ବାଘ ସୁରକ୍ଷା ପାଇଁ ସଶସ୍ତ୍ର ପୁଲିସ ଫୋର୍ସଙ୍କୁ ନେଇ ଗଠନ ହେଲା ସ୍ୱତନ୍ତ୍ର ଜଏଣ୍ଟ ଟାସ୍କଫୋର୍ସ

ମୟୁରଭଞ୍ଜ : ମୟୂରଭଞ୍ଜ ଜିଲ୍ଲାରେ ଥିବା ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରେ ୨ ବନ ଅଧିକାରୀଙ୍କୁ ହତ୍ୟା ପରେ ବନ ବିଭାଗର ବଡ଼ ପଦକ୍ଷେପ। ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ସୁରକ୍ଷା ପାଇଁ ଗଠନ ହୋଇଛି ସ୍ୱତନ୍ତ୍ର ଜଏଣ୍ଟ ଟାସ୍କଫୋର୍ସ (JTF)। ଏହି ଟାସ୍କ ଫୋର୍ସରେ ରହିବେ ୧୦୦ ସଶସ୍ତ୍ର ପୁଲିସ

ପଶ୍ଚିମବଙ୍ଗରେ ହେବ ମଦ୍ରାସା ସର୍ଭେ, ବଢିବ ଅନୁଦାନ, ଘୋଷଣା କଲେ ମମତା ବାନାର୍ଜୀ

କୋଲକାତା : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଘୋଷଣା କରିଛନ୍ତି ଯେ ସାରା ରାଜ୍ୟରେ ଏକ ସର୍ଭେ କରାଯିବ, ଯେଉଁଥିରେ ମଦ୍ରାସାଗୁଡ଼ିକର ପଞ୍ଜୀକରଣ କରାଯିବ। ତେବେ ଯେଉଁ ମଦ୍ରାସାମାନେ ସରକାରଙ୍କ ନିକଟରେ ପଞ୍ଜୀକୃତ ହେବାକୁ ଚାହୁଁଛନ୍ତି ସେମାନେ ଏହି ସର୍ଭେରେ ଅଂଶଗ୍ରହଣ କରି ଏହା

କାମ ନସରୁଣୁ ନାଗାବଳୀ ନଦୀ ପୋଲରେ ଫାଟ

କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ମହକୁମାଠାରେ ପୂର୍ତ୍ତ ବିଭାଗ ଦ୍ୱାରା ନବନିର୍ମିତ ନାଗାବଳୀ ପୋଲ ଦବିଲା । ନାଗାବଳୀ ନଦୀ ଉପରେ ନିର୍ମିତ ଏହି ପୋଲ ଦବିବା ସହିତ ସୁରକ୍ଷା କାନ୍ଥର ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହୋଇ ଆଁ ହୋଇଛି। ଫଳରେ ପୋଲର ସ୍ଥାୟିତ୍ବ ନେଇ

ମଧୁମେହକୁ ମାତ୍ ଦେଇପାରିବ ଏହି ପାନୀୟ, ଖୁଲାସା କଲେ ବୈଜ୍ଞାନିକ

ନୂଆଦିଲ୍ଲୀ : ସମଗ୍ର ବିଶ୍ୱରେ ମଧୁମେହ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହାକୁ ମାତ୍ ଦେବାପାଇଁ ପରୀକ୍ଷା-ନିରୀକ୍ଷା ଜାରି ରଖିଛନ୍ତି ବୈଜ୍ଞାନିକ। ଏହାରି ମଧ୍ୟରେ ଟାଇପ୍-୨ ମଧୁମେହ ପରିଚାଳନା କ୍ଷେତ୍ରରେ ଅନୁସନ୍ଧାନକାରୀଙ୍କୁ ମିଳିଛି ନୂଆ ସୁରାକ। କୋମ୍ବୁଚା ଭଳି ଏକ ପାନୀୟ ରହିଛି,

ଗାଧୋଇବା ବେଳେ ଭାସିଗଲେ ମହିଳା: ଅଗ୍ନିଶମ ବାହିନୀ ଦ୍ୱାରା ହେଲେ ଉଦ୍ଧାର

କେନ୍ଦୁଝର: ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ବୈତରଣୀରେ ବଢୁଛି ଜଳସ୍ତର । ସେପଟେ ଲଘୁଚାପ ପ୍ରଭାବରୁ କେନ୍ଦୁଝରରେ ମଙ୍ଗଳବାରଠାରୁ ଲାଗିରହିଛି ବର୍ଷା l ବୁଧବାର ସକାଳ ଯାଏଁ ଚମ୍ପୁଆରେ ୧୧୧.୪ ମିଲି ବର୍ଷା ହୋଇଥିବା ବେଳେ ଆନନ୍ଦପୁରରେ ୯୬.୨ ମିଲିମିଟର ବର୍ଷା ହୋଇଛି l ଲଗାଣ ବର୍ଷା

ବିଜେଡିର ମହିଳା ବିରୋଧୀ ଚେହେରା ପାର୍ଲିଆମେଣ୍ଟରେ ସ୍ପଷ୍ଟ ହୋଇଛି-ଆପ୍

ଭୁବନେଶ୍ୱର: ଘରେ କଳି । ବାହାରେ ମେଳି । ବିଜୁ ଜନତା ଦଳର ଏପରି ନୀତିକୁ ତୀବ୍ର ସମାଲୋଚନା କରିଛି ଆପ । ଦିଲ୍ଲୀ ବିଲ ଓ ଅନାସ୍ଥା ପ୍ରସ୍ତାବ ବିଲରେ କେନ୍ଦ୍ରରେ ବିଜେପିକୁ ସମର୍ଥନ କରୁଥିବାରୁ ବିଜେଡି ସରକାର ଉପରେ ବର୍ଷିଛି ଆପ । ଆପ ରାଜ୍ୟ ସଭାପତି ନିଶିକାନ୍ତ ମହାପାତ୍ର କହିଛନ୍ତି,

ମଣିପୁର ପ୍ରସଙ୍ଗରେ ରାଷ୍ଟ୍ରପତିଙ୍କୁ ଭେଟିଲେ ବିରୋଧୀ ଦଳର ସାଂସଦ

ନୂଆଦିଲ୍ଲୀ : ମଣିପୁର ପ୍ରସଙ୍ଗରେ ଆଜି ବିରୋଧୀ ଦଳର ସାଂସଦମାନଙ୍କ ଗୋଟିଏ ପ୍ରତିନିଧି ଦଳ ଦେଶର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି। ସେମାନେ ମଣିପୁର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂସଦରେ ବିବୃତି ରଖନ୍ତୁ ବୋଲି ଦାବି କରି ଗୋଟିଏ ସ୍ମାରକପତ୍ର ରାଷ୍ଟ୍ରପତିଙ୍କୁ

ଅର୍ଚ୍ଚନା ନାଗଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ…

କଟକ: ଅର୍ଚ୍ଚନା ନାଗଙ୍କୁ ମିଳିଲା ହାଇକୋର୍ଟରୁ ଜାମିନ। ଖଣ୍ଡଗିରି ଥାନାରେ ହୋଇଥିବା ମାମଲାରେ ମିଳିଲା ସର୍ତ୍ତମୂଳକ ଜାମିନ। କିନ୍ତୁ ଇଡି ମାମଲାରେ ଜାମିନ ମିଳି ନ ଥିବାରୁ ଏବେ ବି ଜେଲରେ ରହିବେ ଅର୍ଚ୍ଚନା। ପୂର୍ବରୁ ଏପ୍ରିଲ ମାସରେ ଅକ୍ଷୟ ପରିଜା ବ୍ଲାକମେଲ କେସରେ ଅର୍ଚ୍ଚନା ନାଗଙ୍କୁ

“ମୋ ସ୍କୁଲ” ନାଁରେ ବଡ଼ ଧରଣର ସାଇବର ଠକେଇ: ମାମଲା ରୁଜୁ…

ଭୁବନେଶ୍ବର:  ନକଲି ୱେବସାଇଟ ପ୍ରସ୍ତୁତ କରି ଆଶାୟୀଙ୍କୁ ଠକୁଛନ୍ତି ସାଇବର ଲୁଟେରା। ପୁଲିସ୍ କମିଶନରଙ୍କୁ ଚିଠି ଲେଖି ଏ ସମ୍ପର୍କରେ ଅବଗତ କଲେ ଗଣଶିକ୍ଷା ବିଭାଗ ସଚିବ ଅଶ୍ଵଥି ଏସ। ଏହି ନକଲି ୱେବସାଇଟରେ ମୋ ସ୍କୁଲ ଅଫିସରେ ଡାଟା ଏଣ୍ଟ୍ରି ଅପରେଟର, ପିଅନ, ଅଫିସ ଆସିଷ୍ଟାଣ୍ଟ ଇତ୍ୟାଦି

ବଢ଼ୁଛି ଜଳକା ଓ ସୁବର୍ଣ୍ଣରେଖା: ଉତ୍ତର ବାଲେଶ୍ଵରରେ ବନ୍ୟା ପରିସ୍ଥିତି…

ଜଳେଶ୍ଵର: ଗତ ୨୪ ଘଣ୍ଟା ମଧ୍ୟରେ ଉତ୍ତର ବାଲେଶ୍ଵରର ୪ ଟି ବ୍ଲକ ଅଞ୍ଚଳରେ ଅବିଶ୍ରାନ୍ତ ବର୍ଷା ଲାଗି ରହିଥିବାରୁ ତଳିଆ ଅଞ୍ଚଳଗୁଡ଼ିକ ଜଳାର୍ଣ୍ଣବ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଅର୍ଥାତ ଗତକାଲି ପୂର୍ବାହ୍ନ ୮ଟାରୁ ଆଜି ପୂର୍ବାହ୍ନ ୮ ଟା ମଧ୍ୟରେ ବସ୍ତା ବ୍ଲକରେ ସର୍ବାଧିକ ୧୮୦ ଏମଏମ,