Sign in
Sign in
Recover your password.
A password will be e-mailed to you.
୧୪ଟି ନୂତନ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ପାଇଁ ନିଯୁକ୍ତ ହେଲେ ଅଧ୍ୟକ୍ଷ
ଭୁବନେଶ୍ୱର: ରାଜ୍ୟର ୧୪ଟି ନୂତନ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ପାଇଁ ରାଜ୍ୟ ସରକାର ଅଧ୍ୟକ୍ଷ ନିଯୁକ୍ତ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ ଏହି ନିଯୁକ୍ତି ଦିଆଯାଇଛି ।
୧୪ ଜିଲ୍ଲାରେ ନୂତନ ଅଧ୍ୟକ୍ଷ
ଅନୁଗୁଳ: ସଦାଶିବ ନାୟକବାଲେଶ୍ୱର: ମଦନ ମୋହନ!-->!-->!-->!-->!-->…
ଆନ୍ଦୋଳନ ପ୍ରତ୍ୟାହାର କଲା ଆଉଟ୍ସୋର୍ସିଂ କର୍ମଚାରୀ ମହାସଂଘ…
ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଲଗାଣ ବର୍ଷାକୁ ଖାତିର ନକରି ଲୋୟର ପିଏମ୍ଜି ଛକରେ ଦୁଇ ଦିନ ଧରି ଆନ୍ଦୋଳନ କରିଥିବା ସରକାରୀ ଆଉଟ୍ସୋର୍ସିଂ କର୍ମଚାରୀଙ୍କୁ ମଙ୍ଗଳବାର ପ୍ରତିଶ୍ରୁତି ମିଳିଛି। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଆଲୋଚନାରେ ପ୍ରତିଶ୍ରୁତି ମିଳିବା ପରେ!-->…
ସ୍ଵାଭିମାନ ଅଞ୍ଚଳର ବଡପଦର ଗ୍ରାମ ପଞ୍ଚାୟତରେ ନିଯୁକ୍ତି ସୃଷ୍ଟି ଏବଂ ଦକ୍ଷତା ବିକାଶ ତାଲିମ ଶିବିର
ମାଲକାନଗିରି (୦୧/୦୮) : ରାଜ୍ୟର ଯୁବଗୋଷ୍ଠୀଙ୍କୁ ସଶକ୍ତ ଏବଂ ଦକ୍ଷ କରିବା ପାଇଁ ରାଜ୍ୟ ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଅନେକ ପଦକ୍ଷେପ ନେଉଛନ୍ତି। ସେହି ପରୀପ୍ରେକ୍ଷୀରେ ଆଜି ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଏବଂ ମାଲକାନଗିରି ବିଏସଏଫ ଶାଖାର ମିଳିତ ଆନୁକୁଲ୍ୟରେ!-->…
ଉଦଘାଟିତ ହେଲା ଟିକିରି ଉଚ୍ଚବିଦ୍ୟାଳୟରୁ ରୂପାନ୍ତରିତ ହୋଇଥିବା +୨ ମହାବିଦ୍ୟାଳୟ
କାଶିପୁର : ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଅନ୍ତର୍ଗତ ଟିକିରି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ରୂପାନ୍ତରିଣ ହେଇ ଯୁକ୍ତ ଦୁଇ କଳା ବିଭାଗ ପ୍ରଥମ ବର୍ଷ ର ଛାତ୍ରଛାତ୍ରୀ ମାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହେଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ!-->…
ବାହାନଗା ଟ୍ରେନ୍ ଦୁର୍ଘଟଣା, ଏବେ ବି ପରିଚୟ ଅପେକ୍ଷାରେ ଭୁବନେଶ୍ୱର ଏମ୍ସରେ ୨୯ ଶବ
ଭୁବନେଶ୍ୱର: ଆଉ ମାତ୍ର କେଇ ଘଣ୍ଟା ପରେ ବାଲେଶ୍ୱର ବାହାନଗା ଟ୍ରେନ୍ ଦୁର୍ଘଟଣାକୁ ୨ ମାସ ବିତିବ । ହେଲେ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ୨୯ ଜଣଙ୍କ ମୃତଦେହ ୨ ମାସ ପରେ ବି ସତ୍କାର ହୋଇ ପାରିନି । ଭୁବନେଶ୍ୱର ଏମ୍ସ ପରିସରରେ କଣ୍ଟେନରରେ ୨୯ଟି ମୃତଦେହ ଥିବା ବେଳେ ସେମାନେ!-->…
ବିଜେଡିର ‘ମାଆଙ୍କୁ ସମ୍ମାନ’ ନାରାକୁ ମିଛ କହି ସମାଲୋଚନା କଲା କଂଗ୍ରେସ
ଭୁବନେଶ୍ୱର: ଦିଲ୍ଲୀ ଅଧ୍ୟାଦେଶକୁ ସମର୍ଥନ ଓ ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବକୁ ବିଜେଡି ବିରୋଧ କରିବା ନେଇ ନିଷ୍ପତ୍ତି ନେବା ପରେ ବର୍ଷିଛି କଂଗ୍ରେସ । ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାରକୁ ସମାଲୋଚନା କରିଛନ୍ତି ଓଡ଼ିଶା କଂଗ୍ରେସର ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ!-->…
କୁକୁଡା ଖାଇବାକୁ ଆସିଥିବା ବିଶାଳ ଅଜଗର ଉଦ୍ଧାର
ମାଲକାନଗିରି,(୧।୮) : ମାଲକାନଗିରି ଜିଲ୍ଲା ଏମ୍ଭି ୨ ଗ୍ରାମରୁ ଆଜି ଏକ ବିଶାଳ କାୟ ଅଜଗର କୁ ସ୍ନେକ ହେଲ୍ପ ଲାଇନର ସଦସ୍ୟ ମାନେ ଉଦ୍ଧାର କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲା ସଦର ବ୍ଲକର ଏମ୍ଭି ୨ ଗ୍ରାମରେ ଜଣେ ବ୍ୟକ୍ତିଙ୍କ ଘରେ ଏକ ବିଶାଳ କାୟ ଅଜଗର ଖାଦ୍ୟ!-->…
ଲଘୁଚାପ ପ୍ରଭାବରେ ଅତି ପ୍ରବଳ ବର୍ଷିବ; ବିଭିନ୍ନ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି
ଭୁବନେଶ୍ୱର: ଉତ୍ତରପୂର୍ବ ବଙ୍ଗୋପସାଗରରେ ଅବପାତ ଗଭୀର ଅବପାତରେ ପରିଣତ ହୋଇଛି । ଏହା କ୍ରମଶଃ ଉତ୍ତରପଶ୍ଚିମ ଦିଗକୁ ଗତି କରି ବାଂଲାଦେଶ ଉପକୂଳ ଅତିକ୍ରମ କରିବ । ପ୍ରଭାବରେ ରାଜ୍ୟରେ ଆଜି ଓ ଆସନ୍ତାକାଲି ୨ ଦିନ ଅତି ପ୍ରବଳ ବର୍ଷା ହେବ ।
ଆଜି ପାଇଁ ବାଲେଶ୍ୱର, ଅନୁଗୁଳ,!-->!-->!-->…
ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡି ବସିଲା ଅବକାରୀ ଗୁଇନ୍ଦା ବିଭାଗ
ଲଙ୍ଗଳଦେଇରୁ ୬୦୦ କିଲୋ ଗଞ୍ଜେଇ ଜବତ , ପିକଅପ ସହ ଜଣକୁ ଗିରଫ କଲା ଗୁଇନ୍ଦା ପୋଲିସ
ବ୍ରହ୍ମପୁର : ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗକୁ ଗଞ୍ଜେଇ ଚୋରା ଚାଲାଣ ରୋକିବାରେ ମିଳିଛି ବଡ଼ ସଫଳତା । ମଙ୍ଗଳବାର ଦକ୍ଷିଣାଞ୍ଚଳ ଡେପୁଟି କମିଶନର ଡ଼ମ୍ବୁରୁ ଧର ଖଣ୍ଡାଙ୍କ ନିର୍ଦେଶ କ୍ରମେ ଏକ!-->!-->!-->…