Sign in
Sign in
Recover your password.
A password will be e-mailed to you.
ପୂର୍ଣ୍ଣଚନ୍ଦ୍ର ଗୌଡଙ୍କ ପ୍ରଥମ ଶ୍ରାଦ୍ଧ ଦିବସରେ ରକ୍ତଦାନ ଶିବିର
ହିଞ୍ଜିଳିକାଟୁ ୨୭।୭ : ଵିଜୁ ଜନତା ଦଳର ପୁର୍ବତନ ଯୁବ ସାଧାରଣ ସମ୍ପାଦକ ସ୍ବର୍ଗତ ପୂର୍ଣ୍ଣଚନ୍ଦ୍ର ଗୌଡଙ୍କ ପ୍ରଥମ ଶ୍ରାଦ୍ଧ ଦିବସ ଅବସରରେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ହିଞ୍ଜିଳି ଉପ୍ରାଵାଳକ ବାଳିକା ବିଦ୍ୟାଳୟ ପରିସରରେ ଏକ ମେଗା ରକ୍ତଦାନ ଶିବିର ଗୁରୁବାର ଅନୁଷ୍ଠିତ!-->…
ସହିଦ୍ ସପ୍ତାହ ପୂର୍ବରୁ କନ୍ଧମାଳରେ ମାଓ ବ୍ୟାନର
ଫୁଲବାଣୀ : ମାଓବାଦୀ ମାନଙ୍କ ସହୀଦ ସପ୍ତାହ ପୂର୍ବରୁ କନ୍ଧମାଳରେ ଲାଗିଲା ମା ଓ ବ୍ୟାନର, ଆସନ୍ତାକାଲି ୨୮ ତାରିଖରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ଲାଲ୍ ବାହୀନି ସହିଦ୍ ସପ୍ତାହ ପାଳନ କରୁଛି l ଏହି ସମୟ ମଧ୍ୟରେ ମା ଓ ବାଦୀ ମାନେ କିଛି ଅଘଟଣ ଘଟାନ୍ତି ।ଏହି ସପ୍ତାହ ପୋଲିସ ପାଇଁ ଏକ!-->…
ସ୍ବାଧୀନତା ଦିବସ ପାଳନ ନିମନ୍ତେ ରାଉରକେଲାରେ ପ୍ରସ୍ତୁତି ବୈଠକ
ରାଉରକେଲା (୨୭/୦୭) : ୭୭ତମ ସ୍ବାଧୀନତା ଦିବସ ପାଳନ ଉପଲକ୍ଷେ ଆଇଟିଡିଏ ସମ୍ମିଳନୀ କକ୍ଷ ଠାରେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ରାଉରକେଲା ମହାନଗର ନିଗମର ଆୟୁକ୍ତ ଡାକ୍ତର ଶୁଭଙ୍କର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଵୈଠକରେ ଚଳିତ ବର୍ଷ!-->…
ଓଡ଼ିଶା ରାଜ୍ୟ ଖାଦ୍ୟ ଆୟୋଗ ଆୟୁକ୍ତଙ୍କ ସୁନ୍ଦରଗଡ଼ ଗସ୍ତ
ସୁନ୍ଦରଗଡ଼ : ଓଡ଼ିଶା ରାଜ୍ୟ ଖାଦ୍ୟ ଆୟୋଗ ର ଅଧ୍ୟକ୍ଷ ଶ୍ରୀ ଅବନୀକାନ୍ତ ସାହୁ ଆଜି ସୁନ୍ଦରଗଡ଼ ଜିଲ୍ଲା ଗସ୍ତ କରି କ୍ଷେତ୍ର ପରିଦର୍ଶନ କରିବା ସହିତ ବିଭିନ୍ନ ବିଭାଗର ସମୀକ୍ଷା କରିଛନ୍ତି ।ସବଡେଗା ବ୍ଳକ ପରିସରରେ ଅୟୋଜିତ ଏହି ସମୀକ୍ଷା ବୈଠକରେ ଆୟୁକ୍ତ ଶ୍ରୀ ସାହୁ ଜିଲ୍ଲା ଯୋଗାଣ ବିଭାଗ!-->…
ଯୁବ ସମ୍ବାଦ ଭାରତ @୨୦୪୭
ଫୁଲବାଣୀ : କଲ୍ୟାଣୀ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଫୁଲବାଣୀ, କନ୍ଧମାଳ ଏବଂ ନେହେରୁ ଯୁବ କେନ୍ଦ୍ର ସଂଗଠନ ଫୁଲବାଣୀ , କନ୍ଧମାଳର ମିଳିତ ଆନୁକୂଲ୍ୟରେ ଯୁବ ସମ୍ବାଦ-ଭାରତ@୨୦୪୭ କାର୍ଯକ୍ରମ ଏସ୍. ଏମ୍ ସରକାରୀ ମହିଳା ମହାବିଦ୍ୟାଳୟ ରେ ଅନୁଷ୍ଠିତ ହୋଇଯାଇଛି | ଏଥିରେ ମୁଖ୍ୟ ଅତିଥି ଭାବରେ!-->…
ଇଂଟେଲିଜେନ୍ସ ଓ ଅପରେସନ ସେଲ୍, ପାପରମେଟଲା ଓ ଓର୍କେଲ ଥାନାର ନୂତନ ଗୃହ ଉଦ୍ଘାଟନ
ମାଲକାନଗିରି (୨୭।୭) : ମାଲକାନଗିରି ଜିଲ୍ଲାର ଇଂଟେଲିଜେନ୍ସ ଓ ଅପରେସନ ସେଲ, ଚିତ୍ରକୋଣ୍ଡା ବ୍ଲକର ସ୍ଵାଭିମାନ ଅଞ୍ଚଳରେ ଥିବା ପାପରମେଟଲା ଓ କୋରୁକୋଣ୍ଡା ବ୍ଲକରେ ଥିବା ଓର୍କେଲ ଥାନାର ନୂତନ ଗୃହକୁ ଆଜି ଦକ୍ଷିଣାଂଚଳ ଡିଆଇଜି ଚରଣ ସିଂ ମୀନା ଉଦ୍ଘାଟନ କରିଛନ୍ତିା ଶ୍ରୀ ମୀନା ମାଲକାନଗିରି!-->…
ମାଓବାଦୀଙ୍କ ସହୀଦ ସପ୍ତାହ ପୂର୍ବରୁ ସୁରକ୍ଷା ବ୍ୟବସ୍ତା କଡାକଡି
ମାଲକାନଗିରି, (୨୭।୭) : ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଆସନ୍ତା କାଲିଠାରୁ ଅର୍ଥାତ ଜୁଲାଇ ୨୮ ତାରିଖରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ମାଓବାଦୀଙ୍କ ସହୀଦ ସପ୍ତାହ ପାଳନ ହେବାକୁ ଯାଉଛି । ତେବେ ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାରେ ଯେପରି ମାଓବାଦୀଙ୍କ ଦ୍ୱାରା କୌଣସି ଅଘଟଣ ନଘଟେ!-->…
ଯୁବକଙ୍କ ଅସ୍ୱାଭାବିକ ମୃତ୍ୟୁ
ହିଞ୍ଜିଳିକାଟୁ (୨୭ା୭) : ହିଞ୍ଜିଳି ଥାନା ବେଲଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ବୁଧବାର ବିଳମ୍ବିତ ରାତିରେ ଜଣେ ଯୁବକଙ୍କ ମୃତଦେହକୁ ହିଞ୍ଜିଳି ପୁଲିସ ଉଦ୍ଧାର କରିଛି । ମୃତକ ଜଣଙ୍କ ହେଲେ ଛତ୍ରପୁର ଥାନା ମାଧପୁର ଗ୍ରାମର ବି. କ୍ରୀଷ୍ଣା ପାତ୍ର । ଏ ନେଇ ହିଞ୍ଜିଳି ଥାନା କେସ ନଂ-!-->…
୨୦୨୪ ଫେବ୍ରୁଆରୀ ୨୦ ତାରିଖରେ ହେବ ବୋର୍ଡ ପରୀକ୍ଷା, ମାର୍ଚ୍ଚ ୪ ପର୍ଯ୍ୟନ୍ତ ଚାଲିବ
ଭୁବନେଶ୍ୱର : ଆସନ୍ତା ବର୍ଷ ଆଗୁଆ ହେବ ମାଟ୍ରିକ ପରୀକ୍ଷା । ୨୦୨୪ ଫେବ୍ରୁଆରୀ ୨୦ ତାରିଖରେ ହେବ ବୋର୍ଡ ଏକ୍ଜାମ । ଏନେଇ ସୂଚନା ଦେଇଛି ମାଧ୍ୟମିକ ଶିକ୍ଷା ପରିଷଦ । ଫେବ୍ରୁଆରୀ ୨୦ରୁ ମାର୍ଚ୍ଚ ୪ ପର୍ଯ୍ୟନ୍ତ ଚାଲିବ ପରୀକ୍ଷା। ଏକାଠି ହେବ ହାଇସ୍କୁଲ ସାର୍ଟିଫିକେଟ, ମଧ୍ୟମା ଓ ମୁକ୍ତ!-->…
ତିନି ଦିନିଆ ଓଡିଶା ଗସ୍ତ ସାରି ଦିଲ୍ଲୀ ଫେରିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଭୁବନେଶ୍ୱର: ତିନି ଦିନିଆ ଓଡିଶା ଗସ୍ତ ସାରି ଦିଲ୍ଲୀ ଫେରିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ବାୟୁସେନାର ସ୍ବତନ୍ତ୍ର ବିମାନରେ ନୂଆଦିଲ୍ଲୀ ଫେରିଛନ୍ତି ରାଷ୍ଟ୍ରପତି। ରାଷ୍ଟ୍ରପତିଙ୍କୁ ବିମାନବନ୍ଦରରେ ବିଦାୟ ଦେଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।!-->…