Sign in
Sign in
Recover your password.
A password will be e-mailed to you.
ସିନେମାରେ କାମ କରିବାକୁ ସୀମା ଓ ସଚିନଙ୍କୁ ମିଳିଲା ଅଫର
ନୂଆଦିଲ୍ଲୀ : ପାକିସ୍ତାନୀ ମହିଳା ସୀମା ହାଇଦର ଓ ତାଙ୍କ ଭାରତୀୟ ସ୍ୱାମୀ ସଚିନ ମୀନାଙ୍କୁ ସିନେମାରେ ଅଭିନୟ କରିବାକୁ ଅଫର ମିଳିଛି। ସୀମା ଓ ସଚିନଙ୍କ ସୀମା ପାର ଲଭଷ୍ଟୋରୀକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଉଭୟ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ରିପୋର୍ଟ ପ୍ରକାଶ ପାଇଥିଲା।!-->…
ସିଦ୍ଧୁ ମୁସେୱାଲା ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡକୁ ଦିଲ୍ଲୀ ଆଣିଲା ସ୍ପେଶାଲ ସେଲ
ନୂଆଦିଲ୍ଲୀ: ସିଦ୍ଧୁ ମୁସେୱାଲା ହତ୍ୟା ମାମଲାରେ ଅଭିଯୁକ୍ତ ସଚିନ ବିଷ୍ଣୋଇଙ୍କୁ ଦିଲ୍ଲୀ ଅଣାଯାଇଛି। ଦିଲ୍ଲୀ ପୁଲିସର ସ୍ପେଶାଲ୍ ସେଲ୍ ତାଙ୍କୁ ଆଜେରବୈଜାନରୁ ଆଣିଛି। ଉଲ୍ଲେଖ ଥାଉ କି ମେ ୨୯, ୨୦୨୨ରେ ସିଦ୍ଧୁ ମୁସେୱାଲାଙ୍କୁ ହତ୍ୟା କରାଯାଇଥିଲା। ଆକ୍ରମଣକାରୀମାନେ ମୁସେୱାଲାଙ୍କ ଉପରେ ୧୨!-->…
ଲୋକସଭାରେ ଆଗତ ହେଲା ଦିଲ୍ଲୀ ସେବା ବିଲ୍ ; କଂଗ୍ରେସ, ଆପ୍ ସମେତ ବିରୋଧୀଙ୍କ ତୀବ୍ର ବିରୋଧ,ବିଜେଡ଼ିର ସମର୍ଥନ
ନୂଆଦିଲ୍ଲୀ: ଅଧିକାରୀଙ୍କ ବଦଳି ଓ ନିଯୁକ୍ତି ସଂକ୍ରାନ୍ତ ଦିଲ୍ଲୀ ସେବା ବିଲକୁ କେନ୍ଦ୍ର ସରକାର ମଙ୍ଗଳବାର ଲୋକସଭାରେ ଉପସ୍ଥାପନ କରିଛନ୍ତି । ଗୃହମନ୍ତ୍ରୀ ଅମିତ ଶାହଙ୍କ ତରଫରୁ କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଗୃହରେ ଏହି ବିଲ୍ ଆଗତ କରିଥିଲେ । ବିଲ୍ ଆଗତ ହେବା ମାତ୍ରେ ଗୃହରେ!-->…
ଲୋକସଭାରେ ଜନ୍ମ ଓ ମୃତ୍ୟୁ ପଂଜୀକରଣ ବିଲ୍ ଗୃହୀତ
ନୂଆଦିଲ୍ଲୀ : ଗତ ଜୁଲାଇ ୨୬ ତାରିଖରେ କେନ୍ଦ୍ର ସରକାର ଲୋକସଭାରେ ଆଗତ କରିଥିବା ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ (ସଂଶୋଧନ) ବିଲ୍ ୨୦୨୩ ମଙ୍ଗଳବାର ଗୃହୀତ ହୋଇଛି । ଏହି ବିଲରେ ଜନ୍ମ ଓ ମୃତ୍ୟୁର ଜାତୀୟ ଓ ରାଜ୍ୟସ୍ତରୀୟ ଡାଟାବେସ୍ ପ୍ରସ୍ତୁତ କରିବାକୁ ପ୍ରସ୍ତାବ ଦିଆଯାଇଛି । ଏହି ବିଲ୍!-->…
ଯୁଦ୍ଧ ଆଉ ଏକ ବିକଳ୍ପ ନୁହେଁ, ଆମେ ଭାରତ ସହ ଆଲୋଚନା ପାଇଁ ପ୍ରସ୍ତୁତ: ଶହବାଜ ଶରିଫ
ଇସଲାମାବାଦ: ଭାରତକୁ ଡରିଲାଣି କି ପାକିସ୍ତାନ? ପଡୋଶୀ ଦେଶ ପାକିସ୍ତାନରୁ କଥାବାର୍ତ୍ତାର ଅଫର ମିଳିବା ପରେ ଏବେ ଏଭଳି ଚର୍ଚ୍ଚା ଆରମ୍ଭ ହୋଇଛି। ପଡୋଶୀ ଦେଶ ପାକିସ୍ତାନରୁ କଥାବାର୍ତ୍ତା ପାଇଁ ଭାରତକୁ ଏବେ ଅଫର ମିଳିଥିବା କୁହାଯାଉଛି। ପାକିସ୍ତାନର ପ୍ରଧାନମନ୍ତ୍ରୀ ଶହବାଜ ଶରିଫ!-->…
‘ଝିଅକୁ କେମିତି ମାରିଛି, ହତ୍ୟାକାରୀ ଫୋନ କରି ବଖାଣିବା ପରେ ମୁଁ ଅଚେତ ହୋଇପଡ଼ିଥିଲି’: ବାପା
ନୂଆଦିଲ୍ଲୀ: ଲିଭ୍-ଇନ୍ ସଂଗିନୀ ଶ୍ରଦ୍ଧା ୱାକର ହତ୍ୟା ମାମଲାରେ ଦିଲ୍ଲୀ ପୁଲିସ ଅଭିଯୁକ୍ତ ଅଫତାବ ଅମିନ ପୁନାୱାଲା ବିରୋଧରେ ୩୦୦୦ ପୃଷ୍ଠାର ଚାର୍ଜସିଟ ଲେଖିଥିଲା।ଶ୍ରଦ୍ଧାଙ୍କ ବାପା ବିକାଶ ସଦନ ୱାକର ଅଦାଲତରେ ସାକ୍ଷୀ ଦେବାକୁ ଆସିଥିବା ବେଳେ କହିଛନ୍ତି, ‘ଗତବର୍ଷ ମେ ୧୮ ତାରିଖରେ!-->…
ମଣିପୁରରେ ସାମ୍ବିଧାନିକ ବ୍ୟବସ୍ଥାର ସଂପୂର୍ଣ୍ଣ ବିପର୍ଯ୍ୟୟ ହୋଇଯାଇଛି: ଡିଜିପିଙ୍କୁ ସମନ କଲେ ସୁପ୍ରିମ୍କୋର୍ଟ
ନୂଆଦିଲ୍ଲୀ: ମଣିପୁର ହିଂସା ଘଟଣାରେ ତଦନ୍ତର ଅସ୍ଥିରତାକୁ ନେଇ ସୁପ୍ରିମ୍କୋର୍ଟ ଆଜି ଗଭୀର ଉଦ୍ବେଗ ପ୍ରକାଶ କରିବା ସହ ରାଜ୍ୟରେ ଆଇନ ଶୃଙ୍ଖଳା ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି ବୋଲି କହିଛନ୍ତି। ) ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ କହିଛନ୍ତି ଯେ ତଦନ୍ତରେ ଅଗ୍ରଗତି ହୋଇ!-->…
କୁଆଁରମୁଣ୍ଡା ତହସିଲ କାର୍ଯ୍ଯାଳୟ ତରଫରୁ ଜମି ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ…
କୁଆଁରମୁଣ୍ଡା- କୁଆଁରମୁଣ୍ଡା ତହସିଲ ଅନ୍ତର୍ଗତ କାରିଛପଲ ପଞ୍ଚାୟତ(ଗ୍ରାମ)ରେ କୁଆଁରମୁଣ୍ଡା ତହସିଲଦାର ଶ୍ରୀ ରାଜେଶ କୁମାର ସାହୁଙ୍କ ଉପସ୍ଥିତ ରେ ଯୋଗ୍ଯ ବିବେଚିତ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇ ଜମି ପଟ୍ଟା ବଣ୍ଟନ କରାଯାଇଥିଲା । ସର୍ବ ମୋଟ 85 ଗୋଟି ଜମି ପଟ୍ଟା ହିତାଧିକାରୀଙ୍କୁ!-->…
ନିର୍ମାଣଧିନ ଘରର କାନ୍ଥ ପଡ଼ି ବାପ ମୃତ ପୁଅ ଗୁରୁତର…
ମୁନିଗୁଡ଼ା : ରାୟଗଡ଼ା ଜିଲ୍ଲା ମୁନିଗୁଡା ବ୍ଳକ ଅନ୍ତର୍ଗତ ତେଲେଙ୍ଗାପଦର ପଞ୍ଚାୟତ ର ଆଙ୍କୁଲପଦର ଗ୍ରାମର ନିର୍ମାଣଧିନ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘର ର କାମ କରୁଥିବା ସମୟରେ ପାଖ ଘର କାନ୍ଥ ପଡ଼ି ବାପ ର ମୃତ୍ୟୁ ଘଟିଥିବା ବେଳେ ପୁଅ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ସୂଚନା!-->…
ସେକେଣ୍ଡ ରେଙ୍କରେ ଓଏଏସ ପାଇଲେ ସୁଚିସ୍ମିତା ପାଣିଗ୍ରାହୀ
ଫୁଲବାଣୀ-କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ଟିକାବାଲି ଆଖଣ୍ଡଳମଣି ସାହିର ପ୍ରଫୁଲ୍ଲ ପାଣିଗ୍ରାହୀ ଓ ମା ସୁପ୍ରଭା ପାତ୍ରଙ୍କ ଝିଅ ସୁଚିସ୍ମିତା ପାଣିଗ୍ରାହୀ ଓ ଏସ ରେ ଦ୍ବିତୀୟ ସ୍ଥାନ ହାସଲ କରିଛନ୍ତି ।ଏହି ଖବର ପାଇବା ପରେ ସଂପୃକ୍ତ ଅଞ୍ଚଳରେ ଖୁସିର ଲହରି ଖେଳି ଯାଇଛି l ଏହି ପରୀକ୍ଷା!-->!-->!-->…