ମୋଦି ସରକାରକୁ ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପିର ସମର୍ଥନ

ନୂଆଦିଲ୍ଲୀ: ରାଜନୀତିରେ ସବୁ ସମ୍ଭବ। ଆଜି ଯିଏ ଶତ୍ରୁ, କାଲି ସିଏ ମିତ୍ର ହୋଇପାରେ। ଏହାର ଜ୍ୱଳନ୍ତ ଉଦାହରଣ ଏବେ ସାମ୍ନାକୁ ଆସିଛି। ଆନ୍ଧ୍ର ପ୍ରଦେଶର ତେଲୁଗୁ ଦେଶମ ପାର୍ଟି(ଟିଡିପି) ଏହି କଥାକୁ ପ୍ରମାଣିତ କରି ଦେଖାଇଛି।ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପି ଏକଦା କେନ୍ଦ୍ରରେ କ୍ଷମତାସୀନ

କେରଳ : ଆଶ୍ରମରେ ରହିବାକୁ ଆସିଥିବା ଆମେରିକୀୟ ମହିଳାଙ୍କୁ ଗଣଦୁଷ୍କର୍ମ, ୨ ଗିରଫ

ନୂଆଦିଲ୍ଲୀ: କେରଳର କୋଲ୍ଲାମ ଜିଲ୍ଲାରେ ଜଣେ ୪୪ ବର୍ଷୀୟ ଆମେରିକୀୟ ମହିଳାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ମହିଳାଙ୍କୁ ନିଶା ଦେବା ପରେ ଦୁଇ ଅଭିଯୁକ୍ତ ତାଙ୍କୁ ନିଜ ସହ ଏକ ଅଜଣା ସ୍ଥାନକୁ ନେଇଯାଇଥିଲେ, ଯେଉଁଠାରେ ତାଙ୍କୁ ଅନେକ ଥର ଦୁଷ୍କର୍ମ କରାଯାଇଥିଲା। ଏହି ଘଟଣାରେ

ହରିୟାଣା ହିଂସାକୁ ନେଇ ଦିଲ୍ଲୀରେ ବିକ୍ଷୋଭ: ‘ଘୃଣ୍ୟ ଭାଷଣ’ ଉପରେ ନିଷେଧାଦେଶ ଜାରି ସହ ରାଲିର ଭିଡିଓଗ୍ରାଫି ପାଇଁ…

ନୂଆଦିଲ୍ଲୀ: ହରିୟାଣାରେ ସାମ୍ପ୍ରଦାୟିକ ସଂଘର୍ଷକୁ ନେଇ ଆନ୍ଦୋଳନ ଦିଲ୍ଲୀ ସୀମାରେ ପହଞ୍ଚିଥିବା ବେଳେ ସୁପ୍ରିମକୋର୍ଟ ସାମ୍ପ୍ରଦାୟିକ ନିଆଁ ଲଗାଇବା ଏବଂ ଲୋକଙ୍କୁ ହିଂସା ପାଇଁ ଉତ୍ସାହିତ କରୁଥିବା ରାଲିକୁ ବନ୍ଦ କରିବା ପାଇଁ ହୋଇଥିବା ଏକ ଆବେଦନର ଶୁଣାଣି କରି ଭିଏଚ୍‌ପି/ବଜରଙ୍ଗ ଦଳର

ଉତ୍କଳ ସମ୍ମିଳନୀ ମାଲକାନଗିରି ତରଫରୁ ‘ଗାଁ ପାଇଁ ଦିନଟିଏ’ କାର୍ଯ୍ୟକ୍ରମ ଅନୁଷ୍ଠିତ

ମାଲକାନଗିରି (୨/୮) : ମାଲକାନଗିରି ସଦର ମହକୁମା ବ୍ଲକ ଅଧିନସ୍ଥ ମନସା କଲୋନୀ; କୋରକୋଣ୍ଡା ବ୍ଳକର ବୁଦୁ ଗୁଡ଼ା ଓ ଆମ୍ବଗଛିଆ ଗ୍ରାମ ରେ ମାଲକାନଗିରି ଉତ୍କଳ ସମ୍ମିଳନୀ ତରଫରୁ " ଗାଁ ପାଇଁ ଦିନଟିଏ" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଉତ୍କଳ ସମ୍ମିଳନୀ

ମାଟିତଳୁ ଯୁବତୀଙ୍କ ମୃତଦେହ ଉଦ୍ଧାର ଘଟଣା : ବିବାହ ପାଇଁ ମନା କରିବାରୁ ହାତୁଡିରେ ପିଟି ହତ୍ୟା

ମୁଖ୍ୟ ଅଭିଯୁକ୍ତ ଫେରାର, ୨ ଭାଇ ଗିରଫ : ମାରଣାସ୍ତ୍ର ସହ ବାଇକ ଓ ଅଟୋ ଜବତହିଞ୍ଜିଳିକାଟୁ (୨ା୮): ରବିବାର ସନ୍ଧ୍ୟାରେ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ମହୁଲପଲ୍ଲୀ ଗ୍ରାମ ଝୁନୁ ନାୟକଙ୍କ ଶଶ୍ମାନ ଜମିରୁ ପୁଲିସ ଏକ ଅଜଣା ମହିଳାଙ୍କ ମୃତଦେହକୁ ଉଦ୍ଧାର କରିଥିଲା । ଏନେଇ ହିଞ୍ଜିଳି ଥାନାରେ

ଧରାପଡ଼ିଲେ ୫ ପେଷାଦାର ବନ୍ଧୁକ ବେପାରୀ, ୫୦ ରାଉଣ୍ଡ ଗୁଳି ଜବତ

କଟକ: କମିଶନରେଟ ପୁଲିସ ସ୍ୱତନ୍ତ୍ର ଟିମ ପଞ୍ଝାରେ ଧରାପଡ଼ିଲେ ୫ ପେଷାଦାର ବନ୍ଧୁକ ବେପାରୀ। ସେମାନଙ୍କ ଠାରୁ ଜବତ ହୋଇଛି ୫ ବନ୍ଧୁକ ସାଙ୍ଗକୁ ୫୦ ରାଉଣ୍ଡ ଜୀବନ୍ତ ଗୁଳି। ଏହି କାରବାରରେ ବ୍ୟବହାର ହେଉଥିବା ଗୋଟିଏ କାର, ୨ଟି ବାଇକକୁ ଜବତ କରାଯାଇଛି। ଅଭିଯୁକ୍ତମାନେ କଟକ ସହରରରେ ବଡ଼ ଧରଣର

କାନ୍ଥ ଭୁଶୁଡ଼ି ଜଣେ ମୃତ, ୬ ଆହତ

କେନ୍ଦୁଝର : ଲଗାଣ ବର୍ଷା ନେଲା ଜୀବନ। ଦୁଇଟି ଘଟଣାରେ କାନ୍ଥ ଭୁଶୁଡ଼ିବାରୁ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଆହତ ହୋଇଛନ୍ତି। ଆଜି କେନ୍ଦୁଝର ଜିଲ୍ଲା ଝୁମ୍ପୁରା ବ୍ଲକ ନାହବେଡ଼ାର ଗାଁରେ ବର୍ଷା ଭିଜିଯାଇଥିବା କାନ୍ଥ ଭୁଶୁଡ଼ି ପଡ଼ିବାରୁ ଏହା ତଳେ ଚାପି ହୋଇ ଜଣଙ୍କ ଜୀବନ ଯାଇଛି। ମୃତକ

ସାଂସଦଙ୍କ ଆଚରଣକୁ ନେଇ ବାଚସ୍ପତି କ୍ଷୁବ୍ଧ, ସଂସଦକୁ ଆସିଲେନି…

ନୂଆଦିଲ୍ଲୀ : ମୌସୁମୀ ଅଧିବେଶନ ଆରମ୍ଭ ହେବା ଦିନ ଠାରୁ ଉଭୟ ଲୋକସଭା ଓ ରାଜ୍ୟସଭାରେ ମଣିପୁର ତାତି ଦେଖିବାକୁ ମିଳିଛି। ମଣିପୁର ପ୍ରସଙ୍ଗରେ ଗୃହ କାର୍ଯ୍ୟ ଠିକ ଭାବେ ଚାଲିପାରୁନି। ଲୋକସଭାରେ ଉଭୟ ଶାସକ ଓ ବିରୋଧୀ ଦଳର ସାଂସଦମାନେ ମଣିପୁର ପ୍ରସଙ୍ଗରେ ମୁହାଁମୁହିଁ ହେଉଥିବାରୁ ଗୃହକୁ

ଶ୍ରମିକ ସାମାଜିକ ସୁରକ୍ଷା ଯୋଜନାରେ ସାମିଲ ହେଲେ ୫୦ ବର୍ଗ

ଭୁବନେଶ୍ୱର:ଶ୍ରମିକ ଶ୍ରେଣୀରେ ସାମିଲ ହେଲେ କୁମ୍ଭାର, କମାର, ବୁଣାକାର, ଲୋକକଳା କଳାକାର, ଚିତ୍ରଶିଳ୍ପୀ, ଫଟୋଗ୍ରାଫର, ଭିଡଓଗ୍ରାଫର,ଡେଲିଭରି ବୟଙ୍କ ପରି ୫୦ ବର୍ଗ  ।  ଓଡିଶା ଅଣସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ ଜରିଆରେ ଏମାନଙ୍କୁ ସରକାର ଯୋଗାଇ ଦେବେ ସହାୟତା । ଶ୍ରମିକ ତଥା

ଆଖୁଆପଦାରେ ବୈତରଣୀ ବିପଦ ସଂକେତ ଟପିଲା; ୧୯.୧୬ମିଟର ଜଳ ପ୍ରବାହିତ

ଭଦ୍ରକ: ଭଦ୍ରକ ଜିଲ୍ଲାରେ ଗତ ୨୪ ଘଣ୍ଟା ଧରି ଉପର ମୁଣ୍ଡରେ ଲଗାଣ ବର୍ଷା ଲାଗିରହିବା ଯୋଗୁ ଭଣ୍ଡାରିପୋଖରୀ ବ୍ଲକଦେଇ ଯାଇଥିବା ବୈତରଣୀ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଆଖୁଆପଦା ଠାରେ ୧୯.୧୬ମିଟର ବନ୍ୟାଜଳ ପ୍ରବାହିତ ହେଉଛି। ଏଠାରେ ୧୭.୮୩ ମିଟର ବିପଦ ସଂକେତ ରହିଛି। ସ୍ଥାନୀୟ