Sign in
Sign in
Recover your password.
A password will be e-mailed to you.
କନ୍ଧମାଳ ଜିଲ୍ଲା ଗୃହରକ୍ଷୀ ମହାସଙ୍ଗର କ୍ଲବଘର ନିମନ୍ତେ ଆଲୋଚନା…
ଫୁଲବାଣୀ: କନ୍ଧମାଳ ଜିଲ୍ଲା ଗୃହରକ୍ଷୀ ମହାସଂଘ ଓ ହ୍ୟୁମାନ ରାଇଟ୍ସ ମିଶନ ର ମିଳିତ ଆନୁକୂଲ୍ୟରେ ଫୁଲବାଣୀ ସ୍ଥିତ ତ୍ରିଦେବ ନଗର କଲ୍ୟାଣ ମଣ୍ଡପରେ ଜିଲ୍ଲା ମହାସଙ୍ଗର କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକାରିଣୀ ବୈଠକରେ ଜିଲ୍ଲା ସଭାପତି ପ୍ରଭାତ କୁମାର ସାହାଣୀ!-->!-->!-->…
ଯୁବତୀଙ୍କ ଅର୍ଦ୍ଧ ଉଲଗ୍ନ ଶବ ମାଟି ତଳୁ ଉଦ୍ଧାର : ଯୋଜନା ବଦ୍ଧ ଭାବେ ହତ୍ୟା କରି ପୋତି ଥିବା ସନ୍ଦେହ…
ହିଞ୍ଜିଳିକାଟୁ, ୩୦।୭() ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ତଥା କୁକୁଡାଖଣ୍ଡି ତହସିଲ ଅଧୀନ ବୋରିଗାଁ ପଞ୍ଚାୟତର ମହୁଲ ପଲ୍ଲୀରେ ଏକ ଯୁବତୀ ଙ୍କ ଅର୍ଦ୍ଧ ଉଲଗ୍ନ ଶବକୁ ପୋଲିସ ମାଟି ତଳୁ ଖୋଳି ଖୋଳି ଉଦ୍ଧାର କରିଛି। ମହିଳା ଙ୍କ ପରିଚୟ ମିଳିନାହିଁ। ତେବେ ଯୁବତୀ ଙ୍କ ବୟସ ପାଖାପାଖି ୧୮ ରୁ ୨୨!-->…
ନିଃସର୍ତ୍ତ ରେ ଖବର ପ୍ରକାଶ ପରେ ଏକ ମାସ ପରେ ଆସିକା ବିଧାୟିକା ଙ୍କ ପାଦ ପଡିଲା ଡାକ୍ତର ଖାନାରେ…
ବ୍ରହ୍ମପୁର: ୩୦-୭ ନିର୍ବାଚିତ ପ୍ରତିନିଧି ଙ୍କ ଅଣ ଦେଖା ଯୋଗୁଁ ଆସ୍କା ସରକାରୀ ଚିକିତ୍ସାଳୟ ଭଗବାନ ଭରସା ବୋଲି ଗତ ଜୁନମାସ ୩୦ ତାରଖ ରେ ନିଷର୍ତ୍ତ ରେ ଖବର ପ୍ରକାଶ ପାଇଥିଲା। ଖବର ପ୍ରକାଶ ର ଏକ ମାସ ପରେ ଆଜି ଆସିକା ବିଧୟିକା ମଞ୍ଜୁଳା ସ୍ୱାଇଁ ଅଚାନକ ସରକାରୀ ଚିକିତ୍ସାଳୟ ରେ!-->!-->!-->…
ପୁଣି OSCC ( UALB ) ପ୍ରଶ୍ନପତ୍ର ଲିକ! ଭଦ୍ରକ ସ୍ଵୟଂଶାସିତ ମହାବିଦ୍ୟାଳୟରେ ଉତ୍ତେଜନା
ଭଦ୍ରକ: ରାଜ୍ୟ କର୍ମଚାରୀ ଚୟନ ଆୟୋଗ (ଓଏସଏସସି)ର କାର୍ଯ୍ୟଧାରାକୁ ନେଇ ଗୋଟିଏ ବିବାଦ ଥମି ନଥିବା ବେଳେ ଆଜି ପୁଣି ପ୍ରଶ୍ନପତ୍ର ଲିକ ଅଭିଯୋଗ ନେଇ ବିବାଦ ସୃଷ୍ଟି ହୋଇଛି। ଆଜି ହେଉଥିବା ଯୁଏଲବି ଆକାଉଣ୍ଟାଣ୍ଟ ପରୀକ୍ଷା ପ୍ରଶ୍ନପତ୍ର ଲିକ ହୋଇଥିବା ନେଇ କିଛି ପରୀକ୍ଷାର୍ଥୀ ଅଭିଯୋଗ!-->…
ହାତୀକୁ ନିଆଁହୁଳାରେ ମାଡ଼ ଘଟଣାରେ ଦୁଇ ଅସ୍ଥାୟୀ ବନ କର୍ମଚାରୀ ବହିଷ୍କୃତ
ମୟୁରଭଞ୍ଜ : ହାତୀକୁ ନିଆଁହୁଳାରେ ମାଡ଼ ଘଟଣାରେ ଦୁଇ ଜଣ ଅସ୍ଥାୟୀ ବନ କର୍ମଚାରୀଙ୍କୁ କାର୍ଯ୍ୟରୁ ବହିଷ୍କାର କରାଯାଇଛି। ସେମାନେ ହେଉଛନ୍ତି ଦୀପକ ମୁଣ୍ଡା ଓ ବାପି ମାଝୀ। ବନ ବିଭାଗର ଦୁଧିଆଣି ରେଞ୍ଜ ଅଧିକାରୀ ପ୍ରଦୀପ ପୃଷ୍ଟି ଏହି ସୂଚନା ଦେଇଛନ୍ତି।
ମୟୁରଭଞ୍ଜ ଜିଲ୍ଲା ଦୁଧିଆଣି!-->!-->!-->…
ମା ଉଗ୍ରତାରା ମନ୍ଦିରରୁ ଚୋରି, ଲୁଟି ନେଇଛନ୍ତି ଅଳଙ୍କାର
ଟାଙ୍ଗି: ଓଡିଶା ପ୍ରସିଦ୍ଧ ତନ୍ତ୍ର ପୀଠ ମା ଉଗ୍ରତାରାଙ୍କ ମନ୍ଦିର ରୁ ଚୋରି। ଗତ କାଲି ରାତିରେ ହୋଇଛି ଚୋରୀ। ଦୁର୍ବୃତ୍ତମାନେ ଗତ କାଲି ରାତିରେ ମନ୍ଦିରରେ ପଶି ମା’ଙ୍କର ବିଭିନ୍ନ ସୁନା ରୁପା ଅଳଙ୍କାର ଲୁଟି ନେଇଛନ୍ତି। ମନ୍ଦିର ଭିତରେ ପଶି ମାଙ୍କର ମୁକୁଟ,!-->…
ହେମନ୍ତ ଦାସକୁ ପୁଣି ବାନ୍ଧିଲା ବାଦାମବାଡ଼ି ପୁଲିସ
ଭୁବନେଶ୍ୱର :ପୁଣି ବାଦାମବାଡ଼ି ପୁଲିସ ଦ୍ଵାରା ଗିରଫ ହୋଇଛି କୁଖ୍ୟାତ ଲୁଟେରା ହେମନ୍ତ ଦାସ। ବାଦାମବାଡି ଅଞ୍ଚଳରେ ଥିବା ଏକ ଔଷଧ ଦୋକାନରୁ ଚୋରି କରିବା ଅଭିଯୋଗରେ ପୁଲିସ ତାକୁ ଗିରଫ କରିଛି।
ହେମନ୍ତ ନାଁରେ କେବଳ ରାଜ୍ୟରେ ୧୦୦ରୁ ଅଧିକ ମାମଲା ରହିଛି। ସେ ଵିଭିନ୍ନ ରାଜ୍ୟରେ ମଧ୍ୟ!-->!-->!-->…
ନାବାଳକ ନରବଳି ଅଭିଯୋଗ: କିଆକଟା ଥାନାରେ ରୀତାଞ୍ଜଳି ବାଘଙ୍କ ସମେତ ୪ ଅଟକ
ଆଠମଲ୍ଲିକ: ନାବାଳକ ସଞ୍ଜିତକୁ ନରବଳି ଅଭିଯୋଗରେ ୪ଜଣଙ୍କୁ ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ୍ କିଆକଟା ଥାନାରେ ଅଟକ ରଖାଯାଇ ପଚରାଉଚରା କରାଯାଉଥିବାର ଖବର ମିଳିଛି। ଟୁସର ଗାଁର ରୀତାଞ୍ଜଳି ବାଘ ଓ ତାଙ୍କ ୩ ପୁଅକୁ ଅଟକ ରଖିଛି ପୁଲିସ।ସୂଚନା ଅନୁଯାୟୀ, ସଞ୍ଜିତ କିଛିଦିନ ହେଲା ଅସୁସ୍ଥ ଥିଲା।!-->…
ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ସଇଁତଳା ଷ୍ଟେସନରେ ଦୁଇ ଘଣ୍ଟା ଅଟକି ରହିଲା ଇସ୍ପାତ ଏକ୍ସପ୍ରେସ
ଦେଓଗାଁ: ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବଲାଙ୍ଗୀର ଜିଲ୍ଲା ସଇଁତଳା ଷ୍ଟେସନରେ ଦୁଇ ଘଣ୍ଟା ହେଲା ଅଟକି ରହିଥିଲା ଇସ୍ପାତ ଏକ୍ସପ୍ରେସ। ରେଳବାଇର ଟେକ୍ନିକାଲ ଟିମ୍ ତ୍ରୁଟି ସୁଧାରିବା ପାଇଁ ଚେଷ୍ଟା ଜାରି ରଖିଥିଲେ।
ସୂଚନା ଅନୁଯାୟୀ, ଆଜି ସକାଳେ ଠିକ୍ ସମୟରେ ଇସ୍ପାତ ଏକ୍ସପ୍ରେସ!-->!-->!-->…
ଅଗଷ୍ଟ ୧୬ରୁ ଗଡ଼ିବନି ବସ୍
କଟକ: ଅଗଷ୍ଟ ୧୬ ତାରିଖ ସକାଳୁ ରାଜ୍ୟରେ ଘରୋଇ ବସ୍ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ହେବ। ଜିଲ୍ଲା-ଜିଲ୍ଲା ଭିତରେ ଚାଲୁଥିବା ମୋ’ ବସ୍ ଏବଂ ଗାଁରୁ ରାଜଧାନୀ ଯାଏ ଚାଲିବାକୁ ଯାଉଥିବା ‘ଲାକମି’ ଯୋଜନାରେ ବସ୍ ଚଳାଚଳକୁ ବିରୋଧ କରି ଘରୋଇ ବସ୍ ମାଲିକ ସଂଘ ଏହି ନିଷ୍ପତ୍ତି ନେଇଛି। ଏଭଳି ସରକାରୀ!-->…