Sign in
Sign in
Recover your password.
A password will be e-mailed to you.
ଆଦିବାସୀ ହିଁ ଦେଶର ପ୍ରକୃତ ମାଲିକ: ରାହୁଲ ଗାନ୍ଧୀ…
ୱାୟନାଡ : ଆଦିବାସୀଙ୍କୁ ସୀମିତ ଏବଂ ବର୍ଗିକୃତ କରାଯିବା ଉଚିତ ନୁହେଁ। ସେମାନଙ୍କୁ ଜଙ୍ଗଲ ଜମିରୁ ବି ବଞ୍ଚିତ କରିବା ଅନୁଚିତ୍, ବରଂ ସମଗ୍ର ଗ୍ରହ ସେମାନଙ୍କ ପାଇଁ ଖୋଲା କରିଦିଆଯିବା ଉଚିତ୍ କହିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଏଥିସହ ସେ ଆହୁରି କହିଛନ୍ତି, ଆଦିବାସୀ ଭାଇ-ଭଉଣୀ…
ଡେଙ୍ଗୁ ରୋଗରୁ ମୁକ୍ତି ପାଇଁ ଖାଆନ୍ତୁ ଏହି ପତ୍ର…
ଭୁବନେଶ୍ୱର : ଅମୃତ ଭଣ୍ଡା ବହୁତ ଉପକାରୀ । କିନ୍ତୁ ସେହି ଅମୃତଭଣ୍ଡା ଗଛର ପତ୍ର ମଧ୍ୟ ଅନେକ ଉପକାର ଦେଇଥାଏ । ତାହା ଖୁବ କମ୍ ଲୋକେ ଜାଣନ୍ତି। ବିଶେଷ କରି ଡେଙ୍ଗୁ ଜ୍ୱର ହେଲେ ଅମୃତ ଭଣ୍ଡା ପତ୍ରର ଜୁସ୍ ପିଇବାକୁ ଅଭିଜ୍ଞବ୍ୟକ୍ତି ମାନେ ପରାମର୍ଶ ଦେଇଥାନ୍ତି। କାରଣ ଅମୃତଭଣ୍ଡା ପତ୍ର…
କାନାଡା ହିନ୍ଦୁ ମନ୍ଦିର ମୁଖ୍ୟ ଫାଟକରେ ନିହତ ଖଲିସ୍ତାନୀ ନେତାଙ୍କ ଫଟୋ ଥିବା ପୋଷ୍ଟର୍
ନୂଆଦିଲ୍ଲୀ: ଶନିବାର ମଧ୍ୟରାତ୍ରରେ କାନାଡାର ବ୍ରିଟିସ୍ କଲମ୍ବିଆରେ ଥିବା ଏକ ହିନ୍ଦୁ ମନ୍ଦିରର ମୁଖ୍ୟ ଫାଟକରେ ଖଲିସ୍ତାନୀ ପ୍ରଚାର ପୋଷ୍ଟର୍ ଲଗାଯାଇ ଉକ୍ତ ମନ୍ଦିରକୁ ବିରୂପ କରାଯାଇଥିବା କଥା ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି।
ସେ ପୋଷ୍ଟର୍ରେ ଉଲ୍ଲେଖ ଅଛି: ଜୁନ୍ ୧୮ ତାରିଖ…
ମଣିପୁର ଭଳି ଛୋଟ ରାଜ୍ୟ ସମ୍ଭାଳି ପାରୁନାହାନ୍ତି ଦେଶ ଚଳାଇବେ କିପରି: ପ୍ରଧାନମନ୍ତ୍ରୀଙ୍କୁ ବିଦ୍ରୂପ କଲେ ମମତା…
କୋଲ୍କାତା: ମଣିପୁର ଭଳି ଛୋଟ ରାଜ୍ୟରେ ଆଇନଶୃଙ୍ଖଳା ନିୟନ୍ତ୍ରଣ କରିପାରୁ ନ ଥିବା ପ୍ରଧାନମନ୍ତ୍ରୀ କିପରି ସମଗ୍ର ଦେଶ ଚଳାଇବେ ବୋଲି ଶନିବାର ଦିନ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସମାଲୋଚନା କରି କହିଛନ୍ତି।
ଉଲ୍ଲେଖଯୋଗ୍ୟ, ଶନିବାର ଦିନ ପଶ୍ଚିମବଙ୍ଗରେ…
୨୦୨୪ ପାଇଁ କୋଣାର୍କରେ ବିଜେପିର ମାନସମନ୍ଥନ…
ଭୁବନେଶ୍ୱର : ୨୦୨୪ ସାଧାରଣ ନିର୍ବାଚନରେ ବିଜେପିର ପଞ୍ଚାୟତସ୍ତରୀୟ ନେତାଙ୍କର କ’ଣ ଭୂମିକା ରହିବ? ସେଥିପାଇଁ କୋଣାର୍କରେ ହେଲା ମନସ ମନ୍ଥନ। ଦୁଇ ଦିନିଆ କର୍ମଶାଳାରେ ଗୁରୁମନ୍ତ୍ରୀ ଦେଲେ ୪ କେନ୍ଦ୍ରମନ୍ତ୍ରୀ ଓ ବିଜେପି ରାଜ୍ୟ ସଭାପତି। କୋଣାର୍କ ଯାତ୍ରୀ ନିବାସଠାରେ ହୋଇଛି ଦୁଇ…
ଏହି ପ୍ରଶ୍ନର ଉତ୍ତର ଯଦି ନୀତୀଶ ଦେଇଦେବେ, ତାଙ୍କ ଚପଲ ମୁଁ ବୋହିବି: ପ୍ରଶାନ୍ତ କିଶୋର
ପାଟନା: ଜନ ସ୍ୱରାଜ ପଦଯାତ୍ରାର ସୂତ୍ରଧର ତଥା ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଏବେ ବିହାରର ସମସ୍ତିପୁରରେ ପଦଯାତ୍ରା କରୁଛନ୍ତି। ଏହି ସମୟ ମଧ୍ୟରେ ସେ ଆଜି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ କଡା ଟାର୍ଗେଟ କରିଛନ୍ତି | ଆଜି ସେ କହିଛନ୍ତି ଯେ ଯେତେବେଳେ ମୋତେ ପଚରାଗଲା…
ତାମିଲନାଡୁ ମନ୍ତ୍ରୀଙ୍କ ଭାଇକୁ ବାନ୍ଧିଲା ଇଡି, ପୂର୍ବରୁ ଗିରଫ ହୋଇଥିଲେ ମନ୍ତ୍ରୀ
ଚେନ୍ନାଇ : ତାମିଲନାଡୁ ମନ୍ତ୍ରୀଙ୍କ ଭାଇଙ୍କୁ ବାନ୍ଧିଲା ଇଡି। ଅର୍ଥ ହେରଫେର୍ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆଜି ତାମିଲନାଡୁ ମନ୍ତ୍ରୀ ସେନ୍ଥିଲ ବାଲାଜିଙ୍କ ଭାଇ ଅଶୋକଙ୍କୁ ଗିରଫ କରିଛି। ବହୁ ବାର ସମନ୍ ସତ୍ତ୍ୱେ ଇଡି କାର୍ଯ୍ୟାଳୟରେ ଉପସ୍ଥିତ ନହେବା ପରେ ତାଙ୍କୁ ଗିରଫଦାରୀ…
ଜଳୁଛି ଆମେରିକାର ହାୱାଇ ଦ୍ୱୀପ, ମୃତ୍ୟୁସଂଖ୍ୟା ୮୯ କୁ ବୃଦ୍ଧି…
ନୂଆଦିଲ୍ଲୀ : ଜଳୁଛି ଆମେରିକାର ହାୱାଇ ଦ୍ୱୀପ। ଏହି ଦ୍ୱୀପରେ ଥିବା ଏକ ଜଙ୍ଗଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ଧୂଆଁମୟ ହୋଇଯାଇଛି ପୂରା ସହର। ଯେଉଁଠି ଦେଖିବେ ଖାଲି ନିଆଁ ହିଁ ନିଆଁ। ବର୍ତ୍ତମାନ ସୁଦ୍ଧା 89 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ହଜାର ହଜାର ଲୋକ ବାସହରା ହୋଇ ସାରିଲେଣି। କୋଟି…
ଜନ୍ମମାଟିରେ ଆସନ୍ତାକାଲି ସକାଳେ ପହଞ୍ଚିବ ସହିଦଙ୍କ ମରଶରୀର; ଗାଁ ମଶାଣିରେ ହେବ ଶେଷକୃତ୍ୟ
ବରଗଡ଼: ଜନ୍ମମାଟିରେ ପହଞ୍ଚିବ ବୀର ଯବାନଙ୍କ ମୃତଦେହ । ଗାଁ ମାଟିରେ ହେବ ଶେଷକୃତ୍ୟ । ଯେଉଁ ମାଟି ମା’ର କୋଳରେ ଖେଳିିଥିଲେ, ବଢିଥିଲେ ତାରି କୋଳରେ ସବୁଦିନ ପାଇଁ ନିଶ୍ଚିହ୍ନ ହୋଇଯିବେ । ସୋମବାର ବରଗଡ ଜିଲ୍ଲା ଭେଡେନ ବ୍ଳକ ଅନ୍ତର୍ଗତ ବାଘପାଲି ଗ୍ରାମରେ ପହଞ୍ଚିବ ସହିଦ ଯବାନ…
ହିଂସା ପରେ ବି ପୁଣି ନୁହରେ ବ୍ରିଜମଣ୍ଡଳ ଯାତ୍ରା କରିବାକୁ ଘୋଷଣା କଲା ହିନ୍ଦୁ ମହାପଞ୍ଚାୟତ
ନୂଆଦିଲ୍ଲୀ: ପୁଣି ଥରେ ହରିୟାଣାର ନୁହରେ ହେବ ବ୍ରିଜମଣ୍ଡଳ ଯାତ୍ରା। ପଲୱଲରେ ଅନୁଷ୍ଠିତ ହିନ୍ଦୁ ମହାପଞ୍ଚାୟତରେ ଏହି ନିଷ୍ପତ୍ତି ନିଆଯାଇଛି। ମହାପଞ୍ଚାୟତରେ କୁହାଯାଇଛି ଯେ ବ୍ରିଜମଣ୍ଡଳ ଯାତ୍ରା ଚଳିତ ମାସ…