କୁସ୍ତି ମହାସଂଘ ନିର୍ବାଚନ: ନାମାଙ୍କନ ଦାଖଲ କଲେ ବ୍ରିଜ ଭୂଷଣଙ୍କ ୧୮ ସମର୍ଥକ

ନୂଆଦିଲ୍ଲୀ : ବିଦାୟ ନେବାକୁ ଥିବା ଭାରତୀୟ କୁସ୍ତି ମହାସଂଘର ସଭାପତି ତଥା ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂହ ଏବେ ନୂଆ ଭେଳିକି ଦେଖାଇଛନ୍ତି। ସେ ନିଜ ସମର୍ଥକଙ୍କ ବଳରେ କୁସ୍ତି ମହାସଂଘ ଉପରେ ନିଜର ନିୟନ୍ତ୍ରଣ ରଖିବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି। ଆଗକୁ କୁସ୍ତି ମହାସଂଘର ବିଭିନ୍ନ

୭୭ ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପ୍ରସ୍ତୁତି ବୈଠକ…

ମାଲକାନଗିରି : ଚଳିତ ବର୍ଷର ଜିଲ୍ଲା ସ୍ତରୀୟ ୭୭ତମ ସ୍ଵାଧୀନତା ଦିବସ ଡିଏନକେ ଖେଳ ପଡିଆ ଠାରେ ମହା ସମାରୋହରେ ପାଳିତ ହେବ। ଏଥି ନିମନ୍ତେ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷର ସ୍ଵାଧୀନତା ଦିବସଟିକୁ ଉତ୍ସାହ ଓ

ମହାତ୍ମା ଗାନ୍ଧୀ ମାର୍ଗରେ କନ୍ଧମାଳରୁ ୨୦୦୦ ହଜାରରୁ ଉର୍ଦ୍ଧ୍ଵ ଆଉଟ ସୋର୍ସିଙ୍ଗ କର୍ମଚାରୀ

ଫୁଲବାଣୀ :ଓଡିଶା ସରକାରୀ ଆଉଟ ସୋର୍ସିଙ୍ଗ କର୍ମଚାରୀ ମହାସଂଘ ର ଡାକରା ରେ ଆଜି କନ୍ଧମାଳ ଜିଲ୍ଲାର 2000 ରୁ ଉର୍ଦ୍ଧ୍ବ କର୍ମଚାରୀ ଭୁବନେଶ୍ୱର ର ମହାତ୍ମା ଗାନ୍ଧୀ ମାର୍ଗରେ ଏକାଠି ହୋଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସରକାର ଯେତେ ପର୍ଯ୍ୟନ୍ତ ସେମାନଙ୍କ ଦାବି ପୂରଣ ନ କରିଛନ୍ତି କାର୍ଯ୍ୟ

ଆସିକା ପୋଲିସ ଦ୍ୱାରା ୨୧୬ ବୋତଲ ବିଦେଶୀ ମଦ ଜବତ ଜଣେ ଗିରଫ…

ଆସିକା-୩୧-୭ ଆସିକା ଥାନା ଅନ୍ତର୍ଗତ ଝଗଦେଇ ନିକଟରେ ବିଦେଶୀ ଚୋରା ମଦ ବିକ୍ରି କରୁଥିବା ଅଭିଯୋଗ ରେ କାର୍ତ୍ତିକ ଗୌଡ଼ ନାମକ ବ୍ୟକ୍ତି କୁ ଗିରଫ କରିବାସହ ତା ନିକଟରୁ ୨୧୬ ବୋତଲ ବିଭିନ୍ନ କିସମର ବିଦେଶୀ ମଦ ଜବତ କରାଯାଇଛି। ଆସିକା ଥାନା ଅଧିକାରୀ ପି.ସ୍ୱରୂପ କିଶନ ଓ ଅନ୍ୟ କର୍ମଚାରୀ ମାନେ

୯ କିଲୋମିଟର ଚାଲି ଚାଲି ଯାଇ ସ୍ୱାସ୍ଥ୍ୟ ପରୀକ୍ଷା ସହ ଚିକିତ୍ସା କଲେ ଝୋରୀଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର…

ଉମରକୋଟ (୩୧/୦୭/୨୦୨୩) ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକରେ ବର୍ଷା ହେବା ପରେ ପରେ ବିଭିନ୍ନ ଦୁର୍ଗମ ଗ୍ରାମ ଗୁଡିକରେ ମ୍ୟାଲେରିଆ ବ୍ୟାପିବାର ଆଶଙ୍କା କରି ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଏହି ଦୁର୍ଗମ ଉପାନ୍ତ ଗ୍ରାମ ଗୁଡିକରେ ମ୍ୟାଲେରିଆ ନିୟନ୍ତ୍ରଣ ପାଇଁ ଅଭିଯାନ ଆରମ୍ଭ

ଭୁସୁଡିଲା ନିର୍ମାଣଧିନ କଲଭର୍ଟ ୪ଶିଶୁ ସମେତ ୫ଜଣଙ୍କର ମୃତ୍ଯୁ…

ରାୟଗଡା : ରାୟଗଡା ଜିଲ୍ଲା କଲ୍ୟାଣିସିଂହପୁର ବ୍ଲକ ଅନ୍ତର୍ଗତ ଉପରସଜା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନିର୍ମାଣଧିନ କଲଭର୍ଟ ବା ଛୋଟ ବ୍ରିଜ ତଳେ ଗାଧୋଉଥିବା ସମୟରେ ଭୁସୁଡି ପଡିବା ଫୋଳରେ ୪ଜଣ ନାବାଳକ ସମେତ ୫ଜଣଙ୍କର ମୃତ୍ଯୁ ଘୋଟିଛି।ଲଗାଣବର୍ଷା ହେଉଥିବାରୁ ବ୍ରିଜତଳେ ଏହି

ବ୍ରାହ୍ମଣ ପୁରୋହିତ ସମାଜର ସାଧାରଣ ବୈଠକ

ହିଞ୍ଜିଳିକାଟୁ (୩୦ା୭) : ଗଞ୍ଜାମ ଜିଲ୍ଲା ବ୍ରାହ୍ମଣ ପୁରୋହିତ ସମାଜର ଏକ ସାଧାରଣ ବୈଠକ ରବିବାର ହିଞ୍ଜିଳିକାଟୁ ବ୍ଳକ ବୁରୁପୋଡା ଗ୍ରାମ ପଞ୍ଚାୟତ ଶ୍ୟାମଳାଇ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ସମାଜ ସଭାପତି ଉମାବଲ୍ଲଭ ଦାଶଙ୍କ ତତ୍ତ୍ୱବଧାନରେ ଆୟୋଜିତ ବୈଠକରେ ପୁରୋହିତଙ୍କ ଉନ୍ନତି

ନିଆଁରେ ପୋଡି ହୋଇ
ସୁଦର୍ଶନ କଂହରଙ୍କ ମୃତ୍ୟୁ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଗୋଛାପଡ଼ା ଥାନା ଅନ୍ତର୍ଗତ କଟ୍ରିଙ୍ଗିଆ ପଞ୍ଚାୟତର ଡାଗରସୁଗା ଗ୍ରାମର ସୁଦର୍ଶନ କହଁର ନିଆଁରେ ପୋଡି ହୋଇ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ବରଣ କରିଥିବା ଜଣାପଡିଛି l ସୂଚନା ଅନୁଯାୟୀ, କଟ୍ରିଙ୍ଗିଆପଞ୍ଚାୟତର ଡାଗରସୁଗା ଗ୍ରାମର ସୁଦର୍ଶନ

ଅବସରପ୍ରାପ୍ତ ଶିକ୍ଷକଙ୍କ ମୃତ୍ୟୁ ପରେ ଏମକେସିଜି କୁ ଶରୀର ଦାନ କଲେ ପରିବାର…

ପୂର୍ବରୁ ପତ୍ନୀଙ୍କର ବି କରାଯାଇଥିଲା ଶରୀରଦାନ ବ୍ରହ୍ମପୁର-(30/07) ସ୍ଥାନୀୟ ଏମକେସିଜି ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ବରଣ କରିଥିବା ଜୟଦୁର୍ଗା ନଗର ବ୍ରହ୍ମପୁରର ବାସିନ୍ଦା ଅବସରପ୍ରାପ୍ତ ଶିକ୍ଷକ ଭାସ୍କର ସାହୁଙ୍କ ମରଶରୀରକୁ ତାଙ୍କ ଇଛା ପ୍ରକାରେ ଡାକ୍ତରୀ

ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଉଦଯାପିତ

ହିଞ୍ଜିଳିକାଟୁ ୩୦।୭ ରାଜ୍ୟ ବେଡମିଣ୍ଟନ ଆସୋସିଏସନ ପକ୍ଷରୁ ହିଞ୍ଜିଳିକାଟୁ ଇନଡୋର ଷ୍ଟାଡିୟମଠାରେ ଚାଲିଥିବା ୧୯ବର୍ଷରୁ କମ୍ ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ରବିବାର ଦିନ ଉଦଯାପିତ ହୋଇଛି। ଏହି ପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ ଜିଲାରୁ ୧୩୦ ଜଣ ଖେଳାଳୀ ଅଂଶଗ୍ରହଣ କରିଥିଲେ।