Sign in
Sign in
Recover your password.
A password will be e-mailed to you.
ରଜକ ଯାଦବ ସମାଜ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ
ହିଞ୍ଜିଳିକାଟୁ (୨୮।୭) : ଗଞ୍ଜାମ ଜିଲ୍ଲା ରଜକ ସମାଜ ପକ୍ଷରୁ ପରିବେଶ ସନ୍ତୁଳନ ଓ ଓକ୍ସିଜେନ ପହଚାଂଇବା ଲକ୍ଷରେ ଶୁକ୍ରବାର ହିଞ୍ଜିଳିକାଟୁ ନିକଟ ଖଣ୍ଡରା ଛକ ଠାରୁ ମାଁ ଶ୍ୟାମଳାଇ ମନ୍ଦିର ଏନ ହେବ ୫୯ ଦୁଇ କଡରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି lଅଂଳା, ଵାହାଡା, ବେଲ,!-->…
ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆ, ଡେଙ୍ଗୁ ଓ ଡାଇରିଆ ସଚେତନତା କାର୍ଯ୍ୟକ୍ରମ ଚାଲୁ ରଖିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ
ଫୁଲବାଣୀ : ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ କନ୍ଧମାଳ ଜିଲ୍ଲାପାଳ ଆଶିଷ ଇଶ୍ଵର ପାଟିଲଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତିର କାର୍ଯ୍ୟକାରିଣୀ ବୈଠକ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରୋଗୀ କଲ୍ୟାଣ ସମିତିର କାର୍ଯ୍ୟକାରିଣୀ ବୈଠକ, ଜାତୀୟ କୃମି ନାଶକ ଦିବସର ଟାସ୍କ ଫୋର୍ସ!-->…
୧୯ ବର୍ଷରୁ କମ ବାଳିକା ବାଳକ ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା
ହିଞ୍ଜିଳିକାଟୁ (୨୮।୭) : ୩ଦିନିଆ ୧୯ ବର୍ଷରୁ କମ ବାଳିକା ବାଳକ ମାନଙ୍କ ରାଜ୍ୟ ସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଶୁକ୍ରବାର ଠାରୁ ଇନଡୋର୍ ଷ୍ଟାଡିୟମ ଠାରେ ଉଦଘାଟନ ହୋଇଯାଇଛି। ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ।!-->…
ସ୍ୱାଧୀନତା ଦିବସ ଉପଲକ୍ଷେ ବକ୍ତୃତା ପ୍ରତିଯୋଗିତା
ବ୍ରହ୍ମପୁର : ୭୭ତମ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ସ୍ଥାନୀୟ ବ୍ରହ୍ମପୁରସ୍ଥିତ ସହିଦ ଲକ୍ଷ୍ମଣ ନାୟକ ପୌର ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଉପଖଣ୍ଡ ସ୍ତରୀୟ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ଵାରା ଏହି ପ୍ରତିଯୋଗୀତା ଅନୁଷ୍ଠିତ!-->!-->!-->…
ଜିଲ୍ଲାସ୍ତରୀୟ ୭୭ ତମ ସ୍ବାଧୀନତା ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ
ଛତ୍ରପୁର : ଚଳିତ ବର୍ଷର ଜିଲ୍ଲା ସ୍ତରୀୟ ୭୭ ତମ ସ୍ବାଧୀନତା ଦିବସ ଛତ୍ରପୁର ସ୍ଥିତ ପୋଲିସ୍ ପ୍ୟାରେଡ୍ ପଡିଆ ଠାରେ ମହାସମାରୋହର ସହିତ ପାଳନ କରାଯିବ । ଏହି ଜାତୀୟ ଉତ୍ସବଟିକୁ କିଭଳି ସରସ ସୁନ୍ଦର ଭାବେ ପାଳନ କରାଯିବ ସେଥି ନିମନ୍ତେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ!-->!-->!-->…
ମହିଳାଙ୍କୁ ପ୍ରଥମ ପାସେଞ୍ଜର ଭାବେ ବାରଣ କଲେ ବସ୍ ମାଲିକଙ୍କ ବିରୋଧରେ କଟିବ ଇ-ଚାଲାଣ
ଭୁବନେଶ୍ୱର :ଏଣିକି ମହିଳା ଯାତ୍ରୀଙ୍କୁ ଯଦି କୌଣସି ବସ କର୍ମଚାରୀ ପ୍ରଥମେ ପାସେଞ୍ଜର ଭାବେ ଉଠାଇବାକୁ ବାରଣ କରିବେ, ସଂପୃକ୍ତ ବସ୍ ମାଲିକ ଗଣିବେ ଜରିମାନା। ବସର ପ୍ରଥମ ଯାତ୍ରୀ ଭାବେ ମହିଳାଙ୍କୁ ବାରଣ ଅଭିଯୋଗ ମାମଲା ଉପରେ ଏଭଳି ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି ରାଜ୍ୟ ପରିବହନ!-->…
ନବଙ୍କୁ ରାସ୍ତାରୁ ହଟାଇବାକୁ ପୂର୍ବରୁ ଦୁଇ ଥର ଉଦ୍ୟମ କରିଥିଲା ଗୋପାଳ
ଝାରସୁଗୁଡା : ନବ ଦାସଙ୍କୁ କାହିଁକି ମାରିଲା ଗୋପାଳ ? ପଲିଗ୍ରାଫ ଟେଷ୍ଟରେ ଗୋପାଳ କହିଛି ଗୋଟି ଗୋଟି ସତ । ପ୍ରତିଶୋଧ ନେବାକୁ ହତ୍ୟା । ପ୍ରିପ୍ଲାନ୍ଡ ମର୍ଡର । ମାସେ ପୂର୍ବରୁ ଲୋଡ୍ କରିଥିଲା ପିସ୍ତଲ । ନବଙ୍କୁ ରାସ୍ତାରୁ ହଟାଇବାକୁ ପୂର୍ବରୁ ଦୁଇ ଥର ଉଦ୍ୟମ କରିଥିଲା । ତୃତୀୟ ଥରରେ!-->…
ପୁଣି ଝୁଲିଲା ମହାପ୍ରଭୁଙ୍କ ବନକଲାଗି ନୀତି ନିଷ୍ପତ୍ତି
ପୁରୀ:ଝାଉଁଳି ଗଲାଣି ମହାପ୍ରଭୁଙ୍କ ଶ୍ରୀମୁଖ । କେବେ ହେବ ଶୃଙ୍ଗାର..କେବେ ଝଲସିଉଠିବ ସେ କଳାବଦନ ? ଏମିତି ଆଶା ଆଉ ଆଶଙ୍କା ଭିତରେ ଥିବା ଭକ୍ତଙ୍କୁ ଲାଗିଛି ବଡ ଝଟକା । ନିଜ ଜିଦରେ ଅଟଳ ଶ୍ରୀମନ୍ଦିର ପ୍ରଶାସନ ଓ ଦତ୍ତମହାପାତ୍ର ନିଯୋଗ । ଅଟକି ରହିଛି ମହାପ୍ରଭୁଙ୍କ ବନକଲାଗି ନୀତି । ଏ!-->…
ସାମ୍ବାଦିକ ସମ୍ମିଳନୀରେ ମୁହାଁ ମୁହିଁ ହେଲେ ସିନେ ପ୍ରଯୋଜକ
ଭୁବନେଶ୍ବର: ଉତ୍କଳ ସିନେ ଚାମ୍ବର ଅଫ କମର୍ସରେ ସାମ୍ବାଦିକ ସମ୍ମିଳନୀରେ ମୁହାଁମୁହିଁ ହେଲେ ପ୍ରଯୋଜକ । ସଂଘ ଟୁଟୁ ନାୟକଙ୍କ ବିରୋଧରେ ବିଭିନ୍ନ ଅଭିଯୋଗ କରୁଥିଲା । କିନ୍ତୁ ଠିକ୍ ଏହି ସମୟରେ ଟୁଟୁ ନାୟକ ଓ ତାଙ୍କ ସମର୍ଥକ ସାମ୍ନାକୁ ଆସି ଅଭିଯୋଗ ମିଥ୍ୟା ବୋଲି ଦାବି କରିଥିଲେ ।!-->…
ସାଇମୁନ୍-୨୦୨୩ର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ‘ବସୁଧୈବ କୁଟୁମ୍ବକମ୍’ ବାର୍ତ୍ତା ନେଇ ଆରମ୍ଭ ହୋଇଛି ସାଇମୁନର ଏକାଦଶ ସଂସ୍କରଣ । ସାଇ ଇଣ୍ଟରନ୍ୟାସନାଲ ସ୍କୁଲ୍ ଦ୍ୱାରା ଆୟୋଜିତ ୨ ଦିନିଆ କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୂର୍ବ ଭାରତର ସର୍ବବୃହତ ମଡେଲ୍ ୟୁନାଇଟେଡ୍ ନେସନସ୍!-->…