ରାଜ୍ୟର ବିଭିନ୍ନ କାରାଗାରରେ କଏଦୀ ପଢୁଛନ୍ତି ପାଠ, ଅଢ଼େଇ ବର୍ଷରେ ନାମ ଲେଖାଇଲେଣି ୨୪୫

ଭୁବନେଶ୍ବର: ରାଜ୍ୟର ବିଭିନ୍ନ କାରାଗାରରେ ବନ୍ଦ ଥିବା କଏଦୀଙ୍କୁ ପାଠ ପଢିବାକୁ ପ୍ରୋତ୍ସାହିତ କରାଯାଉଛି। ସେମାନଙ୍କୁ ମାଗଣାରେ ନାମଲେଖା ସହ ସମସ୍ତ ପ୍ରକାରର ପାଠ୍ୟ ଉପକରଣ ପ୍ରଦାନ କରାଯାଉଛି। ଦିନକୁ ଦିନ ପାଠପଢା ପ୍ରତି ସେମାନଙ୍କ ଆଗ୍ରହ ବଢିବାରେ ଲାଗିଛି। ବିଗତ ଅଢେଇ ବର୍ଷ ମଧ୍ୟରେ

ଲଘୁଚାପ ପ୍ରଭାବରେ ଅଗଷ୍ଟ ୨ ପର୍ଯ୍ୟନ୍ତ ବର୍ଷା

ଭୁବନେଶ୍ବର: ଉତ୍ତର ଓଡ଼ିଶା ଏବଂ ଏହାର ପାର୍ଶ୍ବବର୍ତ୍ତୀ ଦକ୍ଷିଣ ଗାଙ୍ଗେୟ ପଶ୍ଚିମବଙ୍ଗ ଉପତ୍ୟକା ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ରାଜ୍ୟରେ ଅଗଷ୍ଟ ୨ ପର୍ଯ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା ରହିଛି। କିଛି ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ବୋଲି

ଉନ୍ନତ ଗବେଷଣା ଲକ୍ଷ୍ୟ – ୫ ବର୍ଷରେ ଖର୍ଚ୍ଚ ହେବ ୨୧୬ କୋଟି

ଭୁବନେଶ୍ବର: ରାଜ୍ୟରେ ଗବେଷଣା ପରିଦୃଶ୍ୟକୁ ମଜଭୁତ କରିବା ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି। ଚଳିତ ଶିକ୍ଷାବର୍ଷରୁ ଆରମ୍ଭ ହେବାକୁ ଯାଉଛି ଚିଫ୍ ମିନିଷ୍ଟର ରିସର୍ଚ୍ଚ ଇନୋଭେସନ୍ ଫେଲୋସିପ୍ ପ୍ରୋଗ୍ରାମ (ସିଏମ୍‌ଆରଆଇଏଫ୍‌ପି)। ବିଶ୍ବବିଦ୍ୟାଳୟରେ ଗବେଷଣାକୁ ଆହୁରି ଉନ୍ନତଧରଣର

କାନାଡାର ଆଲ୍‌ବର୍ଟାରେ ବିମାନ ଦୁର୍ଘଟଣା: ୬ ମୃତ

କ୍ୟାନ୍‌ମୋର: ଶନିବାର ଦିନ ଆଲବର୍ଟା ପ୍ରଦେଶ ଅନ୍ତର୍ଗତ କାଲ୍‌ଗେରିର ପଶ୍ଚିମପ୍ରାନ୍ତରେ ଗୋଟାଏ କ୍ଷୁଦ୍ର ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ୬ଜଣଙ୍କର ମୃତ୍ୟୁ ଘଟିଥିବା କଥା କାନାଡାର ପୁଲିସ କହିଛି। ‘ଦି ରୟାଲ୍‌ କାନାଡିୟାନ୍‌ ମାଉଣ୍ଟେଡ୍‌ ପୋଲିସ୍‌’ କହିଛି, ଜଣେ ପାଇଲଟ୍‌ ଓ ୫ଜଣ

ସାମାନ୍ୟ ଝଗଡ଼ାରୁ ପତ୍ନୀଙ୍କୁ ମାରି ଦେଲେ କଂଗ୍ରେସ ନେତା

ତେଲେଙ୍ଗାନା : ତେଲେଙ୍ଗାନର ଜଣେ ସ୍ଥାନୀୟ କଂଗ୍ରେସ ନେତା ଅତ୍ୟନ୍ତ ନିର୍ମମ ଭାବେ ତାଙ୍କ ପତ୍ନୀଙ୍କୁ ହତ୍ୟା କରିଛନ୍ତି। ହାଇଦ୍ରାବାଦରେ ଉଭୟ ସ୍ୱାମୀସ୍ତ୍ରୀ ରହୁଥିବା ବେଳେ ସାମାନ୍ୟ ଝଗଡ଼ାରୁ କଂଗ୍ରେସ ନେତା ଜଣଙ୍କ ଏତେ ବଡ଼ କାଣ୍ଡ ଘଟାଇଥିଲେ। ପ୍ରମାଣକୁ ବି ନଷ୍ଟ କରିବାକୁ ଚେଷ୍ଟା

୪୬ ହଜାର ବର୍ଷର ବରଫାୟିତ କୃମିକୁ ପୁନରୁଜ୍ଜୀବିତ କଲେ ବୈଜ୍ଞାନିକ

ୱାସିଂଟନ: ୪୬,୦୦୦ ବର୍ଷ ତଳେ ବରଫ ଭିତରେ ରହିଥିବା ଏକ ଗୋଲକୃମିକୁ ବୈଜ୍ଞାନିକମାନେ ଜୀବନ୍ତ କରିତୋଳିଛନ୍ତି। ଅଜ୍ଞାତ ପ୍ରଜାତିର ଏହି କୃମି ସାଇବେରିଆ ଶୀତଳମରୁର ସ୍ଥାୟୀ ବରଫ ଭିତରେ ୪୦ ମିଟର (୧୩୧.୨ ଫୁଟ୍) ତଳେ ଥିଲା। କୃମିଟି ନିଷ୍କ୍ରିୟ ଅବସ୍ଥାରେ ଥିଲା, ଯେଉଁ ଅବସ୍ଥାକୁ

ହୀରାକୁଦ ରେଳ ଷ୍ଟେସନର ହେବ ପୁନଃ ବିକାଶ

ସମ୍ବଲପୁର: ଭାରତୀୟ ରେଳବାଇ ଅର୍ନ୍ତଗତ ପୁର୍ବତଟ ରେଳବାଇର ମହାପ୍ରବନ୍ଧକ ମନୋଜ ଶର୍ମା ସମ୍ବଲପୁର ଗସ୍ତରେ ଆସି ମଣ୍ଡଳ ଅଧିନସ୍ଥ ବିଭିନ୍ନ ପ୍ରକଳ୍ପ ଗୁଡିକର ସମୀକ୍ଷା କରିଛନ୍ତି। ଶୀ ଶର୍ମା ସରଲା ଷ୍ଟେସନରେ ମାଲବାହୀ ରେଳ ୱାଗନ ଗୁଡିକର ରୁଟିନ ଓଭର ହାଉଲିଂ ସୁବିଧା ସହିତ ମାଲବାହୀ ରେଳଗାଡି

ଲାଞ୍ଚ କାରବାର ମାମଲାରେ କେନ୍ଦ୍ର ସମବାୟ ମନ୍ତ୍ରଣାଳୟର ୩ ଅଧିକାରୀ ଗିରଫ, ୬୦ ଲକ୍ଷ ଜବତ

ନୂଆଦିଲ୍ଲୀ : ଲାଞ୍ଚ କାରବାର ମାମଲାରେ କେନ୍ଦ୍ର ସମବାୟ ବ୍ୟାପାର ମନ୍ତ୍ରଣାଳୟର ୩ ଅଧିକାରୀଙ୍କ ସମେତ ୪ ଜଣଙ୍କୁ ଧରିଛି ସିବିଆଇ। ୩ ଲକ୍ଷ ଟଙ୍କାର ଲାଞ୍ଚ କାରବାର ମାମଲାରେ ଏପରି ଗିରଫଦାରୀ ହୋଇଛି। ଅଭିଯୁକ୍ତମାନଙ୍କ ଠାରୁ ସିବିଆଇ ନଗଦ ୬୦ ଲକ୍ଷ ଟଙ୍କା ମଧ୍ୟ ଜବତ କରିଛି। ଗିରଫ

ISROର ଆଉ ଏକ ନୂଆ ରେକର୍ଡ, ଶ୍ରୀହାରିକୋଟାରୁ PSLV-C56ରେ ୭ଟି ସାଟେଲାଇଟର ସଫଳ ଲଞ୍ଚ

ନୂଆଦିଲ୍ଲୀ : ISRO ଏହାର ସଫଳତାକୁ ନେଇ ମହାକାଶ ଜଗତରେ ଆଉ ଏକ ବଡ଼ ସଫଳତା ହାସଲ କରିଛି । ISRO ଏକା ସହିତ ମହାକାଶକୁ ୭ଟି ସାଟେଲାଇଟ ଉତ୍‌କ୍ଷେପଣ କରିଛି । ଏହି ସମସ୍ତ ସାଟେଲାଇଟଗୁଡିକ ଶ୍ରୀହାରିକୋଟାସ୍ଥିତ ସତୀଶ ଧୱନ ସ୍ପେସ ସେଣ୍ଟରର ଲଞ୍ଚ ପ୍ୟାଡରୁ ଲଞ୍ଚ କରାଯାଇଛି । PSLV-C56 ରକେଟ୍

ଓଡ଼ିଶା ଆସିବ ଗ୍ଲୋବାଲ କମ୍ପାନୀ ସିନପସିସ୍‌, ୩୦୦ ଚିପ୍ ଡିଜାଇନ ଇଞ୍ଜିନିୟରଙ୍କୁ ମିଳିବ ନିଯୁକ୍ତି

ଭୁବନେଶ୍ୱର: ରାଜ୍ୟ ସରକାର ସେମିକଣ୍ଡକ୍ଟର ଡିଜାଇନ କ୍ଷେତ୍ରକୁ ପ୍ରୋତ୍ସାହିତ କରିଆସୁଛନ୍ତି। ବର୍ତ୍ତମାନ ଏହି କ୍ଷେତ୍ରରେ ଆଉ ଏକ ସଫଳତା ଯୋଡି ହେବାକୁ ଯାଉଛି। ଇଲେକ୍ଟ୍ରୋନିକ୍ସ ଡିଜାଇନ ଏବଂ ଅଟୋମେସନ(ଇଡିଏ) କ୍ଷେତ୍ରରେ ଗ୍ଲୋବାଲ ଲିଡର ସିନପସିସ୍ ଭୁବନେଶ୍ୱରରେ ଏହାର ଡିଜାଇନ