ତ୍ରିରଙ୍ଗା ଶୋଭାଯାତ୍ରାକୁ ନେଇ ବିଜେବି କଲେଜର ଦୁଇ ଗୋଷ୍ଠୀ ମୁହାମୁହିଁ

ଭୁବନେଶ୍ୱର : ତ୍ରିରଙ୍ଗା ଶୋଭାଯାତ୍ରାକୁ ନେଇ ବିଜେବି କଲେଜର ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ମୁହାମୁହିଁ । ତ୍ରିରଙ୍ଗା ନେଇ ଗୋଟିଏ ଗୋଷ୍ଠୀ ଛାତ୍ର କଲେଜ କ୍ୟାମ୍ପସ ଭିତରକୁ ଯିବା ବେଳେ ଅନ୍ୟ ଗୋଟିଏ ଗୋଷ୍ଠୀ କଲେଜ ସିକୁରିଟିକୁ କହି କଲେଜ ମୁଖ୍ୟ ଫାଟକରେ ତାଲା ପକାଇ…

ଗୁଗୁଲ ପାଳିଲା ସ୍ବାଧୀନତା ଦିବସ , ଗୁଗଲ ରେ ସ୍ଥାନ ପାଇଲା ଓଡ଼ିଶାର ବାନ୍ଧକଳା

ନୂଆଦିଲ୍ଲୀ: ଦୀର୍ଘ ୨୦୦ ବର୍ଷ ଦେଶ ବ୍ରିଟିଶ ଶାସନ ଅଧୀନରେ ରହିବା ପରେ ୧୯୪୭ ଅଗଷ୍ଟ ୧୫ ତାରିଖ ଦିନ ଭାରତ ସ୍ବାଧୀନ ହୋଇଥିଲା। ଆଜି ସ୍ବାଧୀନତା ଦିବସ ଅବସରରେ ଗୁଗଲ ଏହାର ଡୁଡଲରେ ଭାରତୀୟ ଶିଳ୍ପ ପରମ୍ପରାକୁ ସ୍ଥାନିତ କରିଛି। ଗୁଗୁଲ ଦେଶର ବିବିଧତା ମଧ୍ୟରେ ଏକତାକୁ ଦର୍ଶାଇ…

ଆଇରନ ବଟିକା ଖାଇ ୮ ଛାତ୍ରଛାତ୍ରୀ ଗୁରୁତର

ମୟୂରଭଞ୍ଜ: ବିଦ୍ୟାଳୟରେ ଦିଆଯାଇଥିଲା ଆଇରନ ବଟିକା। ଏହି ଆଇରନ ବଟିକା ଖାଇ ବିଦ୍ୟାଳୟର ୮ ଛାତ୍ରଛାତ୍ରୀ ଗୁରୁତର ହୋଇଛନ୍ତି । ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ସାରବସା ପ୍ରାଥମିକ ବିଦ୍ୟାଳୟରେ। ସୂଚନା ଅନୁସାରେ ବିଦ୍ୟାଳୟରେ ସୋମବାର ଦିନ…

ଦେଶର ଭାଗ୍ୟ ବଦଳାଇବାରେ ସ୍ୱାସ୍ଥ୍ୟ କର୍ମୀଙ୍କର ରହିଛି ବଡ଼ ଭୂମିକା: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦେଶର ରାଜଧାନୀ ନୂଆଦିଲ୍ଲୀରେ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ଲାଲକିଲ୍ଲା ପ୍ରାଚୀରରୁ ୫୦ ଜଣ ନର୍ସ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କୁ ସ୍ୱତନ୍ତ୍ର ଅତିଥି ଭାବେ ନିମନ୍ତ୍ରଣ କରାଯାଇଥିଲା। ବିଭିନ୍ନ ବର୍ଗର ୧୮୦୦ ସ୍ୱତନ୍ତ୍ର ଅତିଥି ମାନଙ୍କ ମଧ୍ୟରେ…

ଲାଲ୍‌କିଲ୍ଲାରେ ସ୍ୱାଧୀନତା ଦିବସ ସମାରୋହରେ ସାମିଲ ହେଲେନାହିଁ ମଲ୍ଲିକାର୍ଜୁନ ଖଡ଼ଗେ…

ନୂଆଦିଲ୍ଲୀ:ଦିଲ୍ଲୀ ଲାଲ୍‌କିଲ୍ଲା ପରିସରରେ ଆଜି ଦେଶର ୭୭ତମ ସ୍ୱାଧୀନତା ଦିବସ ସମାରୋହ ପାଳିତ ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଅବସରରେ ଦେଶବାସୀଙ୍କୁ ସମ୍ବୋଧିତ କରିଥିଲେ। ସମାରୋହରେ ବହୁ ବଡ଼ ବଡ଼ ନେତା ଏବଂ ମାନ୍ୟଗଣ୍ୟ ବ୍ୟକ୍ତି ସାମିଲ ହୋଇଥିଲେ। କିନ୍ତୁ ଏଥିରେ…

ମଧ୍ୟମ ବର୍ଗଙ୍କ ପାଇଁ ନୂଆ ଯୋଜନା ଘୋଷଣା କଲେ ପ୍ରଧାନମନ୍ତ୍ରୀ; ବିଶ୍ୱକର୍ମା ଜୟନ୍ତୀରୁ ହେବ କାର୍ଯ୍ୟକାରୀ

ନୂଆଦିଲ୍ଲୀ:ଆଜି ସାରା ଦେଶ ପାଳୁଛି ସ୍ୱାଧୀନତା ଦିବସ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟମବର୍ଗଙ୍କ ପାଇଁ ଆଉ ଏକ ନୂଆ ଯୋଜନାର ଘୋଷଣା କରିଛନ୍ତି ।  ଏହି ଯୋଜନାରେ ବଣିଆ, ତନ୍ତୀ, ବାରିକ ପରି କାମ କରୁଥିବା ବର୍ଗର ଲୋକଙ୍କ ପାଇଁ ନୂଆ ଯୋଜନାର ଷୋଷଣା କରିଛନ୍ତି ।…

ମୋ ଓଡିଶା ଏବେ ସବୁ କ୍ଷେତ୍ରରେ ଦେଶ ପାଇଁ ଆଦର୍ଶ ହୋଇଛି : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଦେଶ ପାଳୁଛି ୭୭ତମ ସ୍ୱାଧୀନତା ଦିବସ। ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ହେଉଛି ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିଛନ୍ତି । ଏହାସହ ରାଜ୍ୟବାସୀଙ୍କୁ ସମ୍ବୋଧନ…

ସ୍ୱାଧୀନତା ଦିବସରେ ପ୍ୟାରେଡ ବେଳେ ନକଲି ଯବାନ ଅଟକ..

ପୁରୀ: କଡା ସୁରକ୍ଷା ଭିତରେ ରାଜ୍ୟରେ ସ୍ୱାଧୀନତା ଦିବସ ପାଳିତ ହେଉଥିବା ବେଳେ ପୁରୀ ଜିଲ୍ଲାରେ ନକଲି ଯବାନ ଧରା ପଡ଼ିବା ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛି। ଆଜି ପୁରୀରେ ପ୍ଯାରେଡ ଚାଲିଥିବା ବେଳେ ଜମେ ନକଲି ଯବାନ ଚିହ୍ନଟ ହୋଇଛନ୍ତି। ଏହାପରେ ତାଙ୍କୁ ପୋଲିସ ପ୍ରଶାସନ ନିଜ…

ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ; ବିଶ୍ୱମିତ୍ରର ପରିଚୟ ସୃଷ୍ଟି କରିଛି ଭାରତ

ନୂଆଦିଲ୍ଲୀ: ଆଜି ଦେଶ ପାଳୁଛି ୭୭ତମ ସ୍ୱାଧୀନତା ଦିବସ। ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରେ ପତାକା ଉତ୍ତୋଳନ କରିବା ସହ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏଥିସହ ଭାରତକୁ ମୁକ୍ତ କରିଥିବା ସ୍ବାଧୀନତା ସଂଗ୍ରାମର ଶହୀଦ ତଥା…

ଯୁକ୍ତ୨ ନାମଲେଖା ପାଇଁ ପୁଣିଥରେ ସୁଯୋଗ: ଆସନ୍ତାକାଲିଠୁ ଆବେଦନ

ଭୁବନେଶ୍ଵର: ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତଥା ଯୁକ୍ତ୨ କଲେଜରେ ଖାଲି ପଡ଼ିଥିବା ସିଟ୍‌ ପୂରଣ ପାଇଁ ଅଗଷ୍ଟ ୧୬ରୁ ପୁଣିଥରେ ଅନ୍‌ଲାଇନ୍‌ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି । +୨ ପ୍ରଥମ ପର୍ଯ୍ୟାୟ ନାମଲେଖା ପରେ ରାଜ୍ୟରେ ମୋଟ ୧ ଲକ୍ଷ ୩୪ ହଜାର ୧୬୬ ସିଟ ବଳକା ରହିଛି ।…