ସାପ କାମୁଡ଼ାରେ ସ୍ଵାମୀ ମୃତ ସ୍ତ୍ରୀ ଗୁରୁତର

ଫୁଲବାଣୀ : ସାପ କାମୁଡ଼ାରେ ସ୍ବାମୀଙ୍କ ମୃତ ହୋଇଥିବା ବେଳେ ସ୍ତ୍ରୀ ଗୁରୁତର ଅବସ୍ଥାରେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ସୂଚନା ଅନୁସାରେ ଚକାପଦ ବ୍ଲକର ଲାଇନ ପଡ଼ା ଗ୍ରାମରେ ଗତ ବିଲମ୍ବିତ ରାତିରେ ସ୍ଵାମୀ ବିମଳ ସ୍ତ୍ରୀ ଘରେ ଶୋଇଥିବା ସମୟରେ ଗୋଟିଏ ସାପ ଆସି

ପଲିଥିନ ବନ୍ଦ କରିବାସହ ପ୍ରାଣୀ ଚିକିତ୍ସାଳୟରେ ଚରମ ଅବହେଳା ବିରୁଦ୍ଧରେ ବିକ୍ଷୋଭ

ବ୍ରହ୍ମପୁର ( 3/8) : ନିରୀହ ପଶୁ ପକ୍ଷୀଙ୍କ ଚିକିତ୍ସାରେ ଗୁରୁତର ଅବହେଳା ବିରୁଦ୍ଧରେ ମାନବ ଅଧିକାର ସୁରକ୍ଷା ମଞ୍ଚ ଆଜି ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛି l ସୂଚନା ଯୋଗ୍ୟ ଯେ, ସହରରେ ବିଭିନ୍ନ ଦୁର୍ଘଟଣାରେ ଆହତ ହୋଇ ରାସ୍ତାରେ ପଡିରହୁଥିବା ଗାଈ,

ବନ୍ୟାଞ୍ଚଳ ପରିଦର୍ଶନ କଲେ ରାଜସ୍ବ ମନ୍ତ୍ରୀ

ଯାଜପୁର: ଚଳିତ ଲଘୁଚାପ ଜନିତ ଲଗାଣ ବର୍ଷାରେ ଉପୁଜି ଥିବା ବନ୍ୟା ପରିସ୍ଥିତିର ମୁକାବିଲା କରିବା ଲାଗି ବୁଧବାର ଦିନ ଏକ ଜରୁରୀ ବୈଠକ ସ୍ୱତନ୍ତ୍ର ରିଲିଫ କମିସନର(ଏସ୍‌ଆରସି)ଙ୍କ ସହିତ କରି ସାରିବା ପରେ ଗୁରୁବାର ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଯାଜପୁର ଜିଲ୍ଲା

ଅଗଷ୍ଟ ୫ ତାରିଖରୁ ଆପଣ ବି ବୁଲି ଦେଖି ପାରିବେ ଓଡ଼ିଶା ହାଇକୋର୍ଟ

କଟକ: ହାଇକୋର୍ଟ କମ୍ପ୍ଲେକ୍ସରେ କଣ ଅଛି ? କେଉଁଠି କେଉଁ ସୁବିଧା ମିଳେ । ଏଣିକି ଏ ସମସ୍ତ ବିଷୟରେ ଜାଣି ପାରିବେ ସର୍ବସାଧାରଣ । ଅଗଷ୍ଟ ୫ ତାରିଖରୁ କଟକ ସ୍ଥିତ ଓଡ଼ିଶା ହାଇକୋର୍ଟ କମ୍ପ୍ଲେକ୍ସରେ ଆରମ୍ଭ ହେଉଛି ଗାଇଡେଡ୍ ଟୁର୍ । ମିଳିଥିବା ସୂଚନା ଅନୁସାରେ, ଯେଉଁମାନେ ହାଇକୋର୍ଟ

ଆସନ୍ତାକାଲି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ

ପୁରୀ: ଆସନ୍ତାକାଲି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । କାଲି ପୂର୍ବାହ୍ନ ୧୧ଟାରେ ନୀଳାଦ୍ରି ଭକ୍ତ ନିବାସରେ ଗଜପତି ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ । ମହାପ୍ରଭୁଙ୍କ ବନକ ଲାଗି ନୀତି ମୁଖ୍ୟ ପ୍ରସଙ୍ଗ ରହିବ । ନୀଳାଦ୍ରି ବିଜେ ପରଠୁ ମହାପ୍ରଭୁଙ୍କ

ଭୁବନେଶ୍ୱର ମେଟ୍ରୋ ରେଳ କର୍ପୋରେସନର ସିଇଓ ହେଲେ ଶିବପ୍ରସାଦ ସାମନ୍ତରାୟ

ଭୁବନେଶ୍ୱର: ଶିବପ୍ରସାଦ ସାମନ୍ତରାୟଙ୍କୁ ଭୁବନେଶ୍ୱର ମେଟ୍ରୋ ରେଳ କର୍ପୋରେସନର ମୁଖ୍ଯ କାର୍ଯ୍ୟନିର୍ବାହା ଅଧିକାରୀ (ସିଇଓ) ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର । ଏହା ପୂର୍ବରୁ ଶିବପ୍ରସାଦ ପୂର୍ବତଟ ରେଳପଥ (ବ୍ରିଜ୍ ୱାର୍କ୍ସ)ର ମୁଖ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ କାର୍ଯ୍ୟ

ମୁଣ୍ଡଳିରେ ବଢ଼ୁଛି ଜଳସ୍ତର, ଆଜି ରାତି ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର: ବର୍ତ୍ତମାନ ମହାନଦୀ ମୁଣ୍ଡଳୀ ଠାରେ ପିକ୍ ଜଳ ପ୍ରବାହିତ ହେଉଛି । ଏବେ ମୁଣ୍ଡୁଳିରେ ୯.୨୦ ଲକ୍ଷ କ୍ୟୁସେକ୍ ବନ୍ୟା ଜଳ ପ୍ରବାହିତ ହେଉଛି । ଅପରାହ୍ଣ ୪ଟାରୁ ପିକ୍ ଜଳ ପ୍ରବାହିତ ହେଉଛି । ଆସନ୍ତା ୮ ଘଣ୍ଟା ପର୍ଯ୍ୟନ୍ତ ବନ୍ୟା ଜଳ ପ୍ରବାହ ଏମିତି ସ୍ଥିର ରହିବ ।

କିମ୍‍ସରେ ହାର୍ଟ-ଲଙ୍ଗ୍‍ସ ମେସିନ୍ ସାହାଯ୍ୟରେ ହେଲା ବିରଳ ଶ୍ୱାସନଳୀ ଟ୍ୟୁମର ଅସ୍ତ୍ରୋପଚାର

ଭୁବନେଶ୍ୱର: କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନସେସ୍ (କିମ୍‌ସ)ର କର୍ଣ୍ଣ-ନାସା-ଗଳା ସର୍ଜନମାନେ ହାର୍ଟ-ଲଙ୍ଗ୍‍ସ ମେସିନ୍ ସାହାଯ୍ୟରେ ଦୁଇଟି ବିରଳ ଅସ୍ତ୍ରୋପଚାର କରି ଉଦାହରଣ ସୃଷ୍ଟି କରିଛନ୍ତି । ଦୁଇ ସପ୍ତାହରେ ଦୁଇ ଦୁଇ ଜଣ ରୋଗୀଙ୍କଠାରେ ମିନିମାଲ ଇନ୍‍ଭାସିଭ୍‍

କ୍ରିକେଟ୍ ବିଶ୍ବକପ୍‌ ସେମିଫାଇନାଲ୍ : ୱାଙ୍ଖଡେରେ ଟିକେଟ୍‌ ମୂଲ୍ୟ ୪୫ ହଜାର !

ମୁମ୍ବାଇ: ଭାରତରେ ଅକ୍ଟୋବର ଓ ନଭେମ୍ବରରେ ଖେଳାଯିବ ଏକଦିବସୀୟ ବିଶ୍ବକପ୍‌। ଏହି ବିଶ୍ବକପ୍‌ର ଗୋଟିଏ ସେମିଫାଇନାଲ୍‌ (ନଭେମ୍ବର ୧୫) ସହ ୫ ମ୍ୟାଚ୍‌ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ୍‌ଗୁଡ଼ିକର ଟିକେଟ୍‌ ମୂଲ୍ୟ ନିର୍ଦ୍ଧାରଣ ମଙ୍ଗଳବାର ମୁମ୍ବାଇ କ୍ରିକେଟ୍‌ ସଂଘ

ମୋ ବସ୍ ଭଳି ସରକାରଙ୍କ ଲକ୍ଷ୍ମୀ ବସ୍ ଯୋଜନା

ଭୁବନେଶ୍ୱର: ମୋ ବସ୍ ଭଳି ଆସୁଛି ସରକାରଙ୍କ ଲକ୍ଷ୍ମୀ ବସ୍ ଯୋଜନା । ରାଜ୍ୟର ୬ ଟି ଜିଲ୍ଲାରେ ଚାଲିବ ଲକ୍ଷ୍ମୀ ବସ୍। ଆଦିବାସୀ ଅଧ୍ୟୁଷିତ ଓ ମାଓ ଉପଦ୍ରୁତ ଅଞ୍ଚଳରେ ଏହି ବସ୍ ଚାଲିବ । ଗଜପତି, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ରାୟଗଡାରେ ଚାଲିବ ଏହି