ଚିଲିକାକୁ ମାଛ ମାରିବାକୁ ଯାଇଥିବାବେଳେ ବଜ୍ରପାତ ଘଟି ବାପା-ପୁଅ ମୃତ

ବାଲୁଗାଁ: ବାଲୁଗାଁ ଚିଲିକାକୂଳରେ ଥିବା ଶାନ୍ତିନଗର ବାସିନ୍ଦା ବିଧାନ ବିଶ୍ୱାସ ଓ ତାଙ୍କ ପୁଅ ଉତ୍ତମ ବିଶ୍ୱାସ ଚିଲିକାକୁ ମାଛ ମାରିବା ସମୟରେ ଗତ ରବିବାର ରାତ୍ରିରେ ବଜ୍ରପାତରେ ସେମାନଙ୍କର ମୃତ୍ୟୁ ହୋଇଯାଇଛି | ତେବେ ମୃତ ଉତ୍ତମଙ୍କ ସ୍ତ୍ରୀ ମୋନାଲି ଗତକାଲି ରାତିରେ ହିଁ ଏକ ଶିଶୁ କନ୍ୟା

ପ୍ରକାଶ ପାଇଲା ଓଏଏସ୍ ପରୀକ୍ଷାଫଳ

ଭୁବନେଶ୍ୱର: ଆଜି ଓଡିଶା ସିଭିଲ ସର୍ଭିସ ରେଜଲ୍ଟ ପ୍ରକାଶ ପାଇଛି | ଆଉ ଏଥିରେ ୧୬୪ ଜଣ ମହିଳାଙ୍କ ସହ ୪୩୨ ଜଣ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି | ସୁଦେବ କୁମାର ପୃଷ୍ଟି ଓଏଏସ୍ ଟପ୍ପର ହୋଇଥିବାବେଳେ ଦ୍ଵିତୀୟ ସ୍ଥାନରେ ଅଛନ୍ତି ସୂଚିସ୍ମିତା ପାଣିଗ୍ରାହୀ | ସେହିପରି ତୃତୀୟ ସ୍ଥାନରେ ପ୍ରଣବ

ପୁଣିଥରେ କାଶିପୁର ମାଟିର ନାଁ ରଖିଲେ ପଙ୍କଜ ମାଝୀ…

କାଶୀପୁର : ଗବର ଗାଡିଆରେ ପଦ୍ମଫୁଟିଲା ଭଳି ପୁଣିଥରେ କାଶିପୁର ଭଳି ଅନୁନ୍ନତ ବ୍ଲକର ନାଁ ରଖିଲେ ଡୁଡୁକାବାହାଲ ପଞ୍ଚାୟତଅନ୍ତର୍ଗତ ମଇଲିଗୁଡା ଗ୍ରାମର ପୂର୍ବତନ ବିଧାୟକ ବିଭିଷଣ ମାଝୀ ଙ୍କ ପୁଅ ପଙ୍କଜ ମାଝୀ।ଅଲ ଓଡିଶାରେ ୩୪୭ ରେଙ୍କ ରଖି ଓଡିଶା ସିଭିଲ ସର୍ଭିସ ଉତିର୍ଣ ହୋଇଛନ୍ତି ।ଘନଶ୍ୟମ

ରାୟଗଡ଼ା କଲର୍ଭଟ ଭୁଶୁଡ଼ିବା ଘଟଣା : ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା, କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ରାୟଗଡ଼ା : ରାୟଗଡ଼ା ଜିଲ୍ଲାର କଲ୍ୟାଣସିଂହପୁରଠାରେ ଏକ ନିର୍ମାଣାଧୀନ କଲର୍ଭଟ ଭାଙ୍ଗି ଯିବା ଘଟଣାରେ ଦାୟୀ କର୍ମଚାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ ମୃତକଙ୍କ ନିକଟତମ ସମ୍ପର୍କୀୟଙ୍କ ପାଇଁ ୪ ଲକ୍ଷ ଟଙ୍କା

ଭୁବନେଶ୍ୱର ଏମ୍‌ସ ପାଚେରୀ ଭୁଶୁଡ଼ି ୩ ଆହତ

ଭୁବନେଶ୍ବର : ଭୁବନେଶ୍ୱର ଏମ୍‌ସ ହସ୍ପିଟାଲ ପାଚେରୀ ଭୁଶୁଡ଼ି ୩ ଜଣ ଆହତ ହୋଇଛନ୍ତି। ସମସ୍ତଙ୍କୁ ଏମ୍‌ସରେ ଭର୍ତ୍ତି କରାଯାଇଛି। ଆହତଙ୍କ ଭିତରେ ଦୁଇ ଜଣ ଏମ୍‌ସ ହାଉସ୍‌ କିପିଂ ଷ୍ଟଫ୍‌ ଅଛନ୍ତି। ବର୍ଷା ସମୟରେ ପାଚେରୀ ପାଖ ଦୋକାନରେ ଆଶ୍ରୟ ନେଇଥିଲେ। ଠିକ୍‌ ସେହି ସମୟରେ ପାଚେରୀଟି ଭୁଶୁଡ଼ି

ପୂର୍ବତନ ବିଧାୟକ ନାରାୟଣ ରେଡ୍ଡୀଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଲେ କୋର୍ଟ

ବ୍ରହ୍ମପୁର: ୧୯୯୮ ମସିହାର ଏକ ମାମଲାରେ ବ୍ରହ୍ମପୁରର ଏଡିଜେ-୩ କୋର୍ଟ ପୂର୍ବତନ ବିଧାୟକ ନାରାୟଣ ରେଡ୍ଡୀଙ୍କୁ ଆଜୀବନ କାରାଦଣ୍ଡ ଆଦେଶ ଦେଇଛନ୍ତି । ନାରାୟଣଙ୍କ ସମେତ ୧୩ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି । ୧୯୯୮ ମସିହାରେ ତତ୍କାଳୀନ ଆରଆଇ ବିନୟ ମେହେରଙ୍କୁ ହତ୍ୟା ହୋଇଥିଲା

ଲାଲୁଙ୍କ ପୂର୍ବାନୁମାନ: ୨୦୨୪ ନିର୍ବାଚନ ହାରିବା ପରେ ମୋଦି ବିଦେଶ ପଳାଇବେ

ପାଟନା : ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି) ସଭାପତି ଲାଲୁ ପ୍ରସାଦ ଯାଦବ ୨୦୨୪ ସାଧାରଣ ନିର୍ବାଚନକୁ ନେଇ ପୂର୍ବାନୁମାନ କରିଛନ୍ତି। ସେ ଦାବି କରିଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନରେ ନିଜର ପରାଜୟକୁ ନେଇ ଚିନ୍ତାରେ ଅଛନ୍ତି। ଏଥିସହ ସେ

ବିଶ୍ୱକପ ୨୦୨୩: ଅକ୍ଟୋବର ୧୫ ନୁହେଁ, ୧୪ରେ ଭାରତ-ପାକ୍‌ ଲଢ଼େଇ!

ନୂଆଦିଲ୍ଲୀ: ଆସନ୍ତା ଦିନିକିଆ ବିଶ୍ୱକପ ୨୦୨୩ର ସବୁଠାରୁ ହାଇଭୋଲଟେଜ ଭାରତ-ପାକିସ୍ତାନ ମ୍ୟାଚ୍‌ର ତାରିଖ ବଦଳିବ। ବିସିସିଆଇ ଓ ଆଇସିସି ମିଳିତ ଭାବେ ବିଶ୍ୱକପ ମ୍ୟାଚ୍‌ ସୂଚୀ ଜାରି କରିବା ବେଳେ ଏହି ମହାମୁକାବିଲା ଅକ୍ଟୋବର ୧୫ରେ ହେବ ବୋଲି କହିଥିଲେ।କିନ୍ତୁ ସୁରକ୍ଷା ଦୃଷ୍ଟିରୁ ଏହାକୁ

ଅମରନାଥ ଯାତ୍ରା ପରେ ଦୁଇ ବିଦେଶୀଙ୍କ ପୂରା ହେଲା ୪୦ବର୍ଷ ପୂର୍ବରୁ ଦେଖିଥିବା ସ୍ବପ୍ନ

ନୂଆଦିଲ୍ଲୀ: ଚଳିତବର୍ଷ ଯେବେଠାରୁ ଅମରନାଥ ଯାତ୍ରା ଆରମ୍ଭ ହୋଇଛି ସେହିଦିନ ଠାରୁ ଆରମ୍ଭ କରି ଏଯାବତ ୩ଲକ୍ଷ ୬୦ହଜାର ଭକ୍ତ ଅମରନାଥ ବାବାଙ୍କ ଦର୍ଶନ କରି ସାରିଥିବା ଜଣାପଡ଼ିଛି। ଏଥିରେ ଦୁଇଜଣ ଆମେରିକୀୟ ନ‌ାଗରିକ ବି ସାମିଲ ଅଛନ୍ତି। ଏହି ଦୁଇ ବିଦେଶୀ ଭକ୍ତଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର

ଖଇରପୁଟ ବ୍ଲକ କାର୍ଯ୍ୟଳୟରେ ତାଲା ପକାଇଲା ବିଜେପି..

ମାଲକାନଗିରି କୁଡୁମୁଲୁଗୁମ୍ମା ତା - ୩୧/୦୭/୨୩ ରିଖ ଖଇରପୁଟ ବ୍ଲକ କାର୍ଯ୍ୟଳୟରେ ତାଲା ପକାଇଲେ ଖଇରପୁଟ ମଣ୍ଡଳ ଭାରତୀୟ ଜନତା ପାର୍ଟି କାର୍ଯ୍ୟକର୍ତ୍ତା। ଖଇରପୁଟ ବ୍ଲକ ଠାରେ ଆଜି ବୁଥ ସାଂସଦ କୁ ନେଇ ଖଇରପୁଟ ବ୍ଲକ କାର୍ଯ୍ୟଳୟରେ ସର୍ବଦଳୀୟ ବୈଠକ ଡକା ଯାଇଥିଲା କିନ୍ତୁ ଡାକିବା ପରେ