Sign in
Sign in
Recover your password.
A password will be e-mailed to you.
ଧୋଇ ହୋଇ ଗଲା କସପଙ୍କା ପୋଲ ,ଗମନାଗମନରେ ସମସ୍ୟା
ଦାରିଙ୍ଗବାଡ଼ି (୨୬/୦୭) : ଦାରିଙ୍ଗବାଡ଼ି ବ୍ଲକ ହାତିମୁଣ୍ଡା ଗ୍ରାମ ପଞ୍ଚାୟତ କସପଙ୍କା ଗ୍ରାମରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱରା ଏକ ପୋଲ କାମ ଏହି ଦୁଇ ମାସ ପୂର୍ବେ କରା ଯାଇଥିଲା। ହେଲେ ବର୍ତ୍ତମାନର ଲଗାଣ ବର୍ଷାରେ ପୋଲକୁ ସଂଯୋଗ କରିବା ପାଇଁ ପୋଲର ଦୁଇ ପାର୍ଶ୍ଵରେ ମାଟି ପୂରଣ!-->…
କାରଗିଲ ବିଜୟ ଦିବସ ଅବସରରେ ସହିଦ୍ ଏସ. ଶ୍ରୀନିବାସ ପାତ୍ରଙ୍କୁ ଶ୍ରଦ୍ଧାଞ୍ଜଳି
ବ୍ରହ୍ମପୁର (୨୬/୭) : ଆମର ଚିରାଚରିତ ଶତ୍ରୁ ପାକିସ୍ଥାନ ଦ୍ଵାରା ଛଳନାତ୍ମକ ଭାବେ ଯେଉଁ କାରଗିଲ ଯୁଦ୍ଧ ଭାରତ ଉପରେ ଲଦି ଦିଆଯାଇଥିଲା ସେଥିରେ ଭାରତୀୟ ସେନା ନିଜର ଅସୀମ ପରାକ୍ରମ ଓ ସୌର୍ୟ ଦ୍ଵାରା ଯୁଦ୍ଧ କରି ପାକିସ୍ଥାନକୁ କାରଗିଲ ଯୁଦ୍ଧରେ ପରାସ୍ତ କରି ଭାରତକୁ ଯେଉଁ ବିଜୟ ପ୍ରଦାନ!-->…
ବ୍ଲକ ସ୍ତରୀୟ ଜନଶୁଣାଣୀ କାର୍ଯ୍ୟକ୍ରମ : ଅଭିଯୋଗର ହେଉନି ତଦନ୍ତ, ଅଭିଯୋଗକାରି ହତାଶ
ଦାରିଙ୍ଗବାଡି,୨୬/୭ : ଦାରିଙ୍ଗବାଡି ବ୍ଲକ କାର୍ଯ୍ୟାଳୟ ଠାରେ ବ୍ଲକ ସ୍ତରୀୟ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଟି ଉନ୍ନୟନ ଅଧିକାରୀ ଗଦାଧର ପାତ୍ର ଙ୍କ ଅଧ୍ୟକ୍ଷତା କ୍ରମେ ଏହି ବୈଠକ ହୋଇଥିଲା। ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ କେଦାର ଚନ୍ଦ୍ର ପଣ୍ଡା ପରିଚାଳନା!-->…
ମାଲକାନଗିରିରେ ଜିଲ୍ଲାସ୍ତରୀୟ ଶିଶୁ ସୁରକ୍ଷା ସଚେତନତା ଶିବିର
ମାଲକାନଗିରି : ମାଲକାନଗିରି ଆଜି ଜିଲ୍ଲାପରିଷଦ ମାଲକାନଗିରି ସଭାଗୃହ ରେ ଏକ ଶିଶୁ ସୁରକ୍ଷା ସମ୍ଭନ୍ଧୀୟ କର୍ମଶାଳା ଆୟୋଜିତ ହୋଇଯାଇଅଛି l ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ, ମାଲକାନଗିରି ଓ ଓଡିଶା ଜୀବିକା ମିଶନ, ମାଲକାନଗିରିର ମିଳିତ ଆନୁକୂଲ୍ୟରେ ଜିଲ୍ଲାକୁ ବାଲ୍ୟବିବାହ!-->…
ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାସଭବନରେ ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନି ବ୍ଲେୟାର। ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଟୋନି ବ୍ଲେୟାର । ଏହି ଅବସରରେ ରାଜ୍ୟର ପ୍ରଗତି ସମ୍ପର୍କରେ ଆଲୋଚନା ହୋଇଥିଲା । ଟୋନି ବ୍ଲେୟାର ଇନଷ୍ଟିଚ୍ୟୁଟ ଅଫ୍ ଗ୍ଲୋବାଲ!-->…
ଆଜି ବି ହୋଇପାରିନି ବନକଲାଗି ନୀତି
ପୂରୀ : ଆଜି ବି ହୋଇପାରିନି ଜଗାର ବନକଲାଗି। ଆଜି ବନକଲାଗି ନୀତି କରିବା ନେଇ ପ୍ରଶାସନିକ ନିର୍ଦ୍ଦେଶକୁ ଫୁସ୍ କିନା ଉଡ଼ାଇ ଦେଲେ ସମ୍ପୃକ୍ତ ସେବକ। ଥରେ ନୁହେଁ, ଏହାକୁ ମିଶାଇ ଦୁଇଥର ନିର୍ଦ୍ଦେଶକୁ ବେଖାତିର କରାଗଲା। ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ବନକଲାଗି ନୀତି କରିବାକୁ!-->…
ଭାରତୀୟ ସ୍ୱାଧୀନତା ସଂଗ୍ରାମକୁ ନେତୃତ୍ୱ ଦେଉଥିଲେ ବହୁ ଓଡ଼ିଆ ଓକିଲ: ରାଷ୍ଟ୍ରପତି
କଟକ : ଭାରତୀୟ ସ୍ୱାଧୀନତା ସଂଗ୍ରାମକୁ ନେତୃତ୍ୱ ଦେଉଥିଲେ ବହୁ ଓକିଲ। ଓଡ଼ିଶାର ମଧୁ ବାରିଷ୍ଟର ଏହି ମୁକ୍ତି ସଂଗ୍ରାମରେ ଜଣେ ପ୍ରମୁଖ ଯୋଦ୍ଧା ଥିଲେ। ଆଜି କଟକ ନ୍ୟାସନାଲ ଲ’ ୟୁନିଭର୍ସିଟି ସମାବର୍ତ୍ତନ ଉତ୍ସବରେ ବକ୍ତବ୍ୟ ରଖି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହା କହିଛନ୍ତି।
ସେ!-->!-->!-->…
ଏହି କାରଣ ପାଇଁ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମକୁ ନେଇ ପ୍ରଶାସନ ସମାଲୋଚିତ…
କଟକ: ଏଥର କଟକରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗସ୍ତ ବେଳେ କୌଣସି ବିଦ୍ୟୁତ ବିଭ୍ରାଟ ହୋଇନି କିନ୍ତୁ ଯେଉଁ ସ୍ଥାନରେ ମହାମହିମ ଅଭିଭାଷଣ ରଖୁଥିଲେ ତାର ଛାତକୁ ଜରି ପାଲରେ ଘୋଡାଇ ରଖିବାକୁ ନେଇ ଏବେ ବିବାଦ ଦେଖାଦେଇଛି। ଯାହା ପ୍ରଶାସନ ରାଷ୍ଚ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମ ପ୍ରତି କେତେ!-->…
ଲଘୁଚାପ ସକ୍ରିୟ, ପ୍ରବଳ ବର୍ଷାରେ ଭିଜିବ ଓଡ଼ିଶା
ଭୁବନେଶ୍ୱର: ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ସକ୍ରିୟ ରହିଛି । ପ୍ରଭାବରେ ରାଜ୍ୟରେ ଆଗାମୀ ୫ ଦିନ ଯାଏ ପ୍ରବଳ ବର୍ଷା ହେବ । ଏନେଇ ବିଭିନ୍ନ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।
ଆଜି!-->!-->!-->…
ନିଜ ବନ୍ଧୁକରୁ ଗୁଳି ଫଟାଇ ଆତ୍ମହତ୍ୟା ଉଦ୍ୟମ କଲେ ପୋଲିସ ଅଫିସର
କୋରାପୁଟ: ପୋଲିସ ଇନ୍ସପେକ୍ଟରଙ୍କ ଆତ୍ମହତ୍ୟା ଉଦ୍ୟମ । ନିଜ ବନ୍ଧୁକରୁ ଗୁଳିକଲେ ଇନ୍ସପେକ୍ଟର । ତାଙ୍କର ବେକ ଓ ମୁଣ୍ଡରେ ଗୁଳି ବାଜିଥିବା ଜଣାଯାଇଛ । ଏମିତି ଖବର ଆସିଛି କୋରାପୁଟ ଜିଲ୍ଲାରୁ ।
ଆଜି ସକାଳ ୧୧ଟା ୪୦ ମିନିଟରେ କୋରାପୁଟ ଏସପିଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିଲେ!-->!-->!-->…