Sign in
Sign in
Recover your password.
A password will be e-mailed to you.
ସହିଦ ପୁଅକୁ ଝୁରି ଝୁରି ଚାଲିଗଲେ ମା…
ଆନନ୍ଦପୁର: ପ୍ରଥମେ ସ୍ୱାମୀ ଓ ପରେ ପରେ ଦୁଇ ପୁଅଙ୍କୁ ହରାଇବା ପରେ ଏକ ମାତ୍ର ସାହାଭରସା ସାଜିଥିଲା ସାନପୁଅ । ହେଲେ ଦଇବ ସାଜିଲା ଦାଉ । ଯାହାର ମୁହଁକୁ ଚାହିଁ ଦିନ କାଟୁଥିଲା ମା’ ଆଜି ସେ ପୁଅ ଆଉ ଗୋଟେ ମା ପାଇଁ ସହିଦ ହେଇଗଲା । ଏବେ ଆଉ କାହା ମୁହଁକୁ ଅନେଇ ଦିନ କାଟିଥାନ୍ତେ ମା’ ।…
ବିପଦ ସଂକେତ ଉପରେ ବୈତରଣୀ, ଜନବସତିକୁ ବନ୍ୟାପାଣି ମାଡ଼ିଯିବା ଆଶଙ୍କା…
ଭଦ୍ରକ : ବୈତରଣୀ ନଦୀରେ ଆସିଲା ଚଳିତ ବର୍ଷର ଦ୍ବିତୀୟ ବନ୍ୟା ଜଳ । ଆଖୁଆପଦାଠାରେ ବୈତରଣୀର ବିପଦ ସଂକେତ ୧୭.୮୩ ମିଟର ଥିବା ବେଳେ ଏବେ ଜଳସ୍ତର ୧୭.୮୫ ମିଟର ରହିଛି। ଦୁଇ ଦିନ ଧରି ବର୍ଷା ଲାଗି ରହିଥିବାରୁ ଫୁଲୁଛି ବୈତରଣୀ । ଉପରମୁଣ୍ଡରେ ପ୍ରବଳ ବର୍ଷା…
ସତ୍ୟବାଦୀରେ ୫ଟି ସଚିବ ଭିକେ ପାଣ୍ଡିଆାନଙ୍କୁ କାଳିମାଡ; ଜଣେ ଗିରଫ
ପୁରୀ: ସାକ୍ଷୀଗୋପାଳ କଲେଜରେ ୫-ଟି ସଚିବଙ୍କୁ କାଳିମାଡ । ପୁରୀ ଜିଲ୍ଲା ଗସ୍ତରେ ଯାଇଥିବା ୫ଟି ସଚିବ ଭିକେ ପାଣ୍ଡିଆାନଙ୍କୁ ଉପରକୁ ସତ୍ୟବାଦୀସ୍ଥିତ ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟ ପରିସରରେ…
ପିଇଟି କ୍ଲାସ୍ ବେଳେ ଟଳିପଡ଼ିଲେ ଛାତ୍ର
ରାଜଗାଙ୍ଗପୁର: ପିଇଟି କ୍ଲାସ୍ ବେଳେ ତଳେ ପଡ଼ି ଗୁରୁତର ହେଲେ ଛାତ୍ର। ଏହାପରେ ତାଙ୍କୁ ବିଭିନ୍ନ ମେଡିକାଲ ନିଆଯାଇଥିବା ବେଳେ ସେଠାରେ କିନ୍ତୁ ସେ ଆଖି ବୁଜିଛନ୍ତି। ଏପରି ଏକ ଚାଞ୍ଚଲ୍ୟକର ଘଟଣା ଆଜି…
ବଲାଙ୍ଗୀରରେ ଗଣପର୍ବ ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ
ବଲାଙ୍ଗୀର: ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ । ବଲାଙ୍ଗୀରର ଅଧିଷ୍ଠାତ୍ରୀ ଦେବୀ ମାଁ ପାଟଣେଶ୍ୱରୀ ଓ ସମଲେଶ୍ୱରୀଙ୍କ ପରମ୍ପରା ଅନୁଯାୟୀ ଲଗ୍ନ ସମୟ ଧାର୍ଯ୍ୟ ହୋଇଛି । ରାଶି ନକ୍ଷତ୍ର…
ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ଙ୍କୁ ‘ଇଡି’ ସମନ୍
ନୂଆଦିଲ୍ଲୀ: ଜମି ହଡ଼ପ ମାମଲାରେ ଅଗଷ୍ଟ ୨୪ ତାରିଖ ଦିନ ଅଦାଲତରେ ହାଜର ହେବା ପାଇଁ ‘ପ୍ରବର୍ତ୍ତନ ନିର୍ଦେଶାଳୟ’ (ଇଡି) ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ଙ୍କୁ ସମନ୍ ଜାରି କରିଛି। ଏହି ମାମଲାରେ ଅଗଷ୍ଟ ୧୪ ତାରିଖ ଦିନ ହାଜର ହେବା ପାଇଁ ପୂର୍ବରୁ…
ଅପହରଣର ୧୫ ଘଣ୍ଟା ପରେ ୫ ମତ୍ସ୍ୟଜୀବୀ ଠାବ
ବ୍ରହ୍ମପୁର : ଉଦ୍ଧାର ହେଲେ ନିଖୋଜ ମତ୍ସ୍ୟଜୀବୀ । ଆନ୍ଧ୍ର ମାଛ ମାଫିଆ ସମୁଦ୍ର ମଧ୍ୟରୁ ୫ ମତ୍ସ୍ୟଜୀବୀଙ୍କୁ ଉଠାଇ ନେଇଥିବା ଅଭିଯୋଗ ହୋଇଥିଲା । ତେବେ ନିଖୋଜ ହେବାର ୧୫ ଘଣ୍ଟା ପରେ ଶ୍ରୀକାକୁଲମ୍…
କ୍ୟାନସରରେ ପୀଡିତ ଥିଲେ ଆନ୍ତର୍ଜାତୀକ ଆଥଲେଟ ଦୂତି ଚାନ୍ଦ
ଭୁବନେଶ୍ବର: ଓଡ଼ିଆ ଧାବିକା ଦୂତି ଚାନ୍ଦ ଷ୍ଟେଜ୍ ଓ୍ବାନ୍ କ୍ୟାନସରରେ ପୀଡିତ ଥିଲେ । ଏ ନେଇ ସେ ନିଜେ ସୂଚନା ଦେଇଛନ୍ତି । ଏଥିପାଇଁ ସେ ଅଲଟ୍ରାସାଉଣ୍ଡ ଏବଂ ଏମଆରଆଇ ମଧ୍ୟ କରିଥିଲେ । ଡାକ୍ତରଙ୍କ ପରାମର୍ଶ…
ରାଜ୍ୟର ସର୍ବାଙ୍ଗୀନ ବିକାଶ ଓ ଓଡ଼ିଆ ଅସ୍ମିତା ସୁରକ୍ଷାରେ ରାଜ୍ୟ ସରକାର ବିଫଳ
ଭୁବନେଶ୍ୱର:ରାଜ୍ୟ ସରକାରଙ୍କ ବହୁ ପ୍ରଚାରିତ ମହିଳା ସୁରକ୍ଷା ଓ ସଶକ୍ତିକରଣ ଦାବି ଫମ୍ଫା ଆବାଜ । ୨୦ଟି ଜିଲ୍ଲାର ଶିଶୁଙ୍କ ଓଜନ ବୟସ ତୁଳନାରେ କମ୍ । କେବଳ ଅଣଓଡ଼ିଆ ଠିକାଦାରମାନଙ୍କୁ ମେଗା ପାନୀୟଜଳ…
ଇମ୍ରାନ ଖାନଙ୍କ ଜୀବନ ପ୍ରତି ବିପଦ, ଜେଲରେ ବିଷ ଦେଇ ମାରିଦେବାକୁ ହେଉଛି ଷଡଯନ୍ତ୍ର
ଜେଲରେ ବନ୍ଦ ଥିବା ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପ୍ରତି ବିପଦ ରହିଛି ବୋଲି ଇମ୍ରାନଙ୍କ ପତ୍ନୀ ବୁଶରା ବିବି କହିଛନ୍ତି। ଅଟକ ଜେଲରେ ବନ୍ଦ ଥିବା ଇମ୍ରାନଙ୍କୁ ବିଷ ଦେଇ ଜୀବନରୁ…