Sign in
Sign in
Recover your password.
A password will be e-mailed to you.
ତାମିଲନାଡ଼ୁ : ୧୦୦ ବର୍ଷ ପରେ ମନ୍ଦିରରେ ପ୍ରବେଶ କଲେ ଦଳିତ
ତିରୁଭାନ୍ନାମଲାଇ: ତାମିଲନାଡୁର ତିରୁଭାନ୍ନାମଲାଇ ଜିଲ୍ଲାରେ ଆଜି ଏକ ଐତିହାସିକ ପଦକ୍ଷେପ ନିଆଯାଇଛି । ୧୦୦ ବର୍ଷ ପରେ ଦଳିତମାନେ ଜିଲ୍ଲାର ଚେଲାଙ୍ଗୁପ୍ପାମ ଗ୍ରାମର ମରିୟମ୍ମନ ମନ୍ଦିରରେ ପ୍ରବେଶ କରିଛନ୍ତି। ଏଠାରେ ଅନେକ ଦଳିତ ପରିବାର ପ୍ରଥମ ଥର ପାଇଁ ଏହି ମନ୍ଦିରକୁ ପ୍ରବେଶ କରିଛନ୍ତି।!-->…
ଓଡିଶା ରାଜ୍ୟ ଖାଦ୍ୟ ଆୟୋଗଙ୍କ ଗଞ୍ଜାମ ଜିଲ୍ଲା ଗସ୍ତ : ଶ୍ରମଜୀବୀ ପିଲାଙ୍କ ନିମନ୍ତେ ସ୍ବତନ୍ତ୍ର କେନ୍ଦ୍ରର ବ୍ୟବସ୍ଥା…
ଛତ୍ରପୁର (୦୨/୦୮) ଓଡିଶାରାଜ୍ୟ ଖାଦ୍ୟ ଆୟୋଗ ଅଧ୍ୟକ୍ଷ ଅବନୀକାନ୍ତ ସାହୁ ଗଞ୍ଜାମ ଜିଲ୍ଲା ଗସ୍ତ କରି ଜିଲ୍ଲାରେ ଚାଲିଥିବା ଖାଦ୍ୟ ସୁରକ୍ଷା କାର୍ଯ୍ୟକ୍ରମ ସମ୍ପର୍କରେ ସମୀକ୍ଷା କରିବା ସହିତ କ୍ଷେତ୍ର ପ୍ରଦର୍ଶନ କରି ଖାଦ୍ୟ ସୁରକ୍ଷା ଅନ୍ତର୍ଗତ ବିଭିନ୍ନ କାର୍ଯ୍ୟକ୍ରମ ଗୁଡିକ କିଭଳି ଚାଲିଛି!-->…
ମାଥିଲି ସାଲିମି ଗ୍ରାମ ପଞ୍ଚାୟତରେ ନିଯୁକ୍ତି ସୃଷ୍ଟି ଏବଂ ଦକ୍ଷତା ବିକାଶ ତାଲିମ ଶିବିର
ମାଲକାନଗିରି(୦୨/୦୮) : ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଅଧିନରେ ଜିଲ୍ଲା ପ୍ରଶାସନ ଏବଂ ବିଏସଏଫ ମାଲକାନଗିରିଙ୍କ ମିଳିତ ଆନୁକୂଲ୍ୟରେ ମାଥିଲି ବ୍ଲକର ସାଲିମି ଗ୍ରାମ ପଞ୍ଚାୟତ ଠାରେ ଯୁବକଯୁବତୀଙ୍କ ମଧ୍ୟରେ ନିଯୁକ୍ତି ଏବଂ ଦକ୍ଷତା ପ୍ରଶିକ୍ଷଣ ନେଇ ସଚେତନତା ସୃଷ୍ଟି କରିବା ପାଇଁ ଏକ!-->…
ଲଗାଣ ବର୍ଷା ଯୋଗୁ ନାହିଁ ନଥିବା ଦୁର୍ଦ୍ଦଶାରେ ଅଛନ୍ତି କୁଆଁରମୁଣ୍ଡା ବ୍ଳକ ଅଂଚଳ ବାସିନ୍ଦା
କୁଆଁରମୁଣ୍ଡା : ଗତକାଲି ଠାରୁ ଲଗାଣବର୍ଷା ଯୋଗୁଁ କୁଆଁରମୁଣ୍ଡା ବ୍ଳକ ଅନ୍ତର୍ଗତ ସମସ୍ତ ପଞ୍ଚାୟତ ବାସିନ୍ଦାଙ୍କ ଦୁର୍ଦ୍ଦଶା କହିଲେ ନସରେ ।କେଉଁଠି ରାସ୍ତା ଧୋଇ ଯାଇଛି ତ ଆଉ କେଉଁଠି ଅସ୍ଥାୟୀ କଲଭର୍ଟ ଧୋଇ ଯାଇ ଗଭୀର ଘାଇ ସୃଷ୍ଟି ହୋଇ ଯାତାୟତ ସମ୍ପୂର୍ଣ୍ଣ ଭାବେ ଠପ୍ ହୋଇ ଯାଇଛି ।
!-->!-->!-->…
ଯୁବକଙ୍କ ନିଆରା ପ୍ରୟାସ : ଗ୍ରାମରେ କିଡନୀ ରୋଗୀ ହ୍ରାସ ପାଇଁ ନଳକୂପରେ ଲଗାଇଲେ ଫିଲଟର…
ମାଲକାନଗିରି : କାଲିମେଳା ବ୍ଲକ ଅନ୍ତର୍ଗତ ଏମଭି -79 ଅଞ୍ଚଳରେ କିଡ଼ନୀ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ସରକାର ତଥା ଗରିବ ଜନ ସାଧାରଣଙ୍କର ମୁଣ୍ଡ ବ୍ୟଥାର କାରଣ ସାଜିଛି l କିଡ଼ନୀ ରୋଗର ସମସ୍ୟା ପ୍ରାୟ ଉଣା ଅଧିକ ଜିଲ୍ଲାର ସବୁ ଅଞ୍ଚଳରେ ଦେଖା ଦେଉଅଛି । ବିଶେଷ କରି!-->…
ଯୁବକଙ୍କ ପାଇଁ ବିତ୍ତୀୟ ସାକ୍ଷରତା କାର୍ଯ୍ୟକ୍ରମ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଟିକାବାଲି ଏ. ଏମ. ସି. ଏସ ମହାବିଦ୍ୟାଳୟର ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତିଙ୍କ ସଭାପତିତ୍ୱରେ ଦୁଇ ଦୁନିଆ ଯୁବକଙ୍କ ପାଇଁ ବିତ୍ତୀୟ ସାକ୍ଷରତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଭୁବନେଶ୍ୱରରୁ ଆସିଥିବା ଜ୍ଞାନ ସାଧନ ବ୍ୟକ୍ତି ଶାନ୍ତନୁ କୁମାର ମହାନ୍ତି!-->…
ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କ ବିଭିନ୍ନ ଶିଶୁ ଗୃହ, ଭିନ୍ନକ୍ଷମ ବିଦ୍ୟାଳୟ ଓ ବୃଦ୍ଧାଶ୍ରମ ପରିଦର୍ଶନ
ମାଲକାନଗିରି (୦୨/୦୮) : ମାଲକାନଗିରି ଜିଲ୍ଲାର ମାଥିଲି ବ୍ଲକ, ଖଇରପୁଟ ବ୍ଲକ ଓ କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ଭିନ୍ନକ୍ଷମନ୍ନ ସ୍ୱତନ୍ତ୍ର ବିଦ୍ୟାଳୟ, ଶିଶୁ ଗୃହ ଓ ବୃଦ୍ଧାଶ୍ରମ ଇତ୍ୟାଦି ଆଇନ ସେବା ପ୍ରାଧିକରଣ ସଚିବ ତଥା ନିରନ୍ତର ଲୋକ ଅଦାଲତର ବିଚାରପତି ରାକେଶ କୁମାର ମୁଦୁଲି ପରିଦର୍ଶନ!-->…
ଭୋଟର ତାଲିକାର ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ
ଛତ୍ରପୁର (୦୨/୦୮) ଗଞ୍ଜାମ ଜିଲ୍ଲାର ଭୋଟର ତାଲିକା ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ ଚାଲୁ ରହିଛି । ଏହି ସମ୍ପର୍କିତ ଆଲୋଚନା ସକାଶେ ସମସ୍ତ ରାଜନୈତିକ ଦଳର ପ୍ରତିନିଧି ଏବଂ ସାମ୍ବାଦିକ ମାନଙ୍କୁ ନେଇ ଏକ ବୈଠକ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ବୁଧବାର!-->…
ଲଗାଣ ବର୍ଷା ଭାଙ୍ଗିଲା ପାଞ୍ଚଟି ଘର ଓ ସହାୟତାର ହାତ ବଢେଇଲେ ସମାଜ ସେବୀ ହରପ୍ରସାଦ ନାୟକ
କାଶିପୁର : ରାୟଗଡା ଜିଲ୍ଲା କାଶିପୁର ବ୍ଳକରେ ୪ରୁ ୫ ଦିନ ହେବ ବର୍ଷା ଯୋଗୁଁ ଟିକିରି ସ୍ଥିତ ଝୋଡିଆ ସାହିରେ ପାଞ୍ଚ ଜଣ ନିରିହ ଙ୍କ ଘର ଭାଙ୍ଗି ଯାଇଛି । କସେଇ ଝୋଡିଆ, ଜିରମ ଝୋଡିଆ, ଜିଲା ଝୋଡିଆ, ଜୁଝି ଝୋଡିଆ, ବିବି ଝୋଡିଆ ଙ୍କ ଘର ଭାଙ୍ଗିଛିଏଥି ମଧ୍ୟରୁ ଜିରମ ଝୋଡିଆ ଓ ଜିଲା ଝୋଡିଆ!-->…
ଅକ୍ଟୋବର ୧ରୁ ଅନଲାଇନ ଗେମିଂ ଉପରେ ଲାଗୁ ହେବ ୨୮% ଜିଏସଟି, ଘୋଷଣା କଲେ ସୀତାରମଣ
ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୫୧ତମ ଜିଏସଟି ପରିଷଦର ବୈଠକରେ ଅନଲାଇନ୍ ଗେମିଂ, କ୍ୟାସିନୋ ଓ ଘୋଡ଼ାଚଢ଼ା ଭଳି କ୍ରୀଡ଼ା ଉପରେ ୨୮ ପ୍ରତିଶତ ଜିଏସଟି ଲାଗୁ କରିବାକୁ ନିଷ୍ପତ୍ତି ହୋଇଛି। ଜିଏସଟି ପରିଷଦର ୫୧ତମ ବୈଠକ ପରେ ସୀତାରମଣ!-->…