Sign in
Sign in
Recover your password.
A password will be e-mailed to you.
ନାବାଳକ ପୁଅ ସହ ମିଶି ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ
ଭଦ୍ରକ: ଭଦ୍ରକରେ ଚାଞ୍ଚଲ୍ୟ। ଭଦ୍ରକ ଗ୍ରାମାଞ୍ଚଳ ଥାନା ବାଣିତିଆ ପଞ୍ଚାୟତ ମହଲା ସାହିରେ ନାବାଳକ ପୁଅ ସହ ମିଶି ସ୍ତ୍ରୀ ସ୍ୱାମୀକୁ ଛୁରି ଭୁସି ହତ୍ୟା କରିଛି। ଘଟଣାରେ ଉଭୟ ସ୍ତ୍ରୀ ଓ ପୁଅକୁ ଥାନାରେ ଅଟକ ରଖିଛି ପୁଲିସ। ପାରିବାରିକ କଳହରୁ ଏଭଳି କାଣ୍ଡ ଘଟିଥିବା କୁହାଯାଉଛି।
ସୂଚନା!-->!-->!-->…
କଟକ-ସମ୍ବଲପୁର ଜାତୀୟ ରାଜପଥର ଅଗ୍ରଗତି ନେଇ କେନ୍ଦ୍ରମନ୍ତ୍ରୀ ଗଡ଼କରୀଙ୍କ ସହ ଆଲୋଚନା କଲେ ଧର୍ମେନ୍ଦ୍ର
ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ନୂଆଦିଲ୍ଲୀ ଠାରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଭେଟି ଓଡ଼ିଶାରେ କ୍ରିୟାନ୍ୱୟନ ହେଉଥିବା ପ୍ରମୁଖ ଜାତୀୟ ରାଜପଥ ପ୍ରକଳ୍ପର ଅଗ୍ରଗତି ଏବଂ ନିର୍ମାଣ କାର୍ଯ୍ୟ ନେଇ ସମୀକ୍ଷା କରିବା!-->…
ପରିବହନ ନିଗମକୁ ରାଜ୍ୟ ମହିଳା ଆୟୋଗଙ୍କ ତାଗିଦ: ବସରେ ପ୍ରଥମ ମହିଳା ଯାତ୍ରୀ ବାରଣ ପ୍ରଥା ବନ୍ଦ କରାଯାଉ
ଭୁବନେଶ୍ୱର:ବସର ପ୍ରଥମ ଯାତ୍ରୀ ଯଦି ମହିଳା ହୋଇଥାନ୍ତି ତେବେ ତାଙ୍କୁ ଉଠିବାକୁ ଦିଆ ଯାଇ ନ ଥାଏ । ଜଣେ ବା ଦୁଇଜଣ ପୁରୁଷ ଯାତ୍ରୀ ଉଠିବା ପରେ ମହିଳାଙ୍କୁ ଉଠିବା ପାଇଁ ଅନୁମତି ମିଳିଥାଏ । ଏପରି ସ୍ଥିତି ପ୍ରତିଦିନ ବସଷ୍ଟାଣ୍ଡରେ ଦେଖିବାକୁ ମିଳିଥାଏ । ଅନେକ ମହିଳାଙ୍କୁ ଏପରି!-->…
ମହାନଦୀକୁ ଡେଇଁ ଯୁବକ ନିଖୋଜ
ସମ୍ବଲପୁର: ମହାନଦୀକୁ ଡେଇଁ ଯୁବକ ନିଖୋଜ। ଭୋର ସମୟରେ ଏହି ଅଘଟଣ ଘଟିଛି। ଟାଉନ ଥାନା ଅନ୍ତର୍ଗତ ଚାଉରପୁର ବ୍ରିଜ ଉପରୁ ପାଣିକୁ ଡେଇଁ ଯୁବକ ନିଖୋଜ ହୋଇଛି। ଯୁବକ ଜଣକ ଗୋବିନ୍ଦତୋଲା ଅଞ୍ଚଳର ବୋଲି ଜଣାପଡ଼ିଛି। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରୁଛି।
ତେବେ!-->!-->!-->…
ରାଜ୍ୟର ୬ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ୱର: ମୌସୁମୀ ନିମ୍ନ ଚାପରେଖା ଦକ୍ଷିଣ ଭାଗରୁ ଧୀରେ ଧୀରେ ତାର ସାଧାରଣ ଅବସ୍ଥାନକୁ ଫେରୁଥିବାରୁ ରାଜ୍ୟରେ ଆସନ୍ତା ୩୦ ତାରଖରୁ ବର୍ଷାର ବିସ୍ତୃତି ବଇବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କେନ୍ଦ୍ର ପକ୍ଷରୁ ଆଜି ଅପରାହ୍ନରେ ଜାରି ଏକ!-->…
ବୁଣାକାରଙ୍କ ହାତ ତିଆରି ଶାଢ଼ି କିଣିଲେ ରାଷ୍ଟ୍ରପତି
ଭୁବନେଶ୍ୱର : ବୁଣାକାରଙ୍କ ହାତ ତିଆରି ଶାଢ଼ି କିଣିଲେ ରାଷ୍ଟ୍ରପତି । ୩ ଦିନିଆ ଓଡ଼ିଶା ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗତକାଲି ଅନେକ ଶାଢ଼ୀ କିଣିଛନ୍ତି । ବୁଣାକାର ଚତୁର୍ଭୁଜ ମେହେରଙ୍କ ଦ୍ୱାରା ତିଆରି ହୋଇଥିବା ଶାଢ଼ି କିଣିଛନ୍ତି ରାଷ୍ଟ୍ରପତି । କୋଟପାଡ, ବୋମକାଇ,!-->…
ପ୍ରିଣ୍ଟିଂ ପ୍ରେସରୁ ଲିକ ହୋଇଥିଲା ଓଏସଏସସି ପ୍ରଶ୍ନପତ୍ର; ପର୍ଦ୍ଦାଫଶ କଲେ ଏସପି
ଭୁବନେଶ୍ୱର: କେଉଁଠୁ ଲିକ ହେଲା ପ୍ରଶ୍ନପତ୍ର ? କେମିତି ଲିକ ହେଲା ? ସାମ୍ନାକୁ ଆସିଲା ରହସ୍ୟ । ଆଉ କେଉଁଠୁ ନୁହେଁ, ପ୍ରିଣ୍ଟିଂ ପ୍ରେସରୁ ଲିକ ହୋଇଥିଲା ପ୍ରଶ୍ନପତ୍ର । ଏହା କହିଛନ୍ତି ବାଲେଶ୍ୱର ଏସପି ସାଗରିକା ନାଥ ।
ଓଏସଏସସି ଜେଇ ସିଭିଲ ମେନ ପ୍ରଶ୍ନପତ୍ର ଲିକ ମାମଲାରେ!-->!-->!-->…
ନାଇଜର ରାଷ୍ଟ୍ରପତି ବନ୍ଦୀ, କ୍ଷମତା ଦଖଲ କଲା ସେନା
ନୂଆଦିଲ୍ଲୀ : ପଶ୍ଚିମ ଆଫ୍ରିକୀୟ ଦେଶ ନାଇଜରରେ ରାତାରାତି ହୋଇଛି ହାଇଡ୍ରାମା। ଦେଶର ରାଷ୍ଟ୍ରପତିଙ୍କୁ ହଟାଇ କ୍ଷମତା ଅକ୍ତିଆର କରିଛି ସେନା। ଏଥିସହ ରାଷ୍ଟ୍ରପତିଙ୍କୁ ବନ୍ଦୀ ରଖାଯାଇଥିବା ଜଣାଯାଇଛି। ଏହି ଘଟଣାକୁ ନେଇ ସମଗ୍ର ବିଶ୍ୱ ଚିନ୍ତାବ୍ୟକ୍ତ କରିଛି।ଗତ ରାତିରେ ନାଇଜର ରାଷ୍ଟ୍ରପତି!-->…
ଇନଷ୍ଟାଗ୍ରାମରେ ରିଲ୍ ପୋଷ୍ଟର କେଇ ମିନିଟ୍ ପରେ ଦୁର୍ଘଟଣାରେ ଚାଲିଗଲା ଯବାନଙ୍କ ଜୀବନ
ବ୍ରହ୍ମପୁର: କେଇ ମିନିଟରେ ମିଳେଇଗଲା ଖୁସି । ସୋସିଆଲ୍ ମିଡିଆରେ ରିଲ୍ ଅପଲୋଡର କେଇ ମୁହୂର୍ତ୍ତରେ ଜଣେ ଯବାନଙ୍କ ଜୀବନ ଚାଲି ଯାଇଛି । ସଡ଼କ ଦୁର୍ଘଟଣାରେ ଆଖି ବୁଜିଛନ୍ତି ବିଏସଏଫ୍ ଯବାନ । ମୃତ ଯବାନ ଜଣଙ୍କ ଗଞ୍ଜାମ ଜିଲ୍ଲା କୁସରବାର ଜିତେନ୍ଦ୍ର କୁମାର ପାଢ଼ୀ ।
୨୫ ବର୍ଷର!-->!-->!-->…
ଆନ୍ଧ୍ର ମନ୍ତ୍ରୀଙ୍କୁ ପାରଳାଖେମୁଣ୍ଡିରେ ସମ୍ବର୍ଦ୍ଧନା: ବିରୋଧ କଲେ କଂଗ୍ରେସ ଓ ବିଜେପି
ଗଜପତି : ପାରଳାଖେମୁଣ୍ଡି ରେ ଆନ୍ଧ୍ର ପ୍ରଦେଶ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ନେଇ ବିବାଦ ଓ ପ୍ରତିବାଦ । ଯାହାକୁ ନେଇ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ରାଜନୈତିକ ତାତି ବଢିବାରେ ଲାଗିଛି । ଗତକାଲି ଅପରାହ୍ଣରେ ଆନ୍ଧ୍ର ମନ୍ତ୍ରୀଙ୍କୁ ଗୋଷାଣୀ ବ୍ଲକ୍ ଅଧ୍ୟକ୍ଷଙ୍କ ତରଫରୁ ସମ୍ବର୍ଦ୍ଧନା!-->…