Sign in
Sign in
Recover your password.
A password will be e-mailed to you.
ଚେତନଙ୍କ ପତ୍ନୀଙ୍କ ଚାଞ୍ଚଲ୍ୟକର ବୟାନ – ମୋ’ ସ୍ୱାମୀ ଜଣେ ମାନସିକ ରୋଗୀ
ମୁମ୍ବାଇ :‘ମୋ’ ସ୍ୱାମୀ ଜଣେ ମାନସିକ ରୋଗୀ। ତାଙ୍କର ମାନସିକ ସ୍ୱାସ୍ଥ୍ୟାବସ୍ଥା ଭଲ ନାହିଁ। ଦୀର୍ଘ ଦିନ ହେଲା ସେ ଏହି ରୋଗରେ ପୀଡ଼ିତ ଥିବା ବେଳେ ତାଙ୍କର ଚିକିତ୍ସା ବି ଚାଲିଛି।’ ଗତ ୩୧ ତାରିଖରେ ମୁମ୍ବାଇରେ ଚଳନ୍ତା ଜୟପୁର-ମୁମ୍ବାଇ ଟ୍ରେନରେ ଗୁଳି ମାଡ଼ କରି ୪ ଜଣଙ୍କ ଜୀବନ ନେଇଥିବା!-->…
ମହାନଦୀରେ ୨୦ ଫୁଟର ଘାଇ, ଚାଲିଛି ମରାମତି
ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ତେରମାଣପୁରରେ ମହାନଦୀରେ ବଡ଼ ଘାଇ । କୁଜଙ୍ଗ ବ୍ଲକ ରାହାମା ତେରମାଣପୁରଠାରେ ୨୦ ଫୁଟର ଘାଇ ସୃଷ୍ଟି ହୋଇଛି । ଫଳରେ ସ୍ଥାନୀୟ ଅଞ୍ଚଳ ଜଳବନ୍ଦୀ ହୋଇଛି ।
ଜିଲ୍ଲାର ତେରମାଣପୁର, ପୋଟସାହି ଓ ମଠ ସାହି ଭିତରେ ଘାଇ ସୃଷ୍ଟି ହୋଇ ବନ୍ୟାଜଳ ପ୍ରବେଶ କରିଛି ।!-->!-->!-->…
ଜଳିଲା ମଣିପୁର; ସୈନ୍ୟ ଶିବିର ଉପରେ ଆକ୍ରମଣ ପରେ ଗୁଳି, ବାରୁଦ ଲୁଟ୍
ମଣିପୁର :ପୁଣି ଥରେ ଜଳି ଉଠିଛି ମଣିପୁର। ରାଜ୍ୟର ବିଷ୍ଣୁପୁର ସମେତ ବହୁ ଜାଗାରେ ଉତ୍ତ୍ୟକ୍ତ ଲୋକେ ଓ ସୁରକ୍ଷା କର୍ମୀ ମୁହାଁମୁହିଁ ହୋଇଥିବା ବେଳେ ଫୁଟିଛି ଗୁଳି । ଫଳରେ ପୁଣି ଥରେ ମଣିପୁର ଅଶାନ୍ତ ହେବା ସହ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ସୁରକ୍ଷା କର୍ମୀ ୭ ଅବୈଧ ବଙ୍କର ନଷ୍ଟ!-->…
ମାଟିତଳୁ ମହିଳାଙ୍କ ମୃତଦେହ ଉଦ୍ଧାର ଘଟଣା : ମୁଖ୍ୟ ଅଭିଯୁକ୍ତ ଗିରଫ, ମୋବାଇଲ୍ ଫୋନ୍ ସମେତ ମହିଳାଙ୍କ ରକ୍ତଭିଜା ପୋଷାକ…
ହିଞ୍ଜିଳିକାଟୁ, ତା ୩/୮(): ହିଞ୍ଜିଳି ଥାନା ମହୁଲପଲ୍ଲୀ ଶଶ୍ମାନରୁ ରବିବାର ହିଞ୍ଜିଳି ପୁଲିସ ଜଣେ ମହିଳାଙ୍କ ଅର୍ଦ୍ଦଉଲଗ୍ନ ମୃତଦେହ ଉଦ୍ଧାର କରିଥିଲା । ମୃତକା ଜଣଙ୍କ ପାଟପୁର ଥାନା ଜୟନଗରର ବର୍ଷା ପୁରୋହିତ । ଏ ନେଇ ହିଞ୍ଜିଳି ଥାନାରେ କେସ ନମ୍ବର ୫୫୧/୨୩ ରେ ଏକ ମାମଲା ରୁଜୁ କରି!-->…
ବର୍ଷା ବିତ୍ପାତ ! କେଉଁ ଠି ଘର ଭାଙ୍ଗିଯାଇ ଛି ତ ଆଉ କେଉଁଠି ରାସ୍ତା ସମ୍ପୂର୍ଣ ଧୋଇ ଯାଇଛି,ପ୍ରଶାସନ ନୀରବ…
କୁଆଁରମୁଣ୍ଡା-ଗତ କାଲି ଦିନ ତମାମ ଓ ରାତିସାରା ମୁଷଳ ଧାରା ବର୍ଷା ଲାଗି ରହିଥିବାବେଳେ କୁଆଁରମୁଣ୍ଡା ବ୍ଳକ ଅନ୍ତର୍ଗତ କଚାରୁ ପଞ୍ଚାୟତ ରାମପୁର ଗ୍ରାମର ଜନୈକ ବ୍ଯକ୍ତିଙ୍କ ଘର ଭାଙ୍ଗିଯାଇଛି ।ସୌଭାଗ୍ଯ ବଶତଃ ଘରମାଲିକ ଓ ପରିବାର ର ସଦସ୍ଯ ମାନଙ୍କର କୌଣସି ପ୍ରକାର କ୍ଷୟକ୍ଷତି ଘଟି ନାହିଁ!-->…
ସ୍ୱଚ୍ଛ ପାନୀୟ ଜଳ ଯୋଗାଇଦେବା ପାଇଁ ଦାବିପତ୍ର ପ୍ରଦାନ
ମାଲକାନଗିରି (୩।୮) : ମାଲକାନଗିରି ଜିଲ୍ଲା ପଦ୍ମଗିରି ଗ୍ରାମରେ ସ୍ଵଚ୍ଛ ପାନୀୟ ଜଳ ଯୋଗାଇବା ନିମନ୍ତେ ପ୍ରଶାସନର ଦ୍ଵାରସ୍ଥ ହୋଇ ଦାବି ପତ୍ର ଦେଲେ ସ୍ଥାନୀୟ ଜନ ପ୍ରତିନିଧି ଓ ଗ୍ରାମବାସୀ । ସୂଚନା ଅନୁଯାୟୀ ପଦ୍ମଗିରି ଗ୍ରାମରେ ଦୀର୍ଘ ଦିନଧରି ସ୍ବଚ୍ଛ ପାନୀୟ ଜଳର ସମସ୍ୟା ଦେଖା ଦେଇ!-->…
ବ୍ରହ୍ମପୁର ଦିନିକିଆ ଗସ୍ତରେ ରାଜ୍ୟ ଅବକାରୀ କମିଶନର ନରସିଂହ ଭୋଳ…
ଦକ୍ଷିଣାଞ୍ଚଳ ଜିଲ୍ଲା ସ୍ଥରୀୟ ବୈଠକକଲେ ସମୀକ୍ଷା, ଚୋରା ଗଂଜେଇ ଚାଲାଣ ରୋକିବା ଏବଂ ଅବକାରୀ ଅପରାଧ ରୋକିବା ମୁଖ୍ୟ ଫୋକସ କହିଲେ କମିଶନର ଶ୍ରୀ ଭୋଳ
ବ୍ରହ୍ମପୁର : ରାଜ୍ୟ ଅବକାରୀ କମିଶନର ନରସିଂହ ଭୋଳ ଆଜି ବ୍ରହ୍ମପୁର ଗସ୍ତ କରିଛନ୍ତି | ସ୍ୱତନ୍ତ୍ର ସର୍କିଟ ହାଉସରେ ଦକ୍ଷିଣାଞ୍ଚଳ!-->!-->!-->…
ଟିପିଏସ୍ଓଡିଏଲ୍ ର ସ୍କାଡାଭିତ୍ତିକ ଏରିଆ ପାୱାର ସିଷ୍ଟମ୍ କଂଟ୍ରୋଲ୍ ସେଂଟର (ଏପିଏସସିସି) ଫୁଲବାଣୀରେ ଉଦ୍ଘାଟିତ
ବ୍ରହ୍ମପୁର: ପରିଚାଳନା ଉତ୍କର୍ଷ ପ୍ରତି ଆଉ ଏକ ବଡ଼ ପଦକ୍ଷେପ ଗ୍ରହଣ କରି ଟିପି ଦକ୍ଷିଣ ଓଡ଼ିଶା ବିତରଣ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ ଫୁଲବାଣୀରେ ଏକ ସ୍କାଡାଭିତ୍ତିକ ଏରିଆ ପାୱାର ସିଷ୍ଟମ୍ କଂଟ୍ରୋଲ୍ ସେଂଟର (ଏପିଏସସିସି) ବା ଅଂଚଳ ବିଦ୍ୟୁତ ବ୍ୟବସ୍ଥା ନିୟନ୍ତ୍ରଣ କେନ୍ଦ୍ର ସ୍ଥାପନ!-->…
ଫୁଲ କୁଣ୍ଡରେ ଫୁଟିଲା ବ୍ରହ୍ମକମଳ, ଜଗନ୍ନାଥଙ୍କୁ ସମର୍ପଣ କଲେ ନରସିଂହ
ହିଞ୍ଜିଳିକାଟୁ (୩।୮) : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ପାଟଣାସାହି ଵାସିନ୍ଦା ନରସିଂହ ସାବତଙ୍କ ଘରେ ଫୁଟିଲା ବ୍ରହ୍ମକମଳ ଫୁଲ। ଏହି ଖବର ଶୁଣିବା ପରେ ନରସିଂହ ଙ୍କ ଘରକୁ ଲୋକଙ୍କ ସୁଅ ଛୁଟିଛି l ମହାପ୍ରଭୁ ଜଗନାଥଙ୍କୁ ଅର୍ପଣ କରିବେ ବୋଲି ମନରେ ଆଶା ନେଇ ବ୍ରହ୍ମକମଳ ଗଛ ଲଗାଇଥିଲେ!-->…
ମହିଳାଙ୍କ ମୃତଦେହ ଉଦ୍ଧାର
ହିଞ୍ଜିଳିକାଟୁ (୩/୮) : ଗୁରୁବାର ଭୋରରୁ ହିଞ୍ଜିଳିକାଟୁ ପୌରାଞ୍ଚଳ ବେବର୍ତ୍ତା ପୋଖରୀ ନିକଟରୁ ହିଞ୍ଜିଳି ପୁଲିସ ଜଣେ ମହିଳାଙ୍କ ମୃତଦେହକୁ ଉଦ୍ଧାର କରିଛି । ମୃତକା ଜଣଙ୍କ ସ୍ଥାନୀୟ ପୌରାଞ୍ଚଳ ଥାନାସାହିର ବନବାସୀ ସାହୁ (୪୬) । ଏ ନେଇ ହିଞ୍ଜିଳି ଥାନାରେ କେସ ନମ୍ବର ୧୪/୨୩ରେ ଏକ!-->…