ତୁଟିଲା ବିବାଦ, ଆସନ୍ତା ୯ରେ ହେବ ମହାପ୍ରଭୁଙ୍କ ବନକଲାଗି ନୀତି

ପୁରୀ: ଆସନ୍ତା ୯ତାରିଖରେ ହେବ ମହାପ୍ରଭୁଙ୍କ ବନକ ଲାଗି ନୀତି। ବନକଲାଗି ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ବିଶେଷ ନୀତି ଥିବାରୁ କାଲି ବନକଲାଗି ହେବନି । ତେଣୁ ଆସନ୍ତା ୯ ତାରିଖ ବୁଧବାର ବନକଲାଗି ପାଇଁ ନିଷ୍ପତ୍ତି ନିଆଯାଇଛି । ଖବର ଅନୁଯାୟୀ, ଦୀର୍ଘ ଏକ ମାସ

ନଦୀରୁ ଗାଧୋଇ ଫେରିବା ସମୟରେ ବଜ୍ରପାତରେ ଯୁବତୀ ମୃତ

ବଲାଙ୍ଗୀର :ବଲାଙ୍ଗିର ଜିଲ୍ଲା ପୁଇଁତଲା ଥାନା ବିଲେଇସରଡ଼ା ଗାଁରେ ବଜ୍ରପାତରେ ଆଜି ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଛି। ତାଙ୍କ ନାଁ ରୀତା ଷାଣ୍ଢ (୨୭)। ଦିନ ପ୍ରାୟ ୧୧ଟା ବେଳେ ରୀତା ଗାଁ ନିକଟସ୍ଥ ସୁକତେଲ ନଦୀରୁ ଗାଧୋଇ ଫେରିବା ସମୟରେ ବଜ୍ରପାତରେ ପ୍ରାଣ ହରାଇଥିଲେ। ଘଟଣାସ୍ଥଳରେ ତାଙ୍କ

କଲଭର୍ଟ ଭୁଶୁଡି ୫ ମୃତ୍ୟୁ ମାମଲା: ୩ ଯନ୍ତ୍ରୀ ନିଲମ୍ବିତ, ଠିକାଦାରଙ୍କ ନାଁରେ ମାମଲା

ରାୟଗଡ଼ା: କଲ୍ୟାଣସିଂହପୁର ବ୍ଲକ ଉପରସଜା ଗ୍ରାମରେ କଲଭର୍ଟ ଭୁଶୁଡି ୫ ଜଣଙ୍କ ମୃତ୍ୟୁ ଘଟଣାରେ ଗ୍ରାମ୍ୟ ନିର୍ମାଣ ବିଭାଗର ତିନି ଜଣ ଯନ୍ତ୍ରୀଙ୍କୁ ନିଲମ୍ବିତ କରିଛନ୍ତି ରାଜ୍ୟ ସରକାର। ସେମାନେ ହେଲେ ନିର୍ବାହୀ ଯନ୍ତ୍ରୀ ପ୍ରଦୀପ କୁମାର ମହାନ୍ତି, ସହକାରୀ ନିର୍ବାହୀ ଯନ୍ତ୍ରୀ ଭେଙ୍କଟ

ରତ୍ନଭଣ୍ଡାରେ ରହିଛି ଦେଢ କୁଇଣ୍ଟାଲ ସୁନା, ୧୮୪ କିଲୋ ରୂପା: ସତ୍ୟପାଠରେ ତଥ୍ୟ ରଖିଲେ ସରକାର

ପୁରୀ: ଶ୍ରୀ ଜଗନ୍ନାଥ ମନ୍ଦିରର ରତ୍ନଭଣ୍ଡାର ସୁରକ୍ଷିତ ଅଛି । ରତ୍ନଭଣ୍ଡାର ଶେଷଥର ପାଇଁ ୧୯୭୮ ମସିହାରେ ଖୋଲା ଯାଇଥିଲା । ଦ୍ୱାଦଶ ଶତାବ୍ଦୀର ଏହି ମନ୍ଦିରର ରତ୍ନଭଣ୍ଡାର ସୁରକ୍ଷା ନେଇ ହାଇକୋର୍ଟରେ ସତ୍ୟପାଠ ଦାଖଲ ବେଳେ ଏମିତି ତଥ୍ୟ ରଖିଛନ୍ତି ଶ୍ରୀମନ୍ଦିର ପ୍ରଶାସନ । ରତ୍ନଭଣ୍ଡାରକୁ

ଦେଶର ୪୦୦୧ ବିଧାୟକଙ୍କ ସମ୍ପତ୍ତି ମୂଲ୍ୟ ତିନିଟି ରାଜ୍ୟର ମୋଟ ବଜେଟ୍‌ ଠାରୁ ବି ଅଧିକ

ନୂଆଦିଲ୍ଲୀ : ଆମ ଦେଶର ବିଧାୟକଙ୍କ ସମ୍ପତ୍ତି ୩ଟି ରାଜ୍ୟର ବାର୍ଷିକ ବଜେଟଠାରୁ ବି ଅଧିକା। ଆଜ୍ଞା ହଁ… ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏକଥା ସତ। ମଙ୍ଗଳବାର ପ୍ରକାଶ ପାଇଥିବା ଏକ ରିପୋର୍ଟ ଅନୁସାରେ, ଦେଶରେ କାର୍ଯ୍ୟରତ ୪,୦୦୧ ବିଧାୟକଙ୍କ ନିକଟରେ ଏତେ ପରିମାଣରେ ସମ୍ପତ୍ତି ଅଛି, ଯାହା

ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ

କେନ୍ଦ୍ରାପଡ଼ା: ଆଜିଠୁ ଖୋଲିବ ଭିତରକନିକା । ଦୀର୍ଘ ୩ମାସ ଧରି ବନ୍ଦ ରହିବା ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଛି ଭିତରକନିକା ଜାତୀୟ ଉଦ୍ୟାନ । ବଉଳା କୁମ୍ଭୀର ମାନଙ୍କ ପ୍ରଜନନ ପାଇଁ ଭିତରକନିକା ବନ୍ଦ କରାଯାଇଥିଲା। ତେବେ ଆଜିଠାରୁ ଭିତରକନିକା ଯାଇପାରିବେ ପର୍ଯ୍ୟଟକ । ସୂଚନା ଅନୁଯାୟୀ,

ରେଷ୍ଟୁରାଣ୍ଟରେ ନିଆଁ ଲଗାଇଲେ, ଜୟ ଶ୍ରୀରାମ ନାରା ଦେଲେ

ନୁହ : ହରିଆଣାର ନୁହ୍‌ ଜିଲ୍ଲାରେ ସାଂପ୍ରଦାୟିକ ସଂଘର୍ଷ ବିସ୍ଫୋରକ ରୂପ ନେଇଛି। ବିଶ୍ୱ ହିନ୍ଦୁ ପରିଷଦର ରାଲି ବେଳେ ହିଂସା ଆରମ୍ଭ ହୋଇଥିଲା। ଏହାକୁ ନେଇ ନୁହ ଓ ଏହାର ଆଖପାଖ ଅଞ୍ଚଳରେ ବ୍ୟାପକ ପୋଡ଼ାଜଳା ହୋଇଛି। ଶତାଧିକ ଗାଡ଼ି ପୋଡ଼ି ପାଉଁଶ ହୋଇ ଯାଇଥିବା ବେଳେ ୫ ଜଣଙ୍କ ମୃତ୍ୟୁ ମଧ୍ୟ

ବଦଳିଲା ଯୁକ୍ତ ଦୁଇ ବିଜ୍ଞାନର ପାଠ୍ୟକ୍ରମ ଓ ପରୀକ୍ଷା ପ୍ରଣାଳୀ

ଭୁବନେଶ୍ୱର: ବଦଳିଲା ଯୁକ୍ତ ଦୁଇ ବିଜ୍ଞାନର ପାଠ୍ୟକ୍ରମ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଯୁକ୍ତ ଦୁଇରେ ବ୍ୟାପକ ସଂସ୍କାର ଅଣାଯାଉଛି। ଏଣିକି ୨୦୨୩-୨୪ ଶିକ୍ଷାବର୍ଷରୁ ସିବିଏସ୍‌ଇ ଢାଞ୍ଚାରେ +୨ ବିଜ୍ଞାନ ପାଠ୍ୟକ୍ରମକୁ ପରିବର୍ତ୍ତନ କରାଯାଇଛି। ଯୁକ୍ତ ଦୁଇ ବିଜ୍ଞାନ ବିଭାଗର

ପଶ୍ଚିମ ଓଡ଼ିଶା ପାଳୁଛି ସମ୍ବଲପୁରୀ ଦିନ୍: ଟ୍ଵିଟ୍‌ କରି ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ

ସମ୍ବଲପୁର: ଆଜି ପଶ୍ଚିମ ଓଡ଼ିଶା ପାଳୁଛି ସମ୍ବଲପୁରୀ ଦିନ୍ । ଭାଷା ସାହିତ୍ୟର ପୁରୋଧା ସତ୍ୟନାରାୟଣ ବହିଦାରଙ୍କ ଜନ୍ମଦିନକୁ ସମ୍ବଲପୁରୀ ଦିନ ଭାବରେ ପାଳନ କରୁଛନ୍ତି ପଶ୍ଚିମ ଓଡ଼ିଶାବାସୀ । ସମ୍ବଲପୁରୀ ପୋଷାକ ସହ ଜମୁଛି ନାଚ ଗୀତର ଆସର । ଆଜି ଦିନରେ ସମ୍ବଲପୁରୀ ଖାଇବା ସାଙ୍ଗକୁ ନୃତ୍ୟ

ମଣିପୁର ପ୍ରସଙ୍ଗରେ ବିରୋଧୀ ସାଂସଦଙ୍କୁ ଭେଟିବେ ରାଷ୍ଟ୍ରପତି ମୁର୍ମୁ

ନୂଆଦିଲ୍ଲୀ : ମଣିପୁର ପ୍ରସଙ୍ଗରେ ବିରୋଧୀ ଦଳର ସାଂସଦମାନଙ୍କୁ ଭେଟିବାକୁ ରାଜି ହୋଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ପ୍ରାୟ ୩ ମାସ ହେଲା ମଣିପୁର ଜଳୁଥିବା ବେଳେ ବିରୋଧୀ ଦଳଗୁଡ଼ିକ ଏହାକୁ ନେଇ ଚିନ୍ତାରେ ଅଛନ୍ତି। ଏଥିସହ ରାଷ୍ଟ୍ରପତି ସେମାନଙ୍କ କଥା ଶୁଣନ୍ତି ବୋଲି ଅନୁରୋଧ କରି