Sign in
Sign in
Recover your password.
A password will be e-mailed to you.
ଶରଦ ପାୱାର କହିଲେ ପରିବର୍ତ୍ତନ ନିଶ୍ଚିତ
ମୁମ୍ବାଇ : ଅଜିତ ପାୱାରଙ୍କ ବିଦ୍ରୋହ ପରେ ମହାରାଷ୍ଟ୍ର ରାଜନୀତିରେ ସୃଷ୍ଟି ହୋଇଥିବା କମ୍ପନ ପ୍ରସଙ୍ଗରେ ଏନସିପି ସୁପ୍ରିମୋ ଶରଦ ପାୱାର ପ୍ରଥମଥର ମୁହଁ ଖୋଲିଛନ୍ତି। ଏନସିପି, ଶିବସେନା ଓ କଂଗ୍ରେସ ଏକାଠି ହେବାକୁ ନିଷ୍ପତ୍ତି ନେଇଛନ୍ତିମାନେ ପରିବର୍ତ୍ତନ ନିଶ୍ଚିତ ବୋଲି ଶ୍ରୀ ପାୱାର!-->…
୧୨ ଲକ୍ଷ ଖର୍ଚ୍ଚ କରି ମଣିଷରୁ କୁକୁର ହୋଇଥିବା ବ୍ୟକ୍ତି ପ୍ରଥମଥର ପାର୍କରେ ଚାଲିଲେ
ନୂଆଦିଲ୍ଲୀ : ମଣିଷରୁ କୁକୁର ହେବାକୁ ସ୍ୱପ୍ନ ଦେଖିଥିବା ଜାପାନିଜ ବ୍ୟକ୍ତି ଏହାକୁ ଶେଷରେ ପୂରଣ କରିପାରିଛନ୍ତି। ଟୋକୋ ନାମକ ଏହି ବ୍ୟକ୍ତି ୨ ମିଲିୟନ ୟେନ ବା ପ୍ରାୟ ୧୨ ଲକ୍ଷ ଟଙ୍କା ଖର୍ଚ୍ଚ କରି ମଣିଷରୁ କୁକୁର ହେବାକୁ ସକ୍ଷମ ହୋଇଛନ୍ତି।ଜାମାନିଜ କମ୍ପାନୀ ଜେପ୍ପେଟ ହିଁ ଟୋକୋଙ୍କ!-->…
ପୁଣି ଗୋଟିଏ ସୀମା ପାର୍ ଲଭଷ୍ଟୋରୀ, ଭାରତ ଆସି ଫେସବୁକ ବନ୍ଧୁଙ୍କୁ ବାହା ହେଲେ ଶ୍ରୀଲଙ୍କା ଯୁବତୀ
ନୂଆଦିଲ୍ଲୀ : ଏବେ ଦେଶରେ ସୀମା ପାର୍ ଲଭଷ୍ଟୋରୀକୁ ନେଇ ବେଶ ଚର୍ଚ୍ଚା। ସୀମା-ସଚ୍ଚିନ ଓ ଅଞ୍ଜୁ-ନଜରୁଲ୍ଲାଙ୍କ ସୀମା ପାର ଲଭଷ୍ଟୋରୀ ଥମି ନଥିବା ବେଳେ ଏବେ ପୁଣି ଗୋଟିଏ ସମାନ ଘଟଣା ଘଟିଛି। ଭାରତୀୟ ଯୁବକଙ୍କୁ ବିବାହ କରିଛନ୍ତି ଜଣେ ଶ୍ରୀଲଙ୍କା ଯୁବତୀ। ଫେସବୁକ ବନ୍ଧୁତା ପରେ ଯୁବତୀ!-->…
ସୁପ୍ରିମକୋର୍ଟଙ୍କ ବଡ଼ ବୟାନ: ଅଲଗା ସ୍ଥାନ କଥା କହି ମଣିପୁର ଘଟଣାକୁ ଯୁକ୍ତିସମ୍ମତ କରିପାରିବା ନାହିଁ
ନୂଆଦିଲ୍ଲୀ : ଏଠି ସେଇଆ ଘଟଛୁ, ସେଠି ସେମିତି ହେଉଛି ବୋଲି କହି ଆମେ କେବେ ହେଲେ ମଣିପୁର ଘଟଣାକୁ ଯୁକ୍ତିସମ୍ମତ କରିପାରିବା ନାହିଁ। ଏହା ଆଦୌ ଠିକ ନୁହେଁ ବୋଲି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ କହିଛନ୍ତି। ମଣିପୁରରେ ଦୁଇ ଜଣ ମହିଳାଙ୍କୁ ଉଲଗ୍ନ କରି ଚଲାଇବା!-->…
ହରିୟାଣା : ଶୋଭାଯାତ୍ରା ବେଳେ ପଥର ମାଡ଼ ଓ ଗୁଳିମାଡ଼ରେ ୨୦ରୁ ଅଧିକ ଆହତ; ମନ୍ଦିରରେ ଆଶ୍ରୟ ନେଇଛନ୍ତି ୨୫୦୦…
ନୂଆଦିଲ୍ଲୀ: ବିଶ୍ୱ ହିନ୍ଦୁ ପରିଷଦ ଓ ମାତୃଶକ୍ତି ଦୁର୍ଗା ବାହିନୀ ପକ୍ଷରୁ ହରିୟାଣାର ମେଓ୍ଵାତ୍ ଜିଲ୍ଲାର ନୁହଠାରେ ଚାଲିଥିବା ବ୍ରଜମଣ୍ଡଳ ଯାତ୍ରା ବେଳେ ସାମ୍ପ୍ରଦାୟିକ ସଂଘର୍ଷ ହୋଇଥିବା ସୂଚନା ମିଳିଛି । ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ପରେ ପଥରମାଡ଼ ଓ ନିଆଁ ଲାଗିଥିବା ଖବର ମିଳିଛି।!-->…
ପାରୁନ ଯଦି ଆମକୁ ଦାୟିତ୍ବ ଦିଅ : ମୋଦୀଙ୍କୁ କହିଲେ ମମତା
କୋଲକାତା : ମଣିପୁର ହିଂସାକୁ ନେଇ ବିରୋଧୀ ଦଳମାନେ ଲଗାତାର କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରୁଛନ୍ତି। ଅନ୍ୟପକ୍ଷରେ ସୋମବାର ପଶ୍ଚିମବଙ୍ଗ ବିଧାନସଭାରେ ମଣିପୁର ହିଂସାକୁ ନିନ୍ଦା କରି ଏକ ସଂକଳ୍ପ ପାରିତ ହୋଇଛି । ପଶ୍ଚିମବଙ୍ଗ ସଂସଦୀୟ ବ୍ୟାପାର ମନ୍ତ୍ରୀ ଶୋଭଦେବ ଚଟ୍ଟୋପାଧ୍ୟାୟ ଗୃହରେ ଏହି!-->…
“ସୁନ୍ଦରୀ ବୋଲି ରାଜ୍ୟସଭା ପଠାଯାଇଛି” ପ୍ରିୟଙ୍କା ଚତୁର୍ବେଦୀଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଲେ ଶିବସେନା ବିଧାୟକ
ମୁମ୍ବାଇ : ରାଜ୍ୟସଭା ସାଂସଦ ପ୍ରିୟଙ୍କା ଚତୁର୍ବେଦୀଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିବାରୁ ଶିବସେନା (ଏକନାଥ ଗୋଷ୍ଠୀ) ବିଧାୟକ ସଞ୍ଜୟ ଶିରସାତଙ୍କୁ ତୀବ୍ର ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିଛି । ସଞ୍ଜୟ ଶିରସାତ କହିଛନ୍ତି ଯେ ପ୍ରିୟଙ୍କା ଚତୁର୍ବେଦୀ ସୁନ୍ଦର ବୋଲି ତାଙ୍କୁ!-->…
ପିଡ଼ିଏସ ସାମଗ୍ରୀ ବିତରଣରେ ଅନିୟମିତତା ନେଇ ବ୍ଲକ ଅଫିସ ଘେରାଓ କଲେ ଶତାଧିକ ଆଦିବାସୀ ମହିଳା ଏବଂ ପୁରୁଷ…
ଫୁଲବାଣୀ : କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଳକ ବିଲାମାଲ ପଞ୍ଚାୟତରେ ୫ କେଜି ଚାଉଳ ବଦଳରେ ୩୫ କେଜି ଚାଉଳ, ଡୁପ୍ଲିକେଟ ଭତା କାର୍ଡ ବଦଳରେ ଅରିଜିନାଲ ଭତା କାର୍ଡ ପ୍ରଦାନ,ଦାବି ନେଇ ଆଜି ତୁମୁଡିବନ୍ଧ ବ୍ଲକ କାର୍ଯ୍ୟାଳୟ ଘେରାଓ କଲେ ବିଲାମାଲ ପଞ୍ଚାୟତ ବାସୀ । ଗରିବ ଖଟିଖିଆ ଙ୍କ ପେଟରେ!-->…
ଜ୍ଞାନବ୍ୟାପୀ ମସଜିଦ ପରିସରରେ ତ୍ରିଶୁଳ କେଉଁଠୁ ଆସିଲା – ଯୋଗୀ
ଲକ୍ଷ୍ନୌ : ଜ୍ଞାନବ୍ୟାପୀ ମସଜିଦ ବିବାଦ କୋର୍ଟରେ ଥିବା ବେଳେ ଏହାକୁ ନେଇ ବଡ଼ ବୟାନ ଦେଇଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଜ୍ଞାନବ୍ୟାପୀ ମସଜିଦ ମାମଲାର ମୁସଲିମ ଆବେଦନକାରୀ ବିବାଦର ସମାଧାନ ପାଇଁ ଗୋଟିଏ ପ୍ରସ୍ତାବ ଧରି ଆସନ୍ତୁ। ଏହା ଏକ ଐତିହାସିକ ଭୁଲ ହୋଇଥିବାରୁ!-->…
ଲାଲୁ ଓ ପରିବାର ସଦସ୍ୟଙ୍କ ୬ କୋଟି ଟଙ୍କାର ସମ୍ପତ୍ତି ଜବତ…
ପାଟନା : ଆରଜେଡି ସୁପ୍ରିମୋ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ବଡ଼ ଝଟକା। ଲ୍ୟାଣ୍ଡ ଫର ଜବ ଦୁର୍ନୀତି ଘଟଣାରେ ଆଜି ଲାଲୁ ଓ ତାଙ୍କ ପରିବାର ସଦସ୍ୟଙ୍କ ନାଁରେ ଥିବା ୬ କୋଟି ଟଙ୍କାର ସମ୍ପତ୍ତି ଜବତ କରାଯାଇଛି। ଇଡି ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି।ଲାଲୁଙ୍କ!-->…