ଗଛିତ ଗଞ୍ଜେଇ କୁ ଜବତ କଲା ପୋଲିସ ବିଭାଗ…

ମାଲକାନଗିରି ବାଲିମେଳା : ବାଲିମେଳା ପୋଲିସ କୁ ମିଳିଛି ଏକ ବଡ଼ ସଫଳତା ଏକ ଵିଶେଷ ସୂତ୍ରରୁ ଖବର ପାଇଁ ବାଲିମେଳା ପୋଲିସ ପକ୍ଷରୁ କୁଡୁମୂଳଳୁଗୁମ୍ମା ଫାଣ୍ଡି ଅନ୍ତର୍ଗତ ମାଛା ଗୁଡା ଗ୍ରାମରୁ ଏକଘରୁ ପ୍ରାୟ ୨୦୦କିଲୋଗ୍ରାମ ଗଞ୍ଜେଇ ପୋଲିସ ଦ୍ୱାରା ଜବତ କରାଯାଇଛି । ବର୍ତ୍ତମାନ ସୁଧା କୌଣସି

ଉତ୍କଳ ବିଶ୍ବବିଦ୍ୟାଳୟ ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗରେ ‘ପ୍ରବେଶ ଉତ୍ସବ’ ପାଳିତ

ଭୁବନେଶ୍ବର: ସାମ୍ବାଦିକଙ୍କ ଦେଶ ତଥା ଜାତି ପ୍ରତି ଗୁରୁ ଦାୟିତ୍ୱ ରହିଛି। ସେମାନଙ୍କ ଲେଖନୀ ଚାଳନା ସମାଜରେ ପରିବର୍ତ୍ତନ ଆଣିବାରେ ସହାୟକ ହୋଇଥାଏ। ଯାହା ଏକ ବିରାଟ ପାଠକଗୋଷ୍ଠୀର ବିଚାର ଓ ଆଲୋଚନାର ଭିତରକୁ ଆସିଥାଏ। ଗଣମାଧ୍ୟମ ଅସହାୟ ଲୋକଙ୍କ ସ୍ୱର ସାଜିବା ଦରକାର। ସାମ୍ବାଦିକତା

ଖଇରପୁଟ ଆଶ୍ରମ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଦ୍ବାରା ରାସ୍ତା ମରାମତି

ମାଲକାନଗିରି (୧୯/୦୮) : ଖଇରପୁଟ ବ୍ଲକ ସଦର ମହକୁମାରେ ଅବସ୍ଥିତ ଆଶ୍ରମ ବିଦ୍ୟାଳୟକୁ ଯିବା ଆସିବା ରାସ୍ତାଟି ପାଣି କାଦୁଅରେ ପଚ୍ ପଚ୍ ହୋଇଥିବା ବେଳେ ଆଜି ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଘୁନାଥ ନାୟକ ଙ୍କ ନିର୍ଦ୍ଦେଶରେ କିଛି ଛାତ୍ର ରାସ୍ତା ମରାମତି କରୁଥିବା ଦେଖିବାକୁ ମିଳିଛି ।

ବାଇକ୍ ଧକ୍କାରେ ସାଇକେଲ ଆରୋହୀ ଗୁରୁତର

ହିଞ୍ଜିଳିକାଟୁ (୧୯/୮): ଶନିବାର ସନ୍ଧ୍ୟାରେ ହିଞ୍ଜିଳି ଥାନା କଞ୍ଚୁରୁ ଛକ ନିକଟରେ ଏକ ବାଇକ୍ ଧକ୍କାରେ ଜଣେ ସାଇକେଲ ଆରୋହୀ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଜଣଙ୍କ ବ୍ରହ୍ମପୁର ସଦର ଥାନା ରାମଚନ୍ଦ୍ରପୁର ଗ୍ରାମର ଧନୁ ନାଇକ (୫୨) ବୋଲି ଜଣାପଡିଛି। ଖବର ପାଇ ହିଞ୍ଜିଳି ପୁଲିସ ଘଟଣା

ସୁକୁମାରେ ସଦ୍‌ଭାବନା ଦିବସ ପାଳିତ

ସୁକୁମା : ଆଜି ୦୨ ବାଟାଲିୟନ ସି ଆର ପି ଏଫ କମାଣ୍ଡାଣ୍ଟ, ଶ୍ରୀ ରତିକାନ୍ତ ବେହେରା ଙ୍କ ନେତୃତ୍ୱରେ ସୁକୁମାରେ ୦୪ ଜଣ ଅଧିକାରୀ, ୫୬ ଜଣ ଅଧସ୍ତନ ଅଧିକାରୀ ଏବଂ ୧୩୮ ଜଣ କର୍ମଚାରୀ ଶପଥ ଗ୍ରହଣ କରି ଦେଶରେ ଶାନ୍ତି ଏବଂ harmony ବୃଦ୍ଧି କରିବାରେ ସହଯୋଗ କରି ସଦ୍‌ଭାବନା ଦିବସ ପାଳନ

ବିଭିନ୍ନ ଦାବି ନେଇ ଓଡିଶା ରାଜ୍ୟ ଉଜ୍ଜଳା ଦିଦି ସଂଘ ଗଞ୍ଜାମ ଜିଲ୍ଲା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ…

ଛତ୍ରପୁର : ଭାରତୀୟ ମଜଦୂର ସଂଘ ଦ୍ୱାରା ପରିଚାଳିତ ଓଡିଶା ରାଜ୍ୟ ଉଜ୍ଜଳା ଦିଦି ସଂଘ ଗଞ୍ଜାମ ଜିଲ୍ଲା ତରଫରୁ ବିଭିନ୍ନ ଦାବି ନେଇ ଶନିବାର ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଭାରତର ପ୍ରଧାନମନ୍ତ୍ରୀ ଙ୍କ ଉଦେଶ୍ୟରେ ଏକ ଦାବି ପତ୍ର ପ୍ରଦାନ

ଜିଲ୍ଲାସ୍ତରୀୟ ଯୁବ ରେଡକ୍ରସ୍ କାର୍ଯ୍ୟକାରିଣୀ ବୈଠକ

ଛତ୍ରପୁର : ସ୍ଥାନୀୟ ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ଠାରେ ଗଞ୍ଜାମ ଜିଲ୍ଲାର ଯୁବ ରେଡକ୍ରସ୍ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଯାଇଅଛି। ମହାବିଦ୍ୟାଳୟର ଅଧ୍ୟକ୍ଷ କିଶୋର କୁମାର ବେହେରା ଙ୍କର ଅଧ୍ୟକ୍ଷତା ରେ ଅନୁଷ୍ଠତ ଏହି କାର୍ଯ୍ୟକ୍ରମ ରେ ବ୍ରହ୍ମପୁର ରିଜିନାଲ ଡାଇରେକ୍ଟର.ଡ଼ଃ

ଶିକ୍ଷା ଓ ତାହାର ମୌଳିକତା ଉପରେ ଦୁଇଦିନିଆ ଯୁବ ସଚେତନତା ଶିବିର ଉଦ୍‌ଯାପିତ

ଫୁଲବାଣୀ: ଅଗ୍ରଣୀ ସେଚ୍ଛାସେବୀ ଅନୁଷ୍ଠାନ ସାତୀ ଆନୁକୁଲ୍ୟରେ ଶିକ୍ଷା ଓ ତାହର ମୌଳିକତା ଉପରେ ଦୁଇ ଦିନିଆ ଯୁବ ସଚେତନତା କାର୍ଯ୍ୟକ୍ରମ, ସାତୀ ସମ୍ବଳ କେନ୍ଦ୍ର ବନ୍ଧଗଡ ଠାରେ ଆଜି ଉଦ୍‌ଯାପିତହୋଇଯାଇଅଛି । ଶିକ୍ଷାର ଅସିମିତ ପରିସର ଭିତରେ ଯୁବକ ମାନଙ୍କ ଭିତରେ ସମାଜ ପରିବର୍ତନ ଆଣିବାର

ଲେହରେ ଆରମ୍ଭ ହେଲା ଭାରତର ପ୍ରଥମ ହାଇଡ୍ରୋଜେନ୍ ଫ୍ୟୁଲ୍‌ ସେଲ୍‌ ବସ୍ ସେବା

ନୂଆଦିଲ୍ଲୀ (୧୯/୦୮) :  ଭାରତର ପ୍ରଥମ ହାଇଡ୍ରୋଜେନ୍ ଫ୍ୟୁଲ୍‌ ସେଲ୍‌ ବସ୍ ସେବା ଲେହରେ ଆରମ୍ଭ ହୋଇଛି । NTPC ଏକ ହାଇଡ୍ରୋଜେନ ଇନ୍ଧନ ଷ୍ଟେସନ, ସୌର ପ୍ଲାଣ୍ଟ ଇନଷ୍ଟଲ୍‌ କରୁଛି ଏବଂ ଲେହର ଇଣ୍ଟରସିଟି ରାସ୍ତାରେ କାର୍ଯ୍ୟ କରିବା ପାଇଁ ପାଞ୍ଚଟି ଇନ୍ଧନ ସେଲ ବସ୍ ଯୋଗାଉଛି ବୋଲି…