Sign in
Sign in
Recover your password.
A password will be e-mailed to you.
ଆସନ୍ତା ବୁଧବାର ହେବ ମହାପ୍ରଭୁଙ୍କ ବନକ ଲାଗି ନୀତି, ନିର୍ଦ୍ଦେଶ ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ
ପୁରୀ : ଆଜି ନୁହେଁ, ବୁଧବାର ହେବ ମହାପ୍ରଭୁଙ୍କ ବନକ ଲାଗି ନୀତି। ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଆଦେଶ ଦେଇଥିବା ସୂଚନା ଦେଇଛନ୍ତି ସଞ୍ଜୟ ଦତ୍ତ ମହାପାତ୍ର। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଭେଟିଛନ୍ତି ଦତ୍ତ ମାହାପାତ୍ର ସେବାୟତ। ଆଜି ବନକଲାଗି ନୀତି କରିବାକୁ ଦତ୍ତ!-->…
ହାଇକୋର୍ଟରେ ପବ୍ଲିକ ପ୍ରସ୍ୟୁକ୍ୟୁଟର ନିଯୁକ୍ତି ମାମଲା: ରାଜ୍ୟ ସରକାର ଓ ଓପିଏସସିକୁ ଜବାବ ଦାଖଲ କରିବାକୁ ନୋଟିସ ଜାରି
କଟକ : ହାଇକୋର୍ଟରେ ଓଡ଼ିଶା ଲୋକସେବା ଆୟୋଗ ଦ୍ୱାରା ପ୍ରକାଶିତ ପବ୍ଲିକ ପ୍ରସ୍ୟୁକ୍ୟୁଟର ନିଯୁକ୍ତି ମାମଲା । ମାମଲାକୁ ବିଚାର ପାଇଁ ଗ୍ରହଣ କରି ଓଡ଼ିଶା ହାଇକୋର୍ଟ ପ୍ରତିପକ୍ଷ ରାଜ୍ୟ ସରକାର ଓ ଓପିଏସସି ଜବାବ ଦାଖଲ କରିବାକୁ ନୋଟିସ ଜାରି କରିଛନ୍ତି । ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ!-->…
ସାଉଦିରେ ପ୍ରବାସୀଙ୍କ ଦରମା ବିଶ୍ବରେ ସର୍ବାଧିକ, ବ୍ରିଟେନ୍ ସବୁଠୁ ମହଙ୍ଗା ଦେଶ
ନୂଆଦିଲ୍ଲୀ : ପ୍ରବାସୀ ଭାବେ ସାଉଦିରେ କାର୍ଯ୍ୟ କଲେ ସର୍ବାଧିକ ଦରମା ମିଳିବ। ଇସିଏ ଇଣ୍ଟରନ୍ୟାସନାଲ୍ ନାମକ ଏକ କନସଲଟାନ୍ସି ସଂସ୍ଥାର ସର୍ବେକ୍ଷଣ ରିପୋର୍ଟରୁ ଏହା ଜଣାପଡ଼ିଛି। ରିପୋର୍ଟରେ କୁହାଯାଇଛି ଯେ ମଧ୍ୟପ୍ରାଚ୍ୟରେ ମଧ୍ୟମ ସ୍ତରରେ ପ୍ରବନ୍ଧକ ଭାବେ କାର୍ଯ୍ୟ କରୁଥିବା ଲୋକମାନେ!-->…
ମାନସିକ ଶାନ୍ତି ନଥିଲେ, ଜଣେ ପ୍ରକୃତ ଶାନ୍ତି ପାଇବ ନାହିଁ: ରାଷ୍ଟ୍ରପତି
ଭୁବନେଶ୍ୱର: ଭୁବନେଶ୍ୱର ତମାଣ୍ଡୋ ବ୍ରହ୍ମାକୁମାରୀ କାର୍ଯ୍ୟକ୍ରମରେ ରାଷ୍ଟପ୍ତିଙ୍କ ବକ୍ତବ୍ୟ । ଓଡିଶା ସହ ବ୍ରହ୍ମାକୁମାରୀ ସଂସ୍ଥାର ଆଧ୍ୟାତ୍ମିମ ସଂପର୍କ ରହିଛି । ପରିବର୍ତ୍ତନ ହେଉଛି ଏକମାତ୍ର ଅପରିବର୍ତ୍ତନୀୟ ପ୍ରକ୍ରିୟା । ସବୁ ସମାଜରେ ସବୁ ସମୟରେ କିଛି ନା କିଛି ପରିବର୍ତ୍ତନ ହେଉଛି!-->…
ଆୟଠୁ ଅଧିକ ୩୧୩ ପ୍ରତିଶତ ସମ୍ପତ୍ତି, ଗିରଫ ହେଲେ ଜନସ୍ୱାସ୍ଥ୍ୟ ବିଭାଗର ସହକାରୀ ଯନ୍ତ୍ରୀ
ଭୁବନେଶ୍ୱର: ଜନସ୍ୱାସ୍ଥ୍ୟ ବିଭାଗର ସହକାରୀ ଯନ୍ତ୍ରୀଙ୍କୁ ଗିରଫ କରିଛି ଭିଜିଲାନ୍ସ । ସହକାରୀ ଯନ୍ତ୍ରୀଙ୍କ ଠାରୁ ଆୟଠୁ ୩୧୩ ପ୍ରତିଶତ ଅଧିକ ସମ୍ପତ୍ତି ଠାବ ପରେ ଭିଜିଲାନ୍ସ ଗିରଫ କରିଛି । ଠାବ ସମ୍ପତ୍ତି ମଧ୍ୟରେ ଗୋଟିଏ ରାଜକୀୟ ୩ ମହଲା କୋଠା ସହ ୨ଟି ପ୍ଲଟ୍, ୧.୫୪ କୋଟିର ଜମା,!-->…
ନୟାପଲ୍ଲୀରେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଭୁବନେଶ୍ୱର : ନୟାପଲ୍ଲୀରେ ଯୁବକଙ୍କ ଝୁଲନ୍ତା ମୃତଦେହ । ଆର.କେ ମାର୍ବଲ ରେଷ୍ଟ ରୁମ୍ରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଲେ ଖୋର୍ଦ୍ଧା ଜିଲ୍ଲା ଗୋଲାବାଇ ଗାଁର ଅଭିମନ୍ୟୁ ସାମନ୍ତରାୟ । ଗତକାଲି ରାତିରେ ସ୍ତ୍ରୀ ସହ ଭିଡିଓ କଲ୍ରେ କଥା ହେବା ପରେ ଆତ୍ମହତ୍ୟା!-->…
ବୁର୍ଖା ନ ପିନ୍ଧି ବସରେ ଚଢିବନି ! କର୍ଣ୍ଣାଟକ ବସ ଚାଳକର ଅଜବ ସର୍ତ୍ତକୁ ନେଇ ବିବାଦ
ବେଙ୍ଗାଲୁରୁ : କର୍ଣ୍ଣାଟକର କଲବୁର୍ଗି ଜିଲ୍ଲାରେ ଜଣେ ବସ୍ ଚାଳକ ସ୍କୁଲ ଛାତ୍ରୀମାନଙ୍କୁ ବୁର୍ଖା ନ ପିନ୍ଧି ବସରେ ଚଢ଼ିବାକୁ ମନା କରିଦେଇଥିବା ଅଭିଯୋଗ ହୋଇଛି। ନାବାଳିକାମାନେ ସ୍କୁଲ ଯିବା ପାଇଁ କମଲପୁର ତାଲୁକର ଓକାଲି ଗାଁରୁ ବାସବକଲ୍ୟାଣକୁ ଯାଉଥିବା ବେଳେ ଏହି ଘଟଣା ଘଟିଥିଲା । ବସ୍!-->…
ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ଶହୀଦଙ୍କ ପରିବାରଲୋକଙ୍କୁ ଚାକିରି ନମିଳିବାର କାରଣ କହିଲେ ଗୃହ ରାଷ୍ଟ୍ରମନ୍ତ୍ରୀ
ନୂଆଦିଲ୍ଲୀ: ଜମ୍ମୁକଶ୍ମୀରର ପୁଲୱାମାରେ ୨୦୧୯ ମସିହାରେ ଆତଙ୍କବାଦୀ ଆକ୍ରମଣରେ ୪୦ଜଣ ଯବାନ ସହିଦ ହୋଇଥିଲେ। ଏହି ଦୁଃଖଦ ଘଟଣା ପରେ ସହିଦ ଯବାନଙ୍କ ପରିବାରକୁ ସରକାରୀ ଚାକିରି ମିଳିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। ଏହି ପ୍ରତିଶ୍ରୁତି ଅନୁଯାୟୀ ୧୧ଜଣ ସହିଦଙ୍କ ସ୍ତ୍ରୀ ସରକାରୀ!-->…
ଦିଲ୍ଲୀ ହିଟ୍ ଆଣ୍ଡ ରନ୍ ଘଟଣା: ଅଞ୍ଜଳିଙ୍କୁ ଧକା ଦେଇଥିବା ସମସ୍ତ ଚାରି ଅଭିଯୁକ୍ତଙ୍କ ବିରୋଧରେ ଚାଲିବ ହତ୍ୟା ମାମଲା
ନୂଆଦିଲ୍ଲୀ: ନୂଆବର୍ଷକୁ ସ୍ବାଗତ କରିବା ପାଇଁ ଚାରିଆଡେ ଉତ୍ସବମୁଖର ଥିବା ବେଳେ ଦିଲ୍ଲୀରେ ଅଞ୍ଜଳିଙ୍କ ହିଟ ଆଣ୍ଡ ରନ ମାମଲା ସାରା ଦେଶକୁ ଦୋହଲାଇ ଦେଇଥିଲା। ଏହି ଘଟଣା ଘଟିବା ପରେ ସିସିଟିଭି ଫୁଟେଜକୁ ଆଧାର କରି ପୁଲିସ ସମସ୍ତ ୪ଅଭିଯୁକ୍ତଙ୍କ ପାଖରେ ପହଞ୍ଚିଥିଲା। ଏବେ ଅଭିଯୁକ୍ତ ଜେଲରେ!-->…
କୁମାର ବିଶ୍ୱାସ କାଉ ବେଶରେ ଆସି ଖୁମ୍ପିଛନ୍ତି: ଆପ ବିଧାୟକ
ନୂଆଦିଲ୍ଲୀ: ବୁଧବାର ମୌସୁମୀ ଅଧିବେଶନରେ ଭାଗ ନେବାକୁ ସଂସଦ ଭବନ ଆସୁଥିବା ବେଳେ ରାଜ୍ୟସଭା ଏମ୍ପି ରାଘବ ଚଢା ଏକ ଅସ୍ବାଭାବିକ ପରିସ୍ଥିତିର ସାମ୍ନା କରିଥିଲେ। ସଂସଦ ଭବନ ବାହାରେ ଫୋନରେ କଥା ହେଉଥିବା ବେଳେ ରାଘବ କାଉ ଆକ୍ରମଣର ଶିକାର ହୋଇଥିବା ଦେଖିବାକୁ ମିଳିଥିଲା। ସଂସଦ ଭବନ!-->…