Sign in
Sign in
Recover your password.
A password will be e-mailed to you.
ରାତି ସାରା ଶୋଇବା ପରେ ସକାଳେ ଜଣାପଡିଲା ମଶିଣା ତଳେ ଥିଲା ନାଗ
ବାଙ୍କୀ : ନାଗ ସାପ ! ନା ଶୁଣିଲେ ଡର ପଶିଯାଏ ମନ ଭିତରେ । ଟିକେ ଭାବିଲେ ଯଦି ଆପଣଙ୍କୁ କେହି ନାଗ ସାପ ସହିତ ଗୋଟେ ରାତି କାଟିବାକୁ କହିବ? ଭୟବିତ ହୋଇଯିବାଟା ତ ସ୍ଵଭାବିକ । କିନ୍ତୁ ଏମିତି ଏକ ଘଟଣା ଦେଖିବାକୁ ମିଳିଛି, ବାଙ୍କୀ ବ୍ଲକ୍ କିଆପଲା ପଞ୍ଚାୟତର ନୂଆଗାଁରେ । ଯେଉଁଠି ଏକ!-->…
ଅନ୍ୟକୁ ଇସଲାମ ଗ୍ରହଣ କରିବାକୁ ଉତ୍ସାହିତ କରିବା ପାଇଁ ଅଞ୍ଜୁଙ୍କୁ ଚାକିରି ସହ ପ୍ଲଟ ଉପହାରରେ ଦେଲେ ପାକ୍ ବ୍ୟବସାୟୀ
ଇସଲାମାବାଦ: ରାଜସ୍ଥାନର ଅଲୱର ଜିଲ୍ଲାର ଭିୱାଡିରୁ ପାକିସ୍ତାନ ଯାଇଥିବା ଅଞ୍ଜୁଙ୍କୁ ନେଇ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ପାକିସ୍ତାନ ଯିବା ପରେ ଅଞ୍ଜୁ ଇସଲାମ ଗ୍ରହଣ କରିବା ସହ ତାଙ୍କର ଫେସବୁକ ବନ୍ଧୁ ନସରୁଲ୍ଲାଙ୍କୁ ବିବାହ କରିଥିଲେ। ବିବାହ ପରେ ଅଞ୍ଜୁଙ୍କୁ ବିଭିନ୍ନ!-->…
ଓଡ଼ିଶା ଷ୍ଟାଫ ସିଲେକ୍ସନ୍ କମିଶନ ପରୀକ୍ଷା ପ୍ରଶ୍ନପତ୍ର ଲିକ ଘଟଣାର ସିବିଆଇ ତଦନ୍ତ ଦାବି କଲା ବିଜେପି
ଭୁବନେଶ୍ବର: ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣାର ସିବିଆଇ ତଦନ୍ତ କରିବା ପାଇଁ ବିଜେପି ଦାବି କରିଛି । ଓଡ଼ିଆ ପିଲାଙ୍କ ଭାଗ୍ୟ ଭବିଷ୍ୟତ ସହିତ ଖେଳ ନଖେଳି ସରକାର ସିବିଆଇ ତଦନ୍ତ କରାନ୍ତୁ ବୋଲି ବିଜେପି ଦାବି କରିଛି । ଭୁବନେଶ୍ୱର ବିଜେପି ଅଫିସ୍ରେ!-->…
ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୨ ଶ୍ରମିକଙ୍କ ମୃତ୍ୟୁ
ଭୁବନେଶ୍ୱର: ପାଇଖାନା ଟାଙ୍କି ସଫା କରିବା ବେଳେ ୨ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଶନିବାର ମଧ୍ଯାହ୍ନରେ ଏ ଅଘଟଣ ଘଟିଛି ଭୁବନେଶ୍ୱରର ଶିଶୁପାଳଗଡ଼ ଅଞ୍ଚଳରେ । ଶିଶୁପାଳଗଡ଼ର ରଘୁନାଥ ନଗରରେ ପାଇଖାନା ଟାଙ୍କି ସଫା କରିବା ଲାଗି ୨ ଶ୍ରମିକ ଯାଇଥିଲେ ।
ହେଲେ ସେମାନେ ଆଉ ବାହାରକୁ!-->!-->!-->…
ମଣିପୁର ହିଂସା ପଛରେ ବିଦେଶୀ ଏଜେନ୍ସିମାନଙ୍କର ହାତ ରହିଛି: ପୂର୍ବତନ ସେନା ମୁଖ୍ୟ
ନୂଆଦିଲ୍ଲୀ: ମଣିପୁର ହିଂସାକୁ ନେଇ ଏବେ ସାରା ଦେଶରେ ତାତି ରହିଛି | ମଣିପୁର ହିଂସା ପାଇଁ ସଂସଦର ମୌସୁମୀ ଅଧିବେଶନ ବି ସୁରୁଖୁରୁରେ ଚାଲିପାରୁନାହିଁ | ବିରୋଧୀମାନେ ହଟଗୋଳ କରି ଉଭୟ ଲୋକସଭା ଓ ରାଜ୍ୟସଭାକୁ ଠପ କରିଦେଇଥିବାବେଳେ ପୂର୍ବତନ ସେନା ମୁଖ୍ୟ ଜେନେରାଲ (ଅବସରପ୍ରାପ୍ତ) ଏମଏମ!-->…
ସମୁଦ୍ରରେ ଗାଧୋଇବା ବେଳେ ବୁଡିଯାଇ ଯୁବକ ନିଖୋଜ
ପୁରୀ : ସମୁଦ୍ରରେ ଗାଧୋଇବା ହେଲା କାଳ । ବୁଡିଗଲେ ଯୁବକ । ପୁରୀ ସମୁଦ୍ରରେ ବୁଡି ଯାଇ ପର୍ଯ୍ୟଟକ ନିଖୋଜ । ନିଖୋଜ ଯୁବକ ହେଉଛନ୍ତି ବାଲେଶ୍ୱର ଜିଲ୍ଲା ଗୋଲପୁର ଅଞ୍ଚଳର ସଞ୍ଜୟ କୁମାର ଜେନା । ଆଜି ଦିନ ୧୧ଟାରେ ସୁମଦ୍ରରରା ୯ ନମ୍ବର ସେକ୍ଟରରେ ଯୁବକ ଜଣକ ଗାଧୋଉଥିବାବେଳେ!-->…
ପ୍ରଶ୍ନପତ୍ର ଲିକ ମାମଲା; ୫୫ ଛାତ୍ରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କଲା ଓଏସଏସସି
ଭୁବନେଶ୍ୱର: OSSC ଜେଇ ସିଭିଲ ମେନ୍ ପରକ୍ଷାର ପ୍ରଶ୍ନପତ୍ର ଲିକ୍ ମାମଲାରେ ୫୫ ଜଣ ଛାତ୍ରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ପ୍ରଶ୍ନପତ୍ର ଲିକ୍ ମାମଲାରେ ସଂପୃକ୍ତ ଥିବା ଅଭିଯୋଗରେ ୫୫ ଜଣ ପରୀକ୍ଷାର୍ଥୀଙ୍କୁ ଶନିବାର କାରଣ ଦର୍ଶାଅ ନୋଟିସ୍ ଜାରି କରିଛି OSSC । ବାଲେଶ୍ୱର!-->…
ବ୍ୟାଙ୍କ ଋଣ ଦେବା ନାଁରେ ବଡ ଧରଣର ଠକେଇ ମାମଲା: ପୂର୍ବତନ ମ୍ୟାନେଜରଙ୍କୁ ଗିରଫ କଲା EOW
ଭୁବନେଶ୍ବର: ବ୍ୟାଙ୍କ ଲୋନ୍ ଦେବା ନାଁରେ ବଡ଼ ଧରଣର ଠକେଇ ମାମଲା । ବନ୍ଧା ହେଲେ ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆର ପୂର୍ବତନ ବ୍ରାଞ୍ଚ ମ୍ୟାନେଜର ସ୍ଵୟମ୍ ପ୍ରକାଶ ପରିଡା । ସ୍ୱୟମଙ୍କୁ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଗିରଫ କରିଛି । ତାଙ୍କ ନାଁରେ ୧ କୋଟି ୯ ଲକ୍ଷ ଟଙ୍କାର!-->…
ଏନଡିଏ ବନାମ ଇନ୍ଡିଆ : ଆଜି ଭୋଟ୍ ହେଲେ ଏନ୍ଡିଏକୁ ୫୪ ପ୍ରତିଶତ ସିଟ୍, ଇଣ୍ଡିଆକୁ ୩୨ ପ୍ରତିଶତ
ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପାଇଁ ଆଉ ବର୍ଷଟିଏ ମଧ୍ୟ ବାକି ନାହିଁ। ସମସ୍ତ ରାଜନୈତିକ ଦଳ ଏବେ ସେମାନଙ୍କ ରଣନୀତି ପ୍ରସ୍ତୁତ କରିବାରେ ବ୍ୟସ୍ତ ଅଛନ୍ତି। ତେବେ ଲୋକସଭା ନିର୍ବାଚନ ୨୦୨୪ରେ ଏନଡିଏ ଓ ଇଣ୍ଡିଆ ମଧ୍ୟରେ ସିଧାସଳଖ ଲଢେଇ ହେବାକୁ ଯାଉଛି। ଏହି ସମୟରେ, ଏନଡିଏ ଏବଂ!-->…
ଆଜି ମହରମ୍, ଭଦ୍ରକରେ ୨୫ ପ୍ଲାଟୁନ ପୋଲିସ ମୁତୟନ
ଭୁବନେଶ୍ଵର: ଆଜି ମୁସଲମାନ ଧର୍ମାବଲମ୍ବୀଙ୍କ ପବିତ୍ର ପର୍ବ ମହରମ । ବର୍ଷର ଚାରିଟି ପବିତ୍ର ମାସ ମଧ୍ୟରୁ ଏହା ହେଉଛି ଅନ୍ୟତମ । ରମଜାନ ପରେ ଏହା ଦ୍ୱିତୀୟ ପବିତ୍ର ମାସ । ଏହି ମାସରେ ମୁସଲମାନମାନେ ଉପବାସ ପାଳନ କରିଥାନ୍ତି । ଶିୟା ମୁସଲମାନମାନେ ମାସ ସାରା ରୋଜା ପାଳନ କରିଥାନ୍ତି ।!-->…