Sign in
Sign in
Recover your password.
A password will be e-mailed to you.
ମାଛ ଧରୁଥିବା ବେଳେ ନଦୀରେ ଭାସିଗଲେ ୨ ସାଙ୍ଗ
ଭଦ୍ରକ: ଭଦ୍ରକ ଦୋଳସାହିରେ ଅଘଟଣ । ମାଛ ଧରୁଥିବା ବେଳେ ନଦୀରେ ଭାସି ଯାଇଛନ୍ତି ୨ ସାଙ୍ଗ । ଜଣଙ୍କର ମୃତଦେହ ମିଳିଥିବା ବେଳେ ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଆଜି ୨ ସାଙ୍ଗ ତିହିଡି ଥାନା ଦୋଳସାହି ଗାଜିପୁରର କୁଣ୍ଡୀ ନଈକୁ!-->!-->!-->…
ଶିମିଳିପାଳ ଅଭୟାରଣ୍ୟରୁ ୯ ବନ୍ଧୁକ ଜବତ
କରଞ୍ଜିଆ: ରକ୍ତ ରଞ୍ଜିତ ଶିମିଳିପାଳ ଅଭୟାରଣ୍ୟ ହେବ ଶିକାରୀ ମୁକ୍ତ। ସେଥିପାଇଁ ଚାଲିଛି ସର୍ଚ୍ଚ ଅପରେଶନ। ଶିମିଳିପାଳ ଅଭୟାରଣ୍ୟ ପାଦଦେଶରେ ଥିବା ଗାଁରେ ପୁଲିସ୍ ଚଢ଼ଉ କରି ଶିକାର ଉଦ୍ଦେଶ୍ୟରେ ବ୍ୟବହାର ହେଉଥିବା ୯ ବନ୍ଧୁକ ଜବତ କରିଛି। ଏନେଇ ସୂଚନା ଦେଇଛନ୍ତି ମୟୂରଭଞ୍ଜ ଏସ୍ପି!-->…
ତନ୍ତ୍ର ପାଇଁ ବାବା ସାଜିଲେ ହତ୍ୟାକାରୀ, ନେଲେ ବାବାଙ୍କ ଜୀବନ!
ଭୁବନେଶ୍ୱର : ତନ୍ତ୍ର ସାଧନା ପାଇଁ ଜଣେ ବାବାଙ୍କ ଜୀବନ ନେଲେ ଅନ୍ୟ ଜଣେ ବାବା। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଘଟଣାଟି ସତ୍ୟ। ଜଣେ ବାବାଙ୍କ କାଠଫାଳିଆ ମାଡ଼ରେ ଜଣେ ବାବାଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ଘଟଣା ଘଟିଛି ପୁରୀ ବାସେଲିସାହି ଲୋକନାଥ!-->…
ରାଜ୍ୟରେ କମିଲା ବାଘ ସଂଖ୍ୟା, ୨୦୧୮ରେ ୨୮ ଥିଲା ଏବେ ୨୦କୁ ଖସିଲା
ଭୁବନେଶ୍ୱର : ରାଜ୍ୟରେ କମିଛି ବାଘ ସଂଖ୍ୟା। ଓଡିଶାରେ ବର୍ତ୍ତମାନ ୨୦ଟି ବାଘ ରହିଛି। ୨୦୧୮ରେ ରାଜ୍ୟରେ ଏହି ସଂଖ୍ୟା ୨୮ ଥିଲା। ତେବେ ଶିମିଳିପାଳ ଅଭୟାରଣ୍ୟରେ ବାଘ ସଂଖ୍ୟା ସାମାନ୍ୟ ବୃଦ୍ଧିପାଇଛି। ୨୦୧୮ରେ ଏହା ୮ ଥିବା ବେଳେ ବର୍ତ୍ତମାନ ଏହା ୧୬କୁ ବୃଦ୍ଧି ପାଇଛି। ବିଶ୍ୱ ବ୍ୟାଘ୍ର ଦିବସ!-->…
ସମ୍ପତ୍ତି ପାଇଁ ଭାଇକୁ ଶାବଳରେ ପିଟି ହତ୍ୟା କଲା ଭାଇ
ବ୍ରହ୍ମପୁର : ସମ୍ପତ୍ତି ପାଇଁ ତୁଚ୍ଛ ହେଲା ରକ୍ତ ସମ୍ପର୍କ। ଭାଇକୁ ଶାବଳରେ ପିଟି ଜଣେ ଯୁବକ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ଖଲିଙ୍ଗୀ ପଞ୍ଚାୟକ ବାସୁଦେବପୁର ଗାଁରେ। ମୃତ ଯୁବକ ଜଣକ ହେଲେ କଂସ ପ୍ରଧାନଙ୍କ ପୁଅ କୁଲୁ ପ୍ରଧାନ(୨୫)।
!-->!-->…
ଚେତାଇଲେ ଜାତିସଙ୍ଘ ମହାସଚିବ, ‘ଏବେ ଗ୍ଲୋବାଲ୍ ବଏଲିଂ ଯୁଗ ଆରମ୍ଭ’
ଜେନିଭା : ସମ୍ପ୍ରତି ମଣିଷର କେବଳ ଚାଲିଚଳଣି ବଦଳିନି, ସମାଜ ସହ ତାଳ ଦେଇ ପ୍ରକୃତି ମଧ୍ୟ ବଦଳି ଯାଇଛି। ଦିନକୁ ଦିନ ଦୂଷିତ ହେବାକୁ ଲାଗୁଛି ପରିବେଶ। ବର୍ଷା-ଶୀତ-ଖରାର କୌଣସି ତାରତମ୍ୟ ରହୁନାହିଁ। ଚଳିତ ବର୍ଷ ଏହି ଅସନ୍ତୁଳନକୁ ବେଶ୍ ଭଲ ଭାବେ ଅନୁଭବ କରିପାରିଛି ମାନବ ସମାଜ।!-->…
ଯୁବତୀଙ୍କ ସହ ଅଡିଓ ଭାଇରାଲ ପରେ ନିଲମ୍ବିତ ହେଲେ ଚଣ୍ଡିଖୋଲ ଅଗ୍ନିଶମ ବାହିନୀ ଅଧିକାରୀ
ଯାଜପୁର : ନିଲମ୍ବିତ ହେଲେ ଚଣ୍ଡିଖୋଲ ଅଗ୍ନିଶମ ବାହିନୀ ଅଧିକାରୀ ରମାକାନ୍ତ ମଲିକ। ଯୁବତୀଙ୍କୁ ବ୍ଲାକମେଲ କରି ଅଡ଼ୁଆରେ ପଡ଼ିଥିଲେ ଅଧିକାରୀ। ଯୁବତୀଙ୍କ ସହ ତାଙ୍କର ଅଶ୍ଳୀଳ ବାର୍ତ୍ତାଳପର ଅଡିଓ ଭାଇରାଲ ପରେ ଚର୍ଚ୍ଚାକୁ ଆସିଥିଲେ ରମାକାନ୍ତ। କଟକ ସେଣ୍ଟ୍ରାଲ ରେଞ୍ଜ ଅଗ୍ନିଶମ ବିଭାଗ!-->…
ପୁଣି ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର: କାଲିଠାରୁ ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ଵର : ପୁଣି ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର । ଏହି ଲଘୁଚାପ କ୍ଷେତ୍ର ଆଜି ଉତ୍ତର ଓଡ଼ିଶା ପାଶ୍ୱବର୍ତ୍ତୀ ଦକ୍ଷିଣ ଗାଙ୍ଗେୟ ପଶ୍ଚିମବଙ୍ଗ ଉପତ୍ୟକାରେ ସୃଷ୍ଟି ହୋଇଛି । ଏ ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି ।
ଏହାର ପ୍ରଭାବରେ!-->!-->!-->…
ମିଳିତ ସମରାଭ୍ୟାସ ବେଳେ ହେଲିକପ୍ଟର କ୍ରାଶ୍, ୪ କ୍ରିଉ ମେମ୍ବର ନିଖୋଜ
କୁଇନ୍ସଲ୍ୟାଣ୍ଡ : ମିଳିତ ସମରାଭ୍ୟାସ ବେଳେ ମଝି ସମୁଦ୍ର ଉପରେ କ୍ରାଶ୍ ହେଲା ହେଲିକପ୍ଟର। ଉକ୍ତ ସମୟରେ ହେଲିକପ୍ଟରରେ ଥିବା ୪ କ୍ରିଉ ମେମ୍ବରଙ୍କ ପତ୍ତା ମିଳୁନି। ଏପରି ଏକ ଅଘଟଣ ଗତକାଲି ରାତିରେ ଅଷ୍ଟ୍ରେଲିଆରେ ଘଟିଛି।ଅଷ୍ଟ୍ରେଲିଆର କୁଇନ୍ସଲ୍ୟାଣ୍ଡ ସମୁଦ୍ର ଉପରେ ଗତକାଲି!-->…
ରାହୁଲଙ୍କ ପାଇଁ ଝିଅଟିଏ ଖୋଜିଦିଅ, ମହିଳା କୃଷକଙ୍କୁ ଏଭଳି କହିଲେ ସୋନିଆ ଗାନ୍ଧୀ
ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ କିଛି ଦିନ ପୂର୍ବରୁ ସୋନିପତର ମହିଳା କୃଷକମାନଙ୍କୁ ଦିଲ୍ଲୀ ଆସିବାକୁ ନିମନ୍ତ୍ରଣ କରିଥିଲେ | ଆଉ ଆଜି କିଛି ମହିଳା କୃଷକ ଦିଲ୍ଲୀରେ ପହଞ୍ଚିଥିଲେ ଏବଂ ୧୦ ଜନପଥରେ ସୋନିଆ ଗାନ୍ଧୀଙ୍କ ବାସଭବନକୁ ଯାଇଥିଲେ | ମହିଳା କୃଷକମାନଙ୍କୁ ସୋନିଆ ଗାନ୍ଧୀ,!-->…