ଗୁରୁକୃପା ଆଶ୍ରମରେବାବାଙ୍କୁ କାଠ ଫାଳିଆରେ ପିଟିପିଟି ହତ୍ୟା

ପୁରୀ: ଆଶ୍ରମରେ ଗଡ଼ିଲା ମୁଣ୍ଡ । ବାବାଙ୍କୁ ହତ୍ୟା କଲେ ବାବା । ପୁରୀ ବାସେଳିସାହି ଥାନା ଗୁରୁକୃପା ଆଶ୍ରମରେ ହତ୍ୟାକାଣ୍ଡ ଘଟିଛି । ଜଣେ ବାବା ଆଉ ଜଣେ ବାବାଙ୍କୁ କାଠ ଫାଳିଆରେ ପିଟିପିଟି ଅତି ନିର୍ମମ ଭାବେ ହତ୍ୟା କରିଥିବା ବେଳେ ଆଉ ଜଣେ ବାବା ଗୁରୁତର ଆହତ ହୋଇଥିବା ଅଭିଯୋଗ

ଆଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତିଙ୍କୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ କଲା ବିଜେପି

ନୂଆଦିଲ୍ଲୀ : ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ପସମନ୍ଦା ସଂପ୍ରଦାୟର ମୁସଲିମ ଲୋକଙ୍କୁ ନିଜ ଆଡ଼କୁ ଆଣିବା ପାଇଁ ବିଜେପି ଜୋରଦାର ପ୍ରୟାସ ଆରମ୍ଭ କରି ଦେଇଛି। ଏଥିପାଇଁ ଦଳ ଶନିବାର ନିଜର ସାଂଗଠନିକ ସ୍ତରରେ ବଡ଼ଧରଣର ପରିବର୍ତ୍ତନ କରିଛି।ଆଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳ(AMU)ର ପୂର୍ବତନ

ମଣିପୁର ହିଂସା ପ୍ରସଙ୍ଗରେ ମୁଖ୍ୟ ବିଚାରପତିଙ୍କୁ ସମାଲୋଚନା କରି ଗିରଫ ହେଲେ ରାଜନୀତିକ ବିଶ୍ଳେଷକ ବଦ୍ରୀ ଶେଷାଦ୍ରୀ

ଚେନ୍ନାଇ : ଜଣାଶୁଣା ପ୍ରକାଶକ ଓ ତଥାକଥିତ ରାଜନୀତିକ ବିଶ୍ଲେଷକ ବଦ୍ରୀ ଶେଷାଦ୍ରୀଙ୍କୁ ଗିରଫ କରିଛି ତାମିଲନାଡୁ ପୁଲିସ୍‌। ସେ ମଣିପୁର ଓ ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ବିରୋଧରେ ଉତ୍ତେଜନା ସୃଷ୍ଟି କରିବା ଭଳି ବୟାନ ଦେଇଥିଲେ।କେନ୍ଦ୍ର ସରକାର ମଣିପୁର ହିଂସାକୁ

ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣା: ୨ ଅଭିଯୁକ୍ତଙ୍କ ଘରେ ଚାଲିଲା ବୁଲଡୋଜର୍‌

ଭୋପାଳ : ମଧ୍ୟପ୍ରଦେଶର ସାତନା ଜିଲ୍ଲା ମୈହାରରେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଓ ଭୟଙ୍କର ନିର୍ଯାତନା ଦେବା ଘଟଣାକୁ ପୂରା ହଇଚଇ ସୃଷ୍ଟି କରିଛି। ସ୍ଥାନୀୟ ମନ୍ଦିରରେ କାମ କରୁଥିବା ୨ ଜଣ ଯୁବକ ଏପରି କାଣ୍ଡ ଘଟାଇଥିବା ଅଭିଯୋଗ ହେବା ପରେ ପ୍ରଶାସନ ଆକ୍ସନ ମୋଡକୁ ଆସିଛି। ଆଜି ସ୍ଥାନୀୟ

ନୀତୀଶ କୁମାର ଯେ କୌଣସି ମୁହୂର୍ତ୍ତରେ ଏନଡିଏକୁ ଫେରି ପାରନ୍ତି : କେନ୍ଦ୍ରମନ୍ତ୍ରୀ

ପାଟନା : ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଯେ କୌଣସି ମୁହୂର୍ତ୍ତରେ ବିଜେପି ନେତୃତ୍ୱାଧୀନ ଏନଡିଏକୁ ଫେରି ପାରନ୍ତି ବୋଲି ଆକଳନ କରିଛନ୍ତି କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ରାଷ୍ଟ୍ରମନ୍ତ୍ରୀ ରାମଦାସ ଅଠାୱାଲେ। ଏଥିସହ ମୁମ୍ବାଇରେ ହେବାକୁ ଥିବା ବିରୋଧୀ ମେଣ୍ଟର ତୃତୀୟ ବୈଠକକୁ

ଅବ୍ୟବସ୍ଥା ଘେରରେ କପାତୁଟି ନୂତନ ଉନ୍ନତ ଉଚ୍ଚ ବିଦ୍ୟାଳୟ…

ମାଲକାନଗିରି,:ଚିତ୍ରକୋଣ୍ଡା ୨୯/୦୭ ସରକାର ତୃଣମୂଳ ସ୍ଥରରୁ ଶିକ୍ଷାର ବିକାଶ ଓ ସାଧନ ପାଇଁ 5ଟି ଅଧୀନରେ ନେଇ ଶିକ୍ଷାର ବିକାଶ କଥା ଚିନ୍ତା କରୁଥିବା ବେଳେ ଏଥିରେ ପ୍ରତିବନ୍ଧକ ସାଜିଛନ୍ତି କିଛି ଶିକ୍ଷକ। ଏହିଭଳି ଏକ ଶିକ୍ଷାର ନଗ୍ନ ଚିତ୍ର ଦେଖିବାକୁ ମିଳିଥିଲା କପାତୁଟି ନୂତନ ଉନ୍ନତ

ବନାନୀ କଳା ସଂଗମ ସମାନ ନାଗରିକ ସଂହିତା ଲାଗୁ ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ…

ଫୁଲବାଣୀ : ମିଳିତ ନାଗରିକ କମିଟି କନ୍ଧମାଳ ପକ୍ଷରୁ ବନାନୀ କଳାସଙ୍ଗମ ଠାରେ ସମାନ ନାଗରିକ ସଂହିତା ଦେଶରେ ଲାଗୁ ହେବା ଉପରେ ଡ ଅରୁପ ଜେନାଙ୍କ ଅଧ୍ୟକ୍ଷତାରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଛି।ମିଳିତ ନାଗରିକ କମିଟିର ଆବାହକ ଅଶୋକ ପରିଡା ପ୍ରାରମ୍ଭିକ ସୂଚନା ଦେଇ ଦେଶର ଆଇନ

ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ ଭାରତ ରତ୍ନ ଜେଆର୍‌ଡି ଟାଟାଙ୍କ ୧୧୯ତମ ଜୟନ୍ତୀରେ କ୍ରସ୍ କଂଟ୍ରି ଦୌଡ଼…

୩୦୦ ରୁ ଅଧିକ ଯୁବ କ୍ରୀଡ଼ାବିତଙ୍କ ଅଂଶଗ୍ରହଣ ବ୍ରହ୍ମପୁର //ଗୋପାଳପୁର : , ୨୯ ଜୁଲାଇ ୨୦୨୩: ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ପକ୍ଷରୁ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ଭାରତ ରତ୍ନ ଜେଆର୍‌ଡି ଟାଟାଙ୍କ ୧୧୯ତମ ଜୟନ୍ତୀକୁ ହର୍ଷୋଲ୍ଲାସ ସହିତ ପାଳନ କରାଯାଇଛି । ଏହି ଅବସରରେ ଯୁବପିଢ଼ିଙ୍କ

ଦିବ୍ୟାଙ୍ଗ ମାନଙ୍କୁ ସହାୟକ ଉପକରଣ ବିତରଣ ଶିବିର

ବ୍ରହ୍ମପୁର :ଭାରତ ସରକାରଙ୍କ କୃତିମ ଅଙ୍କ ନିର୍ମାଣକାରୀ ନିଗମ ଏବଂ ଜିଲ୍ଲା ପ୍ରଶାସନ ଗଞ୍ଜାମ ଆନୁକୂଲ୍ୟରେ ଆଜି ବ୍ରହ୍ମପୁର ଟାଉନ ହଲ ଠାରେ ରଙ୍ଗେଈଲୁଣ୍ଡା, ଗୋପାଳପୁର, ଓ ବ୍ରହ୍ମପୁର ସଦରର ଦିବ୍ୟାଙ୍ଗ ମାନଙ୍କୁ ସହାୟକ ଉପକରଣ ବଣ୍ଟନ ସିବିର ଅନୁଷ୍ଠିତ ହେବ l ଏଥିରେ ମୁଖ୍ୟ ଅତିଥି

ମଣିପୁର ହିଂସା କୁ ନେଇ ମୋଦି – ନବୀନ ମୌନ କାହିଁକି- ମହିଳା କଂଗ୍ରେସ

ବ୍ରହ୍ମପୁର : ଗତ ପ୍ରାୟ ତିନିମାସ ରୁ ଉର୍ଦ୍ଧ୍ବ ସମୟ ଧରି ମଣିପୁର ଜାତିଆଣ ଦଙ୍ଗାରେ ଜଳୁଛି । ଏହି ପରିପ୍ରେକ୍ଷୀରେ ଜଣେ କାର୍ଗିଲ ଯୁଦ୍ଧର ସୈନିକଙ୍କ ପତ୍ନୀଙ୍କୁ ରାସ୍ତାରେ ଉଲଗ୍ନ କରି ଚଲେଇବା,ଗଣ ଦୃଷ୍କର୍ମ କରିବା ଓ ହତ୍ୟା କରିବା ଘଟଣା କୁ ନେଇ ସାରା ଦେଶକୁ ସ୍ତବ୍ଧ କରିଛି । ଏପରିକି