Sign in
Sign in
Recover your password.
A password will be e-mailed to you.
ବାଲେଶ୍ୱରରେ ବନ୍ଦେ ଭାରତ ଟ୍ରେନ୍ ଉପରକୁ ପଥର ଫିଙ୍ଗି ନାବାଳକ ଗିରଫ
ବାଲେଶ୍ୱର: ପଥର ଫିଙ୍ଗି ବନ୍ଧା ହେଲେ ନାବାଳକ । ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ ଉପରକୁ ପଥର ଫିଙ୍ଗିବା ଅଭିଯୋଗରେ ଆରପିଏଫ୍ ଜଣେ ନାବାଳଙ୍କୁ ଗିରଫ କରିଛି । ପଥର ଫିଙ୍ଗିବା ପରେ ଆଉ ୨ ଜଣ ଯୁବକ ଖସି ପଳାଇବାରେ ସକ୍ଷମ ହୋଇଛନ୍ତି ।
ସୂଚନା ଅନୁସାରେ, ବାଲେଶ୍ୱରର ହରିପୁର ଲେବଲ୍!-->!-->!-->…
ଏଏସଓ ନିଯୁକ୍ତି ପରୀକ୍ଷା: ରିଭ୍ୟୁ ପିଟିସନ ଖାରଜ, ପୂର୍ବ ରାୟ କାଏମ ରଖିଲେ ହାଇକୋର୍ଟ
ଭୁବନେଶ୍ୱର: ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ଦ୍ୱାରା ପରିଚାଳିତ ସହକାରୀ ସେକ୍ସନ ଅଫିସର (ଏଏସଓ) ନିଯୁକ୍ତି ପରୀକ୍ଷାରେ ହୋଇଥିବା ଅନିୟମିତତା ସମ୍ପର୍କିତ ରିଭ୍ୟୁ ଓ ରିଟ୍ ପିଟିସନ୍କୁ ସୋମବାର ଓଡ଼ିଶା ହାଇକୋର୍ଟ ଖାରଜ କରିଦେଇଛନ୍ତି। ନୂଆ ମେରିଟ୍ ଲିଷ୍ଟ ପ୍ରକାଶ ପାଇଁ ପୂର୍ବରୁ!-->…
ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କିସ୍ର ୩ ଛାତ୍ର କୃତକାର୍ଯ୍ୟ
ଭୁବନେଶ୍ୱର: ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ ଅନୁଷ୍ଠିତ ୨୦୨୧-୨୨ ପ୍ରଶାସନିକ ସେବା ପରୀକ୍ଷା ଫଳ ଆଜି ପ୍ରକାଶ ପାଇଥିବା ବେଳେ ଏଥିରେ କିସ୍ର ୩ଜଣ ଛାତ୍ର କୃତକାର୍ଯ୍ୟ ହୋଇଛନ୍ତି । ସେମାନେ ହେଲେ ସୁନ୍ଦରଗଡ଼ର ବିଶ୍ୱନାଥ ରଞ୍ଜନ କିଷାନ, ନୂଆପଡ଼ାର ଫାଲ୍ଗୁନୀ ଶବର ଓ କଳାହାଣ୍ଡିର!-->…
କଲର୍ଭଟ ଭୁଶୁଡି ୫ ମୃତ ଘଟଣା: ପୁଅ ଓ ସ୍ୱାମୀଙ୍କୁ ହରାଇବା ପରେ ବିଷ ପିଇଦେଲେ ମହିଳା
ରାୟଗଡା: କଲଭର୍ଟ ଭୁଶୁଡିବା ଘଟଣାର ପୁଣି ଏକ ବିକଳ ଦୃଶ୍ୟ ସାମ୍ନାକୁ ଆସିଛି । ସକାଳୁ ସକାଳୁ କଲଭର୍ଟ ଭୁଶୁଡିବା ଘଟଣାରେ ଚାଲିଗଲା ସ୍ୱାମୀ ଓ ପୁଅଙ୍କ ଜୀବନ । ଏମିତି ଦୁଃଖଦ ଖବର ଶୁଣିବା ପରେ ମାନସିକ ଭାରସାମ୍ୟ ହରାଇ ବିଷ ପିଇ ଦେଇଛନ୍ତି ମହିଳା । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର!-->…
ବରିଷ୍ଠ କଂଗ୍ରେସ ନେତାଙ୍କୁ ଭେଟିଲେ ଦଳରୁ ନିଲମ୍ବିତ ଚିରଞ୍ଜୀବ ବିଶ୍ୱାଳ
ଭୁବନେଶ୍ୱର: ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ କଂଗ୍ରେସରୁ ନିଲମ୍ବିତ ହୋଇଥିବା ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ ଦଳର ବରିଷ୍ଠ ନେତାଙ୍କୁ ଭେଟିଛନ୍ତି । ସୋମବାର ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା ଓ ଶରତ ରାଉତଙ୍କୁ ଭେଟି ଆଲୋଚନା କରିଛନ୍ତି ଚିରଞ୍ଜୀବ ବିଶ୍ୱାଳ ।
ମିଳିଥିବା!-->!-->!-->…
ଅବହେଳିତ ସରକାରୀ କର୍ମଚାରୀଙ୍କ ଗର୍ଜନରେ କମ୍ପିଲା ଲୋୟର ପିଏମଜି
ଭୁବନେଶ୍ୱର: ସକାଳୁ ସକାଳୁ କମ୍ପୁଥିଲା ଲୋୟର ପିଏମଜି । ସରକାରଙ୍କ ଦ୍ୱାରା ଅବହେଳିତ, ଉପେକ୍ଷିତଙ୍କ ଗର୍ଜନରେ ଥରୁଥିଲା ରାଜଧାନୀ ଛାତି। ଗୋଟିଏ ପଟେ ବିଭିନ୍ନ ଦାବି ନେଇ ଏକାଠି ହୋଇଥିଲେ ସରକାରୀ ଆଉଟସୋର୍ସିଂ କର୍ମଚାରୀ । ଅନ୍ୟପଟେ ଗର୍ଜୁଥିଲେ ଏକ୍ସ କ୍ୟାଡର ପ୍ରାଥମିକ ଶିକ୍ଷକ ମହାସଂଘ!-->…
୫ ଲକ୍ଷ ଟଙ୍କା ନେଇ ବସରେ ଯାଉଥିଲେ ପୂର୍ବତନ ଜିଏମ; ଧରିଲା ଭିଜିଲାନ୍ସ
ଭୁବନେଶ୍ୱର: ୫ ଲକ୍ଷ ୫୪ ହଜାର ଟଙ୍କା ସହ ଧରାପଡ଼ିଲେ ଅବସରପ୍ରାପ୍ତ ସରକାରୀ ଅଧିକାରୀ । ବସରେ ଭୁବନେଶ୍ୱର ଆସୁଥିବା ବେଳେ ଚନ୍ଦ୍ରଗିରିରେ ଧରିଲା ଭିଜିଲାନ୍ସ । ଏତେ ଟଙ୍କା ନେଇ କୁଆଡେ ଯାଉଥିଲେ ? ସେ ନେଉ ଖୋଳତାଡ ଚଲାଇି ଭିଜିଲାନ୍ସ ।
ଆର୍. ଉଦୟଗିରି!-->!-->!-->…
କ୍ୟାପିଟାଲ ହସ୍ପିଟାଲରେ ଡେଙ୍ଗୁରେ ଚାଲିଗଲା ପ୍ରସୂତିଙ୍କ ଜୀବନ
ଭୁବନଶ୍ୱର:ରାଜଧାନୀରେ ବଢୁଛି ଡେଙ୍ଗୁର ପ୍ରକୋପ । ଇତିମଧ୍ୟରେ ଡେଙ୍ଗୁରେ ୨ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଆଜି ପୁଣି ଜଣଙ୍କର ମୃତ୍ୟୁ ଘଟିଥିବା ଖବର ମିଳିଛି । କ୍ୟାପିଟାଲ ହସ୍ପିଟାଲରେ ଜଣେ ପ୍ରସୂତିଙ୍କର ଡେଙ୍ଗୁରେ ମୃତ୍ୟୁ ଘଟିଥିବା ଜଣାଯାଇଛି । ଏ ନେଇ ସୂଚନା ଦେଇଛନ୍ତି କ୍ୟାପିଟାଲ!-->…
୭ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ମୋହନ ଭାଗବତ
ଭୁବନେଶ୍ୱର: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ)ର ସରସଂଘ ଚାଳକ ଡ଼. ମୋହନ ଭାଗବତ ଆଜିଠାରୁ ୭ ଦିନିଆ ଓଡ଼ିଶା ଗସ୍ତରେ ଆସିବେ। ସେ ସୋମବାର ଓଡ଼ିଶା ଗସ୍ତରେ ବାହାରି ଭୁବନେଶ୍ୱର ପହଞ୍ଚିବେ। ଏହି ଗସ୍ତ ସମୟରେ ଡ଼. ଭାଗବତ ଗଣ୍ଡମୁଣ୍ଡାସ୍ଥିତ ସ୍ୱାମୀ ବିବେକାନନ୍ଦ ପାଠ୍ୟକ୍ରମ!-->…
ବର୍ଷା ପ୍ରିୟଦର୍ଶିନୀଙ୍କୁ ପଚରାଗଲା ୧୮୦ରୁ ୧୮୫ ପ୍ରଶ୍ନ
ଭୁବନେଶ୍ବର : ରାଜ୍ୟର ବହୁ ଚର୍ଚ୍ଚିତ ବର୍ଷା ପ୍ରିୟଦର୍ଶିନୀ ଓ ତାଙ୍କ ସ୍ୱାମୀ ଅନୁଭବ ମହାନ୍ତି ବିବାହ ବିଚ୍ଛେଦ ମାମଲାରେ ଆଜି ଚୂଡ଼ାନ୍ତ ସାକ୍ଷ୍ୟଗ୍ରହଣ ଶେଷ ହୋଇଛି। ବର୍ଷା ପ୍ରିୟଦର୍ଶିନୀଙ୍କୁ ଦୁଇଟି ପର୍ଯ୍ୟାୟରେ ପ୍ରାୟ ୨ ଘଣ୍ଟାରୁ ଅଧିକ ସମୟ ଧରି ଜେରା କରାଯାଇଥିଲା। ଆଉ ଜେରା କରିଥିଲେ!-->…