ଭିଜିଲାନ୍ସ ଜାଲରେ ନୟାଗଡ ଜିଲ୍ଲା ଗଣିଆ ଅତିରିକ୍ତ ତହସିଲଦାର

ନୟାଗଡ: ଲାଞ୍ଚ ନେବା ପଡିଲା ମହଙ୍ଗା । ଭିଜିଲାନ୍ସ ଜାଲରେ ପଡ଼ିଲେ ସରକାରୀ ବାବୁ । ନୟାଗଡ ଜିଲ୍ଲା ଗଣିଆ ତହସିଲର ଅତିରିକ୍ତ ତହସିଲଦାର ବନମାଳି  ପରିଡା ଭିଜିଲାନ୍ସ ଜାଲରେ ପଡିଛନ୍ତି । ୧୩ ହଜାର ଟଙ୍କା ଲାଞ୍ଚ ନେବାବେଳେ ସେ ଧରା ପଡିଛନ୍ତି । ଏକ ବାଲି ବୋଝେଇ ହାଇୱା ଟ୍ରକକୁ ଛାଡି

ଆମେରିକାରେ ଆମ୍ବଲିଓମା ଆମେରିକାନମ୍ କୀଟ ଆତଙ୍କ : ମାଂସ ଖାଇଲେ ବ୍ୟାପୁଛି ରହସ୍ୟମୟୀ ରୋଗ, ହଜାର ହଜାର ଆମେରିକୀୟ…

ନ୍ୟୁୟର୍କ : ଆମେରିକାର ଅନେକ ଅଞ୍ଚଳରେ ରେଡ୍ ମିଟ୍ ଆଲର୍ଜି ରୋଗ ର ମାମଲା ବଢିବାରେ ଲାଗିଛି । ଏହି ରୋଗ ଲୋନ ଷ୍ଟାର ଟିକ୍ ନାମକ କୀଟ କାମୁଡ଼ିବା ଦ୍ୱାରା ହୋଇଥାଏ । ଏହି କୃମିର ବୈଜ୍ଞାନିକ ନାମ ହେଉଛି ଆମ୍ବଲିଓମା ଆମେରିକାନମ୍ । ଏହି କୀଟ ଯାହାକୁ କାମୁଡ଼ିଥିବ, ସେ ମାଂସ ଖାଇଲେ ତାଙ୍କର

ମହରମ୍ ପୂର୍ବରୁ ଭଦ୍ରକ ସହରରେ ପୋଲିସର ଫ୍ଲାଗ୍ ମାର୍ଚ୍ଚ

ଭଦ୍ରକ: ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଭଦ୍ରକ ସହରରେ ଫ୍ଲାଗ ମାର୍ଚ୍ଚ କରାଯାଇଛି । ଶନିବାର ୨୯ ତାରିଖରେ ମୁସଲିମ୍ ସମ୍ପ୍ରଦାୟର ମହରମ୍ ପର୍ବ ପାଳନକୁ ଦୃଷ୍ଟିରେ ରଖି ଆଜି ଠାରୁ ଭଦ୍ରକ ଜିଲ୍ଲାରେ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ସହରର ରାଜଘାଟ ଛକରୁ

ରାଜ୍ୟପାଳଙ୍କୁ ନ ନେଇ ଚାଲିଗଲା ବିମାନ, ଥାନାରେ ଅଭିଯୋଗ କଲେ ରାଜ୍ୟପାଳଙ୍କ ପ୍ରୋଟୋକଲ ଅଧିକାରୀ

ବେଙ୍ଗାଲୁରୁ: ରାଜ୍ୟପାଳଙ୍କୁ ନ ନେଇ ଚାଲିଗଲା ବିମାନ | ଆଉ ପାଖାପାଖି ଦେଢ଼ ଘଣ୍ଟା ଅପେକ୍ଷା କରିବା ପରେ ଗନ୍ତବ୍ୟସ୍ଥଳକୁ ଗଲେ ରାଜ୍ୟପାଳ | ଗୁରୁବାର ଦିନ କର୍ଣ୍ଣାଟକର କେମ୍ପେଗୌଡ଼ା ଅନ୍ତର୍ଜାତୀୟ ବିମାନବନ୍ଦରରେ ଏଭଳି ଏକ ଘଟଣା ଘଟିଛି | ମିଳିଥିବା ସୂଚନା ମୁତାବକ କର୍ଣ୍ଣାଟକ ରାଜ୍ୟପାଳ

ପିଲାଙ୍କୁ ନେଇ ମିଛ କହିବା ମେୟରଙ୍କୁ ମହଙ୍ଗା ପଡ଼ିଲା; ପଦରୁ ବିଦା କଲେ ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ: ବିହାର ଛପରା ଜିଲ୍ଲାର ମେୟର ଥିବା ରାକ୍ଷୀ ଗୁପ୍ତାଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। ରାକ୍ଷୀ ଗୁପ୍ତା ତାଙ୍କର ତିନି ସନ୍ତାନଙ୍କ ପାଇଁ ମେୟର ପଦ ହରାଇ ଦେଇଥିବା ସୂଚନା ମିଳିଛି।ସୂଚନାଯୋଗ୍ୟ, ରାକ୍ଷୀ ଗୁପ୍ତା ତାଙ୍କ ନାମାଙ୍କନ ପତ୍ର ଦାଖଲ ସମୟରେ ତାଙ୍କର ଦୁଇଟି ପିଲା ଅଛନ୍ତି

ଆପତ୍ତିଜନକ ପୋଷ୍ଟ ପାଇଁ ବନ୍ଧା ହେଲେ ବିଜେପି ନେତ୍ରୀ…

ବେଙ୍ଗାଲୁରୁ : ସୋଶାଲ ମିଡିଆରେ କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ପ୍ରତି ଅତ୍ୟନ୍ତ ଆପତ୍ତିଜନ ଶବ୍ଦ ବ୍ୟବହାର କରିବା ଜଣେ ବିଜେପି ନେତ୍ରୀଙ୍କୁ ମହଙ୍ଗା ପଡ଼ିଛି। ତାଙ୍କର ଏପରି ସୋଶାଲ ମିଡିଆ ପୋଷ୍ଟ ପାଇଁ ତାଙ୍କୁ ପୁଲିସ୍‌ ବେଙ୍ଗାଲୁରୁରୁ ଗିରଫ କରିଛି।ଅଭିଯୁକ୍ତ ବିଜେପି ନେତ୍ରୀ

ସୋମବାର ଧାର୍ଯ୍ୟ ହେବ ଅନାସ୍ଥା ପ୍ରସ୍ତାବ ତାରିଖ, ଉପସ୍ଥିତ ରହିବେ ମୋଦି

ନୂଆଦିଲ୍ଲୀ : କେନ୍ଦ୍ରରେ କ୍ଷମତାସୀନ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର ବିରୋଧରେ କଂଗ୍ରେସ ଆଣିଥିବା ଅନାସ୍ଥା ପ୍ରସ୍ତାବ ଆସନ୍ତା ସପ୍ତାହରେ ଗୃହରେ ଆଗତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ଏହି ଅନାସ୍ଥା ପ୍ରସ୍ତାବ ଉପସ୍ଥାପନ କରାଯିବ। ସେହିପରି ଏହା ଉପରେ କେଉଁ

ଭାଜପା ଉପରେ ଗର୍ଜିଲେ ମମତା, କହିଲେ- ମଣିପୁରକୁ କାହିଁକି ପଠାଉନ ସାଂସଦ, କାହାକୁ ଡରୁଛ ?

ନୂଆଦିଲ୍ଲୀ : ମଣିପୁର ପ୍ରସଙ୍ଗ ନେଇ କେନ୍ଦ୍ର ସରକାରଙ୍କ ଉପର ଗର୍ଜିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଗତ ୨ ମାସରୁ ଊର୍ଦ୍ଧ୍ୱ ଦିନ ହେଲାଣି ମଣିପୁର ଜଳୁଥିବା ବେଳେ ଏଯାଏ ଭାଜପା କିନ୍ତୁ ନିଜ ସାଂସଦଙ୍କୁ ସ୍ଥିତି ପରଖିବାକୁ ସେଠାକୁ ପଠାଉ ନାହିଁ। ତେଣୁ ହିଂସାର ନିଆଁରେ

ଭାରତ ଅଣ ବାସୁମତୀ ଧଳା ଚାଉଳ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇବା ପରେ ଏବେ ବିଦେଶରେ ଭାରତୀୟମାନେ ଚାଉଳ ଦୋକାନ ଆଗରେ…

ନୂଆଦିଲ୍ଲୀ : ଆମେରିକାଠାରୁ ଆରମ୍ଭ କରି ଅଷ୍ଟ୍ରେଲିଆ ଓ କାନାଡା ପର୍ଯ୍ୟନ୍ତ ଲୋକେ ଚାଉଳ କିଣିବା ପାଇଁ ଲମ୍ବା ଧାଡ଼ିରେ ଛିଡ଼ା ହୋଇଥିବା ଦେଖିବାକୁ ମିଳୁଛି। ଏହି ଦେଶଗୁଡ଼ିକରେ ରହୁଥିବା ପ୍ରବାସୀ ଭାରତୀୟ, ଆଫ୍ରିକୀୟ ନାଗରିକମାନେ ବହୁ ସଂଖ୍ୟାରେ ଚାଉଳ ବସ୍ତା କିଣି ଘରେ ଜମା କରୁଛନ୍ତି ।

 ଶ୍ରୀଲଙ୍କାରେ ସାମରିକ ଘାଟି ପ୍ରତିଷ୍ଠା କରିବ ଚୀନ !

ବେଜିଂ: ଶ୍ରୀଲଙ୍କା ଓ ପାକିସ୍ତାନରେ ନିଜର ନୌସେନା ଘାଟି ସ୍ଥାପନ କରିବାକୁ ଯାଉଛି ଚୀନ୍ । ଏହି ଦୁଇ ଦେଶ ଚୀନର ଋଣ ଭାରରେ ବୁଡି ରହିଛନ୍ତି । ଏଭଳି ସ୍ଥିତିରେ ଚୀନ ଏହି ଦୁଇ ଦେଶର ଆଭ୍ୟନ୍ତରୀଣ ଓ ବିଦେଶ ନୀତିକୁ ପ୍ରଭାବିତ କରି ସାମରିକ ଘାଟି ପାଇଁ ଅନୁମତି ହାସଲ କରିଛି ।ଏକ ବ୍ରିଟିଶ