହାର ସହ କୃଷ୍ଣ ସିକକାଙ୍କୁ…

୧୬ ଅଗଷ୍ଟରେ ବିଭିନ୍ନ ଜନ ଆନ୍ଦୋଳନ ଓ ମାନବାଧିକାର ସଂଗଠନ ପକ୍ଷରୁ ରାଜଧାନୀ ଭୁବନେଶ୍ବରରେ ବିକ୍ଷୋଭ ଘୋଷଣା । ଭୁବନେଶ୍ୱର : ଗତ ଅଗଷ୍ଟ ପାଞ୍ଚ ତାରିଖ ସକାଳେ ୦୯ ଅଗଷ୍ଟ ବିଶ୍ୱ ଆଦିବାସୀ ଦିବସ ପାଳନ ପାଇଁ କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ ହାଟରେ ନିୟମଗିରି ସୁରକ୍ଷା ସମିତିର

ଯାଦବପୁର ୟୁନିଭର୍ସିଟି ଛାତ୍ର ଆତ୍ମହତ୍ୟା ଘଟଣା, ବନ୍ଧା ହେଲେ ଆଉ ୨ ଛାତ୍ର…

କୋଲକାତା : ଯାଦବପୁର ବିଶ୍ୱବିଦ୍ୟାଳୟ ଛାତ୍ର ଆତ୍ମହତ୍ୟା ଘଟଣାରେ ଆଉ ଦୁଇ ଜଣଙ୍କୁ ବାନ୍ଧିଲା ପୁଲିସ। ମୃତ ଛାତ୍ରଙ୍କୁ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗରେ ପୁଲିସ ଏ ଦୁହିଁଙ୍କୁ ବାନ୍ଧିଛି। ଏହି ମାମଲାରେ ପୂର୍ବରୁ ଜଣେ ପୁରାତନ ଛାତ୍ରଙ୍କୁ ବାନ୍ଧିଥିଲା ପୁଲିସ। ସୂଚନା ଅନୁସାରେ,…

ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ-୨ ତରଫରୁ ରୋଜଗାର ଭିତ୍ତିକ କାର୍ଯ୍ୟ ନିମନ୍ତେ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମର…

ପ୍ରଥମ ଦିନରେ ତାଲିମ ନେଲେ ୨୯୮ ଜଣ ବନ ସୁରକ୍ଷା ସମିତି ସଭ୍ଯ/ସଭ୍ୟା ଚାରୋଟି ପର୍ଯ୍ୟାୟରେ ତାଲିମ ନେବେ ୬୩୯ ଜଣ ଏସଏଚଜି ଓ ସିଆଇଜି ସଭ୍ଯ/ସଭ୍ୟା ସୁନ୍ଦରଗଡ - ୧୩/୦୮/୨୩ ବିକଳ୍ପ ଜୀବିକା ତଥା ନୂତନ ରୋଜଗାର ସୃଷ୍ଟି ପୂର୍ବକ ଗାଁ ଗାଁ ରେ ଜଙ୍ଗଲ ଉପରେ ନିର୍ଭରଶୀଳତା କମାଇ